www.samajalive.in
Sunday, December 14, 2025
26.1 C
Bhubaneswar

୪ଜିଲା ପରିଷଦ ଉପନିର୍ବାଚନରେ ବିଜେଡିର ବାଜିମାତ୍

ଭୁବନେଶ୍ୱର: ବିଭିନ୍ନ ଜିଲାରେ ଚାରିଟି ଜିଲା ପରିଷଦ ପାଇଁ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ବିଜେଡି ବାଜିମାତ କରିଛି। ସୂଚନା ଅନୁସାରେ ଦଶମନ୍ତପୁରରେ ବିଜେଡି ପ୍ରାର୍ଥୀ ୪୪୪୧ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେହିପରି ପଟ୍ଟାଙ୍ଗୀ ଜିଲା ପିରଷଦ ଆସନରେ ବିଜେଡି ୨୭୩୮ ଭୋଟରେ, ଛତ୍ରପୁର ଆସନରେ ବିଜେଡି ପ୍ରାର୍ଥୀ ୮୭୭୨ ଭୋଟ ଓ ଦାନଗଦି ଜିଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୨୬୨୫ ଭୋଟରେ ବିଜୟୀ ହୋଇଛନ୍ତି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories