www.samajalive.in
Saturday, December 6, 2025
14.1 C
Bhubaneswar

ରାଇସ ମିଲ୍‌ ମାଲିକଙ୍କ ଘରୁ ନଗଦ ଟଙ୍କା, ସୁନା ଅଳଙ୍କାର ଲୁଟ୍‌

ବୁର୍ଲା : ଘରେ କଳା କନା ବୁଲାଇଲେ ଦୁର୍ବୃତ୍ତ। ଲୁଟି ନେଲେ ନଗଦ ଟଙ୍କା ଓ ସୁନା ଅଳଙ୍କାର। ଏଭଳି ଅଭାବନୀୟ ବୁର୍ଲା ଥାନା ଗୋଶାଳା ଫାଣ୍ଡି ବାବୁବନ୍ଧ ଗ୍ରାମରେ ଘଟିଛି। ବୁର୍ଲା ଥାନା ଗୋଶାଳା ଫାଣ୍ଡି ବାବୁବନ୍ଧ ଗ୍ରାମ ସ୍ଥିତ ଭେଙ୍କେଟଶ୍ୱର ରାଇସ ମିଲ୍‌ ମାଲିକଙ୍କ ଘରେ ଡକାୟତି ହୋଇଛି। ନଗଦ ୧ଲକ୍ଷ ଟଙ୍କା ସହିତ ୨୦୦ ଗ୍ରାମର ସୁନା ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣାସ୍ଥଳରେ ବୁର୍ଲା ଏସଡିପି, ବୁର୍ଲା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାଟି ଗତ ସୋମବାର ବିଳମ୍ବିତ ରାତ୍ରିରେ ହୋଇଥିବା ଜଣାପଡିଛି।

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁଟି ସହ କ’ଣ କଲେ ମାଙ୍କଡ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories