www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; ଶିଶୁଟି ସହ କ’ଣ କଲେ ମାଙ୍କଡ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ଭିଡିଓ ଦେଖିବାକୁ ମିଳିଥାଏ । ଅନେକ ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିଥାଏ । କିଛି ଭିଡିଓ ଆଖିକୁ ବିଶ୍ୱାସ ହୋଇନଥାଏ । ଏଭଳି ହିଁ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି ।


ଭାଇରାଲ୍‌ ହେଉଥିବା ଭିଡିଓରେ ଆପଣ ଦେଖିପାରିବେ, ଏକ ଶିଶୁ ଏକ ଗଳି ରାସ୍ତାରେ ଯାଉଛି । ମାତ୍ର ପିଲାଟି ତା’ସହ ଆଗକୁ କ’ଣ ହେବ ଚିନ୍ତା ମଧ୍ୟ କରି ନଥିବ । ଭିଡିଓରେ ଦେଖିପାରିବେ ଶିଶୁଟି ଉପରକୁ ହଠାତ୍‌ ମାଙ୍କଡ ଆକ୍ରମଣ କରୁଛି । ଗୋଟିଏ ନୁହେଁ ବରଂ ୩ ରୁ ୪ ମାଙ୍କଡ ଶିଶୁ ଉପରେ ଆକ୍ରମଣ କରୁଛନ୍ତି । ପିଲାଟି ନିଜ ଜୀବନ ବଞ୍ଚାଇବା ପାଇଁ ଖସି ପଳାଇବାକୁ ଚେଷ୍ଟା କରୁଛି । ଭିଡିଓରେ ମହିଳା ମଧ୍ୟ ନଜର ଆସୁଛନ୍ତି । ମାତ୍ର ମାଙ୍କଡର ଆକ୍ରମଣ ଦେଖି ସେମାନେ ମଧ୍ୟ ପଳାଉଛନ୍ତି । ଏହି ସମୟରେ କିଛି ଲୋକେ ଆସି ଶିଶୁଟିକୁ ରକ୍ଷା କରୁଛନ୍ତି । ଏହି ଭିଡିଓଟି ଉତ୍ତର ପ୍ରଦେଶର ବୋଲି କୁହାଯାଉଛି ।
ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ଦେଖନ୍ତୁ ଭିଡିଓ ; ଭୟଙ୍କର ଦୁର୍ଘଟଣାର ଲାଇଭ୍ ଦୃଶ୍ୟ ଦେଖି ଅଟକି ଯିବ ନିଶ୍ୱାସ..

- Advertisement -

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories