ଦେଖନ୍ତୁ ଭିଡିଓ ; ଭୟଙ୍କର ଦୁର୍ଘଟଣାର ଲାଇଭ୍ ଦୃଶ୍ୟ ଦେଖି ଅଟକି ଯିବ ନିଶ୍ୱାସ..

ନୂଆଦିଲ୍ଲୀ : ଦୁର୍ଘଟଣାର ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ । ଗାଡି ପରସ୍ପର ଧକ୍କା ହେବାର ଅନେକ ଭିଡିଓ ଦେଖି ଛାତି ଥରି ଉଠିଥାଏ । ସେଭଳି ଭିଡିଓ ଦେଖିଲେ ଭୟଭୀତ ଲାଗିବା ସହ ଆଶ୍ଚର୍ଯ୍ୟ ଲାଗି ଥାଏ । ନିକଟରେ ଏଭଳି କିଛି ଭିଡିଓ ସାମ୍ନାକୁ ଆସିଛି, ଯାହା ବାସ୍ତବିକ ଭୟଭୀତ କରୁଛି । ଜଣେ ବ୍ୟକ୍ତି ମାତ୍ର କିଛି କ୍ଷଣ ମଧ୍ୟରେ ଏକ ବଡ ବିପଦରୁ ତାଙ୍କ ଜୀବନ ବଞ୍ଚି ଯାଉଛି … Continue reading ଦେଖନ୍ତୁ ଭିଡିଓ ; ଭୟଙ୍କର ଦୁର୍ଘଟଣାର ଲାଇଭ୍ ଦୃଶ୍ୟ ଦେଖି ଅଟକି ଯିବ ନିଶ୍ୱାସ..