www.samajalive.in
Saturday, December 6, 2025
26.1 C
Bhubaneswar

୧୪ ଜୁନରେ ହେବ ବଡ ପରିବର୍ତ୍ତନ; ୩ ରାଶିଙ୍କର ଏମିତି ବଦଳିବ ଭାଗ୍ୟ..

ଗ୍ରହଙ୍କ ରାଜକୁମାର ବୁଧ ଗ୍ରହ ୧୪ ଜୁନ ରାତ୍ରିରେ ମିଥୁନ ରାଶିରେ ପ୍ରବେଶ କରିବେ। ବୁଧ ମିଥୁନ ରାଶିରେ ପ୍ରବେଶ କରିବାର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। ମାତ୍ର ମେଷ, ସିଂହ ଓ ଧନୁ ରାଶିଙ୍କ ଭାଗ୍ୟ ଚମକିବ। ବୁଧ ଗ୍ରହ ବ୍ୟକ୍ତିଙ୍କ ଜାତକରେ ଶୁଭ ସ୍ଥାନରେ ରହିଲେ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବା ସହ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ମାନ-ସମ୍ମାନ ସହ ଚାକିରିରେ ପଦନ୍ନୋତି ହେବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ମଜଭୂତ ହେବା ସହ ଯାନ କିଣିବାର ମଧ୍ୟ ଯୋଗ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ ହେବ। ବ୍ୟବସାୟୀ ଲାଭବାନ୍ ହେବେ।

ପୂର୍ବ ପୁରୁଷଙ୍କ ଆଶୀର୍ବାଦରେ ଖୋଲେ ବନ୍ଦ ଭାଗ୍ୟର ତାଲା ; ଜାଣନ୍ତୁ କେମିତି କରିବେ ପ୍ରସନ୍ନ..

- Advertisement -

ସିଂହ – ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ବୁଧ ଗ୍ରହ ମିଥୁନ ରାଶିରେ ପ୍ରବେଶ ହେବା ମାତ୍ରେ ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟ କ୍ଷେତ୍ରରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଚାକିରି ଓ ବ୍ୟବସାୟୀଙ୍କ ଯାତ୍ରା କ୍ଷେତ୍ରରେ ଲାଭବାନ୍ ହେବେ। ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କର ବେତନ ବୃଦ୍ଧି ହେବ। ବ୍ୟବସାୟୀଙ୍କର ଆମଦାନୀ ବୃଦ୍ଧି ହେବ।

ଧନୁ – ଏହି ରାଶିର ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ବ୍ୟବସାୟୀ ଲାଭବାନ୍ ହେବେ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୂତ ହେବେ। ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଲାଭ ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ସମୟ ଅନୁକୂଳ। ପରୀକ୍ଷାରେ ମଧ୍ୟ କୃତ କାର୍ଯ୍ୟ ହେବେ।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories