ପୂର୍ବ ପୁରୁଷଙ୍କ ଆଶୀର୍ବାଦରେ ଖୋଲେ ବନ୍ଦ ଭାଗ୍ୟର ତାଲା ; ଜାଣନ୍ତୁ କେମିତି କରିବେ ପ୍ରସନ୍ନ..

ଯେଉଁମାନଙ୍କ ଉପରେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ରହିଥାଏ ସେମାନଙ୍କୁ ଜୀବନରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିନଥାଏ ବୋଲି ମାନ୍ୟତା ରହିଛି। ପୂର୍ବ ପୁରୁଷଙ୍କ ଆଶୀର୍ବାଦ ପାଇଁ ବ୍ୟକ୍ତି ନିଜ ଜୀବନରେ ଉନ୍ନତି, ସୁଖସମୃଦ୍ଧି ପ୍ରାପ୍ତି କରିଥାଏ। ହିନ୍ଦୁ ଧର୍ମରେ ପୂର୍ବପୁରୁଷଙ୍କ ଖୁବ୍ ମହତ୍ତ୍ୱ ରହିଛି। ପୂର୍ବ ପୁରୁଷଙ୍କୁ ସନ୍ତୁଷ୍ଟ ଓ ପ୍ରସନ୍ନ ରଖିବା ପାଇଁ ଅମାବାସ୍ୟା ତିଥିରେ ଶ୍ରାଦ୍ଧ ଓ ତର୍ପଣ ଅର୍ପଣ କରାଯିବାର ପରମ୍ପରା ରହିଛି। ଯେଉଁମାନଙ୍କ ଉପରେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ରହିଥାଏ, ଜୀବନରେ … Continue reading ପୂର୍ବ ପୁରୁଷଙ୍କ ଆଶୀର୍ବାଦରେ ଖୋଲେ ବନ୍ଦ ଭାଗ୍ୟର ତାଲା ; ଜାଣନ୍ତୁ କେମିତି କରିବେ ପ୍ରସନ୍ନ..