www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ ; ବିଚ୍ ରାସ୍ତାରେ ବିବାହ ପୂର୍ବରୁ ରିକ୍ସାରେ ଏମିତି କିଛି କଲେ କନ୍ୟା..

ନୂଆଦିଲ୍ଲୀ : ବିବାହ ଉତ୍ସବରେ ଫଟୋ ଉଠାଇବା ଏବେ ଟ୍ରେଣ୍ଡ୍ ରେ ରହିଛି। ତେବେ ବିବାହ ପୂର୍ବରୁ ମଧ୍ୟ ବର-କନ୍ୟା (ପ୍ରାକ୍ ବିବାହ ଫଟୋ ଉଠାଇବା) ବିଭିନ୍ନ ଫଟୋ ଉଠାଉଛନ୍ତି। ବର-କନ୍ୟା ଅନେକ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଯିବା ସହ ବିଭିନ୍ନ ଶୈଳୀରେ ଫଟୋ ଉଠାଉଛନ୍ତି। କେତେବେଳେ ସମୁଦ୍ର ତ କେତେବେଳେ ପାହାଡ ପର୍ବତ ସ୍ଥାନକୁ ଯାଇ ଫଟୋ ଉଠାଇ ଥାଆନ୍ତି। ମାତ୍ର ନିକଟରେ ସୋସିଆଲ ମିଡିଆରେ ବିବାହ ପୂର୍ବର ଏକ ଏପରି ଫଟୋ ସୁଟ୍ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ନିଜ ହସକୁ ରୋକି ପାରି ନାହାଁନ୍ତି। କନ୍ୟା ଜଣକ କାର୍ କିମ୍ବା ସବାରୀରେ ନୁହେଁ ବରଂ ରିକ୍ସା ଉପରେ ବସି ଫଟୋ ଉଠାଇଛନ୍ତି।


ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ, କନ୍ୟା ଜଣକ ଲେହେଙ୍ଗା, ସୁନା ଅଳଙ୍କାର ପିନ୍ଧି ରିକ୍ସାରେ ବସି ରାସ୍ତାରେ ଫଟୋ ଉଠାଉଥିବା ନଜର ଆସୁଛନ୍ତି। ରିକ୍ସାରେ ବସିବା ପରେ କନ୍ୟା ଜଣକ ନାଚିବା ଆରମ୍ଭ କରି ଦେଇଥିଲେ। ସାମ୍ନାରେ ଫଟୋ ଓ ଭିଡିଓ କରୁଥିବା ଟିମ୍ ରହିଥିଲେ।
ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ଜାଣନ୍ତୁ ଜିଓର ସବୁଠାରୁୁ ଶସ୍ତା ପ୍ଲାନ୍ ବିଷୟରେ..

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories