ଜାଣନ୍ତୁ ଜିଓର ସବୁଠାରୁୁ ଶସ୍ତା ପ୍ଲାନ୍ ବିଷୟରେ..

ନୂଆଦିଲ୍ଲୀ: ଜିଓ ନିଜର ରିଚାର୍ଜ ପ୍ଲାନର ଦାମ୍ ରେ ପରିବର୍ତ୍ତନ କରିଛି। କମ୍ପାନୀର ପ୍ଲାନ୍ ଏବେ ୬ଶହ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ଏହା ପରେ ମଧ୍ୟ କିଛି ପ୍ଲାନ୍ କମ୍ ଦାମ୍ ରେ ଭଲ ଅଫର୍ ଦେଉଛି। ଏଭଳି ଏକ ପ୍ଲାନ୍ ବିଷୟରେ ଜାଣନ୍ତୁ। ଏହି ପ୍ଲାନ୍ ରେ ବ୍ୟବହାରକାରୀଙ୍କୁ ୧ ଜିବି ଡାଟା ସହ ଅନଲିମିଟେଡ୍ ଭଏସ୍ କଲିଙ୍ଗ୍ ଓ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମଧ୍ୟ ମିଳିବ। ଏଥିରେ ଅତିରିକ୍ତ ସୁବିଧା ମଧ୍ୟ … Continue reading ଜାଣନ୍ତୁ ଜିଓର ସବୁଠାରୁୁ ଶସ୍ତା ପ୍ଲାନ୍ ବିଷୟରେ..