ଯାଜପୁର : ଯାଜପୁର ଜିଲା ଅନ୍ତର୍ଗତ ବରି ବ୍ଲକର ବିଜେଡି ସଭାପତି ସେକ୍ ସଫିକଉଦ୍ଦିନଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାର ନିଲମ୍ବିତ କରିଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ତାଙ୍କ ବିରୋଧରେ ଦଳ ବିରୋଧୀ ଗତିବିଧିର ଅଭିଯୋଗ ଆସିଥିଲା।
Popular Categories



