www.samajalive.in
Sunday, December 7, 2025
26.1 C
Bhubaneswar

ଆଜମୀର ଦରଘା ବିସ୍ଫୋରଣ ଘଟଣାରେ  ବିସ୍ଫୋରକ ଯୋଗଣକାରୀ ଗିରଫ

ଆଜମୀର . – ୨୦୦୭ ମସିହାରେ ଆଜମୀର ଦରଘା ବିସ୍ଫୋରଣ ଘଟଣାରେ ବିସ୍ଫୋରକ ଯୋଗାଇବା ଘଟଣାରେ ଆଣ୍ଟି ଟେରୋରିଷ୍ଟ ସ୍କାଡ୍‌ ଆଉଜଣକୁ ଗିରଫ କରିଛି । ସୁରେଶ ନାୟର ନାମକ ବ୍ୟକ୍ତିକୁ ଏଟିଏସ୍‌ ଗିରଫ କରିଛି । ଦୀର୍ଘ ୧୧ ବର୍ଷ ପରେ ବୋମା ଯୋଗଣାକାରୀ  ସୁରେଶକୁ ଗିରଫ କରିଛି ।

୨୦୦୭ ମସିହାରେ ଘଟିଥିବା ଏହି ବିସ୍ଫୋରଣରେ ୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଗୁରୁତର ହୋଇଥିଲେ । ସେବେଠାରୁ ସୁରେଶ ଫେରାର ଥିଲା । ତାଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତାକୁ ଖେଡା ଜିଲ୍ଲାର ଥେରସା ନିକଟରୁ ଗିରଫ କରାଯାଇଛି । ଏହାପରେ ଏଟିଏସ୍‌ ପକ୍ଷରୁ ତାକୁ  ପଚରା ଉଚରା କରାଯାଇଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories