www.samajalive.in
Monday, December 8, 2025
13.1 C
Bhubaneswar

ଏପରି କରନ୍ତୁ ଗୋଲମରିଚର ବ୍ୟବହାର : ଅନେକ ସମସ୍ୟାରୁ ମିଳିବ ମୁକ୍ତି

ପ୍ରାୟତଃ ଆମ ସମସ୍ତଙ୍କ ଘରେ ଗୋଲମରିଚ ଅତି ସହଜରେ ଉପଲବ୍ଧ। ସ୍ବାସ୍ଥ୍ୟ ପ୍ରତି ଏହା ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ତେବେ ଆମ ମଧ୍ୟରୁ ଅନେକ ଏବିଷୟରେ ଅଜଣା ଯେ, ଏହାର ଏପରି ଅନେକ ଉପଯୋଗ ରହିଛି ଯାହାଦ୍ବାରା ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଚାଲନ୍ତୁ ଜାଣିବା ଗୋଲମରିଚ ବ୍ୟବହାରରେ କିପରି ଆମେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇ ପାରିବା –

– କାଶ ହେଉଥିଲେ ଗୋଲ ମରିଚ ଚୂର୍ଣ୍ଣ ସହ ଏକ ଚାମଚ ମହୁ , ଘିଅ ,ସାମାନ୍ୟ ମିଶ୍ରି ମିଶାଇ ସେବନ କରିବା ଦ୍ୱାରା ଉପଶମ ମିଳିଥାଏ।
– ଚର୍ମ ଜନିତ ସମସ୍ୟା ଦେଖାଦେଉଥିଲେ ଗୋଲ ମରିଚ ଗୁଣ୍ଡରେ ଗାଈ ଘିଅ କିମ୍ବା ନଡ଼ିଆ ତେଲକୁ ମିଶାଇ ଦେହରେ ଲେପନ କଲେ ସମସ୍ୟା ଦୂର ହୋଇଥାଏ।
– ଦାନ୍ତରେ ସମସ୍ୟା ଦେଖାଦେଉଥିଲେ ଗୋଲ ମରିଚରୁ ପ୍ରସ୍ତୁତ କାଢା ସେବନ କଲେ ଦାନ୍ତ ବ୍ୟଥା କମ୍ ହୋଇଥାଏ।
– କୌଣସି କାରଣରୁ ଭୋକ ଲାଗୁ ନଥିଲେ ଗୋଲ ମରିଚ ଚୂର୍ଣ୍ଣକୁ ପାଣିରେ ଗୋଳାଇ ପିଇଲେ ଭୋକ ବଢେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories