QNETIC – Mobile

ହଲନଭଟାରେ ବିଜେଡିର ଜନସମ୍ପର୍ଜ ପଦଯାତ୍ରା

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ହଲନଭଟା ପଞ୍ଚାୟତରେ ବିଜେଡି ସଭାପତି ନବରଙ୍ଗ ଦାସଙ୍କ ନେତୃତ୍ବରେ କୁସପାଲି ଗାଁରେ ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’ କାର୍ଯ୍ୟକ୍ରମରେ ଶହ ଶହ ପଞ୍ଚାୟତ ବାସୀଙ୍କ ଉପସ୍ଥିତିରେ ଯୁବ ନେତା ପରମେ ମେହେର ସଭା ପରିଚାଳନା କରିଥିଲେ। ବରିଷ୍ଠ ନେତା ଅଜୟ ଦାସ, ନବରଙ୍ଗ ଦାସ, ଚନ୍ଦ୍ରମଣି ମେହେର, କୃତିବାସ ହଂସ, ଡୋଳାମଣି ଭାଇସଲ, ରତନ ମେହେର, ଗୋବିନ୍ଦ ବଗର୍ତି, ଦେବେନ୍ଦ୍ର ବରିହା, ଡୋଳା ମେହେର, ଟଙ୍କଧର ମେହେର, ଚୌଧୁରୀ ତାଣ୍ଡି, ଲଳିତା ମାଝୀ ଓ ବହୁ କର୍ମୀ ଉପସ୍ଥିତ ଥିଲେ। ପ୍ରମେ ମେହେର ଧନ୍ୟବାଦ ଦେଇ ଥିଲେ।

Comments are closed.