www.samajalive.in
Monday, December 15, 2025
14.1 C
Bhubaneswar

ହଲନଭଟାରେ ବିଜେଡିର ଜନସମ୍ପର୍ଜ ପଦଯାତ୍ରା

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ହଲନଭଟା ପଞ୍ଚାୟତରେ ବିଜେଡି ସଭାପତି ନବରଙ୍ଗ ଦାସଙ୍କ ନେତୃତ୍ବରେ କୁସପାଲି ଗାଁରେ ବିଜେଡିର ‘ଜନ ସମ୍ପର୍କ ପଦଯାତ୍ରା’ କାର୍ଯ୍ୟକ୍ରମରେ ଶହ ଶହ ପଞ୍ଚାୟତ ବାସୀଙ୍କ ଉପସ୍ଥିତିରେ ଯୁବ ନେତା ପରମେ ମେହେର ସଭା ପରିଚାଳନା କରିଥିଲେ। ବରିଷ୍ଠ ନେତା ଅଜୟ ଦାସ, ନବରଙ୍ଗ ଦାସ, ଚନ୍ଦ୍ରମଣି ମେହେର, କୃତିବାସ ହଂସ, ଡୋଳାମଣି ଭାଇସଲ, ରତନ ମେହେର, ଗୋବିନ୍ଦ ବଗର୍ତି, ଦେବେନ୍ଦ୍ର ବରିହା, ଡୋଳା ମେହେର, ଟଙ୍କଧର ମେହେର, ଚୌଧୁରୀ ତାଣ୍ଡି, ଲଳିତା ମାଝୀ ଓ ବହୁ କର୍ମୀ ଉପସ୍ଥିତ ଥିଲେ। ପ୍ରମେ ମେହେର ଧନ୍ୟବାଦ ଦେଇ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories