www.samajalive.in
Saturday, December 6, 2025
16.1 C
Bhubaneswar

୨୪ ଘଣ୍ଟାରେ ପପୁ ଯାଦବଙ୍କୁ ହତ୍ୟା କରିବାକୁ ବିଷ୍ଣୋଇ ଗ୍ୟାଙ୍ଗର ଧମକ

ସମାଜ ଡିଜିଟାଲ ଡେସ୍କ: ବିହାରର ପୁର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ପୁନର୍ବାର ହତ୍ୟା ଧମକ ମିଳିଛି। ଧମକରେ କୁଆଯାଇଛି ଯେ, ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟ ପପୁ ଯାଦବଙ୍କ ଆଖପାଖରେ ବୁଲୁଛନ୍ତି। ୨୪ ଘଣ୍ଟା ମଧ୍ୟରେ ତାଙ୍କୁ ହତ୍ୟା କରାଯିବ। ସାଂସଦଙ୍କୁ ପୂର୍ବରୁ ବି ଏଭଳି ଧମକ ମିଳିଛି। ଗତ ମାସରେ ଅନୁରୂପ ଧମକ ମିଳିଥିଲା। ଏହି ଘଟଣାରେ ପୁଲିସ ଧମକ ଦେଇଥିବା ଜଣେ ବ୍ୟକ୍ତିଙ୍କୁ ପୁର୍ଣ୍ଣିଆରୁ ଗିରଫ କରିଥିଲା।

ଧମକ ପରେ ବୁଲେଟ ପ୍ରୁଫ ଗାଡ଼ି ଉପହାର ଦେଇଥିଲେ ବନ୍ଧୁ

- Advertisement -

ପପୁ ଯାଦବଙ୍କୁ ପୂର୍ବଥର ଧମକ ମିଳିବା ପରେ ତାଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଏକ ବୁଲେଟ ପ୍ରୁଫ ଲ୍ୟାଣ୍ଡ କ୍ରୁଜର ଗାଡ଼ି ଉପହାର ଦେଇଥିଲେ। ଗତ ନଭେମ୍ବର ୨୫ରେ ଉକ୍ତ ଗାଡ଼ିଟି ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ପପୁ ଯାଦବ ଉପହାର ପାଇବା ପରେ କହିଥିଲେ ଯେ, ଯେଉଁ ଲ୍ୟାଣ୍ଡ କ୍ରୁଜର ତାଙ୍କୁ ଉପହାର ମିଳିଛି ତାହାକୁ ରକେଟ ଲଞ୍ଚର ବି ଉଡ଼ାଇପାରିବ ନାହିଁ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories