nua o banner

ବିନ୍ଦୁ ସାଗରରେ ମହାଳୟା ମନା

BJD Bijuli 480×75 Mob

ଭୁବନେଶ୍ବର: ଆସନ୍ତାକାଲି ମହାଳୟାକୁ ଦୃଷ୍ଟିରେ ରଖି ବିଏମ୍‌ସିର କଟକଣା ଜାରି କରାଯାଇଚି। ବିନ୍ଦୁ ସାଗର ଉପରେ ମହାଳୟା ପାଳନ ପାଇଁ ବିଏମ୍‌ସିର ସମ୍ପୂର୍ଣ୍ଣ ବାରଣ। ବ୍ରହ୍ମୁଣ ଭୋଜନ ସହ ଅନ୍ୟାନ୍ୟ ନୀତିକାନ୍ତି ପାଳନ କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମର ନିଷ୍ପତ୍ତି ହୋଇଛି। ବିଏମ୍‌ସି ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ନିୟମ ଲାଗୁ ପାଇଁ ନିର୍ଦେଶ ଜାରି ହୋଇଛି। କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି।

Comments are closed.