www.samajalive.in
Sunday, December 14, 2025
19.1 C
Bhubaneswar

ଭିଡିଓ ଭାଇରାଲ ପରେ ଆକ୍ସନ ମୋଡରେ ବନବିଭାଗ; ଗିରଫ ହେଲା ସାପ ଧରାଳି

ଭୁବନେଶ୍ୱର: ଭିଡିଓ ଭାଇରାଲ ପରେ ଆକ୍ସନ ମୋଡରେ ବନବିଭାଗ । ସାପଧରାଳି ବୀର ବିଶ୍ୱାଳଙ୍କୁ ବନବିଭାଗ ଗିରଫ କରିଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ବୀର ବିଶ୍ୱାଳଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ବନବିଭାଗ ତାଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଏକ ବିଷଧର ସାପକୁ ଧରି ତାର ଦାନ୍ତକୁ ନେଲକଟରରେ କାଟୁଥିଲେ ବୀର । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଭାଇରାଲ ହେବା ପରେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ବନବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ତଦନ୍ତ ପରେ ପୁଇଁତଳା ବିଲେଇସର୍ଡା ଗାଁରୁ ଏହି ଭିଡିଓ ଭାଇରାଲ ହୋଇଥିବା ଜଣାପଡ଼ିବା ପରେ ବୀର ବିଶ୍ୱାଳଙ୍କୁ ବନବିଭାଗ ଗିରଫ କରିଛି ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories