www.samajalive.in
Saturday, December 13, 2025
14.1 C
Bhubaneswar

ବୃକ୍ଷର ଜନ୍ମ ଦିନ ପାଳିଲେ ଭୋପାଳବାସୀ

ଭୋପାଳ : ଗୋଟିଏ ପଟେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ହଜାର ହଜାର ବୃକ୍ଷ କାଟି ଦେବାର ଯୋଜନା ଚାଲିଥିବା ବେଳେ ଅନ୍ୟପଟେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରେ ଗୁରୁବାର ଏକ ଲିମ୍ବ ବୃକ୍ଷର ଜନ୍ମଦିନ ପାଳନ କରାଯାଇଛି। ୨୩ତମ ଜନ୍ମଦିନ ଅବସରରେ ସହରବାସୀ କେକ୍‍ କାଟି ଉତ୍ସବ ପାଳନ କରିଛନ୍ତି। ବିଗତ ୨୩ ବର୍ଷ ହେବ ଜୁନ୍‍ ୨୧ରେ ସହରବାସୀ ଏମିତି ଏହି ଲିମ୍ବ ବୃକ୍ଷର ଜନ୍ମଦିନ ପାଳନ କରିଆସୁଛନ୍ତି। ବିଏଚ୍‍ଇଏଲ୍‍ର ଅବସରପ୍ରାପ୍ତ ମହାପ୍ରବନ୍ଧକ ବିଜୟ ଯୋଶୀ ଏବଂ ଆଦର୍ଶ ମର୍କେଟଙ୍କ ସମେତ ସ୍ଥାନୀୟ କିଛି ବ୍ୟବସାୟୀ ମିଶି ୨୩ ବର୍ଷ ପୂର୍ବେ ଏହି ଲିମ୍ବ ବୃକ୍ଷ ରୋପଣ କରି ନିଜ ପୁତ୍ର ସଦୃଶ ଯତ୍ନ ନେଇଥିଲେ। ପରବର୍ତ୍ତୀ ପିଢିକୁ

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories