କଟକ : କଟକ ଗଣ୍ଡଗୋଳ ଘଟଣାରେ ସାଂସଦ ଭର୍ତ୍ତୃହରି ମହତାବ ବଡ ବୟାନ ରଖିଛନ୍ତି। ସେ କହିଛନ୍ତି କିଛି ଅସାମାଜିକ ଲୋକ ଜେଲରୁ ମୁକୁଳିଥିଲେ। ସେମାନଙ୍କୁ କିଛି ଲୋକ ବିଶୃଙ୍ଖଳା ପାଇଁ ଉସୁକାଉଥିଲେ। ମୋ ପାଖରେ ଯାହା ସୂଚନା ଥିଲା ଜଣାଇଥିଲି। କିଛି ଲୋକଙ୍କର ବଦମାସି କରିବାର ଅଭ୍ୟାସ, ଆଗରୁ ଚିହ୍ନଟ କରିବାର ଆବଶ୍ୟକତା ଥିଲା। ସରକାର ଯେଉଁ ପଦକ୍ଷେପ ନେଇଛନ୍ତି , ତାହା ଶାନ୍ତି ଫେରାଇ ଆଣିବ ।
Popular Categories



