www.samajalive.in
Saturday, December 6, 2025
14.1 C
Bhubaneswar

ଚୋରା ମଦ ଓ ଡ୍ରଗ୍ସକୁ ବିରୋଧ କରି ରାସ୍ତାରୋକ

ଧାମରା: ଭଦ୍ରକ -ଚାନ୍ଦବାଲି ମୁଖ୍ୟ ରାସ୍ତା ଖେରଙ୍ଗ ନିକଟରେ ଚୋରା ମଦ କାରବାର ଓ ଡ୍ରଗ୍ସ କାରବାର କୁ ବିରୋଧ କରି ରାସ୍ତାରୋକ କରିଛନ୍ତି ସ୍ଥାନୀୟବାସୀ । ଏଥିରେ ଶତାଧିକ ସ୍ଥାନୀୟ ପୁରୁଷ ଓ ମହିଳା ସାମିଲ ହୋଉଛନ୍ତି । ଦୀର୍ଘ ଦୁଇ ବର୍ଷ ହେବ ସ୍ଥାନୀୟ ପ୍ରଶାସନ ଓ ଜ଼ିଲ୍ଲା ପ୍ରଶାସନକୁ ଏହି ବାବଦରେ ଗୁହାରି କରିଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରିନଥିଲା। ଫଳରେ ବାଧ୍ୟ ହୋଇ ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି । ଯେ ପର୍ଯ୍ୟନ୍ତ ପ୍ରଶାସନ ଅଭିଯୋଗର ସମାଧାନ ନ କରିବେ, ସେ ପର୍ଯ୍ୟନ୍ତ  ରାସ୍ତା ରୋକ ଜାରି ରହିବ ବୋଲି ଚେତାବନୀ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories