www.samajalive.in
Sunday, December 7, 2025
23.1 C
Bhubaneswar

ଗୋଟିଏ ଚାମଚ ଘିଅ ଦେବ ଅନେକ ରୋଗରୁ ମୁକ୍ତି

ଆୟୁର୍ବେଦରେ ଘିଅକୁ ଶକ୍ତି ପ୍ରଦାୟକ ବୋଲି କୁହାଯାଇଛି। ଏହା ଭୋଜନର ସ୍ୱାଦ ବଢାଇବା ସହ ବହୁ ଔଷଧୀୟ ଗୁଣରେ ମଧ୍ୟ ଭରପୁର ହୋଇଥାଏ। ଏହି ଅନୁସାରେ ଯଦି ଆପଣ ଦୈନିକ ସକାଳୁ ଜଳଖିଆ ପୂର୍ବରୁ ଖାଲି ପେଟରେ ଘିଅ ଖାଇବେ ତେବେ ବହୁ ରୋଗରୁ ଉପଶମ ପାଇ ପାରିବେ। ଯଦି ଘିଅର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଏହାକୁ ଖାଲି ପେଟରେ ହିଁ ଖାଆନ୍ତୁ। ତେବେ ଚାଲନ୍ତୁ ଜାଣିବା ସକାଳୁ ଖାଲି ପେଟରେ ଘିଅ ଖାଇବାର ଉପକାରିତା ବିଷୟରେ –

ତ୍ୱଚା ଉଜ୍ୱଳ ହୋଇଥାଏ :

- Advertisement -

ଘିଅ ଖାଇବା ଦ୍ୱାରା ଚର୍ମର ମୃତ କୋଷିକାଗୁଡ଼ିକ ପୁନର୍ଜୀବିତ ହୋଇଥାଆନ୍ତି, ଯଦ୍ୱାରା ତ୍ୱଚା ଉଜ୍ୱଳମୟ ଦେଖାଯାଏ। ଘିଅ ଖାଇବା ଦ୍ୱାରା ଚର୍ମର ଆର୍ଦ୍ରତା ମଧ୍ୟ ବଜାୟ ରହିଥାଏ, ଏହାଦ୍ୱାରା ତ୍ୱଚା ଚିକ୍କଣ ହୋଇଥାଏ।

ଗଣ୍ଠି ବାତରୁ ମୁକ୍ତି ଦେଇଥାଏ :

ଯେଉଁ ଲୋକମାନଙ୍କର ଆଣ୍ଠୁ ଗଣ୍ଠି ବାତ ସମସ୍ୟା ରହିଛି ସେମାନେ ଦୈନିକ ଘିଅ ଖାଇବା ଉଚିତ୍‍। ଏହାଦ୍ୱାରା ଗଣ୍ଠିବାତରୁ ଶୀଘ୍ର ଉପଶମ ମିଳିଥାଏ।

ମୋଟାପଣ କମାଇଥାଏ :

ଚିନ୍ତା କରନ୍ତୁ ନାହିଁ, ଘିଅ ଖାଇବା ଦ୍ୱାରା ମୋଟା ହେବେ ନାହିଁ। ଯଦି ଆପଣ ଦୈନିକ ଗୋଟିଏ ଚାମଚ ଘିଅ ଖାଇବେ ତେବେ ଶରୀରର ମେଟାବଲିଜିମ୍‍ ବଢିବ ଓ ଓଜନ କମିବ।

ମସ୍ତିଷ୍କକୁ କ୍ରିୟାଶୀଳ କରିଥାଏ :

ସକାଳୁ ଖାଲି ପେଟରେ ଘିଅ ଖାଇବା ଦ୍ୱାରା ମସ୍ତିଷ୍କର ସ୍ନାୟୁଗୁଡ଼ିକ କ୍ରିୟାଶୀଳ ହୋଇଥାଆନ୍ତି। ଏହାଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। ଏହାର ନିୟମିତ ସେବନ ଦ୍ୱାରା ଅଲଜାଇମର୍‍ ଭଳି ରୋଗ ମଧ୍ୟ ଦୂରେଇ ଯାଇଥାଏ।

କେଶକୁ ସୁଦୃଢ କରିଥାଏ :

ନିୟମିତ ସକାଳୁ ଖାଲି ପେଟରେ ଘିଅ ଖାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଥାଏ ତଥା କେଶ ସୁଦୃଢ ହୋଇଥାଏ। ଏଥିସହିତ କେଶ ନରମ ଓ ଚମକଦାର୍‍ ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories