www.samajalive.in
Saturday, December 6, 2025
14.1 C
Bhubaneswar

୨୨ ଦାଦନ ଶ୍ରମିକ ଉଦ୍ଧାର, ଦଲାଲ ଅଟକ

ବେଲପଡା: ବେଲପଡା ପୁଲିସ ଚଢ଼ାଉ କରି ୨୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକ ମାନେ ହେଲେ ପାଟଣାଗଡ଼ ଅଞ୍ଚଳର। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୭ ଜଣ ଶିଶୁ ଓ ୫ ଜଣ ମହିଳା ଏବଂ ୧୦ ଜଣ ପୁରୁଷ ଅଛନ୍ତି। ଶ୍ରମିକ ମାନଙ୍କୁ ମଣ୍ଡଳ ଗାଁର ମକାରୁ ନାମକ ଜଣେ ଦାଦନ ଦଲାଲ ୨୫ରୁ ୩୦ ହଜାର ଟଙ୍କା ମୁଣ୍ଡ ପିଛା ବଇନା ଦେଇ ବାହାର ରାଜ୍ୟକୁ ଚଲାଣ କରୁଥିବା ବେଳେ ପୁଲିସ ଚଢ଼ାଉ କରି ଉଦ୍ଧାର କରିଛି। ଏନେଇ ମାମଲା ରୁଜୁ ସହ ଦାଦନ ଦଲାଲକୁ ଅଟକ ରଖିବା ସହ ଶ୍ରମିକମାନଙ୍କୁ ପୁଲିସ ନିଜ ନିଜ ଘରକୁ ପଠାଇ ଦେଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories