www.samajalive.in
Sunday, December 7, 2025
14.1 C
Bhubaneswar

ପଥର ଖଣିରେ ଚଢ଼ାଉ ; ଜେସିବି ଜବତ

ବେଗୁନିଆ : ବେଗୁନିଆ ତହସିଲ ଅଧିନସ୍ଥ ହଜ ପଞ୍ଚାୟତର ନିଧିପୂର ଠାରେ ଥିବା ବେଆଇନ ଖଣି ଭିତରୁ ପଥର କାଟିବା ପାଇଁ ମାଟି ସଫା କରାଯାଉଥିଲା ।ଖବର ପାଇ ଅତିରିକ୍ତ ତହସିଲଦାର ସନାତନ ଆଚାର୍ୟ୍ୟଙ୍କ ନେତୃତ୍ୱରେ ଦୁଇ ଜଣ ଆର ଆଇ ଏବଂ ଅମିନଙ୍କ ସହିତ ସିକୋ ଫାଣ୍ଡି ପୁଲିସ ସେଠାରେ ଚଢ଼ାଉ କରି ଜେସିବି ଟିକୁ ଜବତ କରି ତହସିଲ କାର୍ୟ୍ୟାଳୟକୁ ଆଣିଥିଲେ ।ପଥର କାଟିବା ପାଇଁ ବ୍ୟବହାର ହେଉଥିବା ଗୋଡା ରୁ ଗୋଟିଏ ଏବଂ ଓଗାଳପୁରରୁ ଦୁଇଟି ପାୱାରଟିଲର ଜବତ କରାଯାଇ ଆଜି ମାଲିକମାନଙ୍କ ନାମରେ ତହସିଲଦାର ଥାନାରେ ମାମଲା ରୁଜୁ କରିଥିବାର ଜଣାପଡିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories