www.samajalive.in
Sunday, December 14, 2025
19.1 C
Bhubaneswar

୭ରୁ ବିଏଡ୍‌ ପ୍ରବେଶିକା, କେମିତି ପରୀକ୍ଷା ଦେବେ ସିଟି ବିଦ୍ୟାର୍ଥୀ?

ଭୁବନେଶ୍ବର: ଶିକ୍ଷାବର୍ଷ ୨୦୨୧-୨୨ରେ ବି.ଏଡ୍‌ ଓ ବିପିଏଚ୍‌ଇଡି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଅକ୍ଟୋବର ୭ରୁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନ୍‌ଲାଇନ୍‌ (ସଞ୍ଚାର ଜରିଆ)ରେ ଏହି ପରୀକ୍ଷା ହେବ। ସେପ୍ଟେମ୍ବର ୨୫ ତାରିଖରୁ ପ୍ରବେଶପତ୍ର ୱେବସାଇଟ www.samsodisha.gov.in ରେ ଉପଲବ୍ଧ ହେଉଛି।

ତେବେ ଡିଏଲ୍‌ଇଡି(ସିଟି) ଦ୍ବିତୀୟ ବର୍ଷ ବିଦ୍ୟାର୍ଥୀଙ୍କ ଶେଷ ପରୀକ୍ଷା ବୁଧବାର ଠାରୁ ସିଟି ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୮ ଯାଏଁ ଚାଲିବ। ବହୁ ବିଦ୍ୟାର୍ଥୀ ବିଏଡ୍‌ ପ୍ରବେଶିକା ଦେବାକୁ ଥିବାବେଳେ ସେମାନଙ୍କର ସମାନ ତାରିଖରେ ସିଟି ପରୀକ୍ଷା ରହିଛି। କିଭଳି ଗୋଟିଏ ଦିନରେ ଦୁଇଟି ପରୀକ୍ଷା ଦେବେ ତା’କୁ ନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସିଟି ବିଦ୍ୟାର୍ଥୀ ଦୂରଦୁରାନ୍ତରରେ ରହି ପରୀକ୍ଷା ଦେଉଥିବାବେଳେ ୭ ଓ ୮ ତାରିଖରେ ବିଏଡ୍‌ ପରୀକ୍ଷା ପାଇଁ ଆସିବ କଷ୍ଟକର ବ୍ୟାପାର ପାଲଟିଛି। ସେମାନେ ସିଟି ପରୀକ୍ଷା ଦେବେ ନା ବିଏଡ୍‌ ପ୍ରବେଶିକା ଦେବେ ତା’କୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories