www.samajalive.in
Saturday, December 6, 2025
15.1 C
Bhubaneswar

ଦେଖନ୍ତୁ ଭିଡ଼ିଓ, ପାଣି ଭିତରେ ମାଛକୁ ଧରିଲା ଭାଲୁ

ସମାଜ ଡିଜିଟାଲ ଡେସ୍କ: ନଦୀ ପାଣିରେ ଖେଳୁଥିଲେ ପୁଳା ପୁଳା ମାଛ। ଏହି ସମୟରେ ଭାଲୁଟିଏ ଆସି ଗୋଟିଏ ମାଛକୁ ଟେକି ନେଇଯାଇଥିଲା। ନାଲି ନାଲି ଦେଖାଯାଉଥିବା ମାଛକୁ ଧରିବା ପାଇଁ ଦୂରରୁ ଲକ୍ଷ୍ୟ କରି ଆସିଥିଲା ଭାଲୁ। ପାଖରେ ପହଞ୍ଚିବା ପରେ ମାଛଟିକୁ କିଭଳି ଧରିଲା ଦେଖନ୍ତୁ ଏହି ଭିଡ଼ିଓରେ। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories