www.samajalive.in
Saturday, December 6, 2025
16.1 C
Bhubaneswar

ପଟିଆରେ ଶିକ୍ଷାନୁଷ୍ଠାନ ନିକଟରେ ନିଶା କାର୍‌ବାର୍‌; ପୁଲିସର ଚଢାଉ

ଭୁବନେଶ୍ୱର : ନିଶା କାରବାର ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ବୁଧବାର ପୁଲିସର ଜୋରଦାର୍‌ ଚଢାଉ କରାଯାଉଛି। ପଟିଆ ଅଞ୍ଚଳରେ ଥିବା ଶିକ୍ଷାନୁଷ୍ଠାନ ନିକଟରେ ପୁଲିସ ପକ୍ଷରୁ ଏହି ଚଢାଉ କରାଯାଉଛି। ଶିକ୍ଷାନୁଷ୍ଠାନ ନିକଟରେ ଥିବା ସମସ୍ତ ଛୋଟଛୋଟ ଦୋକାନରେ ଚଢାଉ କରାଯାଉଛି । କମିଶନରେଟ୍‌ ପୁଲିସର ସ୍ୱତନ୍ତ୍ର କ୍ରାଇମ୍‌ ଟିମ୍‌ ଚଢାଉ କରିଛି। କିଛି ପାନ ଦୋକାନରୁ ଗଞ୍ଜେଇ, ସିଗାରେଟ୍‌ ସହ ଅନ୍ୟାନ୍ୟ ନିଶା ଜିନିଷ ଜବତ ହୋଇଛି।

୫୦ ବର୍ଷ ପରେ ମାଲବ୍ୟ ରାଜଯୋଗ : ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଗାଡି..

ଦେଖନ୍ତୁ ଭିଡିଓ; ରେଳ ଧାରଣାରେ ଶୋଇଲେ ଯୁବକ, ସାମ୍ନାରୁ ମାଡି ଆସିଲା ଟ୍ରେନ୍‌, ଆଉ ତା’ପରେ

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories