www.samajalive.in
Sunday, December 7, 2025
14.1 C
Bhubaneswar

ଟଳିଲା ବଡ ଅଘଟଣ; ରାଜଧାନୀରେ ଭୁଶୁଡିଲା କ୍ରେନ୍‌, ଜଣେ ଆହତ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବୁଧବାର ଏକ ବଡ ଅଘଟଣ ଅଳ୍ପକେ ଟଳି ଯାଇଛି । ସେଣ୍ଟ୍ରିଂ ବେଳେ ଭାଙ୍ଗି ପଡିଲା କ୍ରେନ୍‌ । ସେଠାରେ କାମ କରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାମ କରୁଥିବା ଅନ୍ୟ ଶ୍ରମିକମାନେ। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୟୁନିଟ୍‌-୮ ଓଏମସି କଲୋନୀରେ ବିଲ୍ଡିଂ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି । ଓଏମସି କଲୋନୀରେ ଏକ ୧୦ ତାଲା ବିଲ୍ଡିଂର କାମ ଚାଲୁଥିବା ବେଳେ ଛାତ ପାଇଁ ସେଣ୍ଟ୍ରିଂ କାମ ଚାଲିଥିଲା । ଏହି ସମୟରେ ହଠାତ୍‌ କ୍ରେନଟି ଭୁଶୁଡି ପଡିଥିଲା।

ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

- Advertisement -

କ୍ରେନଟି ଭୁଶୁଡିବା ସମୟରେ ସେଠାରେ ଅନ୍ୟ ଶ୍ରମିକମାନେ ମଧ୍ୟ ଥିଲେ । ମାତ୍ର ସୌଭାଗ୍ୟବଶତଃ ଅନ୍ୟ ମାନେ ସୁରକ୍ଷିତ ଥିବା ବେଳେ ଅଘଟଣ ଟଳି ଯାଇଥିଲା । କେଉଁ କାରଣରୁ କ୍ରେନଟି ଭୁଶୁଡି ପଡିଥିଲା, ତାହା ଅସ୍ପଷ୍ଟ ରହିଛି ।

ଭାରତୀୟଙ୍କ ପାଇଁ ଚାକିରି; ୨ ଲକ୍ଷ ଦରମା, ମାଗଣାରେ ରହିବା,ଖାଇବା, ଚିକିତ୍ସା : ଏଠାରେ ମିଳିବ ନିଯୁକ୍ତି..

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories