ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..

ଦେବଗୁରୁ ବୃହସ୍ପତିଙ୍କର ଜ୍ୟୋତିଷ ଶାସ୍ତ୍ରରେ ସ୍ୱତନ୍ତ୍ର ସ୍ଥାନ ରହିଛି । ବୃହସ୍ପତିଙ୍କୁ ଜ୍ଞାନ, ଶିକ୍ଷା, ସନ୍ତାନ, ଜ୍ୟେଷ୍ଠ ଭାଇ, ଧାର୍ମିକ କାର୍ଯ୍ୟ, ପବିତ୍ର ସ୍ଥାନ, ଦାନ, ପୁଣ୍ୟ ଓ ବୁଦ୍ଧିର କାରକ ବୋଲି କୁହାଯାଏ । ବୃହସ୍ପତି ୨୭ ନକ୍ଷତ୍ର ମଧ୍ୟରେ ପୁନର୍ବସୁ, ବିଶାଖା ଓ ପୂର୍ବା ଭାଦ୍ରପଦ ନକ୍ଷତ୍ରର ସ୍ୱାମୀ । ଜ୍ୟୋତିଷ ଗଣନା ଅନୁସାରେ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଦେବଗୁରୁ ବୃହସ୍ପତିଙ୍କ ବିଶେଷ କୃପା ପ୍ରାପ୍ତି ହେବ । … Continue reading ବୃହସ୍ପତିଙ୍କ ପ୍ରଭାବ; ୨୦୨୪ ଶେଷ ପର୍ଯ୍ୟନ୍ତ ଏହି ରାଶି ହେବେ ଭାଗ୍ୟଶାଳୀ, ଭାଗ୍ୟ ବଦଳିବ, ହଠାତ୍‌ ମିଳିବ ଧନ..