www.samajalive.in
Monday, December 15, 2025
26.1 C
Bhubaneswar

କମିଶନରେଟ ପୁଲିସ ହାତରେ ଧରାପଡିଲେ ତୀରଛି ଗ୍ୟାଙ୍ଗ୍‌

ଭୁବନେଶ୍ୱର : ପୁଣି କମିଶନରେଟ ପୁଲିସ ହାତରେ ଧରାପଡିଛନ୍ତି ଲୁଟେରା ଗ୍ୟାଙ୍ଗ୍‌ । ଏହି ଲୁଟେରାମାନେ ତାମିଲନାଡୁର ହୋଇଥିବା ବେଳେ ଗ୍ୟାଙ୍ଗ୍‌ ନାଁ ତୀରଛି ଗ୍ୟାଙ୍ଗ୍‌ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟେରା ମାନେ ଲାପଟପ୍‌ ଓ ମୋବାଇଲ୍‌ ଲୁଟ୍‌ କରୁଥିଲେ । ଏହି ୪ ଅଭିଯୁକ୍ତ ମାନେ ମୋ ବସ୍‌, ମାର୍କେଟ୍‌ ଅଞ୍ଚଳରେ ହେଉଥିବା ଲୁଟ୍‌ ରେ ସମ୍ପୃକ୍ତ ରହିଛନ୍ତି ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଏକାଧିକ ଲାପଟପ୍‌ ସହ ୨୦ରୁ ଅଧିକ ମୋବାଇଲ୍‌ ଫୋନ୍‌ ପୁଲିସ ଜବତ କରିଛି ।

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନରେ ଯୁବକଙ୍କ ଷ୍ଟଣ୍ଟ, ହେଲା ଏମିତି..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories