www.samajalive.in
Saturday, December 6, 2025
15.1 C
Bhubaneswar

ପଦ୍ମକେଶରୀପୁରରେ ଶ୍ୱଶୁର, ବୋହୂଙ୍କୁ ଆକ୍ରମଣ କରିବା ଘଟଣା ; ୨ ଗିରଫ

ଭୁବନେଶ୍ୱର : ରାଜଧାନୀରେ ପଦ୍ମକେଶରୀପୁରରେ ଶ୍ୱଶୁର, ବୋହୂଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ମଞ୍ଚେଶ୍ୱର ଥାନା ପୁଲିସ ୨ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ସୁଧ ଟଙ୍କା ଆଦାୟକୁ ନେଇ ଶ୍ୱଶୁର, ବୋହୂଙ୍କୁ ଅଭିଯୁକ୍ତ ଆକ୍ରମଣ କରିଥିଲେ।

ଧରା ପଡିଲେ ଲୁଟେରା ଗ୍ୟାଙ୍ଗ ; ୧ କେଜି ସୁନା, ଲକ୍ଷ ଲକ୍ଷ ଟଙ୍କା ଜବତ

- Advertisement -

ସୂଚନା ଯୋଗ୍ୟ, ଏପ୍ରିଲ ୧୧ରେ ଗୋଷ୍ଠୀ ସଂଘର୍ଷ ବେଳେ ଗୋଟିଏ ପରିବାରର ୨ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରା ଯାଇଥିଲା।  ଦୁବୃର୍ତ୍ତ ମାନେ ଘରେ ପଶି ଶ୍ୱଶୁର ଓ ବୋହୂକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଗାଁରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।

କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories