mission shakti banner

ପଦ୍ମକେଶରୀପୁରରେ ଶ୍ୱଶୁର, ବୋହୂଙ୍କୁ ଆକ୍ରମଣ କରିବା ଘଟଣା ; ୨ ଗିରଫ

BSKY banner  750×100

ଭୁବନେଶ୍ୱର : ରାଜଧାନୀରେ ପଦ୍ମକେଶରୀପୁରରେ ଶ୍ୱଶୁର, ବୋହୂଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ମଞ୍ଚେଶ୍ୱର ଥାନା ପୁଲିସ ୨ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ସୁଧ ଟଙ୍କା ଆଦାୟକୁ ନେଇ ଶ୍ୱଶୁର, ବୋହୂଙ୍କୁ ଅଭିଯୁକ୍ତ ଆକ୍ରମଣ କରିଥିଲେ।

ଧରା ପଡିଲେ ଲୁଟେରା ଗ୍ୟାଙ୍ଗ ; ୧ କେଜି ସୁନା, ଲକ୍ଷ ଲକ୍ଷ ଟଙ୍କା ଜବତ

ସୂଚନା ଯୋଗ୍ୟ, ଏପ୍ରିଲ ୧୧ରେ ଗୋଷ୍ଠୀ ସଂଘର୍ଷ ବେଳେ ଗୋଟିଏ ପରିବାରର ୨ଜଣଙ୍କ ଉପରେ ମରଣାନ୍ତକ ଆକ୍ରମଣ କରା ଯାଇଥିଲା।  ଦୁବୃର୍ତ୍ତ ମାନେ ଘରେ ପଶି ଶ୍ୱଶୁର ଓ ବୋହୂକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଗାଁରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ।

କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

Comments are closed.