ଧରା ପଡିଲେ ଲୁଟେରା ଗ୍ୟାଙ୍ଗ ; ୧ କେଜି ସୁନା, ଲକ୍ଷ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର : କମିଶନରେଟ ପୁଲିସ ହାତରେ ଧରାପଡିଛନ୍ତି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ। ୪ ଲୁଟେରାଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୧ କେଜିରୁ ଅଧିକ ସୁନା ଗହଣା ଜବତ କରାଯାଇଛି। ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଏହାସହ ଦେଢ କେଜି ରୁପା ଗହଣା ଓ ୪ ଲକ୍ଷ ଟଙ୍କା ମଧ୍ୟ ପୁଲିସ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି। ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର
Copy and paste this URL into your WordPress site to embed
Copy and paste this code into your site to embed