ନୀଳଗିରି : ଗୋଚର ଜମିକୁ କେନ୍ଦ୍ର କରି ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ନୀଳଗିରି ଥାନା ବାବନ୍ଧ ଗାଁରେ ଶନିବାର ଏହି ଆକ୍ରମଣ ହୋଇଥିବା ବେଳେ ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ଗୋଚର ଜମିରେ ବାଡ ଭଙ୍ଗାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାହ ପରେ ସଂଘର୍ଷ ହେବା ସହ ଭୁଜାଲି, ଡେଙ୍ଗାରେ ଆକ୍ରମଣ କରାଯାଇଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



