ଭୁବନେଶ୍ୱର : କଂଗ୍ରେସର ଟିକେଟ୍ କସରତ ଜାରି ରହିଛି। ପିସିସି ସଭାପତି ଶରତ ପଟ୍ଟନାୟକ ଦିଲ୍ଲୀ ଯାଇଥିବା ଶୁକ୍ରବାର ଜଣାପଡିଛି।
- Advertisement -
ଆସନ୍ତା ୧୫ ସୁଦ୍ଧା ୨ୟ ପର୍ଯ୍ୟାୟ ଟିକେଟ ଆସିବ ବୋଲି ସେ କହିଛନ୍ତି। ଶନିବାର ସ୍କ୍ରିନିଂ ଓ ରବିବାର ସିଇସି ବୈଠକରେ ଚୂଡାନ୍ତ ହେବ।

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!