ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା
ଭୁବନେଶ୍ୱର : ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା। ରାଜ୍ୟର ବିଏସକେୱାଇ ତାଲିକାଭୁକ୍ତ ସବୁ ଘରୋଇ ମେଡିକାଲକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଘରୋଇ ହସ୍ପିଟାଲକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ବେଳେ ହିଟ୍ ଷ୍ଟ୍ରୋକ୍ ଜନିତ ଚିକିତ୍ସା ମିଳିବ। ପାଣି ଚାମ୍ବରରେ ପଡି ୱାଟକୋ କର୍ମଚାରୀଙ୍କ ମୃତ୍ୟୁ ଘରୋଇ ହସ୍ପିଟାଲ ବିଏସକେୱାଇ ପ୍ୟାକେଜରେ ଅଫଲାଇନ ମୋଡ୍ ବିଲ୍ ଦେବେ। କେବଳ ରାଜ୍ୟ ଭିତରେ ବିଏସକେୱାଇ ତାଲିକାଭୁକ୍ତ ହସ୍ପିଟାଲକୁ … Continue reading ମତଦାନ ପାଇଁ ନିୟୋଜିତ କର୍ମଚାରୀଙ୍କୁ ମିଳିବ କ୍ୟାସଲେସ୍ ଚିକିତ୍ସା
Copy and paste this URL into your WordPress site to embed
Copy and paste this code into your site to embed