www.samajalive.in
Friday, December 5, 2025
26.1 C
Bhubaneswar

ରାଜଧାନୀରେ ଚାଂଚଲ୍ୟ ; ଯୁବତୀଙ୍କୁ ହତ୍ୟା କରି ନଦୀ ପଠାରେ ଫିଙ୍ଗିଲେ

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ହତ୍ୟା। ରାଜଧାନୀ ସ୍ଥିତ ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା କରାଯାଇଛି। ହତ୍ୟା କରି ଦୁର୍ବୃତ ଯୁବତୀଙ୍କୁ ଦୟାନଦୀ ପଠାରେ ଫିଙ୍ଗି ଦେଇଛନ୍ତି। ମୃତ ଯୁବତୀ ଗଞ୍ଜାମ ହିଞ୍ଜିଳିକାଟୁର ଭାଗ୍ୟ ଡାକୁଆ। ସେ ଶିଶୁପାଳଗଡରେ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ସୂଚନାନୁଯାୟୀ, ଯୁବତୀ ଜଣକ ୪ ମାସ ତଳେ ନିଜ ପୁରୁଷ ବନ୍ଧୁଙ୍କ ସହ ଘରୁ ପଳାଇ ଆସିଥିଲେ। ଏହି ଘଟଣା ପରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ସହ ୩ ଜଣଙ୍କୁ ପୁଲିସ ଅଟକ ରଖିଛି। ମୃତଦେହ ନଷ୍ଟ କରିବାକୁ ଯିବା ବେଳେ ବାଇକ୍ ରୁ ଖସି ପଡି ଧରାପଡିଛନ୍ତି।

ସିଧାସଳଖ ଫ୍ରିଜ୍‌‌ ପାଣି ପିଉଥିଲେ ସାବଧାନ ; ହୃଦଘାତ ସହ ହେବ ଏସବୁ ରୋଗ!

- Advertisement -

ଖବର ପାଇ ପୁଲିସ ମୃତଦେହ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଛି।

ପୁଷ୍ପା-୨ ଟିଜର ରିଲିଜ: ଦମଦାର ଲୁକରେ ଅଲ୍ଲୁ ଅର୍ଜୁନ

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories