www.samajalive.in
Saturday, December 6, 2025
14.1 C
Bhubaneswar

ବାପା ଗାଳି କରିବାରୁ ଆତ୍ମହତ୍ୟା କଲା ପୁଅ ! ଅଭିଯୁକ୍ତ ଫେରାର୍

ଭୁବନେଶ୍ଵର: ବାପା ଗାଳି କରିବାରୁ ଆତ୍ମହତ୍ୟା କଲା ପୁଅ। ଖୋର୍ଦ୍ଧା ଧଉଳି ଥାନା କାଣ୍ଡି ସାହିରେ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ନଯିବାକୁ ନେଇ ବାପା ଗାଳି କରିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ନାବାଳକ ଜଣକ ଏଭଳି ନିଷ୍ପତ୍ତି ନେଇଛି। ଘର ଲୋକ ବହୁ ଖୋଜାଖୋଜି କରିବା ପରେ ପଞ୍ଚବଟୀ ଆଶ୍ରମ ନିକଟରୁ ନାବାଳକ ପୁଅର ମୃତଦେହ ଉଦ୍ଧାର କରାଯାଇଛି। ସେପଟେ ଘଟଣା ସମ୍ପର୍କରେ ପୁଲିସକୁ ନ ଜଣାଇ ପରିବାର ଲୋକେ ଶବ ସତ୍କାର କରିଛନ୍ତି। ତେଣୁ ପୁଲିସ ନିଜ ଆଡୁ ମାମଲା ଦାଏର କରି ଘଟଣାର ତଦନ୍ତ କରୁଛି। ମୃତ ନାବାଳକ ର ବାପା ଫେରାର୍ ଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories