www.samajalive.in
Saturday, December 6, 2025
14.1 C
Bhubaneswar

ଡ୍ରାଇଭରକୁ ମାଡ ପ୍ରତିବାଦରେ ରାସ୍ତାରୋକ

ବାସୁଦେବପୁର : ଧାମରା -ବାସୁଦେବପୁର ରାସ୍ତା ପାରାପୋଊଖରୀ ଛକ ଠାରେ ମାଛ ଗାଡିକୁ ଅଟକାଇ ଡ୍ରାଇଭରକୁ ମାଡ ମାରିବା ଘଟଣା। ଏ ନେଇ କଷିଆ ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ପୁଲିସ ମାମଲା ରୁଜ୍ଜୁ କରିନି।  ଅଭିଯୁକ୍ତ ଯୁବକ ଜଣକ ବହୁବାର ଏପରି ଆତଙ୍କରାଜ ଚଳାଇ ଆସୁଥିବା କାରଣରୁ ଜନ ଅସନ୍ତୋଷ ଦେଖାଦେଇଛି । ଆଜି ସକାଳ ୯ଟାରୁ ସ୍ଥାନୀୟ ଲୋକେ ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବରପାଇ ଆଡିସନାଲ ଏସପି ଅଂଶୁମାନ ଦ୍ବିବେଦୀ,ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଵୁଝାସୁଝା କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories