MEllora 950×100

ପାଟଣା ରେ ଭଷାଣୀ ମନ ମୋହିଲା

ପାଟଣା- ପାଟଣା ରେ ଧୁମଧାମରେ କାଳୀ ମେଢ଼ ଭାଷାଣୀକରାଯାଇଛି। ବନବୀର ଗ୍ରାମରୁ ଆସିଥିବା ଆଦିବାସୀ ରମଣୀଙ୍କ ରଙ୍ଗୀନ ନୋଟା ନାଚ ଦେଖଣାହାରୀଙ୍କ ମନ ମୋହିନେଇଥିଲା । ବାଜା ,ବାଣ ଓ ନାଚ ଗୀତ ମଧ୍ୟରେ ମେଢ଼ ବଜାର ଅଞ୍ଚଳ ପରିକ୍ରମା କରିବା ପରେ ବୈତରଣୀ ରେ ମେଢ଼ ବିସର୍ଜନ କରାଯାଇଛି ।ବଣିକ ସଂଘ ପକ୍ଷରୁ ସଭାପତି ବୁଲୁ ଭଞ୍ଜ ସମ୍ପାଦକ ଅଜୟ କୁମାର ଭଞ୍ଜ, ଉପଦେଷ୍ଟା ଅଜୟ କୁମାର ଦାଶ, ଅଜୟ କୁମାର ବେହେରା, ଅବିନାଶ ଦାଶ, ପ୍ରଦୀପ ବେହେରା, ବାଇଧର ସାହୁ ଓ ଅର୍ଜୁନ ମହାନ୍ତ ଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଭଷାଣି ପରିଚାଳନା କରିଥିଲେ ।

 

Comments are closed.