www.samajalive.in
Saturday, December 13, 2025
26.1 C
Bhubaneswar

ଗ୍ରାମ୍ୟ ଉନ୍ନୟନ ରାସ୍ତା ଦୋହରିକରଣରେ ବିଳମ୍ବ

କଳାପଥର(ବାଙ୍କୀ) :ବାଙ୍କୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଜାତମୁଣ୍ଡିଆ-ହଳଦିଆ- ଡମପଡା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଥିବାରୁ ଏହାର ଦୋହରି କରଣ ଚାଲୁଛି। ରାସ୍ତା ନବିକରଣରେ ଠିକାଦାର ସଂସ୍ଥା ବିଳମ୍ବ କରି ଚାଲିଥିବା ବେଳେ ବିପର୍ଯ୍ୟସ୍ତ ସଡକ ଖାଲ ଖମାରେ ପଥଯାତ୍ରୀଙ୍କ ମରଣଯନ୍ତା ପାଲଟିଛି। ରାସ୍ତାର ଅବସ୍ଥା ଏପରି ହୋଇଛି ଯେ ,ଗାଡିରେ ଯିବାତ ଦୁରର କଥା, ଖାଲି ପାଦରେ ଚାଲି ଚାଲି ଯିବା ଅତ୍ୟନ୍ତ କଷ୍ଟକର। ତେବେ ଏହି ନିର୍ମାଣ କରାଯିବାକୁ ସରକାରୀ ଭାବରେ ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ମଞ୍ଜୁର କରାଯାଇଛି। କିଛି ପ୍ରତିବନ୍ଧକ ଥିବାରୁ କାମ ଆଗେଇ ପାରୁନଥିବା କୁହାଯାଉଛି। ନିର୍ମାଣ ଅବଧି ସରିଯାଇଥିଲେ ମଧ୍ୟ ମାସ ମାସ ଧରି ରାସ୍ତା ନିର୍ମାର ହୋଇନପାରିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories