www.samajalive.in
Saturday, December 6, 2025
14.1 C
Bhubaneswar

ଅଶାନ୍ତ ବାଂଲାଦେଶ, ଅନୁପ୍ରବେଶକାରୀଙ୍କ ଉପରେ କେନ୍ଦ୍ର ଓ ରାଜ୍ୟର ତୀକ୍ଷଣ ନଜର

ଡେସ୍କ: ସମ୍ପ୍ରତି ବାଂଲାଦେଶରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତିକୁ ନେଇ ଉଭୟ କେନ୍ଦ୍ର ଓ ଓଡିଶା ସରକାର ଚିନ୍ତିତ ହୋଇ ପଡିଛନ୍ତି। ବାଂଲାଦେଶ ସହ ଭାରତର ସମ୍ପର୍କ ଭଲ ଥିବା ବେଳେ ଓଡିଶାକୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଆଗମନ କିଛି ନୂଆ ନୁହେଁ। ତେବେ ବର୍ତ୍ତମାନ ସେଠାରେ ଦେଖାଦେଇଥିବା ପରିସ୍ଥିତି ଅନୁକୂଳ ନ ଥିବାରୁ ହଜାର ହଜାର ସଂଖ୍ୟାରେ ବାଂଲାଦେଶୀ ସମୁଦ୍ର ପଥ ଦେଇ ଓଡିଶା ମଧ୍ୟକୁ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଜଳପଥ ଓ ସ୍ଥଳପଥରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସତର୍କତା ଅବଲମ୍ବନ କରୁଥିବା ଜଣାପଡିଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ୍ନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସମସ୍ତ ପ୍ରବେଶ ପଥ ଉପରେ ତୀକ୍ଷଣ ନଜର ରଖାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories