www.samajalive.in
Sunday, December 14, 2025
19.1 C
Bhubaneswar

ବାଲେଶ୍ବର ଷ୍ଟେସନ ଛକ ସପିଙ୍ଗ ମଲ୍‌ ସାମନାରେ ଯୁବତୀଙ୍କୁ ଆକ୍ରମଣ

ବାଲେଶ୍ବର : ବ୍ଲେଡ୍‌ରେ କାଟିଦେଲେ ବେକ । ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ । ବାଲେଶ୍ବର ଷ୍ଟେସନ ଛକ ସପିଙ୍ଗ ମଲ୍‌ ସାମନାରେ ଯୁବତୀଙ୍କୁ ଆକ୍ରମଣ। ବିଚ୍ ରାସ୍ତାରେ ଯୁବତୀଙ୍କ ଗଳା କାଟିଲା ମଦ୍ୟପ ଯୁବକ । ଗୁରୁତର ଅବସ୍ଥାରେ ଯୁବତୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆକ୍ରମଣର କାରଣ ଅସ୍ପଷ୍ଟ, ଯୁବକଙ୍କୁ ଅଟକ ରଖି ପୋଲିସ୍ ଆରମ୍ଭ କରିଛି ତଦନ୍ତ ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories