www.samajalive.in
Saturday, December 6, 2025
26.1 C
Bhubaneswar

୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର

ସମାଜଲାଇଭ ଡେସ୍କ: ବାଡ଼ରେ ଲାଗିଥିବା ଜାଲରେ ଛନ୍ଦି ହୋଇଥିବା ଏକ ଅଜଗର ସାପକୁ ଉଦ୍ଧାର କଲେ ଗ୍ରାମବାସୀ। ବାଲେଶ୍ଵର ଜିଲ୍ଲା ଖଇରା ଥାନା ନହଙ୍ଗ ଗ୍ରାମରୁ ଏହି ଅଜଗରକୁ ଉଦ୍ଧାର କରାଯାଇଛି। ସାପଟିର ଲମ୍ବ ୧୨ ଫୁଟ ହେବ।

ଗ୍ରାମର ଦାସ ସାହିରେ ଅଜଗର ସାପଟି ଜାଲରେ ଗୁଡେଇ ହୋଇଯିବା ପରେ ବାହାରି ନ ପାରି ଦୀର୍ଘ ନିଃଶ୍ୱାସ ନେଉଥିଲା। ଏହା ଦେଖି କିଛି କୁକୁର ଭୁକିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ନଜର ପଡିଵାରୁ ଯୁବ ସମାଜସେବୀ ମନୋଜ କୁମାର ଦାସ ବହୁ କଷ୍ଟରେ ତାକୁ ଉଦ୍ଧାର କରିଥିଲେ। ଖବର ପାଇ କୁପାରୀ ବନ ବିଭାଗ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories