www.samajalive.in
Tuesday, December 9, 2025
26.1 C
Bhubaneswar

ରିଲିଫ ପାଇଁ ରାସ୍ତାରୋକ

ବଲାଙ୍ଗୀର : ବଲାଙ୍ଗୀରରେ ବନ୍ୟା ପ୍ରଭାବିତଙ୍କୁ ଏପର୍ଯ୍ୟନ୍ତ ରିଲିଫ ମିଳିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି  । ରବିବାରେ ସକାଳେ ବଲାଙ୍ଗୀର ପ୍ୟାଲେସ ଛକ ଠାରେ ସ୍ଥାନୀୟ ଲୋକେ ରିଲିଫ ପାଇଁ  ଟାୟାରଜାଳି ପ୍ରତିବାଦ କରିବା ସହ ରାସ୍ତାରୋକ  କରିଛନ୍ତି । ଏହାଫଳରେ ବଲାଙ୍ଗୀର-ଟିଟିଲାଗଡ଼ ମଧ୍ୟରେ ଗମନାଗମନ ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ରହିଛି । ସାଧାରଣ ଲୋକ ନିଜର ଦୈନଦିନ କାମକୁ ନଯାଇପାରି ହନ୍ତସନ୍ତ ହେଉଛନ୍ତି ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories