www.samajalive.in
Tuesday, December 9, 2025
15.1 C
Bhubaneswar

ବୈପାରୀଗୁଡ଼ା ସିଡିପିଓଙ୍କୁ ନିଲମ୍ୱନ କଲେ ଜିଲାପାଳ

ଜୟପୁର: କୋରାପୁଟ ଜିଲାପାଳ ବୈପାରୀଗୁଡ଼ା ସିଡିପିଓ ସୁରମା ମହାପାତ୍ରଙ୍କୁ ସୋମବାର ନିଲମ୍ୱନ କରିଛନ୍ତି । ପୂର୍ବରୁ ସୁରମାଙ୍କ ନାଁରେ ଫ୍ରି କିଟ୍ସ ବିକ୍ରି ନେଇ ଅଭିଯୋଗ ହୋଇଥିଲା ।ସେ ଅଙ୍ଗନବାଡୀ କେନ୍ଦ୍ରମାନଙ୍କୁ ଦିଆ ଯାଉଥିବା ଖାଦ୍ୟରେ  ଅନିୟମିତତା ଓ ଅଙ୍ଗନବାଡ଼ି ସୁପରଭାଇଜର କର୍ମଚାରୀଙ୍କୁ ଧମକ ଚମକ ଦେଉଥିବା ନେଇ ଅଙ୍ଗନବାଡ଼ି ସଂଙ୍ଘ ପକ୍ଷରୁ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଙ୍ଗନବାଡ଼ି କର୍ମିମାନେ ସିଡିପିଓଙ୍କ ନିଲମ୍ୱନ ଦାବୀ କରିଥିଲେ । ଏହାର ତଦନ୍ତ କରି କୋରାପୁଟ ଜିଲା ପାଳ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସୁରମା ମହାପାତ୍ରଙ୍କୁ ନିଳମ୍ୱନ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories