www.samajalive.in
Monday, December 15, 2025
27.1 C
Bhubaneswar

ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ୭୦୦ ବିମାନ ଉଡ଼ାଣରେ ବିଳମ୍ବ

ସମାଜ ଲାଇଭ୍ ଡେସ୍କ :  ବୈଷୟିକ ତ୍ରୁଟି ପାଇଁ ଦିଲ୍ଲୀ ବିମାନବନ୍ଦରରେ ପ୍ରାୟ ୭୦୦ ବିମାନ ବିଳମ୍ବରେ ଉଡ଼ାଣ ଭରିଛନ୍ତି ।  ଏୟାର ଟ୍ରାଫିକ୍ ସିଷ୍ଟମରେ ବୈଷୟିକ ତ୍ରୁଟି ପାଇଁ ଏୟାର ଟ୍ରାଫିକ୍ କଣ୍ଟେ୍ରାଲକୁ ଫ୍ଲାଇଟ୍‌ ସିଡ୍ୟୁଲ୍‌ ମିଳୁନି । ଯେଉଁଥିପାଇଁ ବିମାନ ଗୁଡ଼ିକ ବିଳମ୍ବରେ ଉଡ଼ାର ଭରିଛନ୍ତି । ତ୍ରୁଟି ର ସମାଧାନ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ମାନୁଆଲି ଫ୍ଲାଇଟ୍‌ ସିଡ୍ୟୁଲ୍‌ ପ୍ରସ୍ତୁତି ପାଇଁ ଉଦ୍ୟମ କରିଛନ୍ତି । ବିମାନ ଉଡ଼ାଣରେ ବିଳମ୍ବ ପାଇଁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories