ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‍ପଡ଼ିବା ଚକିତ କରିଥିଲା: ସର୍ଦାର

ନୂଆଦିଲ୍ଲୀ : ଚଳିତ ବର୍ଷ ଅଷ୍ଟ୍ରେଲିଆର ଗୋଲଡକୋଷ୍ଟରେ ଖେଳାଯାଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଭାରତୀୟ ପୁରୁଷ ହକି ଦଳରୁ ବାଦ୍‍ ପଡ଼ିବା ତାଙ୍କୁ ଚକିତ କରିଥିଲା ବୋଲି ମତ ଦେଇଛନ୍ତି ବରିଷ୍ଠ ଖେଳାଳି ସର୍ଦାର…
Read More...

ଲେନୋଭୋ ଆଣିବ ବିଶ୍ୱର ପ୍ରଥମ ୫-ଜି ସ୍ମାର୍ଟଫୋନ୍‍

ନୂଆଦିଲ୍ଲୀ : ଅନେକ ଟେକ୍ନୋଲୋଜି କମ୍ପାନୀ ଏବେ ୫-ଜି ନେଟୱର୍କ ଉପରେ କାମ ଆରମ୍ଭ କରିଦେଲେଣି। ଏମିତିରେ ‘ନୋକିଆ’ ଏବଂ ‘ହୁୱାଇ’ ସମେତ ଅନେକ କମ୍ପାନୀ ୫-ଜି ର ସ୍ମାର୍ଟଫୋନ ବଜାରକୁ ଆଣିବା ପାଇଁ ପ୍ରସ୍ତୁତି…
Read More...

ରିଲିଜ୍‍ ହେଲା ଜେ.ପି ଦତ୍ତାଙ୍କ ‘ପଲ୍‍ଟନ୍‍’ ର ଟ୍ରେଲର

ନୂଆଦିଲ୍ଲୀ : ‘ବର୍ଡର’ ଭଳି ଦେଶାତ୍ମବୋଧକ ତଥା ଭାରତୀୟ ସୈନିକଙ୍କ ବୀରତ୍ୱର ଗାଥାକୁ ଦର୍ଶାଉଥିବା ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରସିଦ୍ଧ ନିର୍ଦେଶକ ‘ଜେ ପି ଦତ୍ତା’ ୧୨ବର୍ଷ ପରେ ପୁଣିଥରେ ‘ପଲଟନ୍‍’ ଭଳି ଆଉ ଏକ…
Read More...

ବଜାରକୁ ଆସିଲା ଜିଓମିର ୪-ଜି ଫିଚର ଫୋନ, ଜିଓ ସହିତ ହେବ ଟକ୍କର

ନୂଆଦିଲ୍ଲୀ : ଚୀନର ମୋବାଇଲ ନିର୍ମାତା କମ୍ପାନୀ ଜିଓମି ଏବେ ନଜର ପକାଇଛି ଶସ୍ତା ୪-ଜି ଫିଚର ଫୋନ ଉପରେ। ଜିଓମି କମ୍ପାନୀ ତରଫରୁ ଏବେ ଏକ ନୂଆ ଫିଚର ଫୋନ ଲଞ୍ଚ୍‍ କରାଯାଇଛି। ଏହି ୪-ଜି ଫିଚର ଫୋନର ନାମ ‘କ୍ୱିନ୍‍…
Read More...

କାର-ବାଇକ ମୁହାଁମୁହିଁ ଧକ୍କା ,୧ ମୃତ,୧ ଗୁରୁତର

କେନ୍ଦୁଝର : କେନ୍ଦୁଝର ସଦର ଥାନା ସାମ୍ନାରେ କାର-ବାଇକ୍ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି।  ଗୁରୁବାର ଦିନ ପ୍ରାୟ ୪ଟା ସମୟରେ ରିମୁଳିଆରୁ କେନ୍ଦୁଝର ଆସୁଥିବାବେଳେ…
Read More...

ଅଶ୍ୱିନଙ୍କୁ ୪ ୱିକେଟ; ଇଂଲଣ୍ଡ ୯/୨୮୫

ବର୍ମିଂହାମ୍‍ : ବୁଧବାର ଏଠାରେ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍‍ ଆରମ୍ଭ ହୋଇଛି। ମ୍ୟାଚ୍‍ର ପ୍ରଥମଦିନରେ ଉଭୟ ଦଳ ସମ୍ମାନ ଭାଗ କରିଛନ୍ତି। ଦିନର ଷ୍ଟମ୍ପ୍‍ ଅପସାରଣ ବେଳକୁ ପ୍ରଥମେ ବ୍ୟାଟିଂ…
Read More...

ମୋଦୀଙ୍କ ସଭାସ୍ଥଳର ତମ୍ବୁ ଭୁଶୁଡିବା ଘଟଣା; ‘ମମତା ସରକାର ଦାୟୀ’

ମେଦିନାପୁର : ପଶ୍ଚିମବଙ୍ଗର ମେଦିନାପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସଭା ଚାଲିଥିବା ସମୟରେ ତମ୍ବୁ ଭୁଶୁଡି ୬୭ ଜଣ ଆହତ ହେବା ଘଟଣାରେ କେନ୍ଦ୍ର ସରକାରଙ୍କ ତଦନ୍ତ ରିପୋର୍ଟ ଆସିଛି। ରିପୋର୍ଟରେ ଅଘଟଣ ପାଇଁ…
Read More...

ଆମ୍ରପାଲୀ ଗ୍ରୁପ୍‍କୁ ଧକ୍କା: ୪୦ କମ୍ପାନୀର ବ୍ୟାଙ୍କ ଖାତା ଜବତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ଆମ୍ରପାଲୀ ଗ୍ରୁପ୍‍କୁ ସୁପ୍ରିମକୋର୍ଟରେ ବଡ଼ ଧକ୍କା ଲାଗିଛି। ଏହି ଗ୍ରୁପ୍‍ର ୪୦ଟି କମ୍ପାନୀର ବ୍ୟାଙ୍କ ଖାତା ଏବଂ ସ୍ଥାବର ସମ୍ପତ୍ତିକୁ ଜବତ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟ ନେର୍ଦେଶ ଦେଇଛନ୍ତି।…
Read More...

‘ଦିଲ୍ଲୀର ୨୦ରୁ ୨୫% ଶିଶୁ ଶ୍ୱାସରୋଗ ଏବଂ ବ୍ରୋନକାଇଟିସ୍‍ରେ ଆକ୍ରାନ୍ତ’

ନୂଆଦିଲ୍ଲୀ : ଶବ୍ଦ ପ୍ରଦୂଷଣ ଯୋଗୁଁ ବହୁ ମାତ୍ରାର ନବଜାତକ ଫୁସ୍‍ଫୁସ୍‍ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀରେ କେବଳ ୨୦ରୁ ୨୫% ଶିଶୁ ଶ୍ୱାସରୋଗ ଏବଂ ବ୍ରୋନକାଇଟିସ୍‍ ଭଳି ରୋଗରେ ଆକ୍ରାନ୍ତ…
Read More...

୧୧୦ ଫୁଟ ଗଭୀର ବୋରୱେଲରୁ ଉଦ୍ଧାର ହେଲା ୩ବର୍ଷର ଶିଶୁ

ପାଟନା : ବିହାରର ମୁଙ୍ଗେର ଜିଲାରେ ୧୧୦ଫୁଟ ଗଭୀର ବୋରୱେଲରେ ଖସି ପଡିଥିବା ୩ବର୍ଷର ଶିଶୁଙ୍କୁ ଦୀର୍ଘ ୩୧ ଘଣ୍ଟାର ଉଦ୍ୟମ ପରେ ସୁରକ୍ଷିତ ଉଦ୍ଧାର କରାଯାଇଛି। ବୋରୱେଲର ୪୨ ଫୁଟ ଠାରେ ଶିଶୁଟି ଅଟକି ଯାଇଥିଲା।…
Read More...

ଭାରତୀୟ ବଂଶୋଦ୍ଭବ ଗଣିତଜ୍ଞଙ୍କୁ ‘ଫିଲ୍ଡସ୍‍ ମେଡାଲ’ ପୁରସ୍କାର

କୋଏମ୍ବାଟୁର : ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲୀୟ ଗଣିତଜ୍ଞ ଅକ୍ଷୟ ଭେଙ୍କଟେଶ ଗଣିତରେ ନୋବେଲ ପୁରସ୍କାର ଭାବେ ପରିଚିତ ‘ଫିଲ୍ଡସ୍‍ ମେଡାଲ’ ବିଜୟୀ ହୋଇଛନ୍ତି। ଏ କ୍ଷେତ୍ରରେ ସେ ଦ୍ୱିତୀୟ ଭାରତୀୟ। ସାଂଖ୍ୟ ଗଣିତ ସୂତ୍ର…
Read More...

ବସ୍‍ ଷ୍ଟପ୍‍ରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‍: ୭ ମୃତ

କୋଏମ୍ବାଟୁର : ବସ୍‍ ରହଣି ଉପରେ ଏକ ଦ୍ରୁତଗାମୀ କାର୍‍ ମାଡ଼ିଯିବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ସମ୍ପୃକ୍ତ କାର୍‍ଚାଳକକୁ ଗିରଫ କରିଛି। ବୁଧବାର…
Read More...

କରୁଣାନିଧିଙ୍କ ଅସୁସ୍ଥତାରେ ପ୍ରାଣ ହରାଇଲେଣି ୨୧ ସମର୍ଥକ

ଚେନ୍ନଇ : ଡିଏମ୍‍କେ ନେତା ଏମ୍‍. କରୁଣାନିଧି ଡାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବାବେଳେ ତାଙ୍କର ଅସୁସ୍ଥତା ଖବର ଶୁଣି ରାଜ୍ୟରେ ୨୧ଜଣ ପ୍ରାଣ ହରାଇଲେଣି। ଦାରୁଣ ଦୁଃଖଜନିତ ହୃଦ୍‍ଘାତରେ ସେମାନେ ପ୍ରାଣ…
Read More...

ଟ୍ରଲର ବୁଡି ୮ ମତ୍ସ୍ୟଜୀବୀ ମୃତ

ଡାଇମଣ୍ଡ ହାର୍ବର : ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲା ଉପକୂଳ ବଙ୍ଗୋପସାଗରରେ ଏକ ଟ୍ରଲର ବୁଡିଯାଇ ୮ ମତ୍ସ୍ୟଜୀବୀ ପ୍ରାଣ ହରାଇଛନ୍ତି। ଏଫବି ପାରୋମିତା ନାମକ ଏକ ଟ୍ରଲରରେ ୧୮ଜଣ ମତ୍ସ୍ୟଜୀବୀ ମଙ୍ଗଳବାର ରାତିରେ ସମୁଦ୍ରକୁ…
Read More...

ଭର୍ତ୍ତୃହରିଙ୍କ ସମେତ ୫ଜଣଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର

ନୂଆଦିଲ୍ଲୀ : ବିଜୁ ଜନତା ଦଳ (ବିଜେଡି) ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ବିଭିନ୍ନ ଦଳର ୫ଜଣ ସାଂସଦଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ସଂସଦର କେନ୍ଦ୍ରୀୟ…
Read More...

ମୋଦୀଙ୍କୁ ଅମରଙ୍କ ପ୍ରଶଂସା; ବିଜେପିରେ ମିଶିବା ସୂଚନା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଅମରଙ୍କ ଏହି ପ୍ରଶଂସା ତାଙ୍କର ବିଜେପିରେ ଯୋଗଦେବାର ସମ୍ଭାବନାକୁ ଉଜ୍ଜୀବିତ କରିଛି।…
Read More...

ସୈନ୍ୟ ବାହିନୀରେ ୯୦୦୦ ଅଫିସର ଅଭାବ

ନୂଆଦିଲ୍ଲୀ : ସେନାର ତିନିଟି ବାହିନୀରେ ଏବେ ୯୦୦୦ ଅଫିସରଙ୍କ ଅଭାବ ରହିଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମ୍ରେ ଲୋକସଭାକୁ ଦେଇଥିବା ଲିଖିତ ଉତ୍ତର ଅନୁଯାୟୀ ସ୍ଥଳସେନା ପାଇଁ ସର୍ବାଧିକ ୭୨୯୮ ଅଫିସରଙ୍କ…
Read More...

ଇପିଏସ୍‍ରେ ସର୍ବନିମ୍ନ ପେନସନ ବୃଦ୍ଧି ପ୍ରସଙ୍ଗ: କମିଟି ରିପୋର୍ଟ ମିଳିବା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ : କର୍ମଚାରୀ ପେନସନ ଯୋଜନା ୧୯୯୫ରେ ମିଳୁଥିବା ସର୍ବନିମ୍ନ ମାସିକ ପେନସନ ୧୦୦୦ଟଙ୍କାରୁ ୩୦୦୦ଟଙ୍କାକୁ ବୃଦ୍ଧି ନେଇ ହୋଇ ଆସୁଥିବା ଦାବି ଉପରେ ସରକାର ବିଚାର କରୁଛନ୍ତି। ପେନସନ ବୃଦ୍ଧି ଉପରେ ବିଚାର ପାଇଁ…
Read More...

ଗୁରୁବାର ରାଶିଫଳ

ମେଷ: ଜଞ୍ଜାଳମୁକ୍ତ ହୋଇପାରନ୍ତି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚକ୍ଷୁପୀଡ଼ା ଉପୁଜି ପାରେ। ଖର୍ଚ୍ଚ ବହୁଳ ହେବ। କ୍ରୋଧ ସମ୍ବରଣ କଲେ ଭକ୍ତି, ଆଦର ଲାଭ କରିବେ।…
Read More...

ବିଚାରପତି ନିଯୁକ୍ତିରେ ବଂଶବାଦ

ନୂଆଦିଲ୍ଲୀ : ବିଚାରପତି ନିଯୁକ୍ତି ପ୍ରସ୍ତାବରେ ବଂଶବାଦ ନୀତି ଅବଲମ୍ବନ କରାଯାଉଥିବା ଓ ପ୍ରଭାବଶାଳୀ ଲୋକଙ୍କ ସମ୍ପର୍କୀୟଙ୍କୁ ସୁଯୋଗ ଦିଆଯାଉଥିବା ନେଇ ସର୍ବୋଚ୍ଚ ଅଦାଲତଙ୍କୁ କେନ୍ଦ୍ର ସରକାର ଆଇନା ଦେଖାଇଛନ୍ତି।…
Read More...

ଏନଆରସି ପ୍ରସଙ୍ଗରେ ମନ୍ତବ୍ୟକୁ ନେଇ ମମତାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନଆରସି) ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦେଇଥିବା ଉତ୍ତେଜକ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରିପୋର୍ଟ ଅନୁଯାୟୀ…
Read More...

ମହିଳାଙ୍କ ବିରୋଧରେ ଆସିବ ନାହିଁ ବ୍ୟଭିଚାର ଅଭିଯୋଗ

ନୂଆଦିଲ୍ଲୀ : ମହିଳାଙ୍କ ବିରୋଧରେ ବ୍ୟଭିଚାର (ବିବାହ ପରବର୍ତ୍ତୀ ଅନୈତିକ ସମ୍ପର୍କ ସ୍ଥାପନ) ଅଭିଯୋଗ ଆସିବ ନାହିଁ ବୋଲି ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିସହ ବ୍ୟଭିଚାରକୁ ଅପରାଧ…
Read More...

ସାମାଜିକ ଗଣମାଧ୍ୟମରେ ଆତ୍ମହତ୍ୟାର ସିଧା ପ୍ରସାରଣ

ଗୁରଗାଓଁ : ସାମାଜିକ ଗଣମାଧ୍ୟମରେ ସୋମବାର ହୋଇଥିଲା ଏକ ଆତ୍ମହତ୍ୟା ଘଟଣାର ସିଧା ପ୍ରସାରଣ। ଏହି ସିଧା ପ୍ରସାରଣକୁ ଦେଖିଥିଲେ ୨୦୦୦ରୁ ଊର୍ଦ୍ଧ୍ବ ଦର୍ଶକ। ଦର୍ଶକଙ୍କ ମଧ୍ୟରେ ଥିଲେ ଆତ୍ମହତ୍ୟାକାରୀଙ୍କ ବନ୍ଧୁ ପରିଜନ।…
Read More...

ମହିଳା ବିଶ୍ୱକପ ହକି: ଭାରତ-ଆୟରଲାଣ୍ଡ କ୍ୱାର୍ଟର ମୁକାବିଲା ଆଜି

ଲଣ୍ଡନ : ଭାରତ ଆସନ୍ତାକାଲି ଅର୍ଥାତ ଗୁରୁବାର ମହିଳା ବିଶ୍ୱକପ ହକି ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ ମ୍ୟାଚରେ ଆୟରଲାଣ୍ଡକୁ ଭେଟିବ। ଭାରତ ଏହି ଟୁର୍ଣ୍ଣାମେଣ୍ଟର ଲିଗ୍‍ ପର୍ଯ୍ୟାୟରେ ଦୁଇଟି ମ୍ୟାଚ ଅମୀମାଂସିତ…
Read More...

ମଧ୍ୟପ୍ରଦେଶରେ ବିଜେପି ବିରୋଧରେ କଂଗ୍ରେସ-ବିଏସ୍‍ପି ମେଣ୍ଟ ଆବଶ୍ୟକ: ନ୍ୟାସନାଲ ହେରାଲ୍ଡ ସର୍ଭେ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଶାସକ ଦଳ ବିଜେପିକୁ ପରାଜିତ କରିବାକୁ ହେଲେ କଂଗ୍ରେସକୁ ବହୁଜନ ସମାଜ ପାର୍ଟି (ବିଏସ୍‍ପି) ସହିତ ମେଣ୍ଟ କରିବାକୁ ହେବ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ…
Read More...

ଟିଟୋକୁ ଜିମାରେ ନେବାକୁ ଅନୁମତି

କଟକ : କେନ୍ଦ୍ରାପଡା ଗ୍ୟାଙ୍ଗଷ୍ଟାର ଉସମାନ ଅଲ୍ଲୀ ଓରଫ ଟିଟୋକୁ ଜୁଡିସିଆଲ ଜିମାରେ ନେବା ପାଇଁ କଟକ କମିସନରେଟ ପୁଲିସକୁ ଏସଡିଜେଏମ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୬, ମାର୍ଚ୍ଚ…
Read More...

ଭାରତର ଜନସଂଖ୍ୟା ଅଧିକ ଦର୍ଶାଯାଇଛି: ବୈଜ୍ଞାନିକଙ୍କ ଅନୁଶୀଳନ

ଲଣ୍ଡନ : ଭାରତର ଜନସଂଖ୍ୟା ୧୨୫ କୋଟି ବୋଲି ଯାହା ଦର୍ଶାଯାଉଛି ତାହା ବାସ୍ତବରେ ସତ୍ୟ ନୁହେଁ; ବରଂ ଦେଶର ଜନସଂଖ୍ୟା ଅଧିକ ଗଣନା କରାଯାଇଛି ବୋଲି ଅନ୍ତର୍ଜାତୀୟ ଆପ୍ଲାଏଡ୍‍ ସିଷ୍ଟମ୍‍ ଯୋଜନା ପ୍ରତିଷ୍ଠାନର ବିଶ୍ୱ…
Read More...

ସାଇକଲରେ ଶ୍ମଶାନ

ବୌଦ୍ଧ/ଜହ୍ନାପଙ୍କ : ଗାଁରେ ସାମାଜିକ ବାସନ୍ଦ ହୋଇଥିଲେ। ଏପରିକି ଭାଇମାନେ ମଧ୍ୟ ପର କରି ଦେଇଥିଲେ। ଏଭଳି ପରିସ୍ଥିତିର ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁରେ ଚାରିକାନ୍ଧ ନ ମିଳିବା ପରି ଏକ ଘଟଣା ବୌଦ୍ଧ ଜିଲା ବ୍ରାହ୍ମଣପାଲି…
Read More...

ଜାମ୍ମୁ-କାଶ୍ମୀରରେ ଆଇଏସ୍‍ ଆତଙ୍କବାଦୀ ସକ୍ରିୟ ନାହାନ୍ତି: କେନ୍ଦ୍ର

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ଇସ୍‍ଲାମିକ୍‍ ଷ୍ଟେଟ୍‍ସ (ଆଇଏସ୍‍) ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି କେନ୍ଦ୍ର ସରକାର ଦାବି କରିଛନ୍ତି। ବିଗତ ଦିନରେ କାଶ୍ମୀର ଘାଟିରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ଏହି ସଂଗଠନ…
Read More...

୨ୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିଜୟୀ

ଡାମ୍ବୁଲା : ବୁଧବାର ଏଠାରେ ଖେଳା ଯାଇଥିବା ୨ୟ ଦିନିକିଆ ମ୍ୟାଚ୍‍ରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଓପ୍‍ନରଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଘରୋଇ ଶ୍ରୀଲଙ୍କାକୁ ୪ ୱିକେଟରେ ଦକ୍ଷିଣ…
Read More...

ପାକିସ୍ତାନରେ ଉଠିଲା ତିନି ତଲାକ ବିରୋଧୀ ସ୍ୱର

ନୂଆଦିଲ୍ଲୀ : ଭାରତ ପରେ ଏବେ ପାକିସ୍ତାନରେ ଉଠିଛି ତତ୍କାଳ ତିନି ତଲାକ ବିରୋଧୀ ସ୍ୱର। ଭାରତୀୟ ସୁପ୍ରିମକୋର୍ଟ ତତ୍କାଳ ତିନି ତଲାକ କହି ବିବାହ ବିଚ୍ଛେଦ ଘଟାଇବା ନେଇ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳିତ…
Read More...

ସେରେନାଙ୍କ ଜୀବନର ସବୁଠାରୁ ବଡ଼ ପରାଜୟ

ଲସ୍‍ ଏଞ୍ଜେଲ୍‍ସ : ଆମେରିକାର ସେରେନା ୱିଲିୟମ୍‍ସ। ଦୀର୍ଘ ବର୍ଷ ଧରି ବିଶ୍ୱର ୧ନଂ ଖେଳାଳି ରହିଥିବା ସେରେନା ୨୩ଟି ଗ୍ରାଣ୍ଡସ୍ଲାମ୍‍ ସିଙ୍ଗଲ୍‍ସ ଟାଇଟଲ ସହ ମୋଟ ୩୯ଟି ଗ୍ରାଣ୍ଡସ୍ଲାମ୍‍ ଟାଇଟଲ ଜିତିଛନ୍ତି। ତାଙ୍କର…
Read More...

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ : ୧୪ ମୃତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ମଙ୍ଗଳବାରରୁ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ୭ ଜଣ ବର୍ଷାଜନିତ ଦୁର୍ଘଟଣାରେ ଆହତ ହୋଇଛନ୍ତି। ରାଜ୍ୟରେ ପ୍ରବଳ ବର୍ଷାଜନିତ…
Read More...

୧୧୦ ଯୁଦ୍ଧ ବିମାନ କିଣିବ ଭାରତ: ଟେଣ୍ଡର ଦୌଡ଼ରେ ‘ଏଫ୍‍/ଏ-୧୮ଇ/ଏଫ୍‍ ସୁପର ହାର୍ଣ୍ଣେଟ’, ‘ଏଫ୍‍-୧୬’, ‘ରାଫେଲ’,…

ନୂଆଦିଲ୍ଲୀ : ରାଫେଲ୍‍ ବିମାନ କ୍ରୟକୁ ନେଇ ବିବାଦ ଲାଗି ରହିଥିବାବେଳେ ଭାରତ ଏହାର ସାମରିକ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ୧୧୦ଟି ଯୁଦ୍ଧ ବିମାନ କ୍ରୟ କରିବାକୁ ଯୋଜନା ଚଳାଇଛି। ଭାରତକୁ ଏହି ବିମାନ ଯୋଗାଇ ଦେବା…
Read More...

ଆରମ୍ଭ ହେଲା ଜିଓମି ରେଡମି ନୋଟ-୫ପ୍ରୋ ଏବଂ ଏମ୍‍ଆଇ ଟିଭିର ବିକ୍ରି

ନୂଆଦିଲ୍ଲୀ : ଜିଓମିର ‘ରେଡମି ନୋଟ-୫ପ୍ରୋ’ ଏବଂ ‘ଏମ୍‍ଆଇ ଟିଭି’ର ବିକ୍ରି ବୁଧବାର ଠାରୁ ଆରମ୍ଭ ହୋଇଛି। ବୁଧବାର ୧୨ଟା ସମୟରୁ ଉଭୟ ଫୋନ୍‍ ଏବଂ ଟିଭିର ବୁକିଂ ଫ୍ଲିପକାର୍ଟ ଏବଂ ଏମ୍‍ଆଇ ଡଟ୍‍ କମ୍‍ ରେ ଉପଲବ୍ଧ ହୋଇଛି।…
Read More...

ପରଲୋକେରେ ବଲିଉଡ ଗୀତିକାର ‘ଜଲିସ୍‍ ସେରୱାନୀ’

ନୂଆଦିଲ୍ଲୀ : ବଲିଉଡ୍‍ର ଖ୍ୟାତନାମା ଗୀତିକାର ଏବଂ ସଂଳାପ ଲେଖକ ‘ଜଲିସ୍‍ ସେରୱାନୀ’ଙ୍କର ପରଲୋକ ହୋଇଯାଇଛି। ଅନେକ ଦିନ ହେବ ସେ ରୋଗରେ ପୀଡିତ ଥିଲେ। ଚିକିତ୍ସା ଚାଲିଥିବା ସମୟରେ ବୁଧବାର ତାଙ୍କର ମୃତ୍ୟୁ ଘଟିଛି।…
Read More...

ଡୁଆଲ ସିମ୍‍ ସହିତ ବଜାରକୁ ଆସିଲା ‘ଆଇଫୋନ୍‍-ଏକ୍ସ ୨୦୧୮’

ନୂଆଦିଲ୍ଲୀ : ଆପଲ୍‍ କମ୍ପାନୀ ତରଫରୁ ଏକ ଶୁଭ ସମ୍ବାଦ ଆସିଛି। ପ୍ରଥମଥର ପାଇଁ ଆପଲ୍‍ କମ୍ପାନୀ ଡୁଆଲ ସିମ୍‍ ଥିବା ଆଇଫୋନ୍‍ ବଜାରକୁ ଆଣିଛି। ଯାହାର ନାମ ‘ଆଇଫୋନ୍‍ ଏକ୍ସ-୨୦୧୮’ ରଖାଯାଇଛି। ଏବେ ଆପଣ ଆଇଫୋନ୍‍ରେ ଡୁଆଲ…
Read More...

ଆମାଜନ୍‍ରେ ବିକ୍ରିହେବ ‘ଜିଓମି ଏମ୍‍ଆଇ ଏ-୨’

ନୂଆଦିଲ୍ଲୀ : କିଛିଦିନତଳେ ଜିଓମିର ମଡେଲ୍‍ ‘ଏମ୍‍ଆଇ ଏ-୨’ ଚୀନ ବଜାରରେ ପ୍ରବେଶ କରି ସାରିଛି। ଏହି ମଡେଲ୍‍ ଅଗଷ୍ଟ ମାସ ୮ତାରିଖରେ ଭାରତୀୟ ବଜାରକୁ ଆସିବ। ଏହି ଫୋନ୍‍ ‘ଆମାଜନ୍‍ ଇଣ୍ଡିଆ’ରେ ବିକ୍ରିହେବ। ‘ଆମାଜନ୍‍…
Read More...

ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା : ବ୍ରହ୍ମପୁର

ବ୍ରହ୍ମପୁର: ବ୍ରହ୍ମପୁରର ବ୍ରହ୍ମା ନଗରସ୍ଥିତ ଗୁରୁଦେବ ହସ୍ପିଟାଲରେ ବୁଧବାର ଏକ ନବଜାତ ଶିଶୁର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ପାତ୍ରପୁରର ଜଣେ ମହିଳା ପ୍ରସବ ଯନ୍ତ୍ରଣା ଯୋଗୁ ବୁଧବାର ସକାଳ ପ୍ରାୟ ୮ଟା…
Read More...

ଆଦି ଶଙ୍କରାଚାର୍ଯ୍ୟ ଚଳଚ୍ଚିତ୍ରର ପ୍ରଭାବ, ମୋକ୍ଷ ସନ୍ଧାନରେ ଘୁରି ବୁଲୁଛନ୍ତି ନାସାର ଇଂଜିନିୟର

ନୂଆଦିଲ୍ଲୀ : ଆଦି ଶଙ୍କରାଚାର୍ଯ୍ୟଙ୍କ ଦର୍ଶନ ଜଣେ ନାସାର ଏରୋନୋଟିକାଲ ଇଂଜିନିୟଙ୍କୁ ଏପରି ପ୍ରଭାବିତ କରିଛି ଯେ ସେ ମୋକ୍ଷର ସନ୍ଧାନରେ ଘୁରି ବୁଲୁଛନ୍ତି। ଗପ ପରି ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ। ଆମେରିକା…
Read More...

ବିଜେପି ବିରୋଧରେ ଉଦ୍ଧବଙ୍କ ରଣନୀତି; ଆମେ ବୁଡ଼ିବୁ ତୁମକୁ ବି ବୁଡ଼େଇବୁ

ମୁମ୍ବଇ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ବିଜେପିର ରଣନୀତି ଦେଖି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଚିନ୍ତାରେ ପଡିଛନ୍ତି। ନିଜେ ବୁଡ଼ିବେ ପଛେ…
Read More...

ମାନବ ଚାଲାଣ ରାକେଟ୍‍ ଠାବ, ୧୯ ଯୁବତୀ ଉଦ୍ଧାର

ନୂଆଦିଲ୍ଲୀ : ଦକ୍ଷିଣ ଦିଲ୍ଲୀ ମୈଦାନଗଡ଼ି ଅଞ୍ଚଳର ଏକ ଫ୍ଲାଟରେ ଚଢଉ କରି ପୁଲିସ୍‍ ଏକ ମାନବ ଚାଲାଣ ରାକେଟର ଠାବ୍‍ କରିଛି। ସେଠାରୁ ୧୯ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୬ ଜଣ ନେପାଳ ଏବଂ ୩ ଜଣ…
Read More...

ବେଶ୍ୟାଳୟରୁ ୧୧ ନାବାଳିକା ଉଦ୍ଧାର

ହାଇଦରାବାଦ : ତେଲଙ୍ଗାନାର ୟାଦାଦ୍ରି ଭୁବନାଗିରି ଜିଲା ଭୋଙ୍ଗିର ସହରର ଏକ ବେଶ୍ୟାଳୟରୁ ମଙ୍ଗଳବାର ୧୧ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଏହି ମାମଲାରେ ୬ ମହିଳାଙ୍କ ସମେତ ୮ ଦଲାଲଙ୍କୁ ଗିରଫ କରାଯାଇଛି। ଗୁପ୍ତ…
Read More...

ଏମ୍‍କ୍ୟୁଏମ୍‍ର ସମର୍ଥନ ନେବେ ଇମ୍ରାନ

କରାଚୀ : ସରକାର ଗଠନ ପାଇଁ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫ (ପିଟିଆଇ) ମୁତ୍ତାହିଦା କ୍ୱାମୀ ମୁଭ୍‍ମେଣ୍ଟ-ପାକିସ୍ତାନ (ଏମ୍‍କ୍ୟୁଏମ୍‍-ପି)ର ସମର୍ଥନ ଳୋଡ଼ିଛି। ଇମ୍ରାନ କରାଚୀର ଏହି ଦଳକୁ ସରକାରରେ…
Read More...

ବିଶ୍ୱ ଆତଙ୍କବାଦୀ ତାଲିକାରେ ଅବଦୁଲ ରେହମାନ

ୱାଶିଂଟନ : ଲସ୍କର-ଇ-ତୋଇବା କମାଣ୍ଡର ଅବଦୁଲ ରେହମାନ ଅଲ ଦଖିଲକୁ ଆମେରିକା ଏହାର ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିଛି। ଏହା ପୂର୍ବରୁ ରେହମାନ ଆମେରିକାର ସ୍ୱତନ୍ତ୍ର ବିଦେଶୀ ଆତଙ୍କବାଦୀ ସଂଗଠନ (ଏଫଟିଓ)ରେ…
Read More...

ଆମେରିକା ଗୁଇନ୍ଦା ଏଜେନ୍ସିର ସୂଚନା: କ୍ଷେପଣାସ୍ତ୍ର ତିଆରି ଜାରି ରଖିଛି ଉତ୍ତର କୋରିଆ

ୱାଶିଂଟନ : ଶାନ୍ତି କଥାବାର୍ତ୍ତା ସତ୍ତ୍ବେ ଉତ୍ତର କୋରିଆ ପୂର୍ବପରି ତାର କ୍ଷେପଣାସ୍ତ୍ର ତିଆରି କାର୍ଯ୍ୟ ଜାରି ରଖିଛି ବୋଲି ଆମେରିକା ଗୁଇନ୍ଦା ଏଜେନ୍ସି ସନ୍ଦେହ ପ୍ରକାଶ କରିଛି। ଅତୀତରେ ଉତ୍ତର କୋରିଆ ଯେଉଁଠାରେ…
Read More...

୪୦ କିଲୋ ଗୋମାଂସ ସହ ୫ ଗିରଫ, କରିଥିଲେ ଗୋହତ୍ୟା

ଅଲୱର: ରାଜସ୍ଥାନ ଅଲୱରସ୍ଥିତ ଆମ୍ବେଦକର ନଗର ଅନ୍ତର୍ଗତ ଗୋବିନ୍ଦଗଡ଼ ଥାନା ଅଞ୍ଚଳରେ ୪ ଜଣ ମହିଳା ଏବଂ ଜଣେ ପୁରୁଷଙ୍କୁ ଗୋମାଂସ ବିକ୍ରି ଅଭିଯୋଗରେ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୪୦ କିଲୋ ଗୋମାଂସ ଜବତ…
Read More...

ରେଳ ଗାଡ଼ି ଓ ଷ୍ଟେସନ୍‍ରେ ମୌଳିକ ଚିକିତ୍ସା ସୁବିଧା ଅଭାବ ଅକ୍ଷମଣୀୟ ଭୁଲ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରେଳ ଯାତ୍ରା ସମୟରେ ଗତ ତିନି ବର୍ଷ ମଧ୍ୟରେ ଅସୁସ୍ଥତା ଓ ଅନ୍ୟ କାରଣରୁ ୧୬ଶହ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରେଳବାଇ ପକ୍ଷରୁ ରେଳ ଗାଡ଼ିରେ ବା ଷ୍ଟେସନ୍‍ରେ ଯାତ୍ରୀଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା…
Read More...

ୟୁଆଇଡିଏଆଇର ସତର୍କ ସୂଚନା; ଆଧାର ନମ୍ବର ସାଧାରଣରେ ପ୍ରଘଟ କର ନାହିଁ

ନୂଆଦିଲ୍ଲୀ : ବ୍ୟାଙ୍କ ଆକାଉଣ୍ଟ, ପାସପୋର୍ଟ ନମ୍ବର, ପାନ ନମ୍ବର ଭଳି ଆଧାର ନମ୍ବର ବ୍ୟକ୍ତିର ଏକ ସମ୍ବେଦନଶୀଳ ସୂଚନା। ତେଣୁ ଏହି ସମ୍ବେଦନଶୀଳ ସୂଚନାକୁ ସର୍ବ ସାଧାରଣରେ ପ୍ରକାଶ ନ କରିବାକୁ ଭାରତ ଏକକ ପରିଚୟ…
Read More...

ଝିଅ ସ୍ମୃତିରେ ୪୫ ଛାତ୍ରୀଙ୍କ ପଢ଼ା ଖର୍ଚ୍ଚ ତୁଲାଉଛନ୍ତି ସ୍କୁଲ କିରାଣି

ବେଙ୍ଗାଲୁରୁ : ନିଜ ପ୍ରିୟଜନଙ୍କୁ ହରାଇଥିବା ବ୍ୟକ୍ତି ସେମାନଙ୍କ ସ୍ମୃତିରେ କେତେ କ’ଣ କରୁଛନ୍ତି; କିନ୍ତୁ କର୍ଣ୍ଣାଟକର କାଲାବୁରାଗି ଅନ୍ତର୍ଗତ ମାକ୍ତାପୂରମ୍‍ର ଜଣେ ବ୍ୟକ୍ତି ଏ କ୍ଷେତ୍ରରେ ଉଦାହରଣ ସୃଷ୍ଟି…
Read More...

ବୁଧବାର ରାଶିଫଳ

ମେଷ: ଅନାୟସରେ କାର୍ଯ୍ୟ ସଫଳ ହେବ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା କଫ ଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ବୃଷ:…
Read More...

୬ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ସମୁଦ୍ରପତ୍ତନଠାରୁ ୫କିମି ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ…
Read More...

ପ୍ରତ୍ୟର୍ପଣ ମାମଲାରେ ମାଲ୍ୟାଙ୍କୁ ଜାମିନ

ଲଣ୍ଡନ : ବିଶିଷ୍ଟ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଭାରତ ସରକାର ଚଳାଇଥିବା ପ୍ରତ୍ୟର୍ପଣ ମାମଲାରେ ତାଙ୍କୁ ଜାମିନ ମିଳିଛି। ମଙ୍ଗଳବାର ଲଣ୍ଡନର ୱେଷ୍ଟ ମିନଷ୍ଟର ମାଜିଷ୍ଟ୍ରେଟ୍‍ କୋର୍ଟ ତାଙ୍କୁ ଜାମିନ ପ୍ରଦାନ…
Read More...

ସିବିଆଇ ବିରୋଧରେ ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ମଧ୍ୟସ୍ଥଙ୍କ ଅଭିଯୋଗ

ନୂଆଦିଲ୍ଲୀ : ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଟେଣ୍ଡର ଦୁର୍ନୀତିର ସନ୍ଦିଗ୍ଧ ମଧ୍ୟସ୍ଥ କ୍ରିଷ୍ଟିଆନ ମିସେଲ ସିବିଆଇ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ମଙ୍ଗଳବାର କ୍ରିଷ୍ଟିଆନ କହିଛନ୍ତି ଯେ…
Read More...

ଜଷ୍ଟିସ ଲୋୟାଙ୍କ ମୃତ୍ୟୁର ଏସଆଇଟି ତଦନ୍ତ ଦାବି ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ ବିଏଚ୍‍ ଲୋୟାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏସଆଇଟି ଗଠନ ଦାବି କରି ହୋଇଥିବା ଏକ ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଅଗ୍ରାହ୍ୟ କରିଦେଇଛନ୍ତି। ଗତ…
Read More...

ଡାକ୍ତରଖାନାରେ କରୁଣାନିଧିଙ୍କୁ ଭେଟିଲେ ରାହୁଲ

ଚେନ୍ନଇ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଡିଏମ୍‍କେ ମୁଖ୍ୟ କରୁଣାନିଧିଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ମୁତ୍ରାଶୟ ସଂକ୍ରମଣ ଓ ବୟସାଧିକ କାରଣରୁ ଅସୁସ୍ଥ କରୁଣା ଏବେ ସ୍ଥାନୟୀ କାବେରୀ ହସ୍ପିଟାଲରେ…
Read More...

ବଳାତ୍କାର ମାମଲାରେ ଯୁବକକୁ ମୃତ୍ୟୁ ଦଣ୍ଡାଦେଶ

ଇମ୍ଫାଲ : ଏକ ୪ବର୍ଷର ଶିଶୁକୁ ବଳାତ୍କାର ଓ ହତ୍ୟା ମାମଲାରେ ମଣିପୁରର ସ୍ୱତନ୍ତ୍ର ପକ୍‍ସୋ ଅଦାଲତ ୨୧ବର୍ଷର ଯୁବକକୁ ଦୋଷୀ ସାବ୍ୟସ୍ତ ପୂର୍ବକ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଦେଶ ସ୍ୱାଧୀନତା ପରେ ମଣିପୁରରେ ଏହି…
Read More...

ତିନି ତଲାକ୍‍ରୁ ବର୍ତ୍ତିବା ପାଇଁ ହିନ୍ଦୁଙ୍କୁ ବାହା ହୁଅନ୍ତୁ ମୁସଲମାନ ଯୁବତୀ: ସାଧ୍ୱୀ ପ୍ରାଚୀ

ଲକ୍ଷ୍ନୌ : ତିନି ତଲାକକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିଶ୍ୱହିନ୍ଦୁ ପରିଷଦ ନେତ୍ରୀ ସାଧ୍ୱୀ ପ୍ରାଚୀ। ‘ମୁସଲମାନ ଯୁବତୀମାନେ ଯଦି ତିନି ତଲାକ୍‍ ଓ ନିକା ହଲାଲାରୁ ବର୍ତ୍ତିବାକୁ ଚାହାନ୍ତି; ତେବେ ହିନ୍ଦୁ…
Read More...

ଶପଥ ଗ୍ରହଣ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ କରିବେ ଇମ୍ରାନ

ଲାହୋର : ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫ(ପିଟିଆଇ) ଦଳର ମୁଖ୍ୟ ତଥା ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତାଙ୍କାର ଶପଥ ଗ୍ରହଣ ଉତ୍ସବକୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବେ। ଆସନ୍ତା…
Read More...

ମରାଠା ଆନ୍ଦୋଳନ: ପୁଣି ଜଣଙ୍କ ଆତ୍ମହତ୍ୟା

ସୋଲାପୁର : ମହାରାଷ୍ଟ୍ରରେ ଦୀର୍ଘ ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ମରାଠା ଆନ୍ଦୋଳନରେ ୫ମ ବ୍ୟକ୍ତି ଜୀବନ ହାରିଛନ୍ତି। ବିଦ୍‍ ଜିଲା ଅନ୍ତର୍ଗତ କେଜ୍‍ ତେହସି ଗ୍ରାମର ଅଭିଜିତ ଦେଶମୁଖ ମଙ୍ଗଳବାର ଏକ ଗଛରେ ଝୁଲି…
Read More...

ଜାନୁଆରୀରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳର ନ୍ୟୁଜିଲାଣ୍ଡ ଗସ୍ତ

ୱେଲିଙ୍ଗ୍‍ଟନ: ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ ଦଳ ଆସନ୍ତାବର୍ଷ ଜାନୁଆରୀରେ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଦିନିକିଆ ଓ ଟ୍ୱେଣ୍ଟି୨୦ ସିରିଜ ଖେଳିବ। ପୁରୁଷ ଦଳ ୫ଟି ଦିନିକିଆ ଓ ୩ଟି ଟ୍ୱେଣ୍ଟି୨୦ ମ୍ୟାଚ ଖେଳୁଥିବାବେଳେ…
Read More...

ଦେଶରେ ରହିଛି ୨୭୭ ଜାଲ୍‍ ଇଞ୍ଜିନିୟରିଂ କଲେଜ ଓ ୨୪ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ : ଦେଶରେ ମୋଟ ୨୭୭ଟି ଜାଲ୍‍ ଇଞ୍ଜିନିୟରିଂ କଲେଜ ରହିଛି। ଏହି ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ଅଲ୍‍ ଇଣ୍ଡିଆ କାଉନ୍‍ସିଲ ଅଫ ଟେକ୍‍ନିକାଲ ଏଡୁକେସନ୍‍(ଏଆଇସିଟିଇ)ର ବିନା ଅନୁମତିରେ କାର୍ଯ୍ୟକରୁଛନ୍ତି।…
Read More...

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ଆଜିଠାରୁ

ବର୍ମିଂହାମ୍‍ : ଭାରତୀୟ କ୍ରିକେଟ ଦଳ ପାଇଁ ଏହି ସିରିଜ୍‍ ଏକ ଅଗ୍ନିପରୀକ୍ଷା ସଦୃଶ। ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ ଖେଳିବାକୁ ଯାଉଛି। ବୁଧବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ…
Read More...

‘ଜିଲ୍ଲା ଗୋରଖପୁର’ ର ପ୍ରଥମ ପୋଷ୍ଟର ରିଲିଜ୍‍

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘ଜିଲ୍ଲା ଗୋରଖପୁର’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି। ଏହି ଚଳଚ୍ଚିତ୍ର ‘ନୋ ଷ୍ଟ୍ରମ୍‍…
Read More...

ପାକିସ୍ତାନକୁ ଆମେରିକାର ଚେତାବନୀ

ୱାଶିଂଟନ : ଇମ୍ରାନ ଖାଁଙ୍କ ନେତୃତ୍ୱରେ ପାକିସ୍ତାନରେ ନୂଆ ସରକାର ଗଠନ ହେବାକୁ ଯାଉଥିବାବେଳେ ଆମେରିକା ଏହାକୁ କଡା ଚେତାବନୀ ଦେଇଛି। ପାକିସ୍ତାନ ଏବେ ବଡ ଆର୍ôଥକ ସଙ୍କଟ ଦେଇ ଗତି କରିଛି। ସେହିପରି ପଡୋଶୀ ଚୀନ ଠାରୁ…
Read More...

ବନ୍ଧୁଙ୍କୁ ବୃକକ୍‍ ଦାନ ପାଇଁ ପରିବାର ବିରୋଧରେ ଆଇନଗତ ଲଢେଇ ଜିତିଲେ ମହିଳା

ବେଙ୍ଗାଲୁରୁ : କୁହାଯାଏ, ଆବଶ୍ୟକତା ସମୟରେ ସମସ୍ତ ପ୍ରତିବନ୍ଧକକୁ ପଛରେ ପକାଇ ସହଯୋଗ କରୁଥିବା ବନ୍ଧୁ ହିଁ ବାସ୍ତବ ବନ୍ଧୁ। ଏମିତି ନିଃସର୍ତ୍ତ ବନ୍ଧୁତ୍ୱର ବିରଳ ନିଦର୍ଶନ ଉପସ୍ଥାପନ କରିଛନ୍ତି ରାଜସ୍ଥାନର ବର୍ଷା…
Read More...

କରୀନାଙ୍କ ପ୍ରଶଂସକଙ୍କ ପାଇଁ ‘ଗୁଡ୍‍ ନ୍ୟୁଜ୍‍’

ନୂଆଦିଲ୍ଲୀ : ବଲିଉଡ୍‍ର ବେବୋ ‘କରୀନା କପୁର ଖାନ୍‍’ ତାଙ୍କ ପ୍ରଶଂସକମାନଙ୍କୁ ଏକ ଶୁଭସମ୍ବାଦ ଦେବାକୁ ଯାଉଛନ୍ତି। ଖୁବଶୀଘ୍ର ସେ ପରଦାରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ। ଏହି ଯୋଡି ପୂର୍ବରୁ ବଲିଉଡ୍‍କୁ ଅନେକ ସୁପର…
Read More...

ରାଫେଲ ବୁଝାମଣାକୁ ବୋଫର୍ସ ସହ ତୁଳନା କରି ନିଜ ଦୁର୍ନୀତି ସ୍ୱୀକାର କଲା କଂଗ୍ରେସ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥିବା ରାଫେଲ ଯୁଦ୍ଧ ବିମାନ କିଣା ରାଜିନାମାକୁ କଂଗ୍ରେସ ବୋଫର୍ସ ତୋପ କିଣା ଦୁର୍ନୀତି ସହିତ ତୁଳନା କରିଛି। କଂଗ୍ରେସ ମୁଖପତ୍ର ନ୍ୟାସନାଲ ହେରାଲ୍ଡ ଏହାର ହେଡ ଲାଇନରେ…
Read More...

ପୂର୍ବତନ ସହକର୍ମୀଙ୍କୁ ଅସଦାଚରଣ ମାମଲା: ଗିରଫ ପରେ ଜାମିନରେ ମୁକୁଳିଲେ କଂଗ୍ରେସ ଆଇଟି ସେଲ୍‍ ସଦସ୍ୟ

ନୂଆଦିଲ୍ଲୀ : ପୂର୍ବତନ ସହକର୍ମୀଙ୍କୁ ଅସଦାଚରଣ ମାମଲାରେ କଂଗ୍ରେସ ଆଇଟି ସେଲ୍‍ର ସଦସ୍ୟ ଚିରାଗ ପଟ୍ଟନାୟକ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହେବା ପରେ ଜାମିନରେ ମୁକୁଳିଛନ୍ତି। ଉତ୍ତର ଆଭେନ୍ୟୁ ଥାନାରେ ଜୁଲାଇ ୩ରେ ତାଙ୍କ…
Read More...

ଶିଳ୍ପାୟନର କୁପ୍ରଭାବ: ୫୦% ଜିଲାର ଭୂତଳ ଜଳ ପାନୀୟ ଯୋଗ୍ୟ ନୁହେଁ

ନୂଆଦିଲ୍ଲୀ : ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ଶିଳ୍ପ ପ୍ରତିଷ୍ଠା ଯୋଗୁ ଭୂତଳ ଜଳ ବିଷାକ୍ତ ହୋଇପଡୁଛି। କାରଖାନାଗୁଡିକର ରାସାୟନିକ ପଦାର୍ଥଯୁକ୍ତ ବିଷାକ୍ତ ଜଳ ଭୂତଳ ଜଳରେ ମିଶୁଛି। ଏହାର ଫଳ…
Read More...

ଚୀନ୍‍ ବଜାରକୁ ଆସିଲା ‘ଅନର୍‍ ନୋଟ୍‍-୧୦’

ନୂଆଦିଲ୍ଲୀ : ‘ହୁୱାଇ’ର ବ୍ରାଣ୍ଡ୍‍ ‘ଅନର’ ନିଜର ନୂଆ ସ୍ମାର୍ଟଫୋନ୍‍ ‘ଅନର୍‍ ନୋଟ୍‍ ୧୦କୁ ଘରୋଇ ବଜାର ଚୀନ୍‍ରେ ଲଞ୍ଚ୍‍ କରିଛି। ଏହି ଫୋନ୍‍ର ଫିଚର୍‍ ବିଷୟରେ କହିଲେ ଏଥିରେ ଜିପିୟୁ ଟର୍ବୋ ଚାର୍ଜିଙ୍ଗ୍‍ ଏବଂ…
Read More...

୨୫୬ଜିବି ଷ୍ଟୋରେଜ୍‍ ୮ଜିବି ରାମ୍‍, ‘ଆସସ୍‍ ଜେନ୍‍ଫୋନ୍‍ ୫-ଜେଡ୍‍’ର ବଜାର ପ୍ରବେଶ

ନୂଆଦି୍‍ଲ୍ଲୀ: କିଛିଦିନ ତଳେ ମୋବାଇଲ୍‍ ତଥା କମ୍ପ୍ୟୁଟରର ବିଭିନ୍ନ ଉପକରଣ ନିର୍ମାଣକାରୀ କମ୍ପାନୀ ଆସସ୍‍ ଭାରତରେ ନୂଆ ଫ୍ଲାଗ୍‍ସିପ୍‍ ‘ଆସସ୍‍ ଜେନ୍‍ ଫୋନ୍‍ ୫-ଜେଡ’୍‍ ଲଞ୍ଚ୍‍ କରିଥିଲା। ଏହାର ୬ଜିବି ରାମ୍‍ ଏବଂ…
Read More...

ମୋହନାରେ ଧର୍ମଜାଗରଣ ସନ୍ଥ ପଦଯାତ୍ରା

ମୋହନା : ଗଜପତି ଜିଲ୍ଲା ମୋହନାରେ ଓଡିଶା ଏକଲ ଅଭିଯାନ ପକ୍ଷରୁ ଧର୍ମଜାଗରଣ ସନ୍ଥ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ଆସିଥିବା ବିଶ୍ୱହିନ୍ଦୁ ପରିଷଦ କେନ୍ଦ୍ରୀୟ ମାର୍ଗ ଦର୍ଶନ ମଣ୍ଡଳୀ ସଦସ୍ୟ ତଥା…
Read More...

ନାଶିବ ବଙ୍କର, ଝାମ୍ପିବ ଆତଙ୍କବାଦୀ

ନୀଳଗିରି : ଅକ୍ଳେଶରେ ପାହାଡ଼ ଜଙ୍ଗଲ ଚଢ଼ି ପାରିବ। ବଢ଼ାଇବ ଦେଶର ସୁରକ୍ଷା। ଶତ୍ରୁ ବଙ୍କର ଭିତରେ ଥାଆନ୍ତୁ ଅବା ଘଞ୍ଚ ଜଙ୍ଗଲରେ, ରାତିରେ ଅବା ଦିନରେ, ସେମାନଙ୍କୁ ଠାବ କରି ଝାମ୍ପି ଆଣିବ। ଆବଶ୍ୟକସ୍ଥଳେ ସମୂହ…
Read More...

ଆତଙ୍କବାଦୀ ଏବଂ ପଥର ପିଙ୍ଗାଳିଙ୍କ ସହ ସଂଘର୍ଷରେ ଚଳିତ ବର୍ଷ ୪୧ ସୁରକ୍ଷା କର୍ମୀ ସହିଦ, ୯୦୭ ଆହତ

ନୂଆଦିଲ୍ଲୀ : କାଶ୍ମୀର ଘାଟିରେ ଚଳିତ ବର୍ଷ ଆତଙ୍କବାଦ ଏବଂ ପଥର ଫିଙ୍ଗା ଘଟଣାରେ ୨୦ ପୁଲିସ୍‍ କର୍ମୀଙ୍କ ସମେତ ଅନ୍ୟୁନ୍‍ ୪୧ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି ଓ ୯୦୭ ଆହତ ହୋଇଛନ୍ତି। ସୋମବାର ବିଭାଗୀୟ ଅଧିକାରୀ…
Read More...

୯ ମାସରେ ପତ୍ନୀଙ୍କୁ ଛାଡ଼ି ଚାଲିଯାଇଛନ୍ତି ୩,୫୦୦ ଏନ୍‍ଆରଆଇ ପତି

ନୂଆଦିଲ୍ଲୀ : ଗତ ୯ ମାସ ମଧ୍ୟରେ ପ୍ରବାସୀ ଭାରତୀୟ (ଏନ୍‍ଆରଆଇ) ପତିମାନଙ୍କ ଦ୍ୱାରା ପତ୍ନୀଙ୍କୁ ଛାଡ଼ି ଦେବାର ୩,୫୦୦ରୁ ଅଧିକ ଅଭିଯୋଗ ରୁଜୁ ହୋଇଛି ବୋଲି ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା ସୋମବାର ପ୍ରକାଶ…
Read More...

ଓଲଟିବା ପରେ ଜଳିଗଲା ବସ୍‍, କେତେକ ଯାତ୍ରୀ ଜୀବନ୍ତଦଗ୍ଧ ଆଶଙ୍କା

ରାଞ୍ଚି : ରାଞ୍ଚି-ରାମଗଡ଼ ରାଜପଥର ଚଟୁପାଲୁ ଘାଟି ନିକଟରେ ସୋମବାର ରାତି ପ୍ରାୟ ୯ଟା ବେଳେ ଏକ ଯାତ୍ରୀବାହୀ ବସ୍‍ ଓ ଟ୍ରକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ ବସ୍‍ଟି ନିଅାଁ ଲାଗି ଜଳିଯାଇଛି। ବସରୁ ବାହାରି…
Read More...

ପଞ୍ଚକୁଳା ହିଂସା ମାମଲା: ପ୍ରମାଣ ଅଭାବରୁ ଆଉ ୬ ଦୋଷ ମୁକ୍ତ

ଚଣ୍ଡିଗଡ଼ : ହରିୟାଣା ପଞ୍ଚକୁଳା ହିଂସାକାଣ୍ଡ ମାମଲାରେ ଅଦାଲତ ମୁଖ୍ୟ ଅଭିଯୁକ୍ତ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ୬ ଜଣ ସହଯୋଗୀଙ୍କୁ ପ୍ରମାଣ ଅଭାବରୁ ଦୋଷ ମୁକ୍ତ କରିଛନ୍ତି । ୨୫ ଅଗଷ୍ଟ ୨୦୧୭ରେ ଡେରା…
Read More...

ଉତ୍ତରପ୍ରଦେଶରେ କଂଗ୍ରେସ ମେଣ୍ଟ ଚୂଡ଼ାନ୍ତ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ବିହାର, ତାମିଲନାଡ଼ୁ ଓ କେରଳ ସହିତ ଉତ୍ତରପ୍ରଦେଶରେ ଅନ୍ୟ ଦଳ ସହିତ ମେଣ୍ଟ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ତେବେ…
Read More...

ଭାରତକୁ କ୍ଷେପଣାସ୍ତ୍ର ସଂଯୁକ୍ତ ଯୁଦ୍ଧଜାହଜ ଯୋଗାଇବ ରୁଷ

ମସ୍କୋ : ଭାରତକୁ ମାରାତ୍ମକ କ୍ଷେପଣାସ୍ତ୍ର ସଂଯୁକ୍ତ ଯୁଦ୍ଧଜାହାଜ ଯୋଗାଇବ ରୁଷ୍‍। ରୁଷ୍‍ ଉପ ପ୍ରଧାନମନ୍ତ୍ରୀ ୟୁରି ବୋରିସୋଭ କହିଛନ୍ତି ଯେ ଭାରତର ନୌସେନାକୁ ମାରାତ୍ମକ ୩ଏମ୍‍-୧୪ କାଲିବର ଭୂପୃଷ୍ଠକୁ ଆକ୍ରମଣ…
Read More...

ମେକ୍‍ ଇନ ଇଣ୍ଡିଆ ଯୋଜନାରେ ତିଆରି ହେବ ଯୁଦ୍ଧାସ୍ତ୍ର

ନୂଆଦିଲ୍ଲୀ : ମେକ୍‍ ଇନ ଇଣ୍ଡିଆ ଯୋଜନାରେ ସୈନ୍ୟ ବାହିନୀ ପାଇଁ ଯୁଦ୍ଧାସ୍ତ୍ର ତିଆରି ଲାଗି ବିଭିନ୍ନ ଘରୋଇ କମ୍ପାନୀକୁ ଅନୁମତି ଦେବା ଲାଗି ନିଷ୍ପତ୍ତି ହୋଇଛି। ସୋମବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କିତ…
Read More...

ବିଧାୟିକାଙ୍କ ପାଇଁ ଗଙ୍ଗା ଜଳରେ ପବିତ୍ର ହେଲା ମନ୍ଦିର

ହମିରପୁର : ଉତ୍ତରପ୍ରଦେଶର ହମିରପୁର ନିକଟରେ ଏକ ମନ୍ଦିରକୁ ଗଙ୍ଗାଜଳ ସିଞ୍ଚନ ପୂର୍ବକ ପବିତ୍ର କରାଯାଇଛି। ଠାକୁରଙ୍କୁ ଏଲ୍ଲାହାବାଦ ପଠାଯାଇ ଶୁଦ୍ଧ କରାଯାଇଛି। କାରଣ ହେଉଛି; ନିମ୍ନ ଜାତିର ଜଣେ ବିଧାୟିକା ମନ୍ଦିର…
Read More...

୧୧ରେ ଶପଥ ନେବେ ଇମ୍ରାନ

ପେଶୱାର : ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ ଖାଁ ଅଗଷ୍ଟ ୧୧ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସୋମବାର ଇମ୍ରାନ ନିଜେ ଏହା ଘୋଷଣା କରିଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ…
Read More...

‘ମହିଳାଙ୍କ ଜୀବନ କେବଳ ବିବାହ ଓ ସ୍ୱାମୀଙ୍କ ପାଇଁ ନୁହେଁ’

ନୂଆଦିଲ୍ଲୀ : କେବଳ ବିବାହ ଓ ସ୍ୱାମୀଙ୍କ ପାଇଁ ମହିଳା ବଞ୍ଚି ରହନ୍ତି ନାହିଁ; ସ୍ୱାମୀଙ୍କ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ ଦ୍ୱାରା ମଧ୍ୟ ସେମାନେ ବିଧିବିଧାନଗତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ନାହିଁ। ଅତଏବ…
Read More...

ଶ୍ରୀଧରନ୍‍ ପିଲାଇ କେରଳ ବିଜେପି ସଭାପତି

ତିରୁଅନନ୍ତପୂରମ୍‍ : ଅପେକ୍ଷାକୃତ ଉଦାରବାଦୀ ନେତା ପି.ଏସ୍‍ ଶ୍ରୀଧରନ୍‍ ପିଲାଇଙ୍କୁ କେରଳ ବିଜେପିର ସଭାପତି ନିଯୁକ୍ତ କରାଯାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସ୍‍ଏସ୍‍) ସହିତ ରାଜ୍ୟ ସଭାପତି ନିଯୁକ୍ତି…
Read More...

ମଣିପୁର ମିଥ୍ୟା ଗୁଳିବିନିମୟ ମାମଲା: ସିବିଆଇ ନିର୍ଦେଶକଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ମଣିପୁରରେ ବିଭିନ୍ନ ସମୟରେ ହୋଇଥିବା ୨୦ରୁ ଅଧିକ ମିଥ୍ୟା ଗୁଳିବିନିମୟ ମାମଲାରୁ ୨ଟିର ତଦନ୍ତ ଶେଷ ହୋଇଛି। ସିବିଆଇ ଏହି ଦୁଇଟିର ତଦନ୍ତ ଶେଷ କରି ଅଭିଯୋଗ ଫର୍ଦ ଦାଖଲ କରିଛି। ଅଭିଯୋଗ ଫର୍ଦ ଦାଖଲ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଉଚ୍ଚ ମହଲରେ ପରିଚିତ ହେବେ। ସଞ୍ଚାୟାଭିମୁଖୀ ହେଲେ ବି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ଯେକୌଣସି ସୂତ୍ରରୁ ଅର୍ଥ ମିଳିବ। ସତ୍‍କର୍ମରେ ନିୟୋଜିତ ହେବେ।…
Read More...

ତାମିଲନାଡୁରେ ପ୍ରଥମ ଥର ମନ୍ଦିରରେ ଅଣବ୍ରାହ୍ମଣ ‘ପୂଜାରୀ’ ନିଯୁକ୍ତ

ଚେନ୍ନଇ : ତାମିଲନାଡୁ ଇତିହାସରେ ପ୍ରଥମ ଥର ପାଇଁ ଜଣେ ଅଣବ୍ରାହ୍ମଣଙ୍କୁ ଏକ ହିନ୍ଦୁ ମନ୍ଦିରର ପୂଜାରୀ ଭାବେ ନିଯୁକ୍ତି ମିଳିଛି। ତାମିଲନାଡୁ ଦେବୋତ୍ତର ବିଭାଗ ଏହି ପଦକ୍ଷେପ ନେଇଛି। ରାଜ୍ୟ ମନ୍ଦିରରେ…
Read More...

ଟ୍ରକ ଧକାରେ ଯୁବକ ମୃତ

ଅନୁଗୁଳ : ନାଲକୋ ନଗର ଥାନା ଅନ୍ତର୍ଗତ ସ୍ମେଲ୍ଟର ପ୍ଲାଣ୍ଟର ମୁଖ୍ୟ ଫାଟକ ସମ୍ମୁଖରେ ଟ୍ରକ ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟା ୮ଘଟିକା ସମୟରେ ୫୫ନଂ ଜାତୀୟ ରାଜପଥରେ…
Read More...

ଟେଷ୍ଟ ସିରିଜ୍‍: ଭାରତଠାରୁ ବହୁତ ଆଗରେ ଇଂଲଣ୍ଡ

ନୂଆଦିଲ୍ଲୀ : ଅଗଷ୍ଟ ୧ରୁ ଭ୍ରମଣକାରୀ ଭାରତ ବିପକ୍ଷରେ ଘରୋଇ ଇଂଲଣ୍ଡ ୫ ମ୍ୟାଚ୍‍ ବିଶିଷ୍ଟ ଟେଷ୍ଟ ସିରିଜ୍‍ ଖେଳିବ। ଉଭୟ ଦେଶଙ୍କ ମଧ୍ୟରେ କ୍ରମାଗତ ୩ୟ ସିରିଜ୍‍ରେ ୫ଟି ଟେଷ୍ଟମ୍ୟାଚ୍‍ ଖେଳାଯିବ। ଭାରତ ଓ ଇଂଲଣ୍ଡ…
Read More...

ସତ୍ୟପାଠ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ଓ ଜିଲାପାଳଙ୍କୁ ନିର୍ଦେଶ

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଅଗଷ୍ଟ ୭ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ପ୍ରଶାସକ ଓ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ବିଚାର ବିଭାଗୀୟ ତଦନ୍ତ କମିସନ। ଜଷ୍ଟିସ୍‍ ରଘୁବୀର ଦାଶ…
Read More...

ଇମ୍ରାନଙ୍କୁ କଲ୍‍ କରି ଅଭିନନ୍ଦନ ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ପାକିସ୍ତାନ ସାଧାରଣ ନିର୍ବାଚନରେ ବହୁମତ ପାଇନଥିଲେ ବି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଅନ୍ୟ ସହଯୋଗୀଙ୍କ ସହ ମିଶି ଇମ୍ରାନ ଖାନଙ୍କ ତେହରିକ ଏ ଇନ୍‍ସାଫ (ପିଟିଆଇ) ସରକାର ଗଠନ କରିବାକୁ ଯାଉଛି। ଏହି…
Read More...

୧୨ବର୍ଷରୁ କମ୍‍ ନାବାଳିକାଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ, ବିଲ୍‍ ଲୋକସଭାରେ ଗୃହୀତ

ନୂଆଦିଲ୍ଲୀ : ୧୨ବର୍ଷରୁ କମ୍‍ ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ସରକାରଙ୍କ ପକ୍ଷରୁ ଅଣାଯାଇଥିବା ଏକ ବିଧେୟକ ଲୋକସଭାରେ ଗୃହୀତ ହୋଇଛି। ଏହି ଅପରାଧିକ ଆଇନ (ସଂଶୋଧନ) ବିଧେୟକ…
Read More...

ବିଷାକ୍ତ ଗ୍ୟାସ ଲିକ୍‍ ହୋଇ ୩ ମୃତ

ଉନ୍ନାଓ : ଉତ୍ତରପ୍ରଦେଶ ଉନ୍ନାଓ ଜିଲାର ଏକ କାରଖାନାରେ ବିଷାକ୍ତ ଗ୍ୟାସ ଲିକ୍‍ ହୋଇ ୩ଜଣଙ୍କର ମୃତ୍ୟୁ ହେବା ସହ ୨ଜଣ ଅସୁସ୍ଥ ହୋଇଛନ୍ତି। ମୃତ ଓ ଅସୁସ୍ଥମାନେ କାରଖାନାର କର୍ମଚାରୀ। ସୋମବାର ଉନ୍ନାଓର ସିଗ୍ରୋସିସ୍ଥିତ…
Read More...

ଟେଲିଫୋନ୍‍ ଏକ୍ସଚେଞ୍ଚ ଦୁର୍ନୀତି ମାମଲା: ଶୁଣାଣିର ସମ୍ମୁଖୀନ ହେବେ ମାରାନ୍‍

ନୂଆଦିଲ୍ଲୀ : ଭାରତ ସଞ୍ଚାର ନିଗମ ଲିମିଟେଡ୍‍ (ବିଏସ୍‍ଏନ୍‍ଏଲ୍‍) ଟେଲିଫୋନ ଏକ୍ସଚେଞ୍ଚ ଦୁର୍ନୀତି ମାମଲାରେ ଶୁଣାଣିର ସମ୍ମୁଖୀନ ହେବାକୁ ପୁର୍ବତନ କେନ୍ଦ୍ର ଯୋଗାଯୋଗ ତଥା ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଦୟାନିଧି…
Read More...

ପ୍ରଧାନମନ୍ତ୍ରୀଙ୍କ ଉପରେ ରାସାୟନିକ ଆକ୍ରମଣ ଧମକ ଦେଇ ଯୁବକ ଗିରଫ

ମୁମ୍ବଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ରାସାୟନିକ ଆକ୍ରମଣ କରିବାକୁ ଧମକ ଦେବା ଅଭିଯୋଗରେ ୨୨ବର୍ଷ ବୟସ୍କ ଜଣେ ଯୁବକକୁ ମୁମ୍ବଇ ପୁଲିସ ଗିରଫ କରିଛି। କାଶୀନାଥ ମଣ୍ଡଳ ନାମକ ଏହି ଯୁବକ ନିରାପତ୍ତା ରକ୍ଷୀ…
Read More...

ବନ୍ଦ ହେବ ଏସିଆର ପ୍ରଥମ ଗୋ-ଅଭୟାରଣ୍ୟ!

ଭୋପାଳ : ମଧ୍ୟପ୍ରଦେଶର ଆଗର ମାଲୱା ଜିଲା ଅନ୍ତର୍ଗତ ସାଲାରିଆ ଗ୍ରାମସ୍ଥିତ ଏସିଆର ପ୍ରଥମ ଗୋ-ଅଭୟାରଣ୍ୟ ‘କାମଧେନୁ ଗାଈ ଅଭୟାରଣ୍ୟ’ ଉଦ୍‍ଘାଟନର ମାତ୍ର ୫ ମାସ ପରେ ପ୍ରାୟତଃ ବନ୍ଦ ହୋଇଯାଇଛି। ଶହଶହ ଗାଈ ଏବେ ଅଭୟାରଣ୍ୟ…
Read More...

ଚନ୍ଦ୍ରଗିରି କାନାଡା ବ୍ୟାଙ୍କ ଏଟିଏମରୁ ଲୁଟ ଉଦ୍ୟମ ବିଫଳ

ଚାନ୍ଦିପୁଟ : ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ମୁଖ୍ୟବଜାରରେ ଥିବା କାନାଡା ବ୍ୟାଙ୍କ ଏଟିଏମରୁ ରବିବାର ରାତିରେ ଚୋରି ଉଦ୍ୟମ ହୋଇଥିବା ଜଣାପଡିଛି। ସୋମବାର ସକାଳେ ଏହି ଏଟିଏମରୁ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ…
Read More...

ପୁଣି ୧୦ କି.ମି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ମାଲକାନଗିରି : ରାଜ୍ୟ ସରକାର ଓ କେନ୍ଦ୍ର ସରରକାର ଆଦିବାସୀଙ୍କ ବିକାଶ ନେଇ ଡିଣ୍ଡିମ ପିଟୁଥିବା ବେଳେ ଅବହେଳିତ ସ୍ୱାସ୍ଥ୍ୟ ସେବାର ଆଉ ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି, ମାଲକାନଗିରି ଜିଲ୍ଲାରେ। ସମ୍ପୂର୍ଣ୍ଣ…
Read More...

ଜିଓମିର ସବୁଠାରୁ କମ୍‍ ମୂଲ୍ୟର ସ୍ମାର୍ଟଫୋନ୍‍, ୬,୯୯୯ଟଙ୍କାରେ ପାଇବେ ୩ଜିବି ରାମ୍‍

ଜିଓମି କମ୍ପାନୀ ତରଫରୁ ପ୍ରସ୍ତୁତ ହୋଇଥିବା ଭାରତର ସବୁଠାରୁ କମ୍‍ ମୂଲ୍ୟର ସ୍ମାର୍ଟଫୋନ୍‍ ‘ରେଡମି-୫ଏ’ ସୋମବାର ଠାରୁ ପୁଣିଥରେ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି। ଏହି ଫୋନ୍‍ ସହିତ ନୋ କଷ୍ଟ୍‍ ଇଏମ୍‍ଆଇ ମିଳିବ। ଏହି…
Read More...