ହଷ୍ଟେଲ ଖାଦ୍ୟ ଖାଇ ୫ଛାତ୍ରୀ ଅସୁସ୍ଥ

ରାଉରକେଲା : ରାଉରକେଲା ଅଞ୍ଚଳରେ ଥିବା ଲାଠିକଟା ଆଦର୍ଶ ବିଦ୍ୟାଳୟରେ ଥିବା ଏକ ହଷ୍ଟେଲରେ ବୁଧବାର ଭାତ ଓ ଅଣ୍ଡା ଖାଇ ୫ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ସମସ୍ଥ ଅସୁସ୍ଥ ଛାତ୍ରୀଙ୍କୁ ରାଉରକେଲା ସରକାରୀ…
Read More...

ବେଆଇନ ଅର୍ଥ ହେରଫେର ମାମଲା : ଦିଲ୍ଲୀ ହାଇକୋର୍ଟରୁ ଶିବକୁମାରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ବେଆଇନ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ଡିକେ ଶିବକୁମାରଙ୍କ ବୁଧବାର ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨୫ ଲକ୍ଷର ବେଲ ବଣ୍ଡ ବଳରେ ତାଙ୍କୁ କୋର୍ଟ…
Read More...

ଆଇଏନ୍‌ଏକ୍ସ୍‍ ମିଡିଆ ମାମଲା : ଇଡିରୁ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲେ ଚିଦାମ୍ବରମ୍‌

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ ବୁଧବାର ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି।…
Read More...

ଦେହରେ ବୋମା ଖଞ୍ଜି ପୁଣି ମୋଦୀଙ୍କୁ ଧମକ ଦେଲେ ପାକିସ୍ତାନୀ ପପ୍‍ ଗାୟିକା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦକୁ ନେଇ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧମକ ଦେଇଥିବା ପାକିସ୍ତାନୀ ପପ୍‍ ଗାୟିକା ରବୀ ପୀରଜାଦା ବୁଧବାର ପୁଣିଥରେ ମୋଦୀଙ୍କୁ ଧମକ…
Read More...

ଜିଆରପି କନଷ୍ଟେବଳଙ୍କୁ ଭୁଜାଲୀରେ ଆକ୍ରମଣ, ଜଣେ ଅଟକ

କୁଚିଣ୍ଡା : ସମ୍ବଲପୁର ଜିଲା ବାମରା ରେଳ ଷ୍ଟେସନରେ ବୁଧବାର ଜଣେ ଜିଆରପି କନଷ୍ଟେବଳଙ୍କୁ ଭୁଜାଲୀରେ ଆକ୍ରମଣ ହୋଇଥିବା ଜଣାପଡିଛି। ବାମରା ରେଳ ଷ୍ଟେସନରେ ଦୁଇ ଜଣ ଗଞ୍ଜେଇ ବେପାରୀ ଗଞ୍ଜେଇ ନେଇଯାଉଥିଲେ। କନଷ୍ଟେବଳ…
Read More...

ବେଆଇନ ଦେଶୀ ମଦ ଜବତ, ଅଭିଯୁକ୍ତ ଫେରାର

କାଶୀପୁର : ରାୟଗଡା ଜିଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚଥାନା ଅନ୍ତର୍ଗତ ଲଦିଗୁଡା ଗ୍ରାମରେ ବୁଧବାର ଅଣ୍ଡିରାକଞ୍ଚ ପୁଲିସ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ପୁଲିସ ଚଢାଉ କରି ୫୦ ଲିଟର ଦେଶୀ ମଦ ସହ ୧ହଜାର ଲିଟର ପୋଚ…
Read More...

ଟ୍ରଲର ଧକ୍କାରେ ଭାଙ୍ଗିଲା ଟୋଲ ଗେଟ

ବ୍ରଜରାଜନଗର: ବେଳପାହଡ଼ରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ଏକ ଟ୍ରଲର ବୁଧବାର ସକାଳ ୯.୩୦ରେ ଗାନ୍ଧି ଛକ ଟୋଲ ଗେଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଟୋଲ ଗେଟର କ୍ୟାବିନ ଚୁରମାର ହେବା ସହ ଲୁହା ଖୁଣ୍ଟ ଗୁଡିକ ଉପୁଡି…
Read More...

ସ୍ମିତାରାଣୀ ମୃତ୍ୟୁ ଘଟଣା: ବିଚାର ବିଭାଗୀୟ ତଦନ୍ତ ଦାବିରେ ଜିଲାପାଳଙ୍କୁ ଦାବିପତ୍ର

ଯାଜପୁର: ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ଯାଜପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଙ୍ଘ ଓ ଗ୍ରାମ ରୋଜଗାର ସେବକ ସେବୀକା ସଙ୍ଘ ପକ୍ଷରୁ ବୁଧବାର ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମୃତକର ପରିବାରକୁ ୫୦ଲକ୍ଷ ଟଙ୍କା…
Read More...

ନନ୍ଦନକାନନ ପିଏନବି ଏଟିଏମରୁ ଲୁଟ୍

ଭୁବନେଶ୍ବର : ଭୁବନେଶ୍ବରର ନନ୍ଦନକାନନରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଏଟିଏମରୁ ବୁଧବାର ଲୁଟ ହୋଇଥିବା ଜଣାପଡିଛି। ଦୁଇ ଦିନ ପୂର୍ବେ ଏହି ମେସିନ୍‌ରେ ଟଙ୍କା ଭର୍ତ୍ତି କରାଯାଇଥିଲା। ସେଠାରେ…
Read More...

ବିସିସିଆଇର ସଭାପତି ହେଲେ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବୁଧବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ସୌରଭ ଏହି ଦାୟିତ୍ୱ…
Read More...

ଲକ୍ଷାଧିକ ଟଙ୍କାର ନକଲି ମଦ ଓ ଗଞ୍ଜେଇ ଜବତ

ବଡ଼ସାହି : ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅନ୍ତର୍ଗତ ଉଠାଣୀନୂଆଗାଁ ଗ୍ରାମରୁ ବୁଧବାର ସକାଳେ ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ, ଖାଲି ବୋତଲ, ଠିପି, ଲେବଲ, ସିଲ, ଖୋଳ,…
Read More...

ଦନ୍ତା ହାତୀର ମୃତଦେହ ଉଦ୍ଧାର

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ବଡ଼ପାଟି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର କରାଯାଇଛି। ତେବେ ହାତୀ ମୃତ୍ୟୁର ଖବର ପାଇ ବନ କର୍ମଚାରୀ ପହଞ୍ଚି ଥିବା ବେଳେ…
Read More...

ବନକଲାଗି ପାଇଁ ଆଜି ୪ଘଣ୍ଟା ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ପୁରୀ : ଆଜି ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ଅବସରରେ ଶ୍ରୀମୁଖ ଶୃଙ୍ଗାର ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେଉଥିବାରୁ ବୁଧବାର ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୪ ଘଣ୍ଟା ବନ୍ଦ…
Read More...

ଛାତ୍ରୀନିବାସ ପାଚେରୀ ଡେଇଁ ଚାଲିଯାଇଥିବା ୪ ଛାତ୍ରୀ ଠାବ

ଖୁଣ୍ଟା - ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଗୟଳମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪ଜଣ କସ୍ତୁରବା ଛାତ୍ରୀ କର୍ତ୍ତୃପକ୍ଷଙ୍କ ଅଜାଣତରେ ବିଦ୍ୟାଳୟ ପରିସର ଛାତ୍ରୀନିବାସରୁ ଚାଲିଯାଇଥିବା ବେଳେ ସେମାନଙ୍କୁ ତାଙ୍କ…
Read More...

ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରସଙ୍ଗ : ଆଜି ଦ୍ବିପ୍ରହର ୨ଟାରେ ବସିବ ବାର ଆକ୍ସନ କମିଟି ବୈଠକ

କଟକ : ଓଡ଼ିଶା ହାଇକୋର୍ଟରେ ଆଇନଜୀବୀ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଦିନ ୨ଟା ସମୟରେ ବାର ଆକ୍ସନ କମିଟି ବୈଠକ ବସିବ। ଏହି ବୈଠକ ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ଏହି ବୈଠକରେ…
Read More...

୩ ଦିନ ଯାଏଁ ଲଗାଣ ବର୍ଷା : ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ତିନି ଦିନ ଯାଏଁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବ। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଉପକୂଳ ଓଡ଼ିଶାରେ ସ୍ୱଳ୍ପରୁ…
Read More...

୨୪ରେ ଦୀପାବଳି ପାଳନ କରିବେ ଟ୍ରମ୍ପ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ତୃତୀୟ ବର୍ଷ ପାଇଁ ହ୍ବାଇଟ୍‌ ହାଉସ୍‌ରେ ଦୀପାବଳି ଉତ୍ସବ ପାଳନ କରିବେ। ଭାରତରେ ଅକ୍ଟୋବର ୨୭ରେ ଏହି ଉତ୍ସବ ପାଳନ ହେଉଥିବା​ବେଳ ଏହାର ତିନି ଦିନ…
Read More...

ମା’ଙ୍କ ଆଜ୍ଞାଲଡୁ ୨୫,୫୦୦ଟଙ୍କାରେ ନିଲାମ

ତାଳଚେର : ତାଳଚେର ବ୍ଲକ କଳମଛୁଇଁ ଗ୍ରାମରୁ ବିଦାୟ ନେଇଛନ୍ତି ମା’ ପଦ୍ମାଳୟା। ଗ୍ରାମର ୧୭ଟି ମେଢରେ ନଅ ଦିନ ଧରି ପୂଜା ପାଉଥିବା ମା ଗଜଲକ୍ଷ୍ମୀଙ୍କ ଭସାଣ ଉତ୍ସବ ମଙ୍ଗଳବାର ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମେଢଗୁଡିକ…
Read More...

ଆନ୍ତଃରାଜ୍ୟ ଜାଲ ଟ୍ରକ କାଗଜପତ୍ର ପ୍ରସ୍ତୁତ ରାକେଟ୍‍ ଠାବ: ଜଣେ ଗିରଫ

ତାଳଚେର: ତାଳଚେର ଅଞ୍ଚଳରେ ଆନ୍ତଃରାଜ୍ୟ ଜାଲ କାଗଜପତ୍ରରେ ଚୋରା କୋଇଲା ଚାଲାଣ କରୁଥିବା ଟ୍ରକକୁ ପୁଲିସ ଧରିବା ସହିତ ଏ ସଂକ୍ରାନ୍ତରେ ଜଣକୁ କୋର୍ଟ ଚାଲାଣ କରିଛି। ଏହି ରାକେଟ୍‍ର ଦୁର୍ବୃତ୍ତମାନେ ବିଭିନ୍ନ ଘରୋଇ…
Read More...

ସଂକଟରେ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ: ସଂକଟରେ ଶ୍ରୀଜଗନ୍ନାଥ ମନ୍ଦିର ଗର୍ଭଗୃହ। ଗର୍ଭଗୃହ ଚଟାଣ, କାନ୍ଥ ଏବଂ ଛାତପ୍ରତି ବିପଦ ଦେଖାଦେଇଛି। ଭୂତଳ ନାଳ ପୋତିହୋଇ ଯିବାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇଛି। ଦୀପଧୂଆଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସମେତ…
Read More...

ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ଚମ୍ପିଆନସିପ୍‌ ଆଜିଠାରୁ

ଭୁବନେଶ୍ବର : ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ ଓ ଧର୍ମଶାଳା କ୍ରୀଡ଼ା ପରିଷଦିର ମିଳିତ ସହଯୋଗରେ ଯାଜପୁର ଜିଲା ଜାରକାର କଳ୍ପତରୁ ଦାସ ମିନି ଷ୍ଟାଡ଼ିୟମରେ ବୁଧବାରରୁ ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ପ୍ରତିଯୋଗିତା…
Read More...

ଏସୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌; ବ୍ରୋଞ୍ଜ୍‌ ଜିତିଲେ ଓଡ଼ିଆ ଝିଅ ଝିଲି

ଭୁବନେଶ୍ବର : ଦକ୍ଷିଣ କୋରିଆର ଇଞ୍ଚିଅନରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ଚମ୍ପିଆନସିପ୍‌ରେ ଓଡ଼ିଆ ଝିଅ ଝିଲି ଦଳବେହେରା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଝିଲି ଜୁନିୟର ବାଳିକା ୪୫ କେଜି ବର୍ଗରେ ଏହି ସଫଳତା ହାସଲ…
Read More...

ବିଦ୍ୟୁତ୍‌ ଚାଳିତ ଯାନ ପାଇଁ ଆସିବ ସ୍ବତନ୍ତ୍ର ନୀତି

ଭୁବନେଶ୍ୱର : ବିଦ୍ୟୁତଚାଳିତ ଯାନର ପ୍ରଚଳନକୁ ପ୍ରୋତ୍ସାହିତ କରିବା ପାଇଁ ଖୁବ୍ ଶୀଘ୍ର ଓଡ଼ିଶା ବିଦ୍ୟୁତ ଯାନ ନୀତି ପ୍ରଚଳନ ହେବ। ଅନେକ ରାଜ୍ୟ ନିଜର ବିଦ୍ୟୁତ ଯାନ ନୀତି ପ୍ରସ୍ତୁତ କରିଥିବା ବେଳେ ଓଡ଼ିଶା ସରକାର…
Read More...

ଜାତୀୟ ଅପରାଧ-୨୦୧୭ ରିପୋର୍ଟ ; ମହିଳାଙ୍କ ପାଇଁ ଉତ୍ତରପ୍ରଦେଶ ସବୁଠୁ ଅସୁରକ୍ଷିତ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଅପରାଧ ବୃଦ୍ଧିପାଇଛି। ଅପରାଧ ହାର ୧୪୩ ସହିତ ଆସାମ ପ୍ରଥମ ସ୍ଥାନରେ ଥିବା ବେଳେ ଓଡ଼ିଶାର ଅପରାଧ ଦେଶରେ ଦ୍ବିତୀୟ ସର୍ବାଧିକ ରହିଛି। ୯୪ ଅଙ୍କ ସହ ଓଡ଼ିଶା ଏବଂ ତେଲେଙ୍ଗାନା ମିଳିତ ଭାବେ…
Read More...

ଦ୍ବିତୀୟ ଥର କ୍ଷମତାକୁ ଫେରିଲେ ଜଷ୍ଟିନ ଟ୍ରୁଡ୍ୟୁ

ଟରଣ୍ଟୋ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁଙ୍କ ଲିବେରାଲ ପାର୍ଟି ଦେଶର ସାଧାରଣ ନିର୍ବାଚନରେ ବିଜୟଲାଭ କରି କ୍ଷମତାକୁ ଫେରିଛି। କିନ୍ତୁ ପୂର୍ବାପେକ୍ଷା ଏଥର ତାଙ୍କୁ କମ୍‌ ଆସନ ମିଳିଛି। ମୋଟ ୩୩୮…
Read More...

୯ରେ କରତାରପୁର କରିଡର ଉଦ୍‌ଘାଟନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୯ରେ କରତାରପୁର କରିଡର ଉଦ୍‌ଘାଟନ କରିବେ। ଏହି ଦିନ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ କରତାରପୁର ସାହିବ ଗୁରୁଦ୍ବାରକୁ ଭାରତର ପ୍ରଥମ ତୀର୍ଥଯାତ୍ରୀ ଦଳ…
Read More...

ଦୀପାବଳିରେ ଦିଲ୍ଲୀରେ ରକେଟ ଓ ବମ୍‌ ନିଷିଦ୍ଧ

ନୂଆଦିଲ୍ଲୀ: ଚଳିତ ବର୍ଷର ଦୀପାବଳି ପୂର୍ବପରି ଯେମିତି କୋଳାହଳମୟ ନ ହେବ ସେଥିପାଇଁ ଦିଲ୍ଲୀ ସରକାର ପଦକ୍ଷେପ ନେଇଛନ୍ତି। ବ୍ୟାପକ ବାୟୁ ପ୍ରଦୂଷଣରୁ ଲୋକଙ୍କୁ ଉଦ୍ଧାର କରିବା ଲକ୍ଷ୍ୟରେ ସରକାର ବମ୍‌ କିମ୍ବା ରକେଟ ଓ…
Read More...

ନୀଳକଣ୍ଠନଗର ଶିଶୁମନ୍ଦିରକୁ ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର

ବ୍ରହ୍ମପୁର: ୨୦୧୯ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳରେ ରାଜ୍ୟରେ ବିରଳ କୃତିତ୍ୱର ଅଧିକାରୀ ହୋଇଥିବାରୁ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା…
Read More...

ମୁଖ୍ୟମନ୍ତ୍ରୀଙ୍କ ନୂଆ ମନ୍ତ୍ର; ଜିଲା ଗସ୍ତକୁ ଗୁପ୍ତ ରଖ

ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମ ଓ ୫-ଟି ମନ୍ତ୍ରକୁ ଠିକଣା ବାଟରେ ପରିଚାଳନା ପାଇଁ ରାଜ୍ୟ ପ୍ରଶାସନ ଉଦ୍ୟମ ଚଳାଇଥିବାବେଳେ ଏବେ ଜିଲା ପରିଦର୍ଶନ କାଳରେ କିଛି ନୂଆ ତରିକା ଆପଣାଇବାକୁ ମୁଖ୍ୟମନ୍ତ୍ରୀ ନବୀନ…
Read More...

୩୩୫ ପଏଣ୍ଟ ଖସିଲା ସେନ୍‌ସେକ୍ସ

ମୁମ୍ବଇ: ଆଇଟି ସେବା ପ୍ରଦାନକାରୀ ଇନ୍‌ଫୋସିସ୍ ସମ୍ପର୍କିତ ଖବର ଏବଂ କେତେକ କ୍ଷେତ୍ରରେ ନିବେଶକମାନେ ଅଧିକ ମାତ୍ରାରେ ପ୍ରଫିଟ୍‌ ବୁକିଂ କରିବାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି। ଏଥିଯୋଗୁ ଆଜି ବମ୍ବେ ଷ୍ଟକ…
Read More...

ବୁଧବାର ରାଶିଫଳ

ମେଷ: ଉପରିସ୍ଥ କର୍ମଚାରୀଙ୍କ ଠାରୁ ସାହାଯ୍ୟ ମିଳିବ। ଆନନ୍ଦ-ଉଲ୍ଲାସରେ ସମୟ ବିତାଇ ପାରନ୍ତି। କୃଷିକ୍ଷେତକୁ ତ୍ୱରାନ୍ୱିତ କରିବେ। ଯାନବାହନ ଲାଭ ହୋଇପାରେ। ସୁଖ ଭୋଗ କରିବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ବୃଷ:…
Read More...

ହାଇକୋର୍ଟ ଅଚଳାବସ୍ଥା ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ, କହିଲେ ପୁଲିସ ନପାରିଲେ ସେନା ପଠାଇବୁ

ଭୁବନେଶ୍ବର: ଆଇନଜୀବୀମାନଙ୍କ ଧର୍ମଘଟ ପାଇଁ ହାଇକୋର୍ଟ ଅଚଳ ହୋଇ ପଡିଛି। ଯାହା ଫଳରେ ବହୁ ମାମଲା ସମାଧାନ ନହୋଇ ପଡିରହିଛି। ସାଧାରଣ ଜନତା ଓକିଲମାନଙ୍କ ଧର୍ମଘଟ ଯୋଗୁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।…
Read More...

ଟ୍ରାକ୍ଟରରୁ ଖସି ମହିଳା ଶ୍ରମିକ ମୃତ, ମୃତଦେହ ଛାଡି ଚାଳକ ଫେରାର୍

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ନୁଶୁରିପଶି ମୁଣ୍ଡା ସାହିର ଜଣେ ମହିଳା ଶ୍ରମିକଙ୍କର ମଙ୍ଗଳବାର ଟ୍ରାକ୍ଟରରୁ ଖସି ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଶ୍ରମିକ ଜଣଙ୍କ ଶ୍ରମିକ ଟୁକୁରା…
Read More...

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭିନ୍ନକ୍ଷମ ଯୁବକ ଗିରଫ

ସୋର : ବାଲେଶ୍ବର ଜିଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଭିନ୍ନକ୍ଷମ ଯୁବକ ଗିରଫ ହୋଇଥିବା ଜଣାପଡିଛି। ନାବାଳିକା(୧୩) ଜଣଙ୍କ ବଜାରକୁ ଔଷଧ ପାଇଁ ଯାଇଥିବା ବେଳେ…
Read More...

ଶ୍ରମିକ କଲ୍ୟାଣ ସରକାରଙ୍କ ପ୍ରାଥମିକତା : କେନ୍ଦ୍ର ଶ୍ରମ ମନ୍ତ୍ରୀ

ଭୁବନେଶ୍ବର: ମଙ୍ଗଳବାର ଭୁବନେଶ୍ୱରରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ…
Read More...

କାଠଯୋଡ଼ିକୁ ଡେଇଁ ଜଣେ ନିଖୋଜ

କଟକ : ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ି ନଦୀକୁ ଡେଇଁ ମଙ୍ଗଳବାର ଜଣେ ନିଖୋଜ ହୋଇଥିବା ଜଣାପଡିଛି। ବ୍ରିଜ ଉପରେ ବାଇକ୍ ରଖି ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ଉଦ୍ଧାର କାର୍ୟ୍ୟରେ ଓଡ୍ରାଫ ଟିମ୍ ଓ ଅଗ୍ନିଶମ ବାହିନୀ…
Read More...

ଦଳିତଙ୍କ ଉନ୍ନତିପାଇଁ ସରକାର ପ୍ରତିଶୃତିବଦ୍ଧ: ରାମଦାସ ଅଠାୱଲେ

ଭୁବନେଶ୍ବର: ସମାଜରେ ଦଳିତ ଓ ନିଷ୍ପେସିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠାୱଲେ ଗୁରୁତ୍ୱାରୋପ କରିଛନ୍ତି। ମଙ୍ଗଳବାର…
Read More...

ଭୁବନେଶ୍ୱର ଜନପଥକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିଯାଉ : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ

ଭୁବନେଶ୍ୱର : ଭୁବନେଶ୍ୱରର ବାଣୀବିହାର ଛକରୁ ରାଜମହଲ ଛକକୁ ଯାଇଥିବା ରାସ୍ତାର ନାମ ହେଉଛି ଜନପଥ। ଏହାକୁ ଶହୀଦ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଯୋଦ୍ଧା ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବା ପାଇଁ ମଙ୍ଗଳବାର…
Read More...

ପଞ୍ଚାୟତ ଦୁର୍ନୀତି ଅଭିଯୋଗରେ ଜିଲାପାଳଙ୍କୁ ଘେରିଲେ ମହିଳା

ଧାମରା: ଧାମରା ପଞ୍ଚାୟତ ଦିନକୁ ଦିନ ଦୁର୍ନୀତିରେ ବୁଡି ରହିଥିବା ବେଳେ ଗରିବ ଖଟିଖିଆ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁ କୁଡିଆ,ବାର୍ଦ୍ଧକ୍ୟ ଭତ୍ତା ତଥା ଅନ୍ୟାନ୍ୟ କାର୍ୟ୍ୟରେ ଉପେକ୍ଷା କରାଯାଉଛି ବୋଲି…
Read More...

ରାସ୍ତା କଡରେ ମଳତ୍ୟାଗ ବନ୍ଦ ପାଇଁ ଦାବି କଲେ ନୂଆଁପାଲି ଯୁବକ ସଂଘ

ବିନିକା:ପରିମଳ ବ୍ୟବସ୍ଥାର ସୁଧାର ପାଇଁ ବ୍ୟାପକ ଜନସଚେତନତା ସତ୍ତ୍ବେ ମଧ୍ୟ ରାସ୍ତା କଡ ଗୁଡିକରେ ମଳତ୍ୟାଗ କରିବା ଏକ ନିନ୍ଦନୀୟ ଘଟଣା ବୋଲି ଏହାକୁ ବନ୍ଦ କରିବା ଦାବିରେ ବିନିକା ପୌରାଞ୍ଚଳ ଅନ୍ତର୍ଗତ ନୂଆଁପାଲି…
Read More...

ଦୂରହେବ କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାର ଅଚଳାବସ୍ଥା

ଯାଜପୁର : ଯାଜପୁର କଳିଙ୍ଗନଗର ମୈଥାନ ଇସ୍ପାତ କାରଖାନାରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ । ବିଗତ କିଛି ମାସ ଧରି କାରଖାନା ର ଶ୍ରମିକ ଓ କର୍ମଚାରୀ ଦରମା ନ ପାଇ ଆନ୍ଦୋଳନ କରିବା ଫଳରେ କାରଖାନା ସଂପୁର୍ଣ୍ଣ ବନ୍ଦ…
Read More...

ପ୍ରାଥମିକ ଶିକ୍ଷକଙ୍କ ତାଲିମ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥାରେ ଅନିୟମିତତା ଘଟଣା୧୫ଜଣ ବିଇଓଙ୍କୁ ୧୨.୭୮ଲକ୍ଷ ଟଙ୍କା…

ବଡ଼ସାହି: ମୟୂରଭଞ୍ଜ ଜିଲାରେ ପ୍ରାଥମିକ ଶିକ୍ଷକଙ୍କ ତାଲିମକେନ୍ଦ୍ରରେ ସିସିଟିଭି ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସେପ୍ଟେମ୍ବର ୨୮ ତାରିଖରେ ପ୍ରଥମେ ‘ସମାଜ’ରେ ଏକ ଅନୁସନ୍ଧାନ ମୂଳକ ସ୍ୱତନ୍ତ୍ର ଖବର…
Read More...

ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ଶେଷ, ଆସନ୍ତା ଶୁକ୍ରବାର ପ୍ରକାଶ ପାଇବ ଚୂଡ଼ାନ୍ତ ରାୟ

ଭୁବନେଶ୍ୱର : ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ଆସନ୍ତା ଶୁକ୍ରବାର ଦିନ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ । ଏନେଇ ଶ୍ରୀମନ୍ଦିର ପକ୍ଷରୁ ମାମଲା…
Read More...

ଅବକାରୀ ବିଭାଗର ଚଢାଉ ବିପୁଳ ପରିମାଣର ପୋଚ ସହ ୫ ଗିରଫ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୨୨ ଲିଟର ମହୁଲି ମଦ ଜବତ କରିବା ସହ ୮ କ୍ବୁଣ୍ଟାଲ ପୋଚ ନଷ୍ଟ କରି ମଦ ତିଆରି ସରଞ୍ଜାମକୁ ଜବତ…
Read More...

ସାଂସଦ ଅନୁଭବ ମହାନ୍ତି ଓ ମନଜିତ ଦାସ ବିବାଦ ପ୍ରସଙ୍ଗ : ଅନୁଭବଙ୍କ ନାଁରେ ଥାନାରେ ଏତଲା ଦେଲେ ମନଜିତ

କଟକ : ଓଲିଉଡ଼ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବିଜୁ ଜନତା ଦଳ(ବିଜେଡି) ଯୁବ ନେତା ମନଜିତ ଦାସଙ୍କ ବିବାଦ ବଢ଼ିଥିବା ଜଣାପଡିଛି। ଅନୁଭବଙ୍କ ନାଁରେ ମନଜିତ ଦାସ ମଙ୍ଗଳବାର ପୁରୀଘାଟ ଥାନାରେ ଲିଖିତ…
Read More...

ନନ୍ଦନକାନନରେ ଆନାକୋଣ୍ଡା

ଭୁବନେଶ୍ବର: ନନ୍ଦନକାନନରେ ଏଣିକି ପର୍ୟ୍ୟଟକ ଦେଖିବେ ଆନାକୋଣ୍ଡା। ମଙ୍ଗଳବାର ନନ୍ଦନକାନକୁ ମାଡ୍ରାସ କ୍ରେକୋଡାଇଲ୍ ବ୍ୟାଙ୍କରୁ ୮ଟି ଆନାକୋଣ୍ଡା ଅଣାଯାଇଛି। ଏହି ୮ଟି ଆନାକୋଣ୍ଡା ହଳଦିଆ ରଙ୍ଗର ହୋଇଥିବା ବେଳେ ଏମାନଙ୍କ…
Read More...

ଗର୍ଭବତୀ ମହିଳାଙ୍କୁ ଡାକ୍ତରଙ୍କ ଅଣଦେଖା, ଅଧାରାସ୍ତାରେ ୧୦୮ ରେ ପ୍ରସବ କଲେ ମହିଳା

ମୋହନା :ରାଜ୍ୟ ସରକାର ଗର୍ଭବତୀ ମହିଳାମାନଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗେଇ ଆସୁଥିବା ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଛୁଆ ଓ…
Read More...

ଆମେ ବିଶ୍ୱର ଯେ କୌଣସି ଟିମକୁ ହରାଇବାରେ ସକ୍ଷମ: ବିରାଟ କୋହଲି

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ୨୦୨ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇବାପରେ ଏହି ଟେଷ୍ଟ ସିରିଜ୍‍ କୁ ୩-୦ରେ ଜିତି ନେଇଛି ଭାରତ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ଏହା…
Read More...

ଭାରତର ବିଜୟରେ ସାମିଲ ହେଲେ ମାହି: ବିଶ୍ବକପ ପରେ ପ୍ରଥମ ଥର ପାଇଁ ଡ୍ରେସିଂ ରୁମରେ ପହଞ୍ଚିଲେ

ରାଞ୍ଚି : ରାଞ୍ଚିରେ ଖେଳାଯାଉଥିବା ୩ୟ ଟେଷ୍ଟ ମ୍ୟାଚରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧ ଇନିଂସ ଏବଂ ୨୦୨ରନ୍‌ ବ୍ୟବଧାନରେ ମଙ୍ଗଳବାର ପରାସ୍ତ କରିଛି। ଯାହାଫଳରେ ଭାରତ ଅନ୍ତିମ ମ୍ୟାଚରେ ବିଜୟ ସହିତ ୩ମ୍ୟାଚ…
Read More...

କମାଣ୍ଡୋ-୩ର ନୂଆ ପୋଷ୍ଟର ରିଲିଜ : ୨୯ନଭେମ୍ବରରେ ପରଦାକୁ ଆସିବ ଚଳଚ୍ଚିତ୍ର

ମୁମ୍ବଇ : ବିଦ୍ୟୁତ ଜାମୱାଲ ଷ୍ଟାରର ବଲିଉଡ଼ ଚଳଚ୍ଚିତ୍ର କମାଣ୍ଡୋ-୩ର ନୂଆ ପୋଷ୍ଟର ମଙ୍ଗଳବାର ରିଲିଜ ହୋଇଛି। ଏହା ହେଉଛି ୨୦୧୭ରେ ମୁକ୍ତିଲାଭ କରିଥିବା ସିନେମା କମାଣ୍ଡୋ-୨ର ସିକ୍ଵେଲ। ମଙ୍ଗଳବାର ବିଦ୍ୟୁତ ଜାମୱାଲ,…
Read More...

୪୮ଘଣ୍ଟାରେ ଲଘୁଚାପ; ୩ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଭାରତରେ ଉତ୍ତର ପୂର୍ବ ମୌସୁମି ବାୟୁ ସକ୍ରିୟ ରହିଛି। ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟରେ ବର୍ଷା ପ୍ରଭାବ ଲାଗିରହିଥିବାବେଳେ ଆସନ୍ତା ୪୮ଘଣ୍ଟା…
Read More...

ଦୀପାବଳି ପରେ ପିସିସି ପୁନର୍ଗଠନ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ସୋନିଆ ଗାନ୍ଧୀ ଏଆଇସିସି ଅଧ୍ୟକ୍ଷା ଭାବେ ଅନ୍ତରୀଣ ଦାୟିତ୍ୱ ଗ୍ରହଣ କରିବାପରେ ଓଡ଼ିଶାର ପିସିସି କମିଟି ସମେତ ଅନ୍ୟାନ୍ୟ ସମସ୍ତ କମିଟି ଭାଙ୍ଗି ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ…
Read More...

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣକୁ ବିରୋଧ କରି ଆଜି ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ :ମଙ୍ଗଳବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଅନୁଷ୍ଠିତ ହେବାକୁ ଯାଉଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ କର୍ମଚାରୀମାନେ ଏହି ଧର୍ମଘଟରେ ସାମିଲ ହେଉଛନ୍ତି ।​ ସର୍ବଭାରତୀୟ…
Read More...

ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ସିଆଚେନ୍‌

ଲଦାଖ: ବିଶ୍ବର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ଭାବେ ପରିଚିତ ସିଆଚେନ୍‌ର ବରାଫାବୃତ ଶିଖର ଏଣିକି ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ। ସୋମବାର ଲଦାଖର ଶିଓକ୍‌ ନଦୀରେ ନିର୍ମିତ ସାମରିକ ଦୃଷ୍ଟିକୋଣରୁ ମହତ୍ତ୍ବପୂର୍ଣ୍ଣ ଏକ…
Read More...

ମଙ୍ଗଳବାର ରାଶିଫଳ

ମେଷ: ଏକ ନୂତନ ଉନ୍ନତିମୂଳକ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରିବେ। ପ୍ରତିରୋଧ ସତ୍ତ୍ବେ ଆଗକୁ ମାଡ଼ି ଚାଲିବେ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମକୁ ଆଦରି ନେବେ। ଉତ୍ତମ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି…
Read More...

୫ ଦିନିଆ ଋଷ ଓ ଜାପାନ ଗସ୍ତରେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ୱର:  ଅକ୍ଟୋବର ୨୨ ତାରିଖରୁ ୨୬ ତାରିଖ ପର୍ୟ୍ୟନ୍ତ ଋଷ ଓ ଜାପାନକୁ ୫ ଦିନିଆ ବିଦେଶ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନଙ୍କ ସହ ଉଚ୍ଚସ୍ତରୀୟ ସରକାରୀ ଅଫିସର…
Read More...

ସୁଧୁରିଯାଉ ପାକିସ୍ତାନ ନହେଲେ ଘରେ ପଶି ମାରିବୁ : ସତ୍ୟପାଲ ମଲିକ

ଶ୍ରୀନଗର: ଆସନ୍ତା ନଭେମ୍ବର ୧ ତାରିଖରୁ ନୂଆ କାଶ୍ମୀର କାର୍ଯ୍ୟକ୍ଷମ ହେବ। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ଯଦି ସୁଧୁରି ନ ଯାଏ; ତେବେ ଭାରତ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଭାରତୀୟ ସେନା…
Read More...

ଖୁଣ୍ଟା ବ୍ଲକରେ ତାଲାପକା ଯିବା ଘଟଣାରେ ୪ ଗିରଫ

ଖୁଣ୍ଟା : ଖୁଣ୍ଟା ବ୍ଲକ କାର୍ଯ୍ୟାଳୟରେ ତାଲା ପକାଯିବା ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଯାଇଛି। ଗିରଫ ମାନେ ହେଲେ ଡୁକୁରାର ଶ୍ରୀଧର…
Read More...

ଘରୋଇ କ୍ରିକେଟରୁ ଅବସରନେଲେ ନଟରାଜ ବେହେରା

କଟକ : ଓଡ଼ିଶା ରଣଜୀ ଟ୍ରଫି ଦଳର ପୂର୍ବତନ ଅଧିନାୟକ ହଳଧର ଦାସଙ୍କ ପରେପରେ ଆଉ ଜଣେ ପୂର୍ବତନ ରଣଜୀ ଅଧିନାୟକ ନଟରାଜ ବେହେରା ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ୍‌…
Read More...

ମଦ୍ୟପ କନେଷ୍ଟବଳ ନିଲମ୍ବିତ

ବଲାଙ୍ଗୀର: ବଲାଙ୍ଗୀର ଜିଲା ଟାଉନ ଥାନାରେ ଅବସ୍ଥାପିତ ଓଏପିଏଫ କନେଷ୍ଟବଳ ଗୋଣ୍ଡଙ୍କୁ ସୋମବାର ଲିଖିତ ଅଭିଯୋଗପରେ ନିଲମ୍ବିତ କରାଯାଇଛି । ସୂଚନା ଅନୁଯାୟୀ, ସେ ଆଜି ବିଜାଖମଣ ଗ୍ରାମ ନିକଟସ୍ଥ ଦୋକାନରେ ମଦ୍ୟପାନ କରି…
Read More...

ଆସନ୍ତାକାଲି ରିଲିଜ ହେବ ହାସ୍ୟରସାତ୍ମକ ହିନ୍ଦୀ ଚଳଚ୍ଚିତ୍ର ‘ପାଗଲ ପନ୍ତି”ର ଟ୍ରେଲର

ମୁମ୍ବଇ : ହାସ୍ୟରସାତ୍ମକ ବଲିଉଡ଼ ଚଳଚ୍ଚିତ୍ର ପାଗଲ ପନ୍ତିର ଟ୍ରେଲର ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ରିଲିଜ ହେବ। ଏନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ସୋମବାର ଟ୍ବିଟ୍ କରି ସୂଚନା ଦେଇଛନ୍ତି। #Pagalpanti trailer…
Read More...

ପିକ୍ଅପ୍ ଭ୍ୟାନ ଓଲଟି ୧୪ ଆହତ

ନାରୟଣପାଟଣା:  କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଚମ୍ପି ନିକଟରେ ସୋମବାର ଏକ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏଥିରେ ୧୪ ଜଣ  ଆହତ ହୋଇଥିବାବେଳେ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା…
Read More...

ଭାରସାମ୍ୟ ହରାଇ ପୋଖରୀ ଭିତରେ ପଶିଲା କାର

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନର୍ଗତ ତୁରୁମୁଙ୍ଗା - ଚମ୍ପୁଆ ରାସ୍ତାରେ କାଠ ଗାଡିକୁ ଏସକଟ୍ ଯୋଗାଇ ଦେଉଥିବା ଏକ କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ପୋଖରୀ ଭିତରେ ପଶି ଯାଇଛି । ସେହି…
Read More...

୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍‍ ମୋହର

ଭୁବନେଶ୍ୱର : ରାଜ୍ୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ…
Read More...

ଘରଡିହ ପଟ୍ଟା ଦାବିରେ ବିନିକା ତହସିଲ କାର୍ଯ୍ୟାଳୟ ଘେରାଉ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ତହସିଲ କାର୍ଯ୍ୟାଳୟକୁ ଘର ଡିହ, ଜମି ପଟ୍ଟା ପାଇବା ଆଶାରେ ସୋମବାର ୬ଟି ରାଜସ୍ୱ ସର୍କଲ ଅନ୍ତର୍ଗତ ପ୍ରାୟ ୪୫ଟି ଗ୍ରାମର ଶତାଧିକ ମହିଳା ଆସି ରୁଣ୍ଡ ହୋଇଥିଲେ। ଶତାଧିକ ପୁରୁଷ ଓ…
Read More...

ବିନିକାରେ ପ୍ରଶାସନର ଜନ ଅଭିଯୋଗ ଶୁଣାଣୀ

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କାର୍ଯ୍ୟାଳୟର ରାଜୀବ ଗାନ୍ଧୀ ଭବନ ପ୍ରକୋଷ୍ଟରେ ସୋମବାର ଜିଲା ପ୍ରଶାସନ ପକ୍ଷରୁ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସୁବର୍ଣ୍ଣପୁର ଜିଲାପାଳ ମନିଷା…
Read More...

ଚାନ୍ଦିପୁଟ କଲେଜରେ ରେଡକ୍ରସ ତାଲିମ ଶିବିର ଅନୁଷ୍ଠିତ

ଚାନ୍ଦିପୁଟ: ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମ ସ୍ଥିତ ଇନ୍ଦିରାସୃତି ସ୍ନାତକ ମହାବିଦ୍ୟାଳୟ ଠାରେ ଗତ ତିନି ଦିନ ଧରି ଚାଲିଥିବା ଜିଲା ସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିରର ସୋମବାର ଉଦଯାପନୀ…
Read More...

୬ଟା ସୁଦ୍ଧା ମହାରାଷ୍ଟ୍ରରେ ୫୫.୩୯ପ୍ରତିଶତ ଓ ହରିୟାଣାରେ ୬୧.୩୯ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଚାଲୁ ରହିଛି। ମହାରାଷ୍ଟ୍ରରେ ୬ଟା ସୁଦ୍ଧା ୫୫.୩୯ପ୍ରତିଶତ ମତଦାନ ହୋଇଛି। ସେହିପରି ହରିୟାଣାରେ ୬୧.୩୯ପ୍ରତିଶତ ମତଦାନ…
Read More...

ଅପରାହ୍ଣ ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୪୪.୬୧ ପ୍ରତିଶତ ଓ ହରିୟାଣାରେ ୫୩.୭୮ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଜାରି ରହିଛି। ହରିୟାଣାରେ ଅପରାହ୍ନ ୫ଟା ସୁଦ୍ଧା ୫୩.୭୮ପ୍ରତିଶତ ମତଦାନ ହୋଇଛି। ସେହିପରି ମହାରାଷ୍ଟ୍ରରେ ୪୪.୬୧…
Read More...

ନଭେମ୍ବର ୨୧ ସୁଦ୍ଧା ପ୍ରକାଶ ପାଇବ ଓଟିଇଟି ପରୀକ୍ଷା ଫଳ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା ।  ଏଥିରେ ନଭେମ୍ବର ୨୧ ସୁଦ୍ଧା ଓଟିଇଟି ପରୀକ୍ଷା ଫଳ ପାଇବା ପାଇଁ ସୂଚନା ଦିଆ ଯାଇଛି । ପ୍ରଶ୍ନପତ୍ରରେ…
Read More...

ଭାଲୁ ଆକ୍ରମଣରେ ଗାଇଚରାଳୀ ମୃତ

ଦେବଗଡ : ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ଔତଳ ଜଙ୍ଗଲରେ ସୋମବାର ଭାଲୁ ଆକ୍ରମଣରେ ଜଣେ ଗାଇଚରାଳିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ନୂଆମୁଣ୍ଡା…
Read More...

ବିଜେପୁର ଉପନିର୍ବାଚନ ମତଦାନ ଶେଷ : ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ, ୨୪ରେ ବାହାରିବ ଫଳ

ଭୁବନେଶ୍ୱର: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ସୋମବାର ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ…
Read More...

ରାଞ୍ଚି ଟେଷ୍ଟ : ବିଜୟ ଠାରୁ ୨ୱିକେଟ ଦୂରରେ ଭାରତ

ରାଞ୍ଚି: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି। ଭାରତର ୪୯୭ ରନ ଜବାବରେ ଦକ୍ଷିଣ ଆଫ୍ରିକା…
Read More...

ଶିଶୁ ମୃତ୍ୟୁ ନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

ଯାଜପୁର: ଯାଜପୁରରୋଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୩ ଦିନର ଶିଶୁପୁତ୍ର ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି। ପରିବାରଲୋକେ ଡାକ୍ତରଙ୍କ ଅବହେଳାରୁ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ,…
Read More...

ବେଆଇନ୍‌ ପାର୍କିଂ ଫି ଆଦାୟ : ଭୁବନେଶ୍ୱରର ୧୦ ସପିଂ ମଲ ସମେତ ୩ଟି ଘରୋଇ ହସ୍‌ପିଟାଲ୍‌କୁ ବିଡିଏର ନୋଟିସ୍‌

ଭୁବନେଶ୍ବର : ବେଆଇନ୍‌ ପାର୍କିଂ ଫି ଆଦାୟ ପ୍ରସଙ୍ଗକୁ ନେଇ ରାଜଧାନୀରେ ଥିବା ୧୦ଟି ବ୍ୟସାୟିକ ପ୍ରତିଷ୍ଠାନ(ସପିଂ ମଲ) ଓ ୩ଟି ଘରୋଇ ହସ୍ପିଟାଲକୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍‌ ଜାରି…
Read More...

ବିଜେପୁର ଉପନିର୍ବାଚନ; ଦିନ ୩ଟା ସୁଦ୍ଧା ୫୬.୫ପ୍ରତିଶତ ମତଦାନ

ଭୁବନେଶ୍ୱର: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ମତଦାନ ଜାରି ରହିଥିବା ଜଣାପଡିଛି। ଦିନ ୩ଟା ସୁଦ୍ଧା…
Read More...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ପରିବାର ସହ ଆସି ମତଦାନ କଲେ ସଚିନ

ମୁମ୍ବଇ : ମହାରାଷ୍ଟ୍ରରେ ୨୮୮ବିଧାନସଭା ଆସନ ପାଇଁ ସୋମବାର ମତଦାନ ଚାଲିଛି। ସକାଳ ୭ଟାରୁ ମହାରାଷ୍ଟ୍ରରେ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଏହା ଚାଲିବ। ଲୋକତନ୍ତ୍ରର ଏହି ମହାନ ପର୍ବରେ ଭାରତର…
Read More...

ରାଜଧାନୀରେ ଅଟୋ ଉପରେ କଟକଣା: କଳ୍ପନା, ରାଜମହଲ ଓ ବାଣୀବିହାରରେ ଷ୍ଟାଣ୍ଡ

ଭୁବନେଶ୍ବର: ରାଜଧାନୀର ଅସଂଗଠିତ ତଥା ଅମାନିଆ ଅଟୋ ଚାଳକଙ୍କୁ ସଂଗଠିତ ଓ ଶୃଙ୍ଖଳିତ କରିବା ଲାଗି ଗତ କିଛି ଦିନ ଧରି କସରତ ଆରମ୍ଭ ପରେ କମିସନରେଟ୍‌ ପୁଲିସ କଟକଣା ଆରମ୍ଭ କରିଛି। ରବିବାର ଅଟୋ ମହାସଂଘଗୁଡ଼ିକ ସହିତ…
Read More...

ଆଜି ବିଜେପୁରବାସୀ ନିର୍ଦ୍ଧାରଣ କରିବେ ରୀତା, ଦିଲୀପ ଓ ସନତଙ୍କ ଭାଗ୍ୟ, ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ…

ଭୁବନେଶ୍ୱର: ଏବେ ସାରା ରାଜ୍ୟର ନଜର ବିଜେପୁର ଉପରେ। ମାସାଧିକ କାଳ ଧରି ଚର୍ଚ୍ଚାରେ ଥିବା ବିଜେପୁର ବିଧାନସଭା ଆସନ ପାଇଁ ସୋମବାର ଅନୁଷ୍ଠିତ ହେଉଛି ଉପନିର୍ବାଚନ। ଦେଢ଼ ବର୍ଷ ଭିତରେ ବିଜେପୁରବାସୀ ତୃତୀୟ ଥର ପାଇଁ…
Read More...

୨୩ରେ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ଏହାର କେନ୍ଦ୍ର ରହିବ। ଏହାର ପ୍ରଭାବରେ ୨୪ ତାରିଖରୁ ଓଡ଼ିଶାର…
Read More...

ପୁଣି ଏକ ବ୍ୟାଙ୍କ ଋଣ ଘୋଟାଲା: ଜାମ୍ମୁ ଓ କାଶ୍ମୀର ବ୍ୟାଙ୍କରେ ୧୧୦୦ କୋଟିର ଠକେଇ

ଜାମ୍ମୁ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି), ପଞ୍ଜାବ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କ ପରେ ଏବେ ଦେଶର ଆଉ ଏକ ବ୍ୟାଙ୍କ ଜମ୍ମୁ ଓ କଶ୍ମୀର ବ୍ୟାଙ୍କରେ ବଡ଼ ଧରଣର ଋଣ ଠକେଇ ଘଟଣାର ପର୍ଦାଫାସ ହୋଇଛି। ରାଇସ…
Read More...

ବୁର୍ଲା ମେଡ଼ିକାଲରେ ଡ଼ାକ୍ତରଙ୍କୁ ଦୁଇ ଯୁବକଙ୍କ ମାଡ଼ ମାରିବା ଘଟଣା:ଉଭୟ ଯୁବକଙ୍କୁ ଗିରଫ୍‍ କଲା ପୁଲିସ

ବୁର୍ଲା:ସମ୍ବଲପୁର ଜିଲ୍ଲା ବୁର୍ଲା ଭିମସାରରେ ରୋଗୀ ସେବାକୁ କେନ୍ଦ୍ର କରି ପୁନର୍ବାର ଏକ ଉତ୍ତେଜନା ପୁର୍ଣ୍ଣ ପରିସ୍ତିତି ସୃଷ୍ଟି ହୋଇଛି। ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗରେ ପୋଲିସ ଉଭୟ ଯୁବକଙ୍କୁ ଥାନାରେ ଅଟକ…
Read More...

କମଳେଶ ତିୱାରି ହତ୍ୟା ଘଟଣା: ହୋଟେଲରୁ ମିଳିଲା ରକ୍ତଭିଜା ପୋଷାକ

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ପୂର୍ବତନ ଅଧ୍ୟକ୍ଷ କମଳେଶ ତିୱାରିଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ଉତ୍ତରପ୍ରଦେଶ ପୁଲିସ ରବିବାର ହତ୍ୟାକାରୀକୁ ଚିହ୍ନଟ କରିବାରେ ସଫଳ ହୋଇଛି। ପୁଲିସ ଡିଜି ଓପି ସିଂହଙ୍କ କହିବା…
Read More...

ସୋମବାର ରାଶିଫଳ

ମେଷ: ଉନ୍ନତିମୂଳକ କାର୍ଯ୍ୟରେ ମନ ଦେବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିପାରନ୍ତି। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଠାକୁର ଦର୍ଶନ କରି ସୁଖୀ ହେବେ। ସରକାରୀ…
Read More...

ଶେଷ ସମୟରେ ବନ୍ଦ ହେଲା କରତାରପୁର କରିଡର ପାଇଁ ଅନଲାଇନ ପଞ୍ଜୀକରଣ

ନୂଆଦିଲ୍ଲୀ: ପଞ୍ଜାବର ଦରବାର ସାହିବ ଗୁରୁଦ୍ବାର ଓ ପାକିସ୍ତାନର କରତାରପୁର ସାହିବକୁ ସଂଯୋଗ କରୁଥିବା କରତାରପୁର କରିଡର ମଧ୍ୟ ଦେଇ ଭାରତୀୟ ତୀର୍ଥଯାତ୍ରୀଙ୍କ ଯାତ୍ରା ଲାଗି ରବିବାର ଠାରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ…
Read More...

ବିଚାରାଧୀନ କଏଦୀ ମୃତ୍ୟୁ: ଜେଲ ଭିତରେ ଚିକିତ୍ସାପ୍ରତି ଅବହେଳା ଅଭିଯୋଗ

ବୁର୍ଲା : ସମ୍ବଲପୁର ମଣ୍ଡଲ କରାଗାରର ବିଚାରଧୀନ କଏଦୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ କଏଦୀ ଜଣଙ୍କ ବୁର୍ଲା ଥାନା ୱାନର୍‍ କଲୋନିର ପୁରନ୍ଦର ସୁନାଙ୍କ ପୁଅ ପ୍ରକାସ ସୁନା ଓରଫ୍‍ ବଣ୍ଟି ବେଲି…
Read More...

ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖୁଣ୍ଟା : ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟର ଡେଙ୍ଗାମ ପାହାଡରୁ ରବିବାର ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ମହୁଲଡିହି ଗ୍ରାମର…
Read More...

ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ଟ୍ରକ୍‍ ହେଲ୍‍ପରଙ୍କ ମୃତ୍ୟୁ

ମୁଖିଗୁଡ଼ା : ଜୟପାଟଣା ବ୍ଲକ ଅନ୍ତର୍ଗତ ଉଚ୍ଛୁଲା ପଞ୍ଚାୟତ କାର୍ଯ୍ୟାଳୟ ଗୋଦାମକୁ ଆସୁଥିବା ଏକ ଟ୍ରକର ହେଲପର  ବିଦ୍ୟୁତ୍‍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ମୃତ ଟ୍ରକ ହେଲ୍‍ପର ଜଣଙ୍କ ଲଡ଼ୁଗାଁ ଗ୍ରାମର ବିନୋଦ…
Read More...

ସୁନାହାର ଲୁଟ୍

ବଡ଼ସାହି : ସିଂହଟିଆ ଗ୍ରାମର ତ୍ରିଲୋଚନ ଭୂୟାଁଙ୍କ ପତ୍ନୀ ପ୍ରେମଲତାଙ୍କ ବେକରୁ ଦୁଇଜଣ ଦୁବୃର୍ତ୍ତ ରବିବାର ସୁନାହାର ଛିନତାଇ କରି ଫେରାର ହୋଇଯାଇଛନ୍ତି। ପ୍ରାତଃ ଭ୍ରମଣ ପାଇଁ ପ୍ରେମଲତା ବଡିଭୋର ୪ଟାରୁ ଉଠି ଘର ଅଗଣାରେ…
Read More...

କୋରାପୁଟରେ ‘ପରବ ମହୋତ୍ସବ’ ଆରମ୍ଭ

କୋରାପୁଟ : କୋରାପୁଟ ଜିଲାରେ ରବିରାର ଠାରୁ ‘ପରବ ମହୋତ୍ସବ’ ଆରମ୍ଭ ହୋଇଛି। ପ୍ରଥମେ ଲମତାପୁଟ ବ୍ଲକ ଅନ୍ତର୍ଗତ ଡୁମଡୁମା ଜଳପ୍ରପାତ ଠାରୁ ମଶାଲ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ଚିକେନପୁଟ ଗ୍ରାମର…
Read More...

ନୂଆଁପାଲି ଯୁବକ ସଂଘ ପକ୍ଷରୁ ସ୍ବଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବିନିକା : ସୁବର୍ଣ୍ଣପୁର ଜିଲା ବିନିକା ଏନ୍ଏସି ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆଁପାଲି ଗ୍ରାମରେ ଯୁବକ ସଂଘ ପକ୍ଷରୁ ରବିବାର ସ୍ବଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବକ ମାନେ ଗ୍ରାମ୍ୟରାସ୍ତା…
Read More...

ଅଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଖାଦ୍ୟ ହଡ଼ପ ଅଭିଯୋଗ ; ସିଡିପିଓ କହିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

ଧାମରା : ଧାମରା ନିକଟସ୍ଥ କରଞ୍ଜମାଳ ପଞ୍ଚାୟତରେ ଥିବା ୨ଟି ଅଙ୍ଗନବାଡି କେନ୍ଦ୍ରରେ ଶିଶୁମାନଙ୍କ ଖାଦ୍ୟ ହଡ଼ପ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ମହିଳା ଏବଂ ଶିଶୁ ବିକାଶ ବିଭାଗ ନିକଟରେ ଏହି ଅଭିଯୋଗ…
Read More...

ନିଶା ମୁକ୍ତି ପାଇଁ  ଶପଥ ନେଲେ ଏସ.ଏସ.ଜି ମହିଳା

ବାଲେଶ୍ବର: ବାଲେଶ୍ବର ଜିଲା ବାହାନଗା ବ୍ଲକରେ ରବିବାର  ଖନ୍ତପଡ଼ା ଏବଂ ଦକ୍ଷିଣ ନରସିଂହପୁରର  ସମସ୍ତ ଏସ.ଏସ.ଜି ଗ୍ରୁପ ପକ୍ଷରୁ  ଆମ ଅଞ୍ଚଳକୁ ନିଶା ମୁକ୍ତ କରିବା ପାଇଁ ଏକ ସାଧରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ…
Read More...

ରେଲଓ୍ବେ ଟିକଟ କଳାବଜାରୀ ଅଭିଯୋଗରେ ଜଣେ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲା ଗୋପାଳପୁର ବଜାରରୁ ରେଲଓ୍ବେ ଟିକଟ ବ୍ଲାକ କରୁଥିବା ଅଭିଯୋଗରେ ରବିବାର ଖଡ଼ଗପୁର ରେଲଓ୍ବେ ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ବାଲେଶ୍ବର ଜିଲା ବାରିଙ୍ଗିଆ ଗ୍ରାମର ହୃଷିକେଶ…
Read More...

ମହିଳାଙ୍କ ଘର ଭିତର ବାକ୍ସରୁ ମିଳିଲା ଶିଶୁକନ୍ୟା ; ଡାହାଣୀ ସନ୍ଦେହରେ ନିସ୍ତୁକ ଛେଚିଲେ ଗ୍ରାମବାସୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଧରଓ୍ବାଡିହି ଥାନା ଅନ୍ତର୍ଗତ ଘୁମୁଡ଼ା ଗ୍ରାମରେ ଶନିବାର ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କ ଘର ଭିତର ବାକ୍ସର ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା। ପରେ ଡାହାଣୀ ସନ୍ଦେହରେ…
Read More...

ସୁଲତାନ୍‌ ଅଫ୍ ଜୋହର କପ୍‌: ଗ୍ରେଟ୍‌ ବ୍ରିଟେନ୍‌ଠାରୁ ହାରି ଭାରତ ରନର୍ସଅପ୍‌

ଜୋହାର ବାହାରୁ (ମାଲେସିଆ): ମାଲେସିଆ ଖେଳାଯାଉଥିବା ସୁଲତାନ୍‌ ଅଫ୍ ଜୋହର କପ୍‌ ହକି ଟୁର୍ଣ୍ଣାମେଣ୍ଟରେ ରନର୍ସଅପ୍‌ ହୋଇଛି ଭାରତ ଜୁନିୟର ପୁରୁଷ ହକି ଦଳ। ଫାଇନାଲରେ ଭାରତୀୟ ଦଳ ବ୍ରେଟ୍‌ ବ୍ରିଟେନ୍‌ ନିକଟରୁ ୧-୨…
Read More...

ନିମନ୍ତ୍ରଣ ରଖିଲେ ମନମୋହନ, ଅତିଥି ନୁହେଁ ସାଧାରଣ ଯାତ୍ରୀ ଭାବରେ ଯିବେ କରତାରପୁର

ନୂଆଦିଲ୍ଲୀ:କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଅତିଥି ଭାବେ ନୁହେଁ; ବରଂ ଜଣେ ସାଧାରଣ ଶିଖ୍ ଯାତ୍ରୀ ଭାବେ ଯୋଗଦେବେ। ଶନିବାର ଏହି ସୂଚନା ଦେଇଛନ୍ତି ପାକିସ୍ତାନ…
Read More...