ବାଲେଶ୍ବର: ବାଲେଶ୍ବର ଜିଲା ବାହାନଗା ବ୍ଲକରେ ରବିବାର ଖନ୍ତପଡ଼ା ଏବଂ ଦକ୍ଷିଣ ନରସିଂହପୁରର ସମସ୍ତ ଏସ.ଏସ.ଜି ଗ୍ରୁପ ପକ୍ଷରୁ ଆମ ଅଞ୍ଚଳକୁ ନିଶା ମୁକ୍ତ କରିବା ପାଇଁ ଏକ ସାଧରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ନିଜ ସାହି , ଗ୍ରାମ ଏବଂ ଗ୍ରାମପଞ୍ଚାୟତକୁ ନିଶାମୁକ୍ତ କରିବାପାଇଁ ମହିଳାମାନେ ଶପଥ ନେଇଥିଲେ ।
Popular Categories



