କୋଭିଡ କଟକଣା ସର୍ତ୍ତ ଲାଗୁ କରି ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ବିଜେପିର ଦାବି

ସମ୍ବଲପୁର: କୋଭିଡ଼ କଟକଣା ସର୍ତ ଲାଗୁ କରି ଜିଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି କରିଛି ବିଜେପି । ଏହି ମର୍ମରେ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ…
Read More...

ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ପାଇଁ କେନ୍ଦ୍ରକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଥର ପାଇଁ ଦୁର୍ନୀତି ଅଭିଯୋଗରେ…
Read More...

ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ଓ ବୟସ୍କଙ୍କୁ ମାଗଣା କରୋନା ଟିକା

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ କୋଭିଡ ଯୋଦ୍ଧା ଓ ବୟସ୍କଙ୍କୁ କରୋନା ଟିକା ଦିଆଯିବ। ସମ୍ପୂର୍ଣ୍ଣ ମାଗଣାରେ ଏହି ଟିକା ଯୋଗାଇ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଗୁରୁବାର ସୂଚନା ଦେଇଛନ୍ତି। ଦୀର୍ଘ ୮ମାସ…
Read More...

ରାଜ୍ୟରେ କରୋନା ନେଲା ଆଉ ୫ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୮୨୫

ଭୁବନେଶ୍ବର: ରାଜ୍ୟରେ ଗୁରୁବାର କରୋନାରେ ଆଉ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୨୫କୁ ବୃଦ୍ଧି ହୋଇଛି। ୫ ଜଣ ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲାରୁ ୨ ଜଣଙ୍କର ମୃତ୍ୟୁ…
Read More...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ, ପୁଲିସର ତଦନ୍ତ ଆରମ୍ଭ

ଟିଟିଲାଗଡ: ଟିଟିଲାଗଡ ଉପଖାଣ୍ଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଅଣାଯାଇଥିବା ମହିଳାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବାହାଦୁର ପଦର ଗ୍ରାମର…
Read More...

ହ୍ବାଇଟ ହାଉସ ଛାଡ଼ିବା ପରେ ଟ୍ରମ୍ପ ରହିବେ କେଉଁଠି ?

ଡିସେମ୍ବର ଶେଷ ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରିୟ ଭବନ ଛାଡିବେ। ନିର୍ବାଚନ ପରିଚାଳନା କରୁଥିବା ଆମେରିକାର ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଭାବରେ…
Read More...

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ପାଟଣା: କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ମୁଣ୍ଡା ସାହିରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଗତ କାଲି…
Read More...

ଅଟ୍ଟାରି ସୀମାରେ ଯବାନଙ୍କ ଗୁଳିରେ ଦୁଇ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ: ପଞ୍ଜାବର ଅଟ୍ଟାରି ସୀମାନ୍ତ ରାଜତଳା ଅଞ୍ଚଳରେ ବିଳମ୍ବିତ ରାତିରେ ଭାରତୀୟ ସୀମା ଭିତରକୁ ପ୍ରବେଶ ଉଦ୍ୟମ କରୁଥିବା ଦୁଇଜଣ ଅନୁପ୍ରବେଶକାରୀ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନଙ୍କ ଗୁଳିରେ ନିହତ…
Read More...

ଢେଙ୍କାନାଳ: ନିଖୋଜ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

ଢେଙ୍କାନାଳ: ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ପରିବାର ଲୋକେ କାଳିଆର…
Read More...

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ : ଟସ୍ ଜିତି ଟିମ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ଆଡିଲେଡ୍‌: ସୀମିତ ଓଭର ସିରିଜ୍ ପରେ ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍‌ ଗୁରୁବାରଠାରୁ ଆରମ୍ଭ ହେଉଛି। ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ। ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ…
Read More...

ଭିଜିଲାନ୍ସ ଭୟ: ୬ ବର୍ଷ ପରେ ଡିପ ବୋରୱେଲ ଓ ଜଳ ଯୋଗାଣ ବ୍ୟବସ୍ଥା ହସ୍ତାନ୍ତର ପାଇଁ ଉଦ୍ୟମ

ବ୍ରଜରାଜନଗର : ବ୍ରଜରାଜନଗର ଓ ବେଲପାହାଡ଼ ପୌର ପରିଷଦ ଅଞ୍ଚଳରେ ଥିବା ଗଭୀର ନଳକୂପ ( ଡିପ ବୋରୱେଲ ) ଖନନ, ପରିଚାଳନା ଓ ବାର୍ଷିକ ମରାମତିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଥିଲା। ଦୀର୍ଘ ୬ ବର୍ଷ ତଳେ ଏହି ପ୍ରକଳ୍ପ…
Read More...

ପୁଣି ଧରା ପଡ଼ିଲା ଆଉ ଏକ ଜିଏସଟି ଠକେଇ: ୨୬୨ କୋଟି ଟଙ୍କାର ଜାଲ କାରବାର, ଠକିଛନ୍ତି ୪୦ କୋଟି ୬୬ ଲକ୍ଷ

ରାଉରକେଲା: ଜିଏସ୍‍ଟି ଠକେଇ ଘଟଣାରେ ରାଉରକେଲାର ଆଉ ଜଣେ ମାଷ୍ଟର ମାଇଣ୍ଡ ଧରା ପଡ଼ିଛନ୍ତି। ସେ ହେଲେ ସନ୍ତୋଷ କୁମାର ଗୁପ୍ତା (୪୫)। ସନ୍ତୋଷ ୧୦ଟି ଜାଲ କମ୍ପାନୀ ଖୋଲି କୌଣସି ସାମଗ୍ରୀ ନ କିଣି ଓ ନ ବିକି ୨୬୨ କୋଟି…
Read More...

ଗଞ୍ଜାମରେ ବି ଜିଏସଟି ଠକେଇ ଚେର: ଖିଲାପୀ ୪୩ ଠିକାଦାରଙ୍କୁ ନୋଟିସ

ବ୍ରହ୍ମପୁର: ସରକାରଙ୍କ ଠାରୁ ଟଙ୍କା ନେଉଛନ୍ତି । ହେଲେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ଦାଖଲରେ ଅବହେଳା କରୁଛନ୍ତି । ଏଭଳି ଅଭିଯୋଗରେ ଏବେ କାର୍ଯ୍ୟାନୁଷ୍ଠାନର ସମ୍ମୁଖିନ ହେବାକୁ ଯାଉଛନ୍ତି ୪୩ଜଣ ଠିକାଦାର ।…
Read More...

ଗୋଟିଏ ଇଞ୍ଜେକ୍ସନର ଦାମ ୧୬ କୋଟି ଟଙ୍କା: ବିଶ୍ବର ସବୁଠୁ ମହଙ୍ଗା ଇଞ୍ଜେକ୍ସନ ନେବ ୨ ମାସର ପିଲା

ବର୍ଷକ ପୂର୍ବରୁ କେହି କେବେ ଭାବି ନ ଥିଲେ ୨୦୨୦ ବର୍ଷଟି ଏତେ କଷ୍ଟପ୍ରଦ ହେବ ବୋଲି । କରୋନା ମହାମାରୀ ଯୋଗୁଁ ବିଶ୍ବର ଅର୍ଥନୀତିଠାରୁ ଆରମ୍ଭ କରି ରାଜନୀତି ବଦଳିଛି । ସାରା ବିଶ୍ବର ବୈଜ୍ଞାନିକମାନେ କରୋନା ଟୀକା…
Read More...

ସେଲଫି ନେଲା ଜୀବନ, ଟ୍ରେନ ଉପରେ ସେଲଫି ନେଇ ଜଳିଗଲେ ନାବାଳକ

ପାରଳାଖେମୁଣ୍ଡି: ସେଲଫି ମାନିଆ ଜଣେ ନାବାଳକ ପାଇଁ ପ୍ରାଣଘାତୀ ସାବ୍ୟସ୍ତ ହୋଇଛି। ଟ୍ରେନ ଉପରେ ଚଢି ସେଲଫି ନେବା ବେଳେ ବଗି ଉପରେ ପ୍ରବାହିତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ଜଳି ଯାଇଛନ୍ତି। ଏଭଳି…
Read More...

ପୁଞ୍ଜି ବଜାରରେ ନୂଆ ରେକର୍ଡ଼ : ସେନସେକ୍ସ ୪୬୬୬୬ ଓ ନିଫ୍ଟି ୧୩୬୮୨.୭ ପଏଣ୍ଟରେ ବନ୍ଦ

ଉଭୟ ବେଞ୍ଚମାର୍କ ସୂଚକାଙ୍କ ସେନସେକ୍ସ ଓ ନିଫ୍ଟି ଆଜି ନୂଆ ରେକର୍ଡ଼ ସୃଷ୍ଟି କରିଛି । ୪୦୩ ପଏଣ୍ଟ ବୃଦ୍ଧି ସହ ସେନସେକ୍ସ ୪୬୬୬୬.୪୬ ପଏଣ୍ଟରେ ଓ ନିଫ୍ଟି ୧୩୬୮୨.୭ ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସ ଆଜି ଦିନରେ…
Read More...

ଜାତିସଂଘ ମାନବ ବିକାଶ ସୂଚକାଙ୍କରେ ଭାରତର ସ୍ଥାନ ୧୩୧

ଜେନେଭା: ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (UNDP) ଦ୍ବାରା  ପ୍ରକାଶିତ ରିପୋର୍ଟ ଅନୁଯାୟୀ ମାନବ ବିକାଶ ସୂଚକାଙ୍କରେ ବିଶ୍ବରେ ୧୮୯ ଦେଶ ମଧ୍ୟରେ ଭାରତର ସ୍ଥାନ ୧୩୧ତମ ସ୍ଥାନରେ ରହିଛି । ଗତବର୍ଷ ଭାରତ ୧୨୯ତମ…
Read More...

ଅଗ୍ନିକାଣ୍ଡରେ ଗୋଟିଏ ପରିବାର ସର୍ବସ୍ୱାନ୍ତ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଭେଜିଗୁଡା ମନ୍ଦିର ସାହିରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଅନୁସୟା କଠାରଙ୍କ ଗୋଟିଏ ବଖରା ଚାଳଘର ପୋଡିପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ସୂଚନା ମତେ ଆଜି ରାତି…
Read More...

ଅପହୃତ ଶିଶୁଙ୍କୁ ଖୋଜିବାକୁ ପୁଲିସ ତଦନ୍ତ ତ୍ବରାନ୍ବିତ କରିବାକୁ ଦାବି କଲା ବିଜେପି ମହିଳା ମୋର୍ଚା

ଭୁବନେଶ୍ୱର: ଚଳିତ ବର୍ଷ ଜୁଲାଇ ମାସରେ ନୟାଗଡ ଜିଲ୍ଲା ଯଦୁପୁର ଗାଁ ର ୫ ବର୍ଷର ନାବାଳିକା ଶିଶୁ ପରୀକୁ କିଛି ଦୁର୍ବୃତ ହତ୍ୟା କରି ତାର ଅଙ୍ଗ ତସ୍କରୀ କରିଛନ୍ତି। ଏହା ବିରୋଧରେ ମୃତା ପରୀର ପରିବାରବର୍ଗ ଘଟଣାର ମୁଖ୍ୟ…
Read More...

ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଉପେକ୍ଷା ଅଭିଯୋଗ

ବାଙ୍କୀ: ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ଗରୀବ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇଲା ଭଳି ସହରାଞ୍ଚଳରେ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ଗରୀବ ଯୋଗ୍ୟ ହିତାଧିକାରୀ…
Read More...

ଚୀନକୁ କିପରି ଜବାବ ଦିଆଯାଏ ତାହା ଅନ୍ୟଦେଶ ଭାରତଠାରୁ ଶିଖିବା ଉଚିତ୍ : ଆମେରିକା

 ଚୀନକୁ କିପରି ଜବାବ ଦିଆଯାଇ ପାରିବ ତାହା ବିଶ୍ବର ଅନ୍ୟ ଦେଶ ଭାରତଠାରୁ ଶିଖିବା ଉଚିତ୍ । ସାରା ବିଶ୍ବ ଏବେ ଚୀନକୁ ବିରୋଧ କରୁଛି । ମାତ୍ର ଭାରତ କାର୍ଯ୍ୟାନୁଷ୍ଠାନ ନେଇଛି । ଚୀନ ଆପ୍ସ ଉପରେ ଭାରତ ପ୍ରତିବନ୍ଧକ…
Read More...

ଧାନ କିଣାରେ ସ୍ବଚ୍ଛତା ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଧାନ ମଣ୍ଡି ରେ ଧାନ କିଣାରେ ଯେଭଳି ଦୁର୍ନୀତି ନହୁଏ ଏନେଇ ନବ ନିର୍ମାଣ କୃଷକ ସଂଗଠନ ସାହାରପଡା ଶାଖା ପକ୍ଷରୁ ସାହାରପଡା ବିଡ଼ିଓ ଙ୍କୁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର…
Read More...

ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଗଣନା ଆରମ୍ଭ, ଡିଜିଟାଲ ସର୍ଭେ ଆପ ମଧ୍ୟମରେ ଛଅଦିନ ଚାଲିବ ଗଣନା

ହରଭଙ୍ଗା: ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ, ଛମୁଣ୍ଡିଆ, କୁଆଁରିଆ ଏବଂ ବାଣିଗୋଛା ଭଳି ୪ଟି ରେଞ୍ଜରେ ବୁଧୁବାରଠାରୁ ଚଳିତବର୍ଷ ବାଘ ଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ…
Read More...

ଚୀନ ଓ ପାକିସ୍ତାନ ସୀମା ଉପରେ ନଜର ରଖିବ ବାୟୁ ସେନାର ‘‘ଆକାଶର ଆଖି’’

ନୂଆଦିଲ୍ଲୀ : ପ୍ରତିରକ୍ଷା ଦୃଷ୍ଟିରୁ ଆଉ ଏକ ପାଦ ଆଗକୁ ଯାଇଛି ଭାରତ । ପାକିସ୍ତାନ ଓ ଚୀନ ଉପରେ ନଜର ରଖିବା ପାଇଁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡ଼ିଆରଡ଼ିଓ) ବାୟୁସେନାକୁ ଦେବ ୬ଟି ‘ଆକାଶ ଆଖି’ । ଏହି…
Read More...

ନୂଆ କୃଷି ଆଇନ ଆଣି ଚାଷୀଙ୍କୁ ସବୁ ପ୍ରତିବନ୍ଧକରୁ ମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମୋଦୀ ସରକାର ନୂଆ କୃଷି ଆଇନ ଆଣି ଦୀର୍ଘ ଦିନରୁ ଭାରତବର୍ଷର ଚାଷୀଙ୍କ ପାଇଁ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରିଛନ୍ତି ବୋଲି ବୁଧବାର ଇନ୍ଦୋର ଠାରେ ନୂଆ କୃଷି ଆଇନ ସମର୍ଥନରେ ଅନୁଷ୍ଠିତ କୃଷି…
Read More...

ଫେବ୍ରୁଆରୀ ୨୩ରୁ ୨୬ ପର୍ଯ୍ୟନ୍ତ ଜେଇଇ ମୁଖ୍ୟ ପ୍ରବେଶିକା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବ୍ରୁଆରୀ ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ହେବ ପ୍ରଥମ ପର୍ଯ୍ୟାୟ ଜେଇଇ(IIT JEE ମେନ୍ 2021) ମୁଖ୍ୟ ପରୀକ୍ଷା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ଏ ସମ୍ପର୍କରେ…
Read More...

ନଭେମ୍ବରରେ ୪ଜି ଡାଉନଲୋଡ ସ୍ପିଡରେ ଜିଓ ଦ୍ରୁତତମ ନେଟୱର୍କ: ଟ୍ରାଇ

ଭୁବନେଶ୍ୱର: ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ଚଳିତ ବର୍ଷ ନଭେମ୍ବରରେ ୪ଜି ଡାଉନଲୋଡ୍‍ ସ୍ପିଡ ତାଲିକାରେ ରିଲାଏନ୍ସ ଜିଓ ସେକେଣ୍ଡ ପିଛା…
Read More...

‘ଓଡ଼ିଶା-ୱାନ୍’ ସମନ୍ବିତ ଇ-ସର୍ଭିସ୍ ପୋର୍ଟାଲରେ ବିଦ୍ୟୁତ୍ ବିଲ୍ ପୌଠ ସେବା ସାମିଲ୍

ଭୁବନେଶ୍ବର: ବିଦ୍ୟୁତ୍ ସେବାରେ ଆଉ ଏକ ଉପଭୋକ୍ତାକୈନ୍ଦ୍ରିକ ଗୁଣାତ୍ମାକତା ଯୋଗ କରାଯାଇ ସମ୍ପ୍ରତି ଓକାକ ଓ ତିନୋଟି ବିଦ୍ୟୁତ୍ ବିତରଣ ୟୁଟିଲିଟି ନେସ୍କୋ, ୱେସ୍କୋ ଏବଂ ସାଉଥକୋ ମଧ୍ୟରେ ଭୁବନେଶ୍ବର ଠାରେ…
Read More...

ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ଯୁବ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର : ଭୁବନେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର ଏବଂ ସ୍ୱାଗତ କରଙ୍କ ନେତୃତ୍ୱରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ…
Read More...

ରକ୍ତ ସଂପର୍କରେ କଳଙ୍କ; ଭଉଣୀକୁ ହତ୍ୟା କଲା ଭାଇ

ଲାଞ୍ଜିଗଡ଼: ବିପଦ ଆପଦରେ ନିଜର ସୁରକ୍ଷା ପାଇଁ ଯେଉଁ ହାତରେ ଭଉଣୀ ବାନ୍ଧୁଥିଲା ରାକ୍ଷୀ, ସେଇ ହାତ ରକ୍ଷା କରିବ କ’ଣ ଓଲଟା ସାଜିଛି ହତ୍ୟାକାରୀ । କଥା ସେତିକିରେ ସରିନାହିଁ । ଭଉଣୀର ହତ୍ୟା ପରେ ଭାଇକୁ ଆକଟ କରିବା…
Read More...

ବନ୍ଦ ହେବ ଗଞ୍ଜାମର ୨ କୋଭିଡ୍‌ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଦୁଇଟି କୋଭିଡ୍‌ ହସ୍ପିଟାଲ‌କୁ ବନ୍ଦ କରିଦେବା ପାଇଁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି । ଏନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଭୟ ଅଶ୍ବିନ ଗ୍ରୁପ ଅଫ‌ ହସ୍ପିଟାଲ‌ ଏବଂ…
Read More...

ତାମିଲନାଡ଼ୁ ନିର୍ବାଚନ ପାଇଁ ବିଜେପିର ନୂଆ ରଣନୀତି: ମାସକ ମଧ୍ୟରେ ୨୫ ବଡ଼ ନେତାଙ୍କ ଗସ୍ତ ସୂଚୀ ଚୂଡ଼ାନ୍ତ; ପ୍ରତି…

ଚେନ୍ନାଇ: ତାମିଲନାଡ଼ୁ ନିର୍ବାଚନ ଆସନ୍ତା ଏପ୍ରିଲ ଓ ମେ ମାସରେ ହେବାକୁ ଯାଉଛି । ଏଥିପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମାସକ ମଧ୍ୟରେ ଦଳର ୨୫ ଜଣ ଶୀର୍ଷସ୍ତରୀୟ ନେତା ତାମିଲନାଡ଼ୁ ଗସ୍ତ କରିବେ ଓ…
Read More...

ମନ୍ଦିର ଖୋଲିବା ନିମନ୍ତେ ଅଧ୍ୟାଦେଶ ଆଣନ୍ତୁ ରାଜ୍ୟ ସରକାର: ପରାମର୍ଶ ଦେଲେ ପିସିସି ସଭାପତି ନିରଞ୍ଜନ

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ଅଧ୍ୟାଦେଶ ଆଣିଛନ୍ତି, ସେହିପରି ଅଧ୍ୟାଦେଶ ଆଣି ରାଜ୍ୟର ଅନ୍ୟାନ୍ୟ ମନ୍ଦିର ଖୋଲିବା ଦିଗରେ ପଦକ୍ଷେପ ନେବାକୁ…
Read More...

ନାଁ ଯେମିତି ଭାଗ୍ୟ ବି ସେମିତି….. ବିକାଶର ଅଲୋକରୁ ବଞ୍ଚିତ ଆଦିବାସୀ ଗାଁ ଫଟା ଟାଙ୍ଗର

ରେଙ୍ଗାଲି: ଗାଁର ନାଁ ଫଟାଟାଙ୍ଗର। ନାମ ଯେମିତି ଗାଁର ଭାଗ୍ୟ ବି ସେମିତି। ରାଜ୍ୟ ଏବଂ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି କୁହାଯାଉଛି। ବିଜ୍ଞାପନ ଡେଙ୍ଗୁରାରେ…
Read More...

ବିଜେଡ଼ିକୁ ବିଜେପିର ଆକ୍ଷେପ: ପର ତିଅଣରେ ରାଜ୍ୟ ସରକାରଙ୍କ ଅତିଥି ସତ୍କାର; ପୁରୀ-ଯାଜପୁର ମେଡ଼ିକାଲ କଲେଜ ପାଇଁ…

 ରାଜ୍ୟରେ ୭ଟି ନୂଆ ମେଡିକାଲ କଲେଜ ପାଇଁ କେନ୍ଦ୍ରସରକାର ଦେଇଛନ୍ତି ୭୧୭ କୋଟି ଟଙ୍କା   ନୂଆ ମେଡିକାଲ କଲେଜ ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୬୭ କୋଟି ଟଙ୍କା ଅନୁଦାନ ମିଳିଛି ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଏବଂ…
Read More...

ପରୀ ପ୍ରସଙ୍ଗକୁ ନେଇ ୧୪୭ ବିଧାନସଭାରେ ଜନ ଜାଗରଣ କରିବ ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର:ସାରା ରାଜ୍ୟରେ ଏବେ ଶିଶୁମାନେ ନିଖୋଜ ହେବାରେ ଲାଗିଛନ୍ତି। ଗତ ୪ ମାସ ତଳେ ନୟାଗଡରେ ୫ ବର୍ଷର ଶିଶୁ ପରୀକୁ କିଛି ଦୁର୍ବୃତ ଅପହରଣ କରି ହତ୍ୟା କରିଥଲେ। ଏହି ଘଟଣା ପରେ ଯାଜପୁର ମଧୁସୁଦନ ଗାଁର ୨ ବର୍ଷର…
Read More...

ରାସ୍ତା କଡ଼ର ବଇଦ କର୍ମବୀର ବିଜୟ, ଚେରମୁଳି ଯୋଗାଉଛି ପେଟକୁ ଆହାର

ସାରନଗରୀ: କଥାରେ ଅଛି ବୃତି ମୋର ପୋଷେ କୁଟୁମ୍ବ । ଛଅ ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରିବା ଲାଗି ମନୁଷ୍ୟ ନାନାଦି ବୃତି କରିବା ଦେଖିବାକୁ ମିଳେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମଜନିତ ଅର୍ଥରେ ସଂସାରରୂପୀ ରଥକୁ…
Read More...

ଆସାମ ପ୍ରଭାରୀ ଦାୟିତ୍ବ ପରେ ବୈଜୟନ୍ତ ପଣ୍ଡାଙ୍କ ଦୁଇ ଦିନିଆ ଆସାମ ଗସ୍ତ

ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ ପଣ୍ଡା ଆସାମ ପ୍ରଭାରୀ ହେବା ପରେ ଆଜି ଦୁଇଦିନିଆ ଆସାମ ଗସ୍ତରେ ଯାଇଛନ୍ତି। ସେଠାରେ ସେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ।…
Read More...

କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ, ନିର୍ଦ୍ବନ୍ଦରେ ଅରବିନ୍ଦ ଚୋୖଧୁରୀ ନିର୍ବାଚିତ

ନର୍ଲା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷା ଅମୃତା ସାହୁ ଅନସ୍ଥା ପ୍ରସ୍ତାବରେ ନିଜର ପଦ ହରେଇଥିବା ବେଳେ ଉକ୍ତ ପଦ ଖାଲି ପଡିଥିଲା । ତେବେ ଅକ୍ଟୋବର ମାସ ୧୬ ତାରିଖରୁଏହି ପଦବୀର ଦାୟିତ୍ୱ ନିର୍ବାହ…
Read More...

ରାଜଧାନୀ ରାସ୍ତା ମରାମତି ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜେପି; ବାବୁ ସିଂହଙ୍କ ନେତୃତ୍ବରେ ବିକ୍ଷୋଭ

ଭୁବନେଶ୍ୱର: ସ୍ମାର୍ଟ ସିଟି ରାସ୍ତାକୁ ନେଇ ଗର୍ଜିଛି ବିଜେପି । ଦଳର ନେତା ବାବୁ ସିଂହଙ୍କ ନେତୃତ୍ବରେ କର୍ମୀମାନେ ରାସ୍ତାରେ ଶୋଭାଯାତ୍ରା କରିବା ସହ ତୁରନ୍ତ ରାସ୍ତା ମରାମତି ଦାବି କରିଛନ୍ତି । ଦଳ ପକ୍ଷରୁ ଏକ ପ୍ରେସ…
Read More...

ଆଖଣ୍ଡଳମଣିଙ୍କ ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ୨ୟ ପ୍ରଯ୍ୟାୟରେ ଶିବଗଙ୍ଗା ପୁଷ୍କରଣୀ କୂଳରୁ ୨୦ଦୋକାନ ଗୃହ ଉଚ୍ଛେଦ 

ଆରଡି: ରାଜ୍ୟର ପ୍ରମୁଖ ପ୍ରଯ୍ୟଟନସ୍ଥଳି ତଥା ବାବା ଆଖଣ୍ଡଳମଣିଙ୍କ ପୀଠର ବିକାଶମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା। ଯାହାକୁ ନେଇ ମଣିବାବାଙ୍କ ମନ୍ଦିରବେଢା ସମେତ ଶିବଗଙ୍ଗା…
Read More...

ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ବୁଧବାର ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା। ସୂଚନା ଅନୁଯାୟୀ, ଫେସବୁକରେ ଲାଇଭ କରି…
Read More...

ଆଖଣ୍ଡଳମଣିଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତି ନୀତି, ପରମ୍ପରା ଅନୁଯାୟୀ ଲାଗିହେଲା ଧନୁମୁଆଁ

ଆରଡି: ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ବୁଧବାର ପ୍ରବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ଭୋର ୫ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ,…
Read More...

ଛତ୍ରପୁର ବ୍ଲକରେ ଖୋଲିଲା ଧାନ ମଣ୍ଡି

ଛତ୍ରପୁର : ଛତ୍ରପୁର ବ୍ଲକରେ ଆଜି ଧାନମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶର ସେବା ସମବାୟ ସମିତି କାର୍ୟ୍ୟାଳୟ ପରିସରରେ ଧାନମଣ୍ଡି ଶୁଭାରମ୍ଭ ହୋଇଛି ।…
Read More...

ପରୀ ହତ୍ୟା ମାମଲା : ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଏସଆଇଟି

କଟକ : ନୟାଗଡ଼ ଜିଲk ଯଦୁପୁରର କୁନି ଝିଅ ପରୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ଆଜି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି। ପରୀ ମୃତ୍ୟୁ ମାମଲା କେତେ ବାଟ ଆଗେଇଛି, ତା’ର ଷ୍ଟାଟସ୍ ରିପୋର୍ଟ…
Read More...

ଅଷ୍ଟ୍ରେଲିଆ ବିପକ୍ଷ ଦିବା-ରାତ୍ରୀ ଟେଷ୍ଟରେ ବଡ ଇନିଂସ ଖେଳି ଆଉ ଏକ ବିଶ୍ବ ରେକର୍ଡ କରିପାରିବେ କୋହଲି

ଆଡିଲେଡ୍ : ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଭାରତୀୟ ଦଳ ବର୍ତ୍ତମାନ ଦୃଢ ଉଦ୍ଦେଶ୍ୟ ନେଇ ଟେଷ୍ଟ ସିରିଜ ଖେଳିବାକୁ ପ୍ରସ୍ତୁତ ରହିଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟ୍ରଫି ବଜାୟ ରଖିବାକୁ…
Read More...

ରାଜ୍ୟରୁ ଆଉ ୫ ଜୀବନ ନେଲା କରୋନା, ୧୮୨୦ରେ ପହଞ୍ଚିଲା ରାଜ୍ୟର ମୋଟ୍ କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର : ଗତ କିଛି ଦିନ ହେବ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟୁଥିଲା। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଁ ୪ ଶହ ତଳେ ରହୁଥିବା ବେଳେ ଆଜି ସେହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି…
Read More...

କିଏ ଧରିବ କଂଗ୍ରେସର ମଙ୍ଗ? ରାହୁଲ ନାଁ ପ୍ରିୟଙ୍କା, ଏପ୍ରିଲରେ ହୋଇପାରେ ସଭାପତି ନିର୍ବାଚନ

ନୂଆଦିଲ୍ଲୀ : କଂଗ୍ରେସ ଦଳରେ ଆଦର୍ଶଗତ ମତଭେଦ ମଧ୍ୟରେ ଏପ୍ରିଲରେ କଂଗ୍ରେସ ସଭାପତି ପଦ ପାଇଁ ସାଂଗଠନିକ ନିର୍ବାଚନ କରିବାକୁ ବିଚାର କରୁଛି। ପାର୍ଟି ସୂତ୍ରରୁ ପ୍ରକାଶ ଯେ ଏହା ଏକ ପ୍ରକ୍ରିୟା ହେବ ଯାହା ୨୦୧୯ ଲୋକସଭା…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବରଗଡ : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ରେଡ୍। ବରଗଡ଼ ଜିଲା ବରପାଲି ବ୍ଲକ୍‌ସ୍ଥିତ ଗାଣ୍ଠିଆପାଲି ପଞ୍ଚାୟତ ହାଇସ୍କୁଲର ପ୍ରଧାନ‌ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। ଆୟ ବହିର୍ଭୂତ…
Read More...

୧୯୭୧ ଭାରତ-ପାକ୍ ଯୁଦ୍ଧକୁ ୫୦ବର୍ଷ ପୂର୍ତ୍ତି : ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ…

ନୂଆଦିଲ୍ଲୀ : ଆଜି ହେଉଛି ବିଜୟ ଦିବସ । ୧୯୭୧ ମସିହାରେ ପାକିସ୍ତାନ ସହ ହୋଇଥିବା ଯୁଦ୍ଧରେ ବିଜୟ ପ୍ରାପ୍ତିର ୫୦ତମ ବାର୍ଷିକୀ ପାଳନ କରୁଛି ଦେଶ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟାସନାଲ ୱାର…
Read More...

ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ବଲିଉଡ୍‌ ଚଳଚ୍ଚିତ୍ର

ମୁମ୍ବଇ : ନିକଟ ଅତୀତରେ ବହୁ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ସେଗୁଡ଼ିକ ସିନେପ୍ରେମୀଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇଛି। ଏବେ ଭାରତମାଟିରେ ଜନ୍ମଗ୍ରହଣ କରିଥିବା ଅନ୍ୟତମ…
Read More...

ୟୁପି ବିଧାନସଭା ନିର୍ବାଚନ ଲଢ଼ିବ ଆମ୍‌ ଆଦମୀ ପାର୍ଟି ‌: କେଜରିୱାଲ୍‌

ନୂଆଦିଲ୍ଲୀ : ଦିଲ୍ଲୀରେ ତିନି ଥର କ୍ଷମତା ଦଖଲ ସହ ପଞ୍ଜାବ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ମାନ୍ୟତା ପାଇଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ଆସନ୍ତା ୨୦୨୨ରେ ହେବାକୁ ଥିବା ଉତ୍ତରପ୍ରଦେଶ (ୟୁପି) ବିଧାନସଭା…
Read More...

ବୋଥ୍ରା ଦେଇଥିବା କଣ୍ଟ ପୂରିଲା : ଅପରାଧୀଙ୍କ ଟେର୍ ପାଉନି ଏସ୍ଆଇଟି

ନୟାଗଡ଼ : ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତ ଭାର ରାଜ୍ୟ ସରକାର ଏସ୍ଆଇଟିକୁ ଦେଇଛନ୍ତି। ଏସ୍ଆଇଟି ପକ୍ଷରୁ ଗ୍ରାମର ବିଭିନ୍ନ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଛି। ଇତିମଧ୍ୟରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା…
Read More...

ଆମେରିକା କୋର୍ଟରେ ମୋଦୀ, ଶାହାଙ୍କ ବିରୋଧରେ ମାମଲା ରଦ୍ଦ

ୱାଶିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ୧୦୦ ନିୟୁତ ଡଲାର କ୍ଷତିପୂରଣ ଦାବି ପୂର୍ବକ ରୁଜୁ ଏକ ମାମଲାକୁ ଆମେରିକା କୋର୍ଟ ରଦ୍ଦ କରିଦେଇଛନ୍ତି। ମାମଲା ଦାୟର କରିଥିବା…
Read More...

ଆନ୍ଦୋଳନରତ କୃଷକଙ୍କ ମୁକାବିଲା ପାଇଁ କଣ ରହିଛି କେନ୍ଦ୍ର ସରକାରଙ୍କ ଯୋଜନା

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ ଗତ ୨୦ଦିନ ଧରି ଚାଲିଥିବା କୃଷକ ଆନ୍ଦୋଳନ କ୍ରମଶଃ ତୀବ୍ର ହେବାରେ ଲାଗିିଛି। ଏପରି ପରିସ୍ଥିତିରେ କୃଷକଙ୍କ ମୁକାବିଲା ପାଇଁ ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିବା ଜଣାଯାଇଛି।…
Read More...

ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଶୀର୍ଷ ୧୦ରେ ପୂଜାରା ଓ ରାହାଣେ

ଦୁବାଇ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତା ତାଲିକାରେ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ତାଙ୍କ ସହ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ମଧ୍ୟ ଶୀର୍ଷ-୧୦ରେ…
Read More...

କଳା ଓ ସଂସ୍କୃତିର ସହର ହେବ ଭୁବନେଶ୍ୱର : ରବୀନ୍ଦ୍ର ମଣ୍ଡପରୁ ୧୨୦ ବାଟାଲିୟନ ହେବ ସଙ୍ଗୀତ ମାର୍ଗ

ଭୁବନେଶ୍ୱର : ରାସ୍ତାକଡ଼ରେ ଶୁଣିବାକୁ ମିଳିବ ସଙ୍ଗୀତ। ସୁଗମ ସଙ୍ଗୀତରୁ ଆରମ୍ଭ କରି ପାରମ୍ପରିକ ସଙ୍ଗୀତ। ଏହା ସହିତ କିଓସ୍କୋ ମଧ୍ୟ ରହିବ। ଏଭଳି ରବୀନ୍ଦ୍ରମଣ୍ଡପ ରାସ୍ତାରୁ ୧୨୦ ବାଟାଲିୟନ ରାସ୍ତାକୁ ସଜାଯିବ। ଆଉ…
Read More...

ଟେଷ୍ଟ ସିରିଜ୍‌ : ଭାରତଠାରୁ ଆଗରେ ଅଷ୍ଟ୍ରେଲିଆ

ଆଡିଲେଡ୍ : ଆସନ୍ତା ୧୭ରୁ ଆଡିଲେଡ୍‌ରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ଆରମ୍ଭହେବ। ବର୍ଡର-ଗାଭାସ୍କର ଟ୍ରଫି ଅନ୍ତର୍ଗତ ଏହି ଟେଷ୍ଟ ସିରିଜ୍‌ ୪ ମ୍ୟାଚ୍‌ ବିଶିଷ୍ଟ ହେବ। ଏହି ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ଆସନ୍ତୁ…
Read More...

ପ୍ରଣବଙ୍କ ସ୍ମୃତିଲେଖ ‘ଦ ପ୍ରେସିଡେନ୍‌ସିଆଲ ଇୟର୍ସ’ର ପ୍ରକାଶନକୁ ନେଇ ପୁଅ ଓ ଝିଅ ମୁହାଁମୁହିଁ

ନୂଆଦିଲ୍ଲୀ : ଦିବଂଗତ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଲିଖିତ ଶେଷ ସ୍ମୃତିଲେଖ ‘ଦ ପ୍ରେସିଡେନ୍‌ସିଆଲ ଇୟର୍ସ’ର ପ୍ରକାଶନକୁ କେନ୍ଦ୍ର କରି କଂଗ୍ରେସ କେବଳ ସଂକଟରେ ପଡ଼ି ନାହିଁ; ବରଂ ପ୍ରଣବଙ୍କ ପୁଅ ଅଭିଜିତ ଓ ଝିଅ…
Read More...

ଅଟକିଛି ଓୟୁଏଟି ଭିତ୍ତିଭୂମି ବିକାଶ : କୁଳପତିଙ୍କୁ ଦାବିପତ୍ର ଦେଲେ ପ୍ରତିନିଧି

ଭୁବନେଶ୍ୱର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ବିକାଶ କାର୍ଯ୍ୟ ଅଟକି ରହିଛି। ଏନେଇ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟର ଛାତ୍ର ସଂସଦର ପ୍ରତିନିଧି ଲିଖିତ ଭାବେ କୁଳପତିଙ୍କ…
Read More...

‌କରୋନା ଚିକିତ୍ସା ପାଇଁ ଆୟୁଷ ଡାକ୍ତରଙ୍କୁ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ‌କରୋନା ଚିକିତ୍ସା ପାଇଁ ଆୟୁଷ ଓ ହୋମିଓପାଥି ଡାକ୍ତରଙ୍କୁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଯୋଗ୍ୟ ଆୟୁଷ ଓ ହୋମିଓପାଥି ଡାକ୍ତରମାନେ ହିଁ କରୋନା ‘ଇମ୍ୟୁନିଟି ବୁଷ୍ଟର୍’ ଭାବେ ସରକାରୀ…
Read More...

ବୁଧବାର ରାଶିଫଳ (୧୬-୧୨-୨୦୨୦)

ମେଷ: ଧର୍ମ ଧାରଣାରେ ରହିପାରନ୍ତି। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ। ପ୍ରୀତିଲାଭ କରିପାରନ୍ତି। ସରକାରଙ୍କ ଦ୍ୱାରା ଅନୁଗୃହୀତ ହୋଇପାରନ୍ତି। ବିଜୟୀ ଭାବାପନ୍ନ ହେବେ। ସନମାର୍ଗୀ ହେବେ। ମହାମନୁଷ୍ୟ ହେବେ।…
Read More...

ମହିଳା ଆୟୋଗଙ୍କ ଦ୍ବାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର : ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ବିବାଦ ଏବେ ନୂଆ ମୋଡ଼ ନେଇଛି। ପାରିବାରିକ ବିବାଦ ଘଟଣାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ମଙ୍ଗଳବାର ମହିଳା ଆୟୋଗଙ୍କ ଦ୍ବାରସ୍ଥ ହୋଇଥିବା ସୂଚନା ମିଳିଛି। ବର୍ଷା ଓ…
Read More...

ଏମ୍‌ସ ନର୍ସଙ୍କୁ ଧର୍ମଘଟରୁ ନିବୃତ୍ତ କଲେ ହାଇକୋର୍ଟ

ନୂଆଦିଲ୍ଲୀ : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍‌ସ) ଦିଲ୍ଲୀର ନର୍ସମାନେ ଚଳାଇ ଆସିଥିବା ଧର୍ମଘଟକୁ ଦିଲ୍ଲୀ ହାଇକୋର୍ଟ ଅବୈଧ ଘୋଷଣା କରିବା ସହିତ ଏହାକୁ ପ୍ରତ୍ୟାହାର କରିବାକୁ ନିର୍ଦେଶ ଦେଇଛନ୍ତି।…
Read More...

ଅପରାଧିଙ୍କ ଚରାଭୂଇଁ ପାଲଟିଛି ସମ୍ବଲପୁର : ୧୦ ଦିନ ମଧ୍ୟରେ ୩ ହତ୍ୟା

ସମ୍ବଲପୁର : ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ସହରରେ ପୁଲିସ ହାତରୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ଖସି ଯାଇଥିବା ଭଳି ପରିଲକ୍ଷିତ ହେଉଥିବା ବେଳେ ଅପରାଧିଙ୍କ ଚରାଭୂଇଁ ପାଲଟି ସାରିଛି ସହର। ରାଜ୍ୟର ଅନ୍ୟତମ…
Read More...

ବୁର୍ଲା ଭିମସାରରେ କର୍ମଚାରୀ ପଦୋନ୍ନତିରେ ଅନିୟମିତତାକୁ ନେଇ କର୍ମଚାରୀ ମହଲରେ ଚର୍ଚ୍ଚା

ବୁର୍ଲା : ବୁର୍ଲା ଭିମସାରରେ ଗତ ୨୦୧୯ ମସିହାରେ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଥିଲା। ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ତୃତିୟ ଶ୍ରେଣୀକୁ ପଦୋନ୍ନତି ସରକାରୀ ନିୟମକୁ…
Read More...

୧୧୦ତମ ସର୍ବଭାରତୀୟ ଆପ୍ରେଣ୍ଟିସିପ୍‌ ପରୀକ୍ଷାଫଳ ପ୍ରକାଶିତ, ଶ୍ରେଷ୍ଠ ୧୦ରେ ଆଇଟିଆଇ ହୀରାକୁଦରୁ ୨ଜଣ

ହୀରାକୁଦ: ସର୍ବଭାରତୀୟ ଆପ୍ରେଣ୍ଟିସିପ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଯୋଉଥିରେ ଆଇଟିଆଇ ହୀରାକୁଦରୁ ଦୁଇ ଜଣ ଛାତ୍ର ଟପ ଟେନ ତାଲିକାରେ ସ୍ଥାନ ପାଇଛନ୍ତି। ସର୍ବଭାରତୀୟ ସ୍ତରରେ ଚତୁର୍ଥ ଏବଂ ପଞ୍ଚମ ସ୍ଥାନ ଅଧିକାର…
Read More...

ଯୁବକକୁ ଛୁରା ମାଡକରି ଦୁର୍ବୃତ୍ତ ଫେରାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ସହରରେ ଥିବା ଦୈନଦିନ ବଜାରରେ ଜଣେ ଯୁବକ ରାସ୍ତା କଡରେ ପନି ପରିବା ବିକ୍ରୟ କରୁଥିବା ବେଳେ ମଙ୍ଗଳବାର କିଛି ଦୁର୍ବୃତ୍ତ ଛୁରାମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ପରିବା…
Read More...

ବିହାରରେ ସମସ୍ତଙ୍କୁ ମାଗଣା କରୋନା ଟୀକା; କ୍ୟାବିନେଟ୍ ବୈଠକ ପରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା: ବିହାରରେ ସବୁ ଲୋକଙ୍କୁ ଦିଆଯିବ କରୋନା ଟୀକା, ଏଥିପାଇଁ ଲୋକଙ୍କୁ କୌଣସି ଖର୍ଚ କରିବାକୁ ପଡ଼ିବ ନାହିଁ । ରାଜ୍ୟ ସରକାର ଏହି ଟୀକା ମାଗଣାରେ ପ୍ରଦାନ କରିବେ । ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍…
Read More...

୧୦ ମାସ ହେଲା ବନ୍ଦ ରହିଛି ଶୁଣାଣି ଶିବିର, ଆଗ୍ରହ ଦେଖାଉନି ପ୍ରଶାସନ

ବାବୁଙ୍କୁ ଡର କରୋନା, କେବେ ହେବ ଅଭିଯୋଗ ଶୁଣାଣି? ବ୍ରହ୍ମପୁର: ଲୋକେ ଅଭିଯୋଗ କରିବେ କାହାକୁ ? ଗଞ୍ଜାମ ଜିଲାବାସୀଙ୍କ ସମ୍ମୁଖରେ ଏବେ ଏଭଳି ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଜନତାଙ୍କ ଅଭିଯୋଗ ଶୁଣିବାକୁ ବୋଧେ…
Read More...

ଗଞ୍ଜାମରେ ନେତାଙ୍କ ଶିରପୀଡ଼ା: ୩ ଦଳକୁ ଆହ୍ବାନ ଅସଜଡା ସଂଗଠନ

ବ୍ରହ୍ମପୁର: ସମ୍ଭାବ୍ୟ ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହେଲାଣି। କିନ୍ତୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାରେ ଏ ନେଇ କୌଣସି ଦଳ ପକ୍ଷରୁ ନିର୍ବଚାନକୁ ସାମନା କରିବା ଭଳି କିଛି କାର୍ଯ୍ୟକ୍ରମ ହାତକୁ ନିଆଯାଇନି। ଯଦିଓ…
Read More...

ଗଜପତିରୁ ବି ପ୍ରଦୀପ ଟଙ୍କା ଆଦାୟ କରିଛନ୍ତି: ପାରଳା ବିଧାୟକ

ପାରଳାଖେମୁଣ୍ଡି: ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଚାକିରି କରାଇ ଦେବା ନାମରେ ଗଜପତିର ମଧ୍ୟ କେତେକଙ୍କଠାରୁ ଟଙ୍କା ଆଦାୟ କରିଛନ୍ତି। ତାଙ୍କ ଦ୍ବାରା ନିଯୁକ୍ତ…
Read More...

ଜି.ଉଦୟ ଗିରିରେ ଏକ ଦିବସୀୟ କୃଷକ ତାଲିମ୍ ଶିବିର ଅନୁଷ୍ଠିତ

ଜି.ଉଦୟ ଗିରି: କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ପଞ୍ଚାୟତ ଅନ୍ତର୍ଗତ ନିପୀଡୀତ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ଏକ ଦିବସୀୟ କୃଷକ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ତାଲିମ୍ ଶିବିରରେ…
Read More...

ବଳାତ୍କାରୀଙ୍କ ଲାଗି ନମ୍ପୂସକ ସଜା: ପାକିସ୍ତାନରେ ଆସିଲା ନୂଆ ଆଇନ

ଇସଲାମାବାଦ: ବଳାତ୍କାରୀଙ୍କ ପାଇଁ ପାକିସ୍ତାନ ସରକାର ଆଣିଛନ୍ତି ନୂଆ ଆଇନ । ବଳାତ୍କାର ପ୍ରମାଣିତ ହେଲେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ନମ୍ପୂସକ କରି ଦିଆଯିବାକୁ ସରକାର ଆଣିଥିବା ଅଧ୍ୟାଦେଶରେ ରାଷ୍ଟ୍ରପତି ଆରିଫ ଆଲଭି…
Read More...

ମିଟୁ ହତ୍ୟାକାଣ୍ଡ, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର: ଗତ ରବିବାର ରାତ୍ର ପ୍ରାୟ ୮ଟା ସମୟରେ ମୋଦିପଡା ଦେଉଳବନ୍ଧ ନିବାସୀ ଭୀମସେନ ଗୁରୁ ଓରଫ ମିଟୁ ଫାର୍ମରୋଡ ସଞ୍ଜିବନୀ ହସ୍ପିଟାଲ ନିକଟସ୍ଥ ବୁଡୁ ଚାହା ଦୋକାନରେ ଚାହା ପିଉଥିବା ବେଳେ ମରାଣାନ୍ତକ ଆକ୍ରମଣର…
Read More...

ନୂଆ ବଜେଟରେ ନୂଆ ଆଶା; ପୁନର୍ଜୀବିତ ହେବ ଦେଶର ଆର୍ଥିକ ସ୍ଥିତି : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଫେବ୍ରୁଆରୀ ୧ ତାରିଖରେ ଉପସ୍ଥାପିତ ହୋଇପାରେ ଜାତୀୟ ବଜେଟ ନୂଆଦିଲ୍ଲୀ: ଆଗାମୀ ବର୍ଷ ଆଗତ ହେବାକୁ ଥିବା ବଜେଟ ଦେଶର ଆର୍ଥନୀତିକ ସ୍ଥିତିକୁ ଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
Read More...

୧୦ ଜଣ ଲେଖକ ପାଇବେ ୪ର୍ଥ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷର ଯୁବ ଲେଖକ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକ…
Read More...

ଜାତୀୟସ୍ତରରେ ସାମ୍ବାଦିକ ବିଜୟ ଦ୍ବିବେଦୀ ସମ୍ମାନିତ

ସମ୍ବଲପୁର: ‘ସମାଜ’ର କଳାହାଣ୍ଡି ଜିଲା ପ୍ରତିନିଧି ବିଜୟ ଦ୍ୱିବେଦୀଙ୍କୁ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ନ୍ୟୁଜ ରିପୋଟିଂ ପାଇଁ ସମ୍ମାନିତ କରାଯାଇଛି। ମୁମ୍ବଇସ୍ଥିତ ଲବ୍ଧପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନ ପପୁଲେସନ୍‍…
Read More...

ବଢ଼ୁଛି ସାମ୍ବାଦିକଙ୍କ ଉପରେ ଅତ୍ୟାଚାର: ୨୦୨୦ରେ ୨୭୪ ଜଣଙ୍କୁ ଜେଲ, ୨୬ ମୃତ

ନୂଆଦିଲ୍ଲୀ: ବିଶ୍ବରେ ବଢ଼ୁଛି ସାମ୍ବାଦିକ ନିର୍ଯାତନା । ବର୍ଷକୁ ବର୍ଷ ସାମ୍ବାଦିକମାନଙ୍କୁ ହତ୍ୟା ଓ ଜେଲ ପଠାଇବା ଘଟଣା ବଢ଼ିବାରେ ଲାଗିଚି । ଆମେରିକାର ଏକ ସଂସ୍ଥା କମିଟି ଟୁ ପ୍ରୋଟେକ୍ସ ଜର୍ଣ୍ଣାଲିଷ୍ଟସ (ସିପିଜେ)…
Read More...

ହାତରୁ ମେହେନ୍ଦି ଲିଭିନି, ଜୁଇରେ ଜଳିଲେ ନବବଧୂ

ଛତ୍ରପୁର: ହାତରୁ ମେହେନ୍ଦି ନଲିଭୁଣି ଜୁଇରେ ଜଳି ଯାଇଛନ୍ତି ଜଣେ ନବବଧୂ। ବିବାହର ମାତ୍ର କେଇଟା ଦିନରେ ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଭଳି ଅଭିଯୋଗ ସମଗ୍ର ଛତ୍ରପୁର ବ୍ଲକ ଅଞ୍ଚଳରେ ଶୋକାକୁଳ ପରିବେଶ…
Read More...

ସୁନ୍ଦରଗଡ଼ ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପଦକ୍ଷେପ, ୨୮ରୁ ଔଷଧବୁଡ଼ା ମଶାରୀ ବଣ୍ଟନ

ସୁନ୍ଦରଗଡ଼: ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ ଔଷଧବୁଡ଼ା ମଶାରୀ ବଣ୍ଟନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ୟ୍ୟକ୍ରମ ଚଳିତ ମାସ ୨୮ ତାରିଖରୁ…
Read More...

କଦଳୀ ଚାଷ ଯୋଗାଇଛି ରୋଜଗାର ପନ୍ଥା

ବାଙ୍କୀ(ଡମପଡ଼ା): କଥାରେ ଅଛି ‘ଚାଷ ଅଛି ଯାହାର, କି ଆନନ୍ଦ ତାହାର- ଚାଷୀଭାଇ ଯୋଗାଉଛି ଦୁନିଆକୁ ଆହାର’ । ବାଙ୍କୀ ଓଡ଼ିଶାର ଏକ ପ୍ରମୁଖ କୃଷି ଭିତ୍ତିକ ଅଞ୍ଚଳ ଭାବେ ଜଣାଶୁଣା ଥିବା ବେଳେ ଏହାର ୯୦ ପ୍ରତିଶତ ଲୋକେ କୃଷି…
Read More...

ନିଜ ଭୂଲ ଖୋଜୁଛନ୍ତି ଦୁଃଖୀ ମମତା : ଲୋକଙ୍କୁ ପଚାରିଲେ- କ’ଣ ଆମର ଦୋଷ

କୋଲକାତା: ଆଉ ୪/୫ ମାସ ପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏଥିପାଇଁ ଶାସକ ତୃଣମୂଳ ଓ ରାଜ୍ୟରେ କ୍ଷମତାଶାୟୀ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ତୀବ୍ର ହେବବୋଲି ଆଶା କରାଯାଉଛି । ଏହି ସ୍ଥିତିରେ ବିଜେପି…
Read More...

ଧାନକଟା ମେସିନ ଓଳଟି ଜଣେ ନାବାଳକ ମୃତ ଓ ଅନ୍ୟ ଜଣେ ଗୁରୁତର

ବିନିକା: ବିନିକା ଥାନା ଗଣିଆଁ ପୁଲିସ ଫାଣ୍ଡି ଅଧିନସ୍ତ ମେଘଲା ଗାଁର ୨ ଜଣ ନାବାଳକ ଟ୍ରାକ୍ଟରରେ ଖଞ୍ଜା ଯାଇଥିବା ଧାନକଟା(ଥ୍ରେସର)ମେସିନ ଭାରସାମ୍ୟ ହରାଇ ଓଲଟି ପଡିବାରୁ ସେହି ମେସିନ ତଳେ ଚାପିହୋଇ ଜଣେ ନାବାଳକର…
Read More...

ମୁଖ୍ୟମନ୍ତ୍ରୀଙ୍କ ‘ଗରିବ’ ଚିନ୍ତା: ମଜୁରୀ ଦେବାରେ ବିଳମ୍ବ କଲେ କଠୋର କାର୍ଯ୍ୟାନୁଷ୍ଠାନ

https://youtu.be/UDHmyCVNWkA ବିଭିନ୍ନ ଜୀବିକା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ଯାଜପୁର, କୋରାପୁଟ ସୋନପୁର ଜିଲାପାଳଙ୍କୁ ପ୍ରଶଂସା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ…
Read More...

ଓଡ଼ିଆ ପୁଅ କୀର୍ତ୍ତନଙ୍କୁ ମେଘଦୂତ ସମ୍ମାନ

ଭୁବନେଶ୍ୱର: ଭାରତୀୟ ଡାକ ବିଭାଗ ତରଫରୁ ଉତ୍କୃଷ୍ଟ ସେବା ପାଇଁ ଓଡିଶାର କୀର୍ତ୍ତନ ନାୟକଙ୍କୁ ବିଭାଗୀୟ ସର୍ବୋଚ୍ଚ ସମ୍ମାନ ‘ମେଘଦୂତ ସମ୍ମାନ’ ପ୍ରଦାନ କରାଯାଇଛି। ଏହି ସମ୍ମାନ ପାଇବାରେ ଶ୍ରୀ ନାୟକ ଗ୍ରାମୀଣ ଡାକ…
Read More...

ଜିଏସଟି ଠକେଇର ଏନ୍ତୁଡ଼ିଶାଳ ରାଉରକେଲା: ଛାତ୍ରଙ୍କ ନାଁରେ ଭୂତ କମ୍ପାନୀ; କାରବାର ୫୮ କୋଟି

ରାଉରକେଲା: ରାଉରକେଲା ସହରରେ ଜିଏସ୍‍ଟି ଠକେଇ ଥମିବା ନାଁ ଧରୁନାହିଁ। ଜିଏସ୍‍ଟି ଠକେଇ ନେଇ ପ୍ରତିଦିନ ନୂଆ ନୂଆ ରୋଚକ ଖବର ସାମ୍‍ନାକୁ ଆସୁଛି। ଜିଏସ୍‍ଟି ମାଫିଆଙ୍କ ଜାଲରେ ଏଥର ଜଣେ ଛାତ୍ର ଓ ଅନ୍ୟ ଜଣେ ପରିବାର…
Read More...

କୃଷି ଆଇନ୍‍ର ପ୍ରତ୍ୟାହାର ଦାବିରେ ଭୁବନେଶ୍ୱର ଜିଲା କଂଗ୍ରେସ ପକ୍ଷରୁ ଧାରଣା ଓ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର: କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷି ଆଇନ୍‍କୁ ପ୍ରତ୍ୟାହାର କରିବା ଦାବିରେ ସାରା ଦେଶରେ ଓ ରାଜ୍ୟରେ ଚାଲିଥିବା ବିଭିନ୍ନ କୃଷକ ସଂଗଠନର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଓଡ଼ିଶା ପ୍ରଦେଶ…
Read More...

ଟୀକା ସଂରକ୍ଷଣ ପାଇଁ ପଦକ୍ଷେପ ନେବାକୁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପରାମର୍ଶ; ୨୯ ହଜାର ଶୀତଳ ଶୃଙ୍ଖଳରେ ଗଚ୍ଛିତ ରହିବ…

ନୂଆଦିଲ୍ଲୀ: ଦେଶରେ ଟୀକା ସଂରକ୍ଷଣ ଲାଗି ୨୯ ହଜାର ଶୀତଳ ଶୃଙ୍ଖଳ (କୋଲ୍ଡ଼ ଚେନ ପଏଣ୍ଟ), ୨୪୦ ୱାଲ୍-ଇନ୍-କୁଲର୍,୭୦ ୱାଲ୍-ଇନ୍-ଫ୍ରିଜର୍, ୪୫ ହଜାର ଆଇସ୍ ଲାଇନ୍ ରେଫ୍ରିଜରେଟର, ୪୧ ହଜାର ଗଭୀର ଫ୍ରିଜ୍ (ଡ଼ିପ୍ ଫ୍ରିଜ)…
Read More...

ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ଼କୁ ମିଳିପାରେ ଜରୁରୀ ଅନୁମୋଦନ; ଜାନୁଆରୀରୁ ଭାରତରେ ଟୀକାକରଣ ସମ୍ଭାବନା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମଧ୍ୟରେ ଭାରତ ପାଇଁ ସୁଖବର । ଚଳିତ ମାସରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଏସଆଇ)ର କୋଭିସିଲ୍ଡ଼କୁ ଜରୁରୀ ଅନୁମୋଦନ ମିଳିବାର ସମ୍ଭାବନା ରହିଥିବାରୁ ଜାନୁଆରୀରୁ ଦେଶରେ ଟୀକାକରଣ…
Read More...

ବାଇଡ଼େନଙ୍କୁ ଆମେରିକାର ପରବର୍ତୀ ରାଷ୍ଟ୍ରପତି ଘୋଷଣା କଲା ଇଲେକ୍ଟୋରାଲ କଲେଜ; ୩୦୬-୨୩୨ ଭୋଟରେ ଟ୍ରମ୍ପ ପରାସ୍ତ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡ଼େନ ବିଜୟୀ ହୋଇଥିବା ପୂର୍ବରୁ ନିଶ୍ଚିତ ହୋଇଛି । ମାତ୍ର ନିର୍ବାଚନ ପରିଚାଳନା କରୁଥିବା ଆମେରିକାର ଇଲେକ୍ଟୋରାଲ କଲେଜ ସୋମବାର ଜୋ ବାଇଡ଼େନଙ୍କୁ ଆମେରିକାର…
Read More...

ଜାତୀୟ ସ୍ତରରେ ସ୍ଥାନପାଇଲା କରୋନା ଉପରେ ଆଧାରିତ ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଟାଁକୋ’

ଭୁବନେଶ୍ବର: ଜାତୀୟ ସ୍ତରରେ ସ୍ଥାନପାଇଛି କରୋନା ଉପରେ ଆଧାରିତ ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର "ଟାଁକୋ"।  କଣ୍ଠ ଶିଳ୍ପୀ ରୁଦ୍ର ପ୍ରସାଦ ନାୟକଙ୍କ ପ୍ରଯୋଜନାରେ କରୋନା ଉପରେ ଆଧାରିତ ସମ୍ବଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର…
Read More...

ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ମୃତ

ବୌଦ୍ଧ: ବୌଦ୍ଧ ଜିଲା ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ବାଉଁଶୁଣୀ ଛକ ଡିମିରିପାଲି ବିଦ୍ୟାଳୟ ଆଗରେ ଠିଆ ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇ ଜଣେ ବାଇକ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।…
Read More...

ଦାଦନ ଗଡରେ ଖୋଲାଖୋଲି ଶ୍ରମିକ ଚାଲାଣ; ପଞ୍ଜୀକରଣ ନାହିଁ, ସହାୟକ ହେଉନି ସରକାରୀ ଯୋଜନା 

ବେଲପଡା: କୋଭିଡ କଟକଣାର ନୀରବତା ମଧ୍ୟରେ ପୁଣି ଆରମ୍ଭ ହେଲାଣି ମଣିଷ ଚାଲଣ କାରବାର। ଦଲାଲମାନେ ସିଧାସଳଖ ଶ୍ରମିକ ମାନଙ୍କ ଘରକୁ ଗାଡି ଲଗେଇ ନେଉଯାଉଛନ୍ତି ଗନ୍ତବ୍ୟ ସ୍ଥଳକୁ। ଏହି କାରବାର ଚାଲୁଛି ଖୋଦ୍‍ ପୁଲିସ ଆଖି…
Read More...

୨୭ରେ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଆସନ୍ତା ୨୭ ତାରିଖରୁ ଖୋଲିବ ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୨୭ରୁ ୩୧ ତାରିଖ…
Read More...

ଚର୍ତୁଥ ଗଡଜାତ ଲୋକମହୋତ୍ସବ ଉଦଘାଟିତ

ହରଭଙ୍ଗା: ଗଡଜାତ ସାଂସ୍କୃତିକ ପରିଷଦ ବୀରନରସିଂହପୁର ଆନୁକୂଲ୍ୟରେ ସ୍ଥାନୀୟ ନର୍ସରୀଠାରେ ମଙ୍ଗଳବାର ଚର୍ତୁଥ ଗଡଜାତ ଲୋକମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବୀରାମଚନ୍ଦ୍ରପୁର ସବୁର୍ଣ୍ଣେଶ୍ୱର ଶିବ ମନ୍ଦିରରୁ ବ୍ଲକ…
Read More...

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି; ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ପରି…

ଭୁବନେଶ୍ୱର: ରାଜ୍ୟ ସରକାର ଶ୍ରୀଜଗନ୍ନାଥ ଆଇନ,୧୯୫୫ ଅନୁଯାୟୀ ପ୍ରଭୁ ଲିଙ୍ଗରାଜ ମନ୍ଦିର ପାଇଁ ଏକ ଅଧ୍ୟାଦେଶ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିର, ଯାଜପୁରର ମା’ ବିରଜା ମନ୍ଦିର,…
Read More...

ବି.ଡି.ଓଙ୍କ ଦ୍ୱାରସ୍ଥ ହେଲେ ଆବାସ ଯୋଜନାରୁ ବଂଚିତ ଶତାଧିକ ହିତାଧିକାରୀ

କଲମପୁର : କାହାର ଏସ.ଇ.ସି.ସି ତାଲିକାରେ ନାଁ ନାହିଁ ତ କାହାର ଗତ କିଛି ବର୍ଷ ତଳେ ଆବାସ ଯୋଜନାରେ ସାମିଲ ହେଇଥିଲେ ମଧ୍ୟ ତାହା ପରବର୍ତ୍ତି ପର୍ଯ୍ୟାୟରେ କୌଣସି ତୃଟି ଯୋଗୁଁ ଫେରିଯାଇଛି। ଏଭଳି ଶତାଧିକ ଆବାସ ଯୋଜନାରୁ…
Read More...

ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ଘରେ ଭିଜିଲାନ୍ସ ବିଭାଗ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି। ଏକକାଳୀନ ୬ଟି ସ୍ଥାନରେ ୪୦ଜଣିଆ ଭିଜିଲାନ୍ସ ଟିମ…
Read More...

ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରା ମୃତ୍ୟୁ ଘଟଣା; ସ୍ବାମୀ ହେମନାଥ ଗିରଫ

ଚେନ୍ନଇ : ତାମିଲ ଟିଭି ଅଭିନେତ୍ରୀ ଭି.ଜେ ଚିତ୍ରାଙ୍କ ମୃତ୍ୟୁ ଘଟଣା ଏକ ନୂଆ ମୋଡ଼ ନେଇଛି। ଅଭିନେତ୍ରୀଙ୍କ ମୃତ୍ୟୁର ୬ଦିନ ପରେ ଚିତ୍ରାଙ୍କ ସ୍ବାମୀ ହେମନାଥଙ୍କୁ ପୁଲିସ ମଙ୍ଗଳବାର ଗିରଫ କରିଥିବା ଜଣାପଡିଛି। ପୁଲିସ୍…
Read More...