ଖରସ୍ରୋତା ନଦୀ ସୁରକ୍ଷା ପାଇଁ ମହିଳାଙ୍କ ବନ୍ଦାପନା : ହଜାରେ ମହିଳାଙ୍କ ହାତରେ ଜଳିଲା ଏକ ହଜାର ଦୀପ

ରାଜକନିକା : ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପ୍ରକଳ୍ପକୁ ବିରୋଧ କରି ରବିବାର ସନ୍ଧ୍ୟାରେ ବରୁଣାଡ଼ିଆ ସେତୁ ନିକଟରୁ ଭାରିଗଦା ଘାଟ ପର୍ଯ୍ୟନ୍ତ ଏକ ହଜାର ମହିଳାଙ୍କ ହାତରେ ଜଳି ଉଠିଲା ଏକ ହଜାର ଦୀପ। ମା’ ଖରସ୍ରୋତା…
Read More...

ପୃଥିବୀର ସବୁଠାରୁ ଥଣ୍ଡା ଗାଁ : ଖରାଦିନେ ବିଯୁକ୍ତ ୨୦ ଡ଼ିଗ୍ରୀ, ଶୀତ ଦିନେ ବିଯୁକ୍ତ ୭୧ ଡ଼ିଗ୍ରୀ ତାପମାତ୍ରା

ମସ୍କୋ:  ଶୀତଦିନେ ଥଣ୍ଡା ହୁଏ । ଚଳିତ ବର୍ଷ ମଧ୍ୟ କିଛିଟା ଥଣ୍ଡା ଆମ ଦେଶରେ ପଡ଼ିଲାଣି । ଦିଲ୍ଲୀରେ ତାପମାତ୍ରା ୩ ଡ଼ିଗ୍ରୀକୁ ଖସିଛି । ଫୁଲବାଣୀରେ ତାପମାତ୍ରା ଶୀତଦିନେ ୩ ଡ଼ିଗ୍ରୀରୁ ୫ ଡ଼ିଗ୍ରୀକୁ ଖସିଆସେ ।…
Read More...

ପାରିବାରିକ ହିଂସା: ପତ୍ନୀ ବର୍ଷାଙ୍କ ଅଭିଯୋଗ ଆଧାରରେ ସାଂସଦ ଅନୁଭବଙ୍କ ବିରୋଧରେ ମାମଲା ରୁଜୁ

କଟକ: ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ବିରୋଧରେ ଭାରତୀୟ…
Read More...

ଜାଣନ୍ତୁ ରେଳ ଜଙ୍କସନ, ଟର୍ମିନାଲ, ସେଣ୍ଟ୍ରାଲ୍ ଏବଂ‌ ଷ୍ଟେସନ୍ ମଧ୍ୟରେ କଣ ରହିଛି ପାର୍ଥକ୍ୟ

ଯେତେବେଳେ ଆମେ ଟ୍ରେନ୍ ଯୋଗେ କୌଣସି ସ୍ଥାନକୁ ଯାଆନ୍ତି, ଆମେ ଦେଖୁ ଯେ କିଛି ଷ୍ଟେସନ୍ ଟର୍ମିନାଲ୍ ନାମରେ, କିଛି ସେଣ୍ଟ୍ରାଲ୍‌ ଷ୍ଟେସନ୍ ଏବଂ କିଛି ଜଙ୍କସନ ନାମରେ ଲେଖାହୋଇଥାଏ। ଯେପରିକି ଗୋରଖପୁର ଜଙ୍କସନ ଏବଂ…
Read More...

କ୍ବାରେଣ୍ଟାଇନ କୋଠରୀରୁ ବାହାରିବା କ୍ଷଣି ଲାଗିଲା ଅଢ଼େଇ ଲକ୍ଷ ଟଙ୍କା ଜୋରିମାନା

ତାଇୱାନ ହେଉଛି ଏମିତି ଏକ ଦେଶ ଯେଉଁଠାରେ କରୋନା ପ୍ରାୟ ସଂପୂର୍ଣ୍ଣ ନିୟନ୍ତ୍ରିତ | ଚୀନ୍ ପଡୋଶୀ ଦେଶ ହୋଇଥିଲେ ମଧ୍ୟ ତାଇୱାନରେ ପ୍ରାୟ କୌଣସି  କରୋନା ମାମଲା ନାହିଁ, କିନ୍ତୁ ତାଇୱାନର କରୋନା ନିୟମକୁ କେତେ କଠୋର…
Read More...

ବାଇକ ଧକ୍କ୍କାରେ ୩ ମହିଳା ଆହତ; ଚାଳକଙ୍କୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ଖଲ୍ଲିକୋଟ: ବାଇକ ଧକ୍କାରେ ୩ଜଣ ମହିଳା ଆହତ ହେବା ଘଟଣାରେ ଉତକ୍ଷିପ୍ତ ଗ୍ରାମବାସୀ ସଂପୃକ୍ତ ବାଇକ ଚାଳକଙ୍କୁ ପିଟିପିଟି ମାରି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ମୁକୁନ୍ଦପୁର…
Read More...

କନ୍ଧମାଳରେ ପୁଣି ମାଓବାଦୀ-ପୁଲିସ ଗୁଳିବିନିମୟ: ଗ୍ରେନେଡ ମାଡ, ମିଲିସିଆ ଅଟକ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗି ବ୍ଳକ ଗୋଛାପଡା ଥାନା ଅନ୍ତର୍ଗତ କୁଏରମାଣ୍ଡୁ ପଞ୍ଚାୟତର ବେରେଣି ଅଞ୍ଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ପୁଣି ଗୁଳିବିନିମୟ ହୋଇଛି। ସପ୍ତାହକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା। ଏଥିରେ…
Read More...

୫.୫ ଡ଼ିଗ୍ରୀକୁ ଖସିଲା ଫୁଲବାଣୀ ପାରଦ: କନ୍ଧମାଳରେ ତୁଷାରପାତ

ଫୁଲବାଣୀ: କନ୍ଧମାଳକୁ ଶୀତ ଲେଉଟିବା ସହ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ତାପମାତ୍ରା ୯ ଡିଗ୍ରୀ…
Read More...

ବେକରେ ଗାମୁଛା ଲଗାଇ କାର୍ଯ୍ୟରତ ହୋମଗାର୍ଡଙ୍କ ଆତ୍ମହତ୍ୟା

ଜି.ଉଦୟଗିରି : ସ୍ଥାନୀୟ ଗଉଡ ସାହି ସ୍ଥିତ ଭଡାଘରେ ଜି ଉଦୟଗିରି ଥାନାରେ କାର୍ଯ୍ୟରତ ହୋମଗାର୍ଡର ଗଳିତ ଶବକୁ ଜି.ଉଦୟଗିରି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି। ବିବରଣୀରୁ ପ୍ରକାଶଯେ ହୋମଗାର୍ଡ ସିମାଞ୍ଚଳ ମାହାନ୍ତି ୩୯…
Read More...

ରାଜ୍ୟରେ ବର୍ଧିତ ଶିଶୁ ଅପରାଧ ବିରୋଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭୁବନେଶ୍ୱର:  କ୍ରମ ବର୍ଦ୍ଧିଷ୍ଣୁ ଶିଶୁ ଅପରହଣ, ହତ୍ୟା ଓ ଦୁଷ୍କର୍ମକୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି   ବିଶ୍ୱଜିତ୍‍ ଦାସଙ୍କ ନେତୃତ୍ୱରେ  ଏକ ମଶାଲ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଶ୍ରୀ…
Read More...

ପରୀକୁ ନ୍ୟାୟ ପାଇଁ ବିଜେପିର ପଦଯାତ୍ରା: ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣଙ୍କ ବହିଷ୍କାର ଦାବିରେ ରାଜଧାନୀରୁ ଯଦୁପୁର…

ଭୁବନେଶ୍ୱର:ନୟାଗଡଜିଲ୍ଲା ଯଦୁପୁରଗାଁର ୫ ବର୍ଷୀୟଝିଅ ‘ପରୀ’କୁ ନ୍ୟାୟ ଦେବା ଲାଗି ଅଣ୍ଟା ଭିଡ଼ିଛି ବିଜେପି । ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର ଦାବି କରି ବିଜେପି ପକ୍ଷରୁ ରାଜଧାନୀରୁ…
Read More...

୨୦୨୭ ସୁଦ୍ଧା ଚନ୍ଦ୍ରରେ “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା ନେଇ ଆମେରିକାର ଘୋଷଣା

ୱାଶିଂଟନ : ଚନ୍ଦ୍ରରେ ଆରମ୍ଭ ହେବ ପରମାଣୁ ଦୌଡ। ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଚନ୍ଦ୍ରରେ ୨୦୨୭ ସୁଦ୍ଧା “ଆଣବିକ ଶକ୍ତି ଉତ୍ପାଦନ କେନ୍ଦ୍ର” ପ୍ରତିଷ୍ଠା ନେଇ କରିଛି। ନିକଟରେ ପ୍ରକାଶିତ ଆମେରିକାର ସ୍ପେସ୍…
Read More...

ବିଷ ବିବାହ: ଯେଉଁଠି ବରକୁ ଯୌତୂକରେ ମିଳେ ୨୧ଟି ବିଷଧର ସାପ

ଯୌତୂକ ପ୍ରଥା କେବେଠୁ ସରକାର ଅପରାଧ ବୋଲି ଘୋଷଣା କଲେଣି । ତଥାପି ଯୌତୂକ ପ୍ରଥା ଚାଲିଛି । ଆମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ଯୌତୂକଜନିତ ମୃତ୍ୟୁ ଖବର ଏବେ ବି ମିଳୁଛି । ମାତ୍ର ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ…
Read More...

ଉତ୍ତରପ୍ରଦେଶରେ ନିଯୁକ୍ତି ପାଇବେ ୧୯ ହଜାର ଡ଼ାକ୍ତର; ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ସ୍ୱାସ୍ଥ୍ୟ ସେବାରେ ବିଶେଷଜ୍ଞଙ୍କ ଉପଲବ୍ଧତା ନିଶ୍ଚିତ କରିବାକୁ ଉତ୍ତରପ୍ରଦେଶ ସରକାର ୧୯୦୦୦ରୁ ଅଧିକ ଡାକ୍ତର ପଦବୀ ଅନୁମୋଦନ କରିଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ପ୍ରସ୍ତାବକୁ ମଞ୍ଜୁରୀ…
Read More...

୨.୬ ନିୟୁତ ଡ଼ଲାରର ହୀରା ଠକେଇ: ଆମେରିକାରେ ନିରବ ମୋଦୀଙ୍କ ଭାଇ ନେହଲ ମୋଦୀ ଦୋଷୀ ସାବ୍ୟସ୍ତ

ନ୍ୟୁୟର୍କ: ପଳାତକ ହୀରା ନିରବ ମୋଦୀଙ୍କ ସାନଭାଇ ନେହଲ ମୋଦୀଙ୍କୁ  ବିଶ୍ୱର ଅନ୍ୟତମ ବୃହତ୍ତମ ହୀରା କମ୍ପାନୀରୁ ୨.୬ ନିୟୁତ ଡଲାରରୁ ଅଧିକ ମୂଲ୍ୟର ହୀରା ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ନ୍ୟୁୟର୍କ…
Read More...

ଖିମଜୀ ଜୁଏଲର୍ସ ଆରମ୍ଭ କଲା ଏଣ୍ଡ ଅଫ୍‍ ସିଜିନ୍‍ ସେଲ୍‌ ୨୦୨୦: ସୁନା ଅଳଙ୍କାରର ଗଢା ମୂଲ୍ୟ ଉପରେ ୭୦% ପର୍ଯ୍ୟନ୍ତ…

ଭୁବନେଶ୍ୱର : ରାଜ୍ୟର ସବୁଠାରୁ ବିଶ୍ୱସ୍ତ ଜୁଏଲର୍ସ ବ୍ରାଣ୍ଡ ଖିମଜୀର ବହୁ ପ୍ରତିକ୍ଷିତ ଏଣ୍ଡ ଅଫ୍‍ ସିଜିନ ସେଲ୍ ଆରମ୍ଭ ହୋଇଛି। ଯାହା ଗ୍ରାହାକମାନଙ୍କ ପଇଁ ଆକର୍ଷଣୀୟ ଅଳଙ୍କାର ଏବଂ ବିଳାଶପୂର୍ଣ୍ଣ ହାତଘଣ୍ଟା ଉପରେ…
Read More...

ପୂରଣ ହେବ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସ୍ୱପ୍ନ, ଗୁଜୁରାଟର ଜାମ୍‌ନଗରରେ ବିଶ୍ଵର ସର୍ବ ବୃହତ…

ଜାମ୍‌ନଗର : ଗୁଜୁରାଟର ଜାମନଗରରେ ତିଆରି ହେବ ବିଶ୍ଵର ସର୍ବ ବୃହତ ପ୍ରାଣୀ ଉଦ୍ୟାନ। ଏହି ଚିଡିଆଖାନାରେ ୧୦୦ରୁ ଅଧିକ ପ୍ରଜାତିର ଜୀବଜନ୍ତୁ, ପକ୍ଷୀ, ସରିସୃପ ଆଦି ରହିବାର ବ୍ୟବସ୍ଥା କରାଯିବ । ଜାମନଗରର ୨୮୦ ଏକର…
Read More...

କେନ୍ଦ୍ରର ଅବହେଳା ରାଜ୍ୟର ବିକାଶ ଦିଗରେ ବାଧକ: ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜନୈତିକ ପ୍ରସ୍ତାବରେ…

ଭୁବନେଶ୍ବର: ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ବିଜେଡିର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଛି। ଭାର୍ଚୁଆଲ ମାଧ୍ୟମରେ ବିଜେଡି ସଭାପତି ନବୀନ ପଟ୍ଟନାୟ ବୈଠକରେ ଯୋଗଦେଇଛନ୍ତି । ନେତାମାନେ କେନ୍ଦ୍ରର…
Read More...

ମୋହନାରୁ ଜଣେ ନାବାଳକ ନିଖୋଜ

ମୋହନା: ବହୁଚ଼ର୍ଚ୍ଚିତ ପରୀ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇ ନ ଥିବାବେଳେ ଗଜପତି ଜିଲ୍ଲା ମୋହନା ବ୍ଳକ ଅଞ୍ଚଳରୁ ପୁଣି ଜଣେ ଶିଶୁ ନିଖୋଜ ଜନସାଧାରଣରେ ଭୟର ବାତାବରଣ ସୃଷ୍ଟି କରିଛି। ମୋହନା ଥାନା ଅନ୍ତର୍ଗତ…
Read More...

ବ୍ରହ୍ମପୁରରୁ ନକଲି ଲୁବ୍ରିକାଣ୍ଟ କାରଖାନା ଠାବ

ବ୍ରହ୍ମପୁର: ଟାଉନ ଥାନା ପୁଲିସ ବ୍ରହ୍ମପୁର ସହରରେ ଚାଲିଥିବା ଏକ ନକଲି ଲୁବ୍ରିକ୍ୟାଣ୍ଟ କାରଖାନା ଠାବ କରିଛି। ଏଠାରେ ପୋଡା ଲୁବ୍ରିକାଣ୍ଟରେ ବିଭିନ୍ନ ପ୍ରକାର ସାମଗ୍ରୀ ମିଶାଇ ଲେବଲିଂ କରାଯିବା ସହ ନୂତନ ବ୍ୟାରେଲରେ…
Read More...

ଏଆଇକେଏସ୍‌ସି କୃଷକ ସଙ୍ଗଠନ ପକ୍ଷରୁ ପ୍ରାଣ ହରାଇଥିବା କୃଷକଙ୍କୁ ଶ୍ରଦ୍ଧାଞ୍ଜଳୀ

ବ୍ରହ୍ମପୁର: ଦିଲ୍ଲୀରେ କୃଷି ଆଇନ‌ ବିରୋଧରେ କୃଷକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆନ୍ଦୋଳନସ୍ଥଳରେ ପ୍ରାୟ ୨୦ଜଣ କୃଷକଙ୍କ ପ୍ରାଣହାନୀ ହେଲାଣି। ରବିବାର ବ୍ରହ୍ମପୁର ଠାରେ ମୃତକ କୃଷକଙ୍କୁ ଶ୍ରଦ୍ଧାଞ୍ଜଳୀ…
Read More...

ମାମଲା ପ୍ରତ୍ୟାହାର ଓ ଜମି ଫେରସ୍ତ ଦାବିରେ ସିପିଆଇର ବିକ୍ଷୋଭ

ବ୍ରହ୍ମପୁର: ମୋନାଜାଇଟ୍‌ ପ୍ଲାଣ୍ଟ ବିରୋଧରେ ଆନ୍ଦୋଳନ କରିଥିବା ଗୁରୁଦେବ ବେହେରା ଏବଂ ୨୭ଜଣ ଗ୍ରାମବାସୀଙ୍କ ଉପରୁ ମାମଲା‌ ପ୍ରତ୍ୟାହାର ଓ ଅଧିଗୃହିତ ଜମିକୁ ଗ୍ରାମବାସୀଙ୍କୁ ଫେରାଇବା ଦାବିରେ ରବିବାର ସ୍ଥାନୀୟ ଟାଟା…
Read More...

ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୮୩୬

ଭୁବନେଶ୍ବର: ରାଜ୍ୟରେ ରବିବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୬କୁ ବୃଦ୍ଧି ହୋଇଛି। ୪ ଜଣ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ମୟୁରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ…
Read More...

ତ୍ୱରାନ୍ୱିତ ହେଲା ମହାନଦୀ ବନ୍ଦର ପ୍ରକଳ୍ପ କାର୍ଯ୍ୟ: ୪ ହଜାର କୋଟିରୁ ଅଧିକ ଟଙ୍କା ବିନିଯୋଗରେ ୬ ହଜାରରୁ ଉର୍ଦ୍ଧ୍ବ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରବିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବମନୋଜ ମିଶ୍ରଙ୍କ…
Read More...

ମାଲକାନଗିରିରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ମାଲକାନଗିରି: ଜାତୀୟ ଆଇନ ସେବା ପ୍ରାଧୀକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦେଶ କ୍ରମେ ମାଲକାନଗିରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ ରୋହିତ ଲାଲ ପଣ୍ଡାଙ୍କ ତତ୍ୱାବଧାନରେ ଜାତୀୟ…
Read More...

ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ନନ୍ଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି। ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରା ଯାଇଛିା…
Read More...

ନାବାଳିକାକୁ ମାଡ଼ମାରିବା ଘଟଣାରେ ଗୋଟିଏ ଗାଁର ୧୬ ମହିଳା ଗିରଫ

ଖଲ୍ଲିକୋଟ: ନାବାଳିକାକୁ ଗଛରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ ଭିକାପଡା ଗାଁର  ୧୬ ଜଣ ମହିଳାଙ୍କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ଦୁଇ ଦିନ ତଳେ ଜଣେ ନାବାଳିକାର…
Read More...

ମମତାଙ୍କ ଗଡ଼ରେ ଶାହାଙ୍କ ଦ୍ବିତୀୟ ଦିନ, ଆଜି କରିବେ ରୋଡ଼ ଶୋ’

କଲକାତା: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଜି ଦ୍ୱିତୀୟ ଦିନ। ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ…
Read More...

ଲାଞ୍ଚ ନେଉଥିବା ସମୟର ଭାଇରାଲ ଭିଡିଓ…’ନୋ ଗୁଗୁଲ-ପେ, ନୋ ଫୋନ-ପେ, ନୋ -ୟୁପିଆଇ ଡାଇରେକ୍ଟ ପକେଟ-…

ନୂଆଦିଲ୍ଲୀ: ଲାଞ୍ଚ ନେବା ଏବଂ ଦେବା ଉଭୟ ଅପରାଧ। କିନ୍ତୁ ଏହି କାର୍ଯ୍ୟ ସବୁବେଳେ ଜାରି ରହିଛି। ବିଭିନ୍ନ ସମୟରେ ଲାଞ୍ଚ ନେଇ ଧରାପଡୁଛନ୍ତି, କେହକେହି ଏଥିରୁ ମଧ୍ୟ ବର୍ତ୍ତି ଯାଉଛନ୍ତି। ଏମିତି ଏକ ଘଟଣା ସାମ୍ନାକୁ…
Read More...

ଛିଣ୍ଡି ପଡିଲା ୧୧ କେଭି ବିଦ୍ୟୁତ ତାର: ଜଳିଗଲେ ଡ୍ରାଇଭର, ପୋଡିଗଲା ଧାନ ଓ ଅମଳ ମେସିନ

ବୁଗୁଡ଼ା : ସରିଥିଲା ନିର୍ବନ୍ଧ । ଆସନ୍ତା ସରସ୍ବତୀ ପୂଜା ଦିନ ହୋଇଥାନ୍ତା ବାହାଘର । ହେଲେ ନିଜ ମାଲିକର ଟ୍ରାକ୍ଟରଟିକୁ ବିଦ୍ୟୁତ ନିଆଁରୁ ବଞ୍ଚାଇ ବାକୁ ଯାଇ ନିଜେ ଜଳିଗଲେ ଡ୍ରାଇଭର। ପ୍ରାଣ ହରାଇଥିବା ଟ୍ରାକ୍ଟର…
Read More...

ଓପିଏମରୁ ତମ୍ବା ତାର ଚୋରି ଉଦ୍ୟମ, ଚୋରଙ୍କ ମରଣାନ୍ତକ ଆକ୍ରମଣରେ ୪ ସୁରକ୍ଷା କର୍ମୀ ଆହତ

ବ୍ରଜରାଜନଗର : ବିଗତ ଦୁଇ ଦଶନ୍ଧି ଧରି ବନ୍ଦ ପଡି ରହିଥିବା ଓରିଏଣ୍ଟ ପେପର ମିଲର ସ୍କ୍ରାପ୍ ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ରହିଛି । ଅନେକ ସମୟରେ ଓପିଏମ ମିଲ ଭିତରୁ ନିୟମିତ ଭାବେ ସ୍କ୍ରାପ୍ ଓ ବିଭିନ୍ନ ଯନ୍ତ୍ରାଂଶ…
Read More...

ସାତକୋଶିଆରେ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ବିଫଳ : ନାହାନ୍ତି ବିଶେଷଜ୍ଞ, ବୈଜ୍ଞାନିକ ଓ ସ୍ୱତନ୍ତ୍ର ଜଗୁଆଳି,…

ହରଭଙ୍ଗା (ପ୍ରୀତିରଞ୍ଜନ ଦାସ) : ସାତକୋଶିଆ ଗଣ୍ଡ ତଥା ଅଭୟାରଣ୍ୟରେ ଘଡ଼ିଆଳ କୁମ୍ଭୀର ବଂଶବୃଦ୍ଧି ପାଇଁ ଉତ୍ତମ ପରିବେଶ ଏବଂ ବାତାବରଣ ରହିଛି । ସାତକୋଶିଆ ଏବଂ ବାଈଶିପଲ୍ଲୀ ଅଭୟାରଣ୍ୟ ମଧ୍ୟରେ ମହାନଦୀ ପ୍ରଭାବିତ…
Read More...

ପୁଣି ଭିମସାର ମେଡ଼ିସିନ ବିଭାଗରେ ରୋଗୀ ସମ୍ପର୍କିୟଙ୍କୁ ଲୁଟ ଉଦ୍ୟମ

ବୁର୍ଲା : ବୁର୍ଲା ଭିମସାରରୁ ରୋଗୀ ସମ୍ପର୍କିୟଙ୍କ ବାଇକ, ମୋବାଇଲ ଫୋନ ଏବଂ ଟଙ୍କା ପଇସା ଚୋରୀ ହେବା ଘଟଣା ଏକ ନିତ୍ୟ ପ୍ରତଦିନ ଘଟଣା । ଏପରିକି ଆକ୍ରମଣ କରି ରୋଗୀ ସମ୍ପର୍କିୟଙ୍କ ଠାରୁ ଟଙ୍କା ପଇସା ତଥା ମୋବାଇଲ ଫୋନ…
Read More...

ଧାନମଣ୍ତି ବୁଲି ଦେଖିଲେ ସାଂସଦ ସୁରେଶ ପୂଝାରୀ 

ପଦ୍ମପୁର  : ପଦ୍ମପୁର ଉପ ଖଣ୍ତ କନସିଂହା ଧାନ ମଣ୍ତିକୁ ସାଂସଦ ସୁରେଶ ପୂଝାରୀ ଅକସ୍ମାତ ପରିଦର୍ଶନରେ ଯାଇଥିଲେ ।ଚାଷୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ ।ଚାଷୀମାନେ ମଣ୍ଡିରେ ଓଜନ କରିବା ମେସିନର ଅଭାବ ,ଜଳବାୟୁ…
Read More...

ରାଜ୍ୟ ସରକାରଙ୍କ ମୁଖପାତ୍ର ସାଜିଛନ୍ତି ପୁଲିସ ଡିଜି : ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର : ପରୀର ହତ୍ୟାକାଣ୍ଡ ଓଡିଶାର ଜନମାନସକୁ ବିଚଳିତ କରିଛି । ଚୋରା ଅଙ୍ଗତଷ୍କରୀର ସଂଗୀନ ଅଭିଯୋଗ ଆସିବା ପରେ ସିବିଆଇ ଦ୍ୱାରା ପରୀ ହତ୍ୟାକାଣ୍ଡର ତଦନ୍ତ, ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ପ୍ରଦାନ କରୁଥିବା…
Read More...

ବିଜୁବାବୁ ଓ ନବୀନବାବୁ ଓଡିଶା ପାଇଁ କିଛି କରିନାହାନ୍ତି : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର : ଓଡିଶାର ଛାତ୍ର ସମାଜର ସ୍ୱାର୍ଥ, ଅଧିକାର ଏବଂ ସ୍ୱାଭିମାନ ପାଇଁ ଲଢ଼େଇ ଉଦ୍ଦେଶ୍ୟରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କମ୍ପନ…
Read More...

ପ୍ରଦେଶ ଛାତ୍ର କଂଗ୍ରେସର ‘କମ୍ପନ’ ସମାବେଶ : ଭ୍ରଷ୍ଟାଚାର, ଦୁର୍ନୀତି ଓ କୁଶାସନ ବିରୁଦ୍ଧରେ ସ୍ବର ଉତ୍ତୋଳନ ପାଇଁ…

ଭୁବନେଶ୍ୱର  : ଓଡିଶାର ଛାତ୍ର ସମାଜର ସ୍ୱାର୍ଥ, ଅଧିକାର ଏବଂ ସ୍ୱାଭିମାନ ପାଇଁ ଲଢ଼େଇ ଉଦ୍ଦେଶ୍ୟରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ନବନିଯୁକ୍ତ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ କମ୍ପନ…
Read More...

ନକଲି ଖାଦ୍ୟ ସାମଗ୍ରୀର ହବ୍‌ କଟକ : ତେଲ,ଘିଅ, ମସଲା ପରେ ଏବେ ସୋୟା ବଡ଼ି ବି ଭେଜାଲ

କଟକ : ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିର ହବ୍‌ ପାଲଟିଛି କଟକ । କଟକ ସହର ସମେତ ଏହାର ସନ୍ନିକଟ ଅଞ୍ଚଳ ଭେଜାଲ ସାମଗ୍ରୀ ପ୍ରସ୍ତୁତିର ପେଣ୍ଠସ୍ଥଳ ପାଲଟିଛି । ଗତ କିଛି ଦିନରେ ମଧ୍ୟରେ ନକଲି ତେଲ, ଘିଅ, ହଳଦି ଗୁଣ୍ଡ,…
Read More...

ମେଦିନପୁରରୁ ମମତାଙ୍କୁ ଟାର୍ଗେଟ କଲେ ଶାହା, କହିଲେ ନିର୍ବାଚନ ସମୟକୁ ଏକୁଟିଆ ହୋଇଯିବେ ଦିଦି

କଳକାତା : ପଶ୍ଚିମବଙ୍ଗ ମେଦିନପୁରରେ ଗୃହମନ୍ତ୍ରୀ ଅମିତ ଶାହା ବିଶାଳ  ଜନସଭାକୁ ସମ୍ବୋଧିତ କରିବା ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସିର ମୂଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ।ଅମିତ ଶାହ…
Read More...

ବିଜେପିକୁ ୫ ବର୍ଷ ଦିଅନ୍ତୁ, ପଶ୍ଚିମବଙ୍ଗକୁ ‘ସୋନାର୍‌ ବାଙ୍ଗଲା’ କରି ଦେଖାଇବୁ : ଅମିତ ଶାହା

କଲକାତା : ଆଉ କିଛି ମାସ ପରେ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ। ଏଥର ପଶ୍ଚିମବଙ୍ଗକୁ ଦଖଲ କରିବା ଲାଗି ବିଜେପି ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶାସକ ଟିଏମ୍‌ସି କ୍ଷମତା ବଜାୟ ରଖିବାକୁ ନିଜର ପ୍ରୟାସ ଜାରି…
Read More...

‘ଅବଢ଼ା’ ଯୋଜନାରେ ନିର୍ମାଣ ହେବ ଧର୍ମଶାଳା, ମାତ୍ର ୧୦୦ ଟଙ୍କାରେ ପୁରୀରେ ରହିପାରିବେ ଭକ୍ତ

ପୁରୀ : ଏଣିକି ମାତ୍ର ୧୦୦ ଟଙ୍କା ମଧ୍ୟରେ ପୁରୀରେ ରହଣୀର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ ।ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କୁ ରହିବାକୁ ଏଣିକି ଆଉ କୌଣସି ଅସୁବିଧା ହେବ ନାହିଁ କିମ୍ବା କୋଣସି…
Read More...

ପରୀ ହତ୍ୟା ଘଟଣା : ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଏନସିପିସିଆର୍, କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ପାଇଁ…

ନୂଆଦିଲ୍ଲୀ : ରାଜ୍ୟର ବହୁ ଚର୍ଚ୍ଚତ ନୟାଗଡ଼ ଜିଲା ଯଦୁପୁର ଗ୍ରାମର ପରୀ ହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତକୁ ନେଇ ଅସନ୍ତୁଷ୍ଟ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନସିପିସିଆର୍) ।ରାଜ୍ୟ ସରକାରଙ୍କ ନିର୍ଦେଶରେ…
Read More...

ଗୋପାଳପୁରରେ ବିଜେଡ଼ିର ସାଙ୍ଗଠନିକ ବୈଠକ

ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଖଜୁରିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବୈଠକରେ ତୀବ୍ର…
Read More...

ହୋଟେଲରେ ଚାଲିଥିଲା ଜୁଆ ଖେଳ; ପୁଲିସର ଚଢ଼ାଉ, ୧୨ ଜୁଆଡ୍ଡି ଗିରଫ

ରାଉରକେଲା: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୨  ଜୁଆଡ୍ଡିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୨ ଲକ୍ଷରୁ ଅଧିକ ଟଙ୍କା, କାର୍‌ ଓ ୧୫ଟି ମୋବାଇଲ୍‌ ଫୋନ ଜବତ ହୋଇଛି। ଗିରଫ…
Read More...

ଆଡିଲେଡରେ ହାରିଲା ଭାରତ, ଘରୋଇ ଦଳ ଅଷ୍ଟ୍ରେଲିଆର ସହଜ ବିଜୟ

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ପରାଜୟ ହୋଇଛି। ଅଷ୍ଟ୍ରେଲିଆ ୨ ଓ୍ବିକଟ ହରାଇ ମ୍ୟାଚକୁ ସହଜରେ ଜିତି ନେଇଛି। ଅଷ୍ଟ୍ରେଲିଆ ପକ୍ଷରୁ ୨ୟ ଇନିଂସରେ ମ୍ୟାଥ୍ୟୁ ୱାଡେ ଓ ଜୋ ବର୍ନ୍ସ ଓପନିଂ…
Read More...

‘ସ୍ପିନ୍ ଦି ଲକି ହ୍ୱିଲ୍’ ନାଁରେ ତଥ୍ୟ ଚୋରି କରୁଛି ଚାଇନା

ଭାରତ-ଚୀନ୍ ସୀମା ବିବାଦ ଏବଂ ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ପରେ ଚାଇନାର ହ୍ୟାକରମାନେ ଏବେ ହ୍ୟାକିଂ କରି ନିଜର ମନକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଖବର ମୁତାବକ, ଫ୍ଲିପକାର୍ଟର ବିଗ ବିଲିୟନ ଦିନ ବିକ୍ରି…
Read More...

ଭିଜିଲାନ୍ସ ଜାଲରେ ଡିଡିସିର ବରିଷ୍ଠ କିରାଣୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ବାଣୀବିହାର ଡିଡିସିର ବରିଷ୍ଠ କିରାଣୀ ‌ଅଶୋକ ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏକାକାଳୀନ ୫ଟି…
Read More...

ରାଜ୍ୟରେ କରୋନା ନେଲା ଆଉ ୩ ଜୀବନ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୩୨କୁ ବୃଦ୍ଧି ହୋଇଛି। ୩ ଜଣ ମୃତକଙ୍କ ମଧ୍ୟରୁ ଜହତସିଂହପୁର, ପୁରୀ ଓ ନୂଆପଡ଼ା ଜିଲାରୁ ଜଣେ ଲେଖାଏଁ…
Read More...

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥତି ଅନୁଧ୍ୟାନ କଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ପୁରୀ: ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ। ଆସନ୍ତା ୨୩ ତାରିଖରୁ ପୁରୀ ଜଗନ୍ନାଥ ମନ୍ଦିର ଖୋଲୁଥିବା ବେଳେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଓ ବିଭିନ୍ନ…
Read More...

ବାୟୁ ପ୍ରଦୂଷଣରେ ନବାଳିକାର ମୃତ୍ୟୁ, ସାତ ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

ବାୟୁ ପ୍ରଦୂଷଣରେ ବ୍ରିଟେନର ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବ୍ରିଟନ ନ୍ୟାୟଳୟ ସ୍ବୀକାର କରିଛି। ଏହା ବ୍ରିଟିନ ନୁହିଁ ବିଶ୍ବର ପ୍ରଥମା ଏପରି ମାମଲା ଯେଉଁଥିରେ ଏକ ନାବାଳିକାର ମୃତ୍ୟୁର କରାଣ ବାୟୁ ପ୍ରଦୂଷଣ ବୋଲି…
Read More...

‘ପରୀ’ ହତ୍ୟା ମାମଲାରେ ୩ ଜଣଙ୍କୁ ଉଠାଇ ନେଲା ଏସଆଇଟି

ନୟାଗଡ଼: ପରୀ ହତ୍ୟା ମାମଲାରେ ଏସଆଇଟି(SIT) ଶନିବାର ୩ ଜଣଙ୍କୁ ଉଠାଇ ନେଇଛି। ପରୀର ଗାଁ ଯଦୁପୁରରୁ ସରୋଜ ସେଠୀ, ତାଙ୍କ ମା’ ଓ ଭଉଣୀଙ୍କୁ ଏସଆଇଟି ଟିମ ଉଠାଇ ନେଇଥିବା ଜଣାପଡ଼ିଛି।  ମାଆ, ଭଉଣୀଙ୍କ ସହ ସରୋଜଙ୍କୁ…
Read More...

ଭିଡିଓ ଭାଇରାଲ ଘଟଣା, କଟକ ପୁରୀଘାଟ ଥାନାରେ ଏତଲା ଦେଲେ ବର୍ଷା

ଭୁବନେଶ୍ବର: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସୋଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ପୁଣି ଆରମ୍ଭ ହୋଇଛି ବିବାଦ। ଏନେଇ ଶୁକ୍ରବାର ବିଳମ୍ବିତ ରାତିରେ ବର୍ଷା…
Read More...

ଜାନୁଆରୀ ୩ରୁ ଖୋଲିବ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନ, ଏସଓପି ଜାରି କଲା ବିଏମସି

ଭୁବନେଶ୍ଵର : କୋଭିଡ ଗାଇଡ଼ଲାଇନ ଅନୁଯାୟୀ ଜାନୁଆରି ୩ରୁ ରାଜଧାନୀ ଭୁବନେଶ୍ଵରରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ। ଧର୍ମାନୁଷ୍ଠାନ ଖୋଲିବା ନେଇ ଶୁକ୍ରବାର ଭୁବନେଶ୍ଵର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଷ୍ଟାଣ୍ଡାର୍ଡ…
Read More...

ବୁର୍ଲା ଭିମସାରରେ ଶବକୁ ଅସମ୍ମାନ : ଫ୍ରିଜରରେ ରହିବା ବଦଳରେ ଆଶୁଚିକିତ୍ସା ବିଭାଗ ସମ୍ମୁଖରେ ପଡ଼ିରହିଲା ଶବ

ବୁର୍ଲା : ବୁର୍ଲା ଭିମସାରରେ ପୁଣି ଏକ ଘଟଣାକୁ ନେଇ ବିଭିନ୍ନ ଚର୍ଚ୍ଚା ଯୋର ଧରିଛି। ଘଟଣା ମୁତାବକ ବୁର୍ଲା ଭିମସାରରେ ଶବକୁ ଅସମ୍ମାନ କରାଯିବା ପରି ଏକ ଘଟଣା ଲୋକଲୋଚନକୁ ଆସିିଛି। ଆଶୁଚିକିତ୍ସା ବିଭାଗରେ ଜଣେ…
Read More...

୩ ଦିନ ହେଲା ଖୋଲା ଆକାଶ ତଳେ ପଡିରହିଛି ୪ ହଜାରରୁ ଉର୍ଦ୍ଧ ବସ୍ତା ଧାନ

ରେଢ଼ାଖୋଲ : ସମ୍ବଲପୁର ଜିଲା ରେଢ଼ାଖୋଲ ଉପଖଣ୍ଡ ବଡମାଳ ମଣ୍ଡିରେ ଗତ ୩ ଦିନ ହେଲା ଲାଗିରହିଛି ଅଚଳାବସ୍ଥା। ଖୋଲା ଆକାଶ ତଳେ ପିଡିରହିଛି ୪ ହଜାରରୁ ଉର୍ଦ୍ଧ ଧାନ ବସ୍ତା। ଶୁକ୍ରବାର ମିଲର୍ସ,ଚାଷୀ ଓ ପ୍ରଶାସନ ମଧ୍ୟରେ…
Read More...

ଅନଲାଇନରେ ଝିଅଟି ବରାଦ ଦେଲା ଖାଦ୍ୟ; ପହଞ୍ଚିଲେ ଜଣକ ପରେ ଜଣେ ୪୨ ଜଣ ଡ଼େଲିଭରୀ ବୟ

ମାନିଲା: ଫିଲପାଇନ୍ସରୁ ଏକ ମଜାଦାର ଖବର ଆସିଛି । ଜଣେ ଝିଅ ଅନଲାଇନରେ ବରାଦ ଦେଇଥିବା ଖାଦ୍ୟ ନେଇ ଜଣକ ପରେ ଜଣେ ୪୨ ଜଣ ଡ଼େଲିଭରି ବୟ ଖାଦ୍ୟ ପାର୍ସଲ ନେଇ ଆସିବା ପୁରା ଦେଶରେ ରୋଚକ ଖବର ହୋଇଛି । ଖାଦ୍ୟ ଅର୍ଡ଼ର…
Read More...

ସମୀରଙ୍କ ଉଦାରତା : ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ମନ୍ତ୍ରୀ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ସମ୍ମୁଖରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତା ଉପରେ ବେହୋସ ଅବସ୍ଥାରେ ପଡିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‍ ହସ୍‍ପିଟାଲ୍‌ରେ ଚିକିତ୍ସା ପାଇଁ…
Read More...

ଛାତିରେ ନୁହେଁ, ବ୍ୟାଗରେ ରହିଛି ଏହି ମହିଳାଙ୍କ ହୃଦୟ; ବିନା ହୃଦୟରେ ବଞ୍ଚିଥିବା ବିଶ୍ବର ଏକମାତ୍ର ମଣିଷ

ଜୀଇବା ପାଇଁ ମଣିଷର ହୃଦୟ ଲୋଡ଼ା, ହୃଦସ୍ପନ୍ଦନ ଆବଶ୍ୟକ  । ହୃଦୟ ବିନା ବଞ୍ଚିବା ସମ୍ଭବ ନୁହେଁ, କିନ୍ତୁ ଯଦି ଆପଣଙ୍କୁ କେହି କହେ ଯେ   ହୃଦୟ ବିନା ଜୀଇବା ସମ୍ଭବ ତେବେ ଆପଣ କ’ଣ ବିଶ୍ବାସ କରିବେ । ବରଂ ଏହି କଥା…
Read More...

ଚିର ଅବହେଳିତ ବରପୁତ୍ର … କେବଳ ଜୟନ୍ତୀ ସମାରୋହରେ ପ୍ରଶାସନର ମନେ ପଡନ୍ତି, ବର୍ଷତମାମ ଅବହେଳିତ ଭାବେ ପଡି…

ସମ୍ବଲପୁର : ପଶ୍ଚିମ ଓଡିଶାର ପ୍ରମୁଖ ତଥା ପ୍ରାଣକେନ୍ଦ୍ର ଭାବରେ ପରିଚିତ ସମ୍ବଲପୁର ସହର ମଧ୍ୟରେ ମାଟିର ବରପୁତ୍ର ମାନଙ୍କୁ ସମ୍ମାନ ଜଣାଇବା ସହିତ ପିଢ଼ି ପରେ ପିଢ଼ିଙ୍କୁ ସେମାନଙ୍କର ତ୍ୟାଗ, ଜୀବନ ଆଦର୍ଶରୁ…
Read More...

ଯେଉଁମାନେ ଲଙ୍କାର ରଙ୍ଗ କଣ ଜାଣନ୍ତି ନାହିଁ, ସେମାନେ କୃଷକମାନଙ୍କ ପାଇଁ କଣ କରିବେ : ସ୍ମୃତି ଇରାନୀ

ମିରଟ୍‌ : ଉତ୍ତରପ୍ରଦେଶର ମିରଟ୍‌ରେ ଭାରତୀୟ ଜନତା ପାର୍ଟିର କିସାନ ସାମାବେଶକୁ ମୁଖ୍ୟ ବକ୍ତା ଭାବରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ବିରୋଧୀ ଦଳ ଗୁଡିକ ଉପରେ ଖୁବ୍‌ ବର୍ଷିଛନ୍ତି। ସ୍ମୃତି ଇରାନୀ…
Read More...

ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଭୟ: ଭାରତ କେତେବେଳେ ବି କରି ପାରେ ସର୍ଜିକାଲ ଷ୍ଟ୍ରାଇକ୍

ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ୍ ଡ଼ର । ଭାରତ ଯେ କୌଣସି ମୁହୂର୍ତ୍ତରେ ବି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ ବୋଲି ପାକିସ୍ତାନ ଭାବୁଛି। ଖୋଦ୍ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହେମ୍ମୁଦ…
Read More...

ବିଜେପି ଯେଉଁରାଜ୍ୟରେ ମେଣ୍ଟ କରିଛି ତାହା ଅତୁଟ ରହିଛି, ଦେଶରେ ୪୦ ବର୍ଷ ମଧ୍ୟରେ ବିଜେପି କୌଣସି ମେଣ୍ଟ ଭାଙ୍ଗି…

ଭୁବନେଶ୍ବର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଆସାମ ଗସ୍ତ ଅବସରରେ କହିଛନ୍ତି ଯେ ରାଜ୍ୟସ୍ତରରେ ବିଜେପିର ଯେଉଁ ଗଠବନ୍ଧନ ରହିଛି, ତାହା ଏବେବି ଅତୁଟ ରହିଛି। ପୁରା ଦେଶରେ ବିଜେପି…
Read More...

ପରୀ ହତ୍ୟାକାଣ୍ଡ : ଏସ୍‌ଆଇଟି ବିରୋଧରେ ଆସିଥିବା ଅଭିଯୋଗ ଉପରେ ଓଡ଼ିଶା ପୁଲିସର ସ୍ପଷ୍ଟୀକରଣ

କଟକ : ପରୀ ହତ୍ୟାକାଣ୍ଡର ତଦନ୍ତ କରୁଛି ଏସଇଆଇଟି। ଏହି ହତ୍ୟା ଘଟଣାରେ ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ଅରୁଣ ବ୍ରୋଥା ଯଦୁପୁର ଗାଁର ସରୋଜ ସେଠୀଙ୍କୁ ଦୋଷ ସ୍ୱୀକାର କରିବା ପାଇଁ ୫ ଲକ୍ଷ ଟଙ୍କାର ଲୋଭ ଦେଖାଇଥିବା…
Read More...

୪୭ ହଜାର ଛୁଇଁ ତଳକୁ ଖସିଲା ସେନସେକ୍ସ; ୪୬୯୬୦ ପଏଣ୍ଟରେ ସାପ୍ତାହିକ କାରବାର ଶେଷ

ପ୍ରଚୁର ବିଦେଶୀ ପୁଞ୍ଜି ବିନିଯୋଗ ହେତୁ ଶୁକ୍ରବାର ଐତିହାସିକ ୪୭୦୦୦ ପଏଣ୍ଟ ଛୁଇଁଛି ସେନସେକ୍ସ । ଆଜି ସକାଳେ ସେନସେକ୍ସ ୪୭୦୨୬ରେ ଖାଲିଥିଲେ ମଧ୍ୟ ଅପରାହ୍ନରେ ତାହା ୪୬୯୬୦.୬୯କୁ ଖସି ଆସିଥିଲା । ଅନ୍ୟପକ୍ଷରେ ନିଫ୍ଟି…
Read More...

ଏସଆଇଟିକୁ ଲଗାଇ ରାଜ୍ୟସରକାର ଅରୁଣ ସାହୁଙ୍କୁ ସୁରକ୍ଷା ଦେଉଛନ୍ତି :ବିଜେପି

 ଅରୁଣ ବ୍ରୋଥାଙ୍କୁ ଏସଆଇଟି ମୁଖ୍ୟ ପଦବୀରୁ ପ୍ରତ୍ୟାହାର କରାଯାଉ  ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ର‍୍ୟାକେଟ୍‍ ପଛରେ ବିଜେଡି ନେତାଙ୍କ ସଂପୃକ୍ତି   ଅରୁଣ ସାହୁଙ୍କ ବିରୁଦ୍ଧରେ ଥିବା ପ୍ରମାଣ ନଷ୍ଟ  ପାଇଁ…
Read More...

‘ପରୀକୁ ନ୍ୟାୟ’: ଲିଙ୍ଗରାଜ ମନ୍ଦିରରୁ ଯଦୁପୁର ପର୍ଯ୍ୟନ୍ତ ବିଜେପିର ୫ ଦିନିଆ ପଦଯାତ୍ରା କାର୍ଯ୍ୟକ୍ରମ

ଭୁବନେଶ୍ୱର: ନାବାଳିକା ପରୀ ଓ ତାର ପରିବାରକୁ ନ୍ୟାୟ ପ୍ରଦାନ, ଘଟଣାର ସିବିଆଇ ତଦନ୍ତ ଓ ଅନ୍ୟାନ୍ୟ ଦାବିରେ ବିଜେପି ଆସନ୍ତା ୨୦ ତାରିଖରେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରଠାରୁ ପରୀର ଗାଁ ଯଦୁପୁର ପର୍ଯ୍ୟନ୍ତ ଚଳାଇବ ୫…
Read More...

ରାଜଧାନୀବାସୀଙ୍କ ପୁରୁଣା ଲୁଗା ସଂଗ୍ରହ କରିବ ବିଏମ୍‌ସି

ଭୁବନେଶ୍ବର : ସହରର ଏଣେତେ‌େ‌ଣ ପୁରୁଣା ଲୁଗା ପଡ଼ିବ ନାହିଁ। ପରିବେଶ ଅପରିଷ୍କାର ରହିବନି। ଗରିବଙ୍କୁ ପୋଷାକ ବାଣ୍ଟିବାକୁ ଚାହିୁଁଥିବା ଲୋକଙ୍କୁ ମଧ୍ୟ ସମସ୍ୟା ହେବନି। କାରଣ ଏଣିକି ଭୁବନେଶ୍ବର ମହାନଗର ନିଗମ(…
Read More...

ବାବା ନିତ୍ୟାନନ୍ଦ ’କୈଳାସା’ ଲାଗି ଆରମ୍ଭ କରିବେ ବିମାନ ସେବା, ବିଦେଶୀଙ୍କୁ ଦିଆଯିବ ଭିସା

ଦୁଷ୍କର୍ମ ଅଭିଯୁକ୍ତ ଫେରାର ବାବା ନିତ୍ୟାନନ୍ଦ ପ୍ରତିଷ୍ଠା କରିଥିବା ନିଜ ଦେଶ କୈଳାସାର ଆତ୍ମଘୋଷିତ ରାଷ୍ଟ୍ରମୁଖ୍ୟ । କିଛିଦିନ ପୂର୍ବରୁ ସେ ନିଜ ଦେଶର ରିଜର୍ଭ ବ୍ୟାଙ୍କ ଗଠନ କରିଥିଲେ । ଏବେ କୈଳାସାକୁ ବିମାନସେବା…
Read More...

ବାରମ୍ବାର ପରାଜୟ ଉପରେ ବିଦ୍ରୋହୀଙ୍କ ପ୍ରହାର; ଶନିବାର ସୋନିଆଙ୍କ ଶୀର୍ଷ ବୈଠକରେ ହେବ ସମାଧାନ

ନୂଆଦିଲ୍ଲୀ: କଂଗ୍ରେସରେ ଦୀର୍ଘଦିନ ଧରି ଚାଲିଛି ବିବାଦ । ଯଦିଓ କଂଗ୍ରେସରେ ବିବାଦ ଏକ ନିୟମିତ କାର୍ଯ୍ୟକ୍ରମ (!) ତଥାପି ଏବର ସ୍ଥିତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଇତିମଧ୍ୟରେ ପରଲୋକଗତ ଦଳର ଅନ୍ୟତମ ବରିଷ୍ଠ ନେତା…
Read More...

ହଲଦିପାଲି କେନାଲ ରାସ୍ତାରେ ଟ୍ରାକ୍ଟର ଦୁର୍ଘଟଣାରେ ୨ମୃତ

ବରପାଲି : ବରପାଲି ବ୍ଲକ ହଲଦିପାଲି କେନାଲ ରାସ୍ତାରେ ଶୁକ୍ରନାର ଟ୍ରାକ୍ଟର ଓଲଟି ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି। ଆଜି ଅପରାହ୍ନରେ ହଲଦିପାଲି କେନାଲ ରାସ୍ତାରେ ଦୁର୍ଘଟଣା ଘଟିବା ସହ ସଙ୍କଟାପର୍ଣ୍ଣ ଅବସ୍ଥାରେ ଦୁଇଜଣ…
Read More...

ସରକାରୀ ସମୟରେ ବାଙ୍କୀ ଏନ୍‌.ଏ.ସି କର୍ମଚାରୀ ଶୂନ୍ୟ, ତାଲାପକାଇଲେ ସାଧାରଣ ଜନତା

ବାଙ୍କୀ(ଡମପଡ଼ା): ପ୍ରତେକ ସରକାରୀ କାର୍ଯ୍ୟାଳୟ ଜନସାଧାରଣଙ୍କ ପାଇଁ ଖୋଲା ରହିଥିବା ବେଳେ ସରକାରୀ କାର୍ଯ୍ୟ ସମୟ ୧୦ ଟା ଠରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସରକାର ଧାର୍ଯ୍ୟ କରିଛନ୍ତି । ଫଳରେ ସରକାରୀ କର୍ମଚାରୀମାନେ ଏହି…
Read More...

ଅଧିନାୟକ କୋହଲି ଭାଙ୍ଗିଲେ ୫୧ ବର୍ଷ ତଳର ନବାବ ପଟୌଦିଙ୍କ ରେକର୍ଡ଼

ଆଡ଼ିଲେଡ଼: ଓଭାଲରେ ଅଷ୍ଟ୍ରେଲିଆ ସହ ପ୍ରଥମ ଷ୍ଟେଟ ମ୍ୟାଚର ଫଳାଫଳ କ’ଣ ହେବ ତାହା ଏଯାଏ ଅନିଶ୍ଚିତ । ଅଷ୍ଟ୍ରେଲିଆକୁ ସଅଳ ଆଉଟ କରିବା ପରେ ଭାରତ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ମାତ୍ର ଏହି ଟେଷ୍ଟରେ ଅଧିନାୟକ…
Read More...

ଭିଜିଲାନ୍ସ ଦ୍ୱାରା ଆଇଟିଡିଏର ତିନିଯନ୍ତ୍ରୀ ଅଟକ ମାମଲା : ଜଣେ ଫସିଲେ, ଦୁଇଜଣ ଖସିଲେ

ନବରଙ୍ଗପୁର : ନବରଙ୍ଗପୁର ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ୩ଜଣ ସହକାରୀ ଯନ୍ତ୍ରୀ ଗୁରୁବାର ଦିନ ଭିଜିଲାନ୍ସ ହାତରେ ଧରାପଡିଥିବାବେଳେ ସେମାନଙ୍କର ନିକଟରୁ ୩ଲକ୍ଷ ୯ହଜାର ୪୦୦ ଟଙ୍କା ଜବତ କରାଯାଇଥିଲା।…
Read More...

ଓଡ଼ିଶାବାସୀ ଆମର ବସ୍, ଆମ ପାଇଁ ଓଡିଆ ଭାଷା ଅତି ଗୁରୁତ୍ୱପୂର୍ଣ୍ଣ: ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜୁ ଯୁବ ଏବଂ ଛାତ୍ର ବିଜେଡି କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ବିଜେଡି ସୁପ୍ରିମ ଓଡ଼ିଆ ଭାଷାକୁ ଗୁରତ୍ବ ଦେଇଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପିକୁ  ସିଧାସଳଖ ଟାର୍ଗେଟ…
Read More...

ବାଙ୍କୀ ଏନ୍‌.ଏ.ସିରେ ଆବାସ ଯୋଜନା ବଣ୍ଟନରେ ଅନିୟମିତତା, ଗରିବଙ୍କୁ ନାହିଁ ଥିଲାବାଲାଙ୍କୁ ୨ଟି ଲେଖାଏଁ ଘର କଣ ପାଇଁ

ବାଙ୍କୀ : ବାଙ୍କୀ ଏନ୍‌.ଏ.ସି ଆବାସ ଯୋଜନା ବଣ୍ଟନରେ ଅନିୟମିତତା ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଆଜି ବାଙ୍କୀ ଉପଜିଲ୍ଲାପାଳଙ୍କୁ ଭେଟି ପୁନର୍ବାର ସରଜମିନ୍ ତଦନ୍ତକରି ଯୋଗ୍ୟ ହିତାଧିକାରୀଙ୍କୁ ତାଲିକଭୁକ୍ତ…
Read More...

ଆଡିଲେଡ୍‌ରେ ଅଶ୍ଵିନ,ଉମେଶ ଓ ବୁମ୍‌ରାଙ୍କ କମାଲ୍‌, ୧୯୧ରେ ଅଟକିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌ :  ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍‌ରେ ଖେଳାଯାଉଥିବା ଐତିହାସିକ ପିଙ୍କ ବଲ୍‌ ଦିବାରାତ୍ର ଟେଷ୍ଟରେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇନପାରି ଘରୋଇ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୧ରନରେ…
Read More...

୮୦୦ ବର୍ଷ ପରେ ଝଲସିବ ଖ୍ରୀଷ୍ଟମାସ ତାରା!

ସାରନଗରୀ: ଚଳିତ ବର୍ଷ ସମସ୍ତ ପର୍ବପର୍ବାଣୀରେ ପଡ଼ି ସାରିଲାଣି କରୋନା ଚଡ଼କ। ବର୍ଷର ଶେଷ ପର୍ବ ଖ୍ରୀଷ୍ଟମାସ୍ ଅର୍ଥାତ ବଡ଼ଦିନ ପାଳନ କରିବାକୁ ଉତ୍ସାହରତ ଅଛନ୍ତି ଖ୍ରୀଷ୍ଟଧର୍ମାଲମ୍ବୀ ଶ୍ରଦ୍ଧାଳୁ। ବଡ଼ଦିନ ଆସିବାକୁ ଦୁଇ…
Read More...

ଆସନ୍ତା ୨୩ରୁ ଖୋଲିବ ଶ୍ରୀମନ୍ଦିର ଓ ଜିଲାର ସମସ୍ତ ଧର୍ମାନୁଷ୍ଠାନ

ପୁରୀ: ଦୀର୍ଘ ୮ ମାସ ପରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। କରୋନା ମହାମାରୀ କାରଣରରୁ ପୁରୀର ଶ୍ରୀମନ୍ଦିର ତଥା ରାଜ୍ୟର ଅନ୍ୟାନ୍ୟ ମନ୍ଦିର ସମସ୍ତ ବନ୍ଦ ରଖାଯାଇଥିଲା। ଆସନ୍ତା ୨୩ରୁ ଶ୍ରୀମନ୍ଦିର ଖୋଲିବାସହ ପୁରୀ ଜିଲାର…
Read More...

ଦେବଦୂତ ସାଜିଲା ‘ଓଡ଼ିଶା-ମୋପରିବାର‘: ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

ଭୁବନେଶ୍ୱର: କଥାରେ ଅଛି ‘ରଖେ ହରି ମାରେ କିଏ?'। ୫୭ବର୍ଷ ବୟସ୍କ ଗରିବ ଦିନ ମଜୁରିଆ ପ୍ରଫୁଲ୍ଲ ମଲ୍ଲିଙ୍କ କ୍ଷେତ୍ରରେ ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି। ଗୁରୁତର ଅସୁସ୍ଥ ପ୍ରଫୁଲ୍ଲଙ୍କ ଚିକିତ୍ସା ପାଇଁ କଟକ…
Read More...

ରାଜ୍ୟରେ କରୋନା ନେଲା ଆଉ ୪ ଜୀବନ, ମୋଟ ମୃତ୍ୟୁ ସଂଖ୍ୟା ୧୮୨୯

ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୮୨୯କୁ ବୃଦ୍ଧି ହୋଇଛି। ୪ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବର, ଜହତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ାରୁ…
Read More...

ପଡ଼ୋଶୀଙ୍କ ବିଭତ୍ସ କାଣ୍ଡ; ପାରିବାରିକ ଶତ୍ରୁତା ନେଲା ଶିଶୁର ଜୀବନ, ମହିଳା ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁରେ ଏକ କୂଅରୁ ଶିଶୁପୁତ୍ରର ମୃତଦେହ ମିଲିଥିବା ମାମଲରେ ଶୁକ୍ରବାର ଜଣେ ମହିଳା ଗିରଫ ହୋଇଛନ୍ତି। ଉକ୍ତ ମହିଳା ଜଣଙ୍କ ତାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି।…
Read More...

ବିହାରରେ ଗ୍ଲାସ୍ ସ୍କାଏୱାକ ବ୍ରିଜ୍, ପର୍ଯ୍ୟଟକ ନେବେ ପ୍ରକୃତିର ମଜା

ବିହାରର ରାଜଗିରରେ ପର୍ଯ୍ୟଟକଙ୍କ ପାଇଁ କାଚ ଗ୍ଲାସରେ ଏକ  ବ୍ରିଜ ନିର୍ମାଣ କରାଯାଇଛି। ଯାହା ପର୍ଯ୍ୟଟକଙ୍କୁ ଅତି ନିକଟରୁ ପ୍ରକିୃତରେ ବୁଲିବାର ମଜା ଦେବ। ଲୋକମାନେ ଦେଶ- ବିଦେଶର ବିଭିନ୍ନ କୋଣ -ଅନୁକୋଣରୁ ରାଜଗିର…
Read More...

ବଲାଙ୍ଗୀର ଫଳ ବଜାରରେ ଆଗ୍ନିକାଣ୍ଡ, ୧ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଫଳ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଆଗ୍ନିକାଣ୍ଡ ଘଟିଛି। ଆଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ଏଥିସହ ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଛି। ଖବର ପାଇ…
Read More...

ସଡକ ଦୁର୍ଘଟଣାରେ ଛାତ୍ରୀ ଗୁରୁତର

ପିପିଲି: ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଖଣ୍ଡିଆଗିରି ଗ୍ରାମ୍ୟ ଛକ ଠାରେ ଶୁକ୍ରବାର ସକାଳେ ଏକ ବୋଲେରୋ ପିକଅପ୍ ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଉଦ୍ଧାର…
Read More...

ଦୁଇ ବର୍ଷ ମଧ୍ୟରେ ଦେଶର ରାଜପଥରୁ ହଟିବ ସବୁ ଟୋଲ, ଜିପିଏସ୍ ଟ୍ରାକ କରି ଆଦାୟ ହେବ ଟୋଲ ଟିକସ

ନୂଆଦିଲ୍ଲୀ:  ଜାତୀୟ ରାଜପଥରୁ ହଟିବ ଟୋଲ ଗେଟ୍ । ଦୁଇ ବର୍ଷ ମଧ୍ୟରେ ଦେଶର ସମସ୍ତ ଟୋଲଗେଟକୁ ହଟାଇ ଦିଆଯିବ । ମାତ୍ର ଯାତାୟତ ପାଇଁ ପୂର୍ବ ପରି ଟିକସ ଦେବା ନିମନ୍ତେ ପଡ଼ିବ । ଏଥିପାଇଁ ଗ୍ଲୋବାଲ…
Read More...

ବଢ଼ୁଛି ମମତାଙ୍କ ଲାଗି ଅଡ଼ୁଆ: ଦଳରୁ ଇସ୍ତଫା ଦେଲେ ଆସାନସୋଲର ଟାଣୁଆ ନେତା , ୧୯ରେ ବିଜେପିରେ ଯୋଗ ଦେବା ସମ୍ଭାବନା

କୋଲକାତା: ଆସନ୍ତା ବର୍ଷ ଏପ୍ରିଲ ମାସରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପରେ ଆସାନସୋଲ…
Read More...

ପୁଣି ଫେରିଲା ଡ଼୍ରଗ୍ସ ମାମଲା; ନିର୍ଦେଶକ ଅଭିନେତା କରଣ ଜୋହରଙ୍କୁ ପଚରାଉଚରା କରିବ ଏନସିବି

ମୁମ୍ବାଇ: ଗତ କିଛିଦିନ ହେଲା ଶାନ୍ତ ପଡ଼ି ଯାଇଥିବା ବଲିଉଡ଼- ଡ଼୍ରଗ୍ସ ଲିଙ୍କ ପ୍ରସଙ୍ଗ ପୁଣିଥରେ ତେଜିଛି । ବଲିଉଡ଼ର ଅନ୍ୟତମ ପରିଚିତ ନିର୍ଦେଶକ ତଥା ଅଭିନେତା କରଣ ଜୋହରଙ୍କୁ ଏନସିବି (ନାରକୋଟିକ୍ସ କଂଟ୍ରୋଲ…
Read More...

ମାତିଛନ୍ତି ଡ଼କାୟତ, ନଜରରେ ଗହଣା ଦୋକାନ: ଦେଢ଼ ମାସରେ ଦ୍ବିତୀୟ ଚୋରି, ଲୁଟିନେଲେ ୨୦ ଲକ୍ଷ ଟଙ୍କାରୁ ଊର୍ଧ୍ବ ସୁନା

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ବଜାରସ୍ଥିତ କେଶବ ଜୁଏଲର୍ସ ଦୋକାନରେ ବଡ଼ ଧରଣର ଚୋରି ହୋଇଛି । ଦୁର୍ବୃତ୍ତମାନେ ଛାତ ପଟୁ ଦୋକାନରେ ପ୍ରବେଶ କରି ୪ଶହ ଗ୍ରାମ ସୁନା ଅଳଙ୍କାର ସହ ଏକ ଲକ୍ଷ ୪୦…
Read More...

ଭାଇଚାରାର ନିଚ୍ଛକ ନିଦର୍ଶନ ମିଳିତ ଚାଷ; ପରେ ଏବେ ରାସ୍ତା ସଫେଇ

ପାତ୍ରପୁର,୧୭ା୧୨: ପାତ୍ରପୁର ବ୍ଲକର ଦୁର୍ଗମ ବୁରାତାଲ ପଞ୍ଚାୟତର ମହାଲିମ୍ବ ଗ୍ରାମବାସୀ ପୁଣି ଭାଇଚାରାର ନିଚ୍ଛକ ନିଦର୍ଶନ ଦେଖାଇଛନ୍ତି। ଗ୍ରାମବାସୀ ମିଳିତ ଭାବେ ଗ୍ରାମକୁ ସଂଯୋଗ କରୁଥିବା ୬ କିଲୋମିଟର ବଣଜଙ୍ଗଲ…
Read More...

କାଜୁ ବେପାରୀଙ୍କ ନାବାଳକ ପୁଅକୁ ବାଇକରେ ଉଠାଇନେଲେ ଦୁବୃର୍ତ୍ତ; ଅପହରଣ ଅଭିଯୋଗ କଲେ ବାପା

କାଶୀନଗର: ଶିଶୁ ଅପହରଣକୁ ନେଇ ସମଗ୍ର ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ସ୍ଥାନରେ ଶିଶୁ ଅପହରଣ ଅଭିଯୋଗ ହେବାରେ ଲାଗିଛି। ଏହା ରାଜ୍ୟର ଏବେ ପ୍ରମୁଖ ଖବର ପାଲଟିଛି। ଏଭଳି…
Read More...

ଶନିବାର ବରିଷ୍ଠ କଂଗ୍ରେସ ନେତାଙ୍କ ଜରୁରୀ ବୈଠକ ଡ଼ାକିଲେ ସୋନିଆ ଗାନ୍ଧୀ; ଅସନ୍ତୁଷ୍ଟ ସଦସ୍ୟଙ୍କୁ ବି ବୈଠକ ଲାଗି…

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ କଂଗ୍ରେସର ବଛାବଛା ବରିଷ୍ଠ ନେତାଙ୍କୁ ଏକ ଜରୁରୀ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ଦଳର ଆନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଗତ କିଛିଦିନ ହେଲା ଦଳର କାର୍ଯ୍ୟକଳାପ ନେଇ…
Read More...

ଭୋକଉପାସରେ ଦେଶ ଲାଗି ଜୀବନ ବାଜି ଲଗାଇଥିବା ସୈନ୍ୟଙ୍କ ପରିବାର: ମୂଲ ଲାଗି ପେଟ ପୋଷୁଛନ୍ତି ପତ୍ନୀ ମଞ୍ଜୁଳା ଓ…

-ବ୍ୟାଙ୍କ ଓ ଜିଲା ସୈନିକ ବୋର୍ଡରୁ ନିରାଶ -ମଜୁରି ଟଙ୍କାରେ ମେଣ୍ଟୁଛି ଭୋକ ବଲାଙ୍ଗିର: କାହ୍ନୁଚରଣ ବହିଦାର। ଭାରତୀୟ ସେନା ବାହିନୀର ଉତ୍ତରପ୍ରଦେଶର ରୁରକି ସ୍ଥିତ ଇଂଜନିୟରିଂ ରେଜିମେଣ୍ଟରୁ ଅବସର ନେଇଥିଲେ। ଅବସର…
Read More...

୪୭୦୦୦ସ୍ତରର ନିକଟବର୍ତୀ ସେନସେକ୍ସ; ଗୁରୁବାର ହାସଲ କଲା ସର୍ବକାଳୀନ ରେକର୍ଡ଼

ମୁମ୍ବାଇ: ଗୁରୁବାର ସେନସେକ୍ସ ସର୍ବକାଳୀନ ରେକର୍ଡ଼ସ୍ତର ଛୁଇଁଛି । ପ୍ରଥମଥର ପାଇଁ ସେନସେକ୍ସ ୪୭୦୦୦ ପଏଣ୍ଟର ନିକଟତର ହୋଇଛି ।  ଷ୍ଟକ ଏକ୍ସଚେଞ୍ଜ ଗୁରୁବାର ସକାଳେ  ୪୬୭୭୭ ଖୋଲିବା ପରେ ଆଜି ରେକର୍ଡ଼…
Read More...

ଅନ୍‌ଲାଇନ୍‌ରେ ଉପଲବ୍‌ଧ ସବୁ ଶ୍ରମ ଆଇନ ଓ ୨୨ ପ୍ରକାର ସେବା

ସ୍ବଚ୍ଛନ୍ଦ ବ୍ୟବସାୟ (Ease of Doing Business) ପାଇଁ ବିଶେଷ ସହାୟକ ହେବ : ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି…
Read More...

ବଲାଙ୍ଗିରରେ ଏଆଇଏଫ୍‍ଏଫ୍‍ ଡି.ଡିପ୍ଲୋମା ଫୁଟବଲ କୋଚ୍‌ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବଲାଙ୍ଗିର: ବଲାଙ୍ଗିର ନିକଟସ୍ଥ ସାଇଟ ସଦାଇପାଲି ପଲ୍ଲିଶ୍ରୀ ଷ୍ଟାଡିୟମରେ ଅନୁଷ୍ଠିତ ଏଆଇଏଫ୍‌ଏଫ୍‌ ଡି.ଡିପ୍ଲୋମା ଫୁଟବଲ କୋଚିଂ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଛି। ଅଲ୍‌ ଇଣ୍ଡିଆ ଫୁଟବଲ ଫେଡ଼େରେସନ ନୂଆଦିଲ୍ଲୀ ଓ…
Read More...

ବୁର୍ଲା ବଡ଼ ଡ଼ାକ୍ତରଖାନା ଓ ମେଡ଼ିକାଲ କଲେଜରେ ଖୋଲାଯିବ ଫାର୍ମାସୀ ପାଠ୍ୟକ୍ରମ , ପ୍ରସ୍ତାବକୁ ଅନୁମୋଦନ କଲା…

ସମ୍ବଲପୁର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ରେ ଫାର୍ମାସୀ କଲେଜ ଖୋଲିବା ପାଇଁ ପ୍ରସ୍ତାବକୁ ଅନୁମତି ମିଳିଛି। ଗୁରୁବାର ସମ୍ବଲପୁର ଜିଲାପାଳ କାର୍ଯ୍ୟାଳୟସ୍ଥ…
Read More...

ଦୋଳାରେ ଡ଼ାକ୍ତରଖାନା, ନାଳରୁ ପାଣି: ବିକାଶ ପଥରେ ବାଟବଣା ‘ମହୁପାଳ’ କାହାଣୀ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଏକବିଂଶ ଶତାବ୍ଦୀର ଏହି ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ବାସଗୃହ ନିର୍ମାଣ ପାଇଁ ପ୍ରସ୍ତୁତ ହେଲାଣି। ମାତ୍ର ଅନୁନ୍ନତ ଦେବଗଡ ଜିଲାରେ ଏବେ ବି ଅନେକ ଗାଁ ରହିଛି ଯେଉଁଠି…
Read More...

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କଲେ ମୁମ୍ବାଇ ମଡ଼େଲ; ମହାରାଷ୍ଟ୍ର ପୁଲିସକୁ ରିପୋର୍ଟ ତଲବ

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଜଣେ ମଡ଼େଲ ଆଣିଛନ୍ତି ଦୁଷ୍କର୍ମ ଅଭିଯୋଗ । ଏ ସମ୍ପର୍କରେ ସମ୍ପୃକ୍ତ ମହିଳା ଜାତୀୟ ମହିଳା ଆୟୋଗରେ ଅଭିଯୋଗ କରିଛନ୍ତି । ମହିଳା ଆୟୋଗ ଏହି ଅଭିଯୋଗକୁ…
Read More...

କରୋନା କଟକଣା ସହ ମନ୍ଦିର ଖୋଲିବାକୁ ଦାବି; ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା ସମ୍ବଲପୁର…

ସମ୍ବଲପୁର: କୋଭିଡ଼ କଟକଣା ନିୟମ ପାଳନ କରି ରାଜ୍ୟରେ ମନ୍ଦିର ଖୋଲିବା ପାଇଁ ଦାବି କରିଛି । ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦଳ…
Read More...

ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ୨୧ ତାରିଖରେ ସାରା ରାଜ୍ୟର ଏସପି ଅଫିସ ଘେରିବ କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ସାରା ରାଜ୍ୟର ଏସପି ଅଫିସ ଘେରିବ କଂଗ୍ରେସ । ନିଖୋଜ ଶିଶୁମାନଙ୍କୁ ଠାବ କରିବାରେ ପୁଲିସର ବିଫଳତା ବିରୋଧରେ ଦଳ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଦଳର ସଭାପତି…
Read More...