BJD Bijuli 480×75 Mob

ଠିକାଦାର  ହତ୍ୟାକାଣ୍ଡ ମାମଲା ; ୨ ଆଇଆରବି କନେଷ୍ଟେବଳଙ୍କ ସମେତ ୩ଗିରଫ

ଗୁଣପୁର : ମାତ୍ର ୩୫ ହଜାର ବାକି ଟଙ୍କା ଆଦାୟକୁ କେନ୍ଦ୍ର କରି  ଠିକାଦାର ଅଶୋକ କୁମାର ବରାଡ଼ଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଆଇଆରବି କନେଷ୍ଟେବଳଙ୍କ ସମେତ ୩ଜଣଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି ।…
Read More...

ରାସରସିକପୁର ଦୁର୍ଗାପୂଜା ଭସାଣୀ ସଂପନ୍ନ

ଆଠଗଡ :  ଆଠଗଡ ସହରରେ ଦଶହରା ଉତ୍ସବ ବେଶ୍‌‌ ଯାକଜମକରେ ସଂପନ୍ନ ହୋଇଥିବାବେଳେ ପାଗ ଅନୁକୁଳ ଥିବାରୁ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା। ଆଠଗଡ ଓ କନ୍ତୋଲର ସମସ୍ତ ପ୍ରମୁଖ ବଜାର ସୁନ୍ଦର ଆଲୋକ ତୋରଣ ଓ ଆଲୋକମାଳାରେ…
Read More...

ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍‌‌ ଟ୍ରେନ୍‌‌ର ଶୁଭାରମ୍ଭ କଲେ ମୋଦୀ

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର​‌ ଉତ୍ତରପ୍ରଦେଶର ସାହିବାବାଦ ଠାରୁ ଦେଶର ପ୍ରଥମ ଆଞ୍ଚଳିକ ରେଳ RAPID X କୁ ଉଦ୍‌‌ଘାଟନ କରିଛନ୍ତି । ଏହି ଅବସରରେ ଟ୍ରେନରେ ଯାତ୍ରା କରୁଥିବା ପିଲା, ଛାତ୍ର…
Read More...

ଉଚ୍ଚ ନ୍ୟାୟାଳୟର ଦଶହରା ଅବକାଶ

କଟକ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ  ଶୁକ୍ରବାରଠାରୁ ଦଶହରା ଅବକାଶ ଆରମ୍ଭ ହୋଇଛି। ଗୋଟେ ସପ୍ତାହ ଲାଗି ଅଦାଲତ ବନ୍ଦ ରହିବ। ୩୦ ତାରିଖରେ ପନୁର୍ବାର କୋର୍ଟ ଖୋଲିବ। ଏହି ସମୟ ମଧ୍ୟରେ ୨୦, ୨୫, ୨୬ ଏବଂ ୨୭ ତାରିଖରେ…
Read More...

ପୁରୀରେ ଦୂର୍ଗାପୂଜା : ଚଣ୍ଡିପାଠରେ କମ୍ପୁଛି ସାରା ସହର

ଡେସ୍କ :  ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଦୂର୍ଗାପୂଜା ପାଳିତ ହେଉଛି। ଶ୍ରୀଜଗନ୍ନାଥ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା' ବିମଳାଙ୍କ ସମେତ ଦକ୍ଷିଣକାଳୀ, ଭୁବନେଶ୍ୱରୀ, କାକୁଡିଖାଇ, ବାସେଳି,…
Read More...

ରଣଜୀ ଟ୍ରଫି : ଏଲିଟ୍‌ ଗ୍ରୁପ-ଡିରେ ଓଡ଼ିଶା

କଟକ   : ବିସିସିଆଇ ଘରୋଇ କ୍ରିକେଟ ୨୦୨୩-୨୪ ଋତୁରେ ଏଲିଟ୍‌ ଗ୍ରୁପ-ଡି ରେ ଓଡ଼ିଶା ସ୍ଥାନ ପାଇଛି। ଗ୍ରୁପରେ ବରୋଦା, ମଧ୍ୟପ୍ରଦେଶ,ଜମ୍ମୁ-କଶ୍ମୀର, ହିମାଚଳପ୍ରଦେଶ,ପଣ୍ଡିଚେରୀ,ଉତ୍ତରାଖଣ୍ଡ ଓ ଦିଲ୍ଲୀ ସହ ଓଡ଼ିଶା…
Read More...

ମାନନୀୟ ଶ୍ରୀ ଗଣେଶୀ ଲାଲଙ୍କ ବାହୁଡ଼ା

ଭୁବନେଶ୍ବର : ପ୍ରଜା, ଜନତା ଓ ରାଜ୍ୟ ଥିବା ଯାଏ କେତେ ଶାସକ, କେତେ ପ୍ରଶାସକ ବା ଲୋକତାନ୍ତ୍ରିକ ପ୍ରତିନିଧି ଆସିବେ, ଯିବେ। ସେମିତି ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଜ୍ୟରେ ଅଧିଷ୍ଠିତ ସର୍ବୋଚ୍ଚ ଶାସନକର୍ତ୍ତା…
Read More...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୧ ତାରିଖ ସକାଳବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା…
Read More...

ଡିସେମ୍ବର ୧୫ରୁ କୋଣାର୍କରେ ଇକୋ ରିଟ୍ରିଟ୍

ପୁରୀ : ଡିସେମ୍ବର ୧୫ ତାରିଖରୁ କୋଣାର୍କ ମେରାଇନ ଡ୍ରାଇଭରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ। ୨୦୨୪ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ସେଠାରେ ପର୍ଯ୍ୟଟକମାନେ ଆରାମଦାୟକ ରାତ୍ରିଯାପନ କରିବାର ସୁଯୋଗ ପାଇବେ। ସମୁଦ୍ର ବେଳାଭୂମିରେ…
Read More...

ପାର୍ବଣ ଋତୁରେ ନିୟନ୍ତ୍ରଣାଧୀନ ରହିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର

ନୂଆଦିଲ୍ଲୀ : ପାର୍ବଣ ଋତୁରେ ଅତ୍ୟାବଶ୍ୟକ ସାମଗ୍ରୀ ଚିନି, ଗହମ, ଚାଉଳ ଓ ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଚାଲିଛି । ଖାଦ୍ୟ ସାଧାରଣ ବଣ୍ଟନ ବିଭାଗ ସଚିବ ସନ୍ଦୀପ ଚୋପ୍ରା କହିଛନ୍ତି ସରକାରଙ୍କ…
Read More...

ଭାରତକୁ ପରାସ୍ତ କରିବା କଷ୍ଟକର : ସାଣ୍ଟ୍‌ନର

ନୂଆଦିଲ୍ଲୀ : କ୍ରିକେଟ୍‌ ବିଶ୍ବକପ୍‌ରେ ଆସନ୍ତା ରବିବାର ଭାରତର ମୁକାବିଲା ନ୍ୟୁଜିଲାଣ୍ଡ ସହ ଧର୍ମଶାଳାରେ ହେବ। ଏହି ମ୍ୟାଚ୍‌ରେ ଭାରତକୁ ପରାସ୍ତ କରିବା କଷ୍ଟକର ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ସ୍ପିନର ମିଚେଲ୍‌…
Read More...

ଶୃଙ୍ଖଳା, ସଂସ୍କାର ଓ ଶ୍ରୀମନ୍ଦିର

ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯିଏ ଲଜ୍ଜା ବୋଧ କରେ ଓ ନିଜ ଲଜ୍ଜା ଢାଙ୍କିବା ପାଇଁ ପୋଷାକ ପରିଧାନ କରେ। ବକଳରୁ ଆରମ୍ଭ ହୋଇ ପୋଷାକ ବର୍ତ୍ତମାନ ଏତେ ପ୍ରକାରର ହେଲାଣି ଯେ ତାହା ବଖାଣି ବସିଲେ ରାତି ପାହି ଯିବ। ତେବେ…
Read More...

ଆଜିଠୁ ୨୯ ଯାଏ ବିଦ୍ୟାଳୟରେ ପୂଜା ଛୁଟି

ଭୁବନେଶ୍ବର : ଦୁର୍ଗାପୂଜା ପାଇଁ  ଶୁକ୍ରବାର (୨୦ ତାରିଖ) ଠାରୁ ରାଜ୍ୟର ବିଦ୍ୟାଳୟ ବନ୍ଦ ରହିବ। ଆସନ୍ତା ୨୯ ତାରିଖ ଯାଏଁ ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ପୂଜା ଛୁଟିରେ କେତେକ ଜିଲାରେ…
Read More...

ଜୈବିକ ଚାଷ-ଶତାବ୍ଦୀର ଆହ୍ୱାନ

ପାରମ୍ପରିକ କୃଷିକୁ ଛାଡ଼ି ଏବର ସମାଜରେ ଆଧୁନିକତାର ସ୍ପର୍ଶ ଗାଁ କ୍ଷେତରେ ବି ଦେଖାଗଲାଣି। ରାସାୟନିକ ସାରର ବହୁଳ ବ୍ୟବହାର ଏବେ ସବୁଆଡ଼େ ଆମ ଦୃଷ୍ଟିକୋଣରେ ପରିଲକ୍ଷିତ; କିନ୍ତୁ ଆମ ଅଜାଣତରେ ଆମେ ନିଜେ ନିଜର ଶରୀରର…
Read More...

ମାନବିକ ବିଚାରଧାରାରେ ଅଧୋଗତି

ଜୀବନ୍ତ ଗ୍ରହ ପୃଥିବୀର ଚରିତ୍ର ହେଉଛି ପରିବର୍ତ୍ତନ। ଆମେ ଅତୀତ ପୃଥିବୀର ରୂପ, ଗୁଣ, ସ୍ଥିତି, ଅବସ୍ଥିତିକୁ ଲକ୍ଷ୍ୟ କଲେ ପ୍ରତି ଯୁଗରେ, ପ୍ରତି ମୁହୂର୍ତ୍ତରେ ଏହା ପ୍ରାକୃତିକ ସ୍ଥିତିରେ ହେଉ ଅବା ବିଭିନ୍ନ…
Read More...

ଚିନ୍ନାସ୍ବାମୀରେ ଆଜି ଅଷ୍ଟ୍ରେଲିଆ-ପାକିସ୍ତାନ ଲଢ଼େଇ

ବେଙ୍ଗାଲୁରୁ  : ଆଇସିସି ଦିନିକିଆ ବିଶ୍ବକପ ୧୩ତମ ସଂସ୍କରଣର ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ। ବାଙ୍ଗାଲୋରର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ…
Read More...

ବସ୍ ମାଲିକ ସଂଘର ଆନ୍ଦୋଳନ ; ରାଜ୍ୟରେ ଗଡୁନି ଘରୋଇ ବସ୍

ଭୁବନେଶ୍ୱର : ଶୁକ୍ରବାର ସକାଳୁ ଘରୋଇ ବସ୍‌ ମାଲିକ ସଂଘ ଅନିର୍ଦିଷ୍ଟ କାଳ ଧର୍ମଘଟକୁ ଓହ୍ଲାଇଛି। ଫଳରେ ରାଜ୍ୟରେ ଘରୋଇ ବସ୍‌ ଚଳାଚନ ବନ୍ଦ ରହିଛି । ବିଭିନ୍ନ ବସ୍ ଷ୍ଟାଣ୍ଡରେ ଯାତ୍ରୀ ଅଟକି ରହିଛନ୍ତି । କେବଳ…
Read More...

୧୬ ପ୍ରସ୍ତାବକୁ କ୍ୟାବିନେଟ ମୋହର : କଳା,ସାହିତ୍ୟ ଓ ସଂସ୍କୃତିକୁ ପ୍ରାଧାନ୍ୟ

ଭୁବନେଶ୍ୱର : ଓଡ଼ିଶାରେ କଳା, ସାହିତ୍ୟ ଓ ସଂସ୍କୃତି କିଭଳି ଉଜ୍ଜୀବିତ ହେବ ଏବଂ କୃଷକଙ୍କୁ ବିଲ ମୁଣ୍ଡରେ ପାଣି ମିଳିବ, ସାର ଠିକଣା ସମୟରେ ଯୋଗାଇ ଦିଆଯାଇ ପାରିବ ତାହା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି।…
Read More...

ଶୁକ୍ରବାର ରାଶିଫଳ (୨୦.୧୦.୨୦୨୩)

ମେଷ :  ନିରୋଗ ତଥା ସୁନ୍ଦର ଶରୀରଯୁକ୍ତ ହେବେ। ସୌଭାଗ୍ୟଶାଳୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ଆଜି ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ। ବୃଷ :…
Read More...

ବିନା ବାଇପାସ ସର୍ଜରୀ ଓ ଏଞ୍ଜିଓପ୍ଲାଷ୍ଟରେ ହଟିବ ଅବରୋଧ : ଡ଼ାକ୍ତର ବିମଲ ଛାଜଡ଼

ବୁର୍ଲା : ବର୍ତ୍ତମାନର ବିକାଶଶୀଳ ଯୁଗରେ ହୃଦୟରୋଗୀଙ୍କ ସଂଖ୍ୟା ଅନେକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ଏହାର ଚିକିତ୍ସା ମଧ୍ୟ ବେଶ ବ୍ୟୟ ବହୁଳ। ତେବେ ଏହି ହୃଦରୋଗୀଙ୍କୁ ଅନେକ ସମୟରେ ଡ଼ିଇଏସ ଷ୍ଟାଣ୍ଟ ଧମନିରେ…
Read More...

ସୁଖୋଇ-୩୦ରୁ ବ୍ରହ୍ମସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

ନୂଆଦିଲ୍ଲୀ : ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ବ୍ରହ୍ମସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ଏୟାର ଭର୍ସନର ସଫଳ ପରୀକ୍ଷଣ କରାଯାଇଛି। ବାୟୁସେନାର ଯୁଦ୍ଧବିମାନ ସୁଖୋଇ-୩୦ ଏମ୍‌କେଆଇରୁ ଏହି କ୍ଷେପଣାସ୍ତ୍ରକୁ ପରୀକ୍ଷା…
Read More...

ଇସ୍ରାଏଲ-ହମାସ ଯୁଦ୍ଧର ପ୍ରଭାବ ; ବଢ଼ିବ ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ  : ଇସ୍ରାଏଲ-ଯୁଦ୍ଧର ପ୍ରଭାବରେ ପେଟ୍ରୋଲ, ଡିଜେଲ ଦର ବଢ଼ିପାରେ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି। ବଜାର ବିଶେଷଜ୍ଞଙ୍କ କହିବାନୁସାରେ, ଯଦି ଅଶୋଧିତ ତୈଳ ଯୋଗାଣ ହ୍ରାସ ପାଏ, ତେବେ ବଜାରରେ ମୂଲ୍ୟ…
Read More...

୧୧ ରାଜ୍ୟର ୭୬ ସ୍ଥାନରେ ସିବିଆଇ ଚଢ଼ଉ

ନୂଆଦିଲ୍ଲୀ : ଦେଶରେ ଚାଲିଥିବା ସଂଗଠିତ ସାଇବର ଅପରାଧକୁ ଦମନ କରିବା ଲାଗି ସିବିଆଇ ପକ୍ଷରୁ ବଡ ଧରଣର ଅଭିଯାନ ଆରମ୍ଭ ହୋଇଛି। ଗୁରୁବାର ସିବିଆଇ ପକ୍ଷରୁ ହୋଇଥିବା ଅଭିଯାନର ନାମ ରଖାଯାଇଛି ‘ଚକ୍ର-୨’। ଚକ୍ର-୨…
Read More...

ବିରାଟଙ୍କ ୪୮ ତମ ଦିନିକିଆ ଶତକ

ପୁଣେ  : ବିରାଟ କୋହଲି ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ବକପ-୨୦୨୩ରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି। ବିରାଟ ୯୭ଟି ବଲରୁ ୬ଟି ଚୌକା ଓ ୪ଟି ଛକା ସହ ଅପରାଜିତ ୧୦୩ରନ କରିଥିଲେ । ଦିନିକିଆରେ ବିରାଟଙ୍କ ଏହା ୪୮ତମ…
Read More...

‘ସେତୁ’ର ରୌପ୍ୟ ଜୟନ୍ତୀ : ବୁଦ୍ଧିର ବିକାଶରେ ହିଁ ଜାତିର ବିକାଶ ସମ୍ଭବ

ସମ୍ବଲପୁର : ସମ୍ବଲପୁରର ଅଗ୍ରଣୀ ସାମାଜିକ ଓ ଶୈକ୍ଷିକ ଅନୁଷ୍ଠାନ ‘ସେତୁ’ର ରୌପ୍ୟଜୟନ୍ତୀ ମହୋତ୍ସବ ଗୁରୁବାର ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟରେ ପାଳିତ ହୋଇଯାଇଛି । ସେତୁର ସଭାପତି ପ୍ରଫେସର ମୀନକେତନ ପାଠୀଙ୍କ…
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ

ସମ୍ବଲପୁର : ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଦୁଇ ଦିନିଆ  ସମ୍ବଲପୁର ଗସ୍ତରେ ଆସିଛନ୍ତି । ଏହି ଅବସରରେ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ସେ…
Read More...

ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ଶିଶୁଯତ୍ନ ଅନୁଷ୍ଠାନ ପରିଦର୍ଶନ

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ ଶେଖ ମହମ୍ମଦ କ୍ୟାଇସ ଲିମାମେଡା ସ୍ଥିତ ବାଳ ନିକେତନ  ପରିଦର୍ଶନ କରିଛନ୍ତି । ଅନୁଷ୍ଠାନ କିଶୋର ନ୍ୟାୟ ଓ ଯତ୍ନ ଆଇନ ଅନୁଯାୟୀ କିପରି ପରିଚାଳିତ…
Read More...

ରଘୁବର ଦାସ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ବର : ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଦେଇଥିବା…
Read More...

ନୂଆ ରଣନୀତି ସହ ଓହ୍ଲାଇବ ରୋହିତ ସେନା

ପୁଣେ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ଗୁରୁବାର ପୁଣେରେ ଭାରତ ଓ ବାଂଲାଦେଶ ମୁହାଁମୁହିଁ ହେବେ। ବର୍ତ୍ତମାନର ଫର୍ମ ଦୃଷ୍ଟିରୁ ଯଦିଓ ଭାରତର ପଲ୍ଲା ଭାରି ରହିଛି ତେବେ ବାଂଲାଦେଶ ନିକଟରେ…
Read More...

ଆଜି ରାଜ୍ୟ କ୍ୟାବିନେଟ୍ : ଆସିପାରେ ମେଟ୍ରୋ ଟ୍ରେନ୍ ଓ କ୍ୟାଡର ପୁନର୍ଗଠନ ପ୍ରସ୍ତାବ

ଭୁବନେଶ୍ବର : ଗୁରୁବାର ସନ୍ଧ୍ୟା ୬ଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏଥର ମୁଖ୍ୟମନ୍ତ୍ରୀ ମତ୍ସ୍ୟ…
Read More...

କଂଗ୍ରେସ କ୍ଷମତାକୁ ଆସିଲେ ରାହୁଲ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଆଉ ମାତ୍ର ୮ମାସ ରହିଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିଜେପି କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ…
Read More...

ପାଲେଷ୍ଟାଇନ୍‌କୁ ଅଢ଼େଇ କୋଟି ଟଙ୍କା ଦେଲେ ମଲାଲା

ଯୁଦ୍ଧ ପରିପ୍ରେକ୍ଷୀରେ ଲଣ୍ଡନରେ ବାସ କରୁଥିବା ପାକିସ୍ତାନର ନୋବେଲ ପୁରସ୍କାର ବିଜୟୀ ସାମାଜିକ କର୍ମୀ ମଲାଲା ୟୁସୁଫଜାଇ ପାଲେଷ୍ଟାଇନ୍‌ ପାଇଁ ଅଢ଼େଇ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଗାଜା ଉପରେ ଆକ୍ରମଣ;…
Read More...

ଗୁରୁବାର ରାଶିଫଳ (୧୯.୧୦.୨୦୨୩)

ମେଷ : ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମିତ୍ରମାନେ କରଛଡ଼ା ଦେବାର ସୂଚନା ମିଳୁଛି। ଧନ ଥାଇ ବି ଚିକିତ୍ସା ସୁଯୋଗ ମିଳି ନ ପାରେ। ରିଷ୍ଟ ଖଣ୍ଡନ ପାଇଁ ଦାନଧର୍ମରେ ଦୀକ୍ଷିତ ହେବେ। ବୃଷ :  ଆଜି ଦିନଟି…
Read More...

ଟ୍ରାନ୍ସମିସନ୍ ଭିତ୍ତିଭୂମି କ୍ଷେତ୍ରରେ ଓପିଟିସିଏଲ୍‌ର ଭୂମିକା ଉଲ୍ଲେଖନୀୟ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ବରର ସହିଦ ନଗରଠାରେ ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ (ଓପିଟିସିଏଲ୍) ଟେକ୍‌ ଟାୱାରକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ୫୫ କୋଟି ଟଙ୍କାରେ ନିର୍ମିତ ଏହି…
Read More...

୨୦୦୭ ଘଟଣା ପ୍ରତି ସତର୍କ ଭାରତ

ପୁଣେ : ଦୁଇ ଏସୀୟ ରାଷ୍ଟ୍ର ଭାରତ ଓ ବାଂଲାଦେଶ ଆଇସିସି ଦିନିକିଆ ବିଶ୍ବକପରେ ଏପର୍ଯ୍ୟନ୍ତ ୪ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୩ ଟି ଓ ବାଂଲାଦେଶ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି। ଉଭୟ ଦଳର ରେକର୍ଡ…
Read More...

ଚତୁର୍ଥ ବିଜୟ ସହ ଶୀର୍ଷରେ ନ୍ୟୁଜିଲାଣ୍ଡ

ଚେନ୍ନଇ : ଆଇସିସି ଦିନିକିଆ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣରେ ନ୍ୟୁଜିଲାଣ୍ଡ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ବୁଧବାର ଚେନ୍ନଇର ଏମ.ଏ ଚିଦାମ୍ବରମ ଷ୍ଟାଡ଼ିୟମରେ ଖେଳାଯାଇଥିବା ୧୬ତମ ମ୍ୟାଚରେ ନ୍ୟୁଜିଲାଣ୍ଡ…
Read More...

ହମାସ୍‌ ମୁଖ୍ୟାଳୟ ଧ୍ୱଂସ

ତେଲ ଅବିବ୍‌ : ଭୟଙ୍କର ହେଉଛି ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ। ୧୨ ଦିନରେ ପହଞ୍ଚିଲାଣି ଦୁଇ ଦେଶ ମଧ୍ୟରେ ସଂଘର୍ଷ। ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ ଉତ୍ତର ଗାଜାକୁ ଟାର୍ଗେଟ୍ କରୁଛି। ଆକାଶ, ଭୂମି ସହିତ ସମୁଦ୍ରରୁ ମଧ୍ୟ…
Read More...

ଜମି ଦେବା ନାଁରେ ଠକେଇ, ବିଲଡରଙ୍କ ନାମରେ ଥାନାରେ ମାମଲା

ଗୋପାଳପୁର : ଜମି ଦେବା ନାଁରେ ଜଣେ ମହିଳା ପ୍ରଧ୍ୟାପିକାଙ୍କୁ ଠକେଇ କରିଥିବା ନେଇ ଗୋଳନ୍ଥରା ଥାନାରେ ଜଣେ ବିଲଡରଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଛି। କନିଷି ହାଟ ବିଦ୍ୟୁତ୍ ନଗରରେ ରହୁଥିବା ତଥା ଗିରିସୋଲା…
Read More...

ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ 

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ତିନି ଦିନିଆ ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପୁରୁଷ ଓ ମହିଳା ପ୍ରତିଯୋଗିତା ବୁଧବାର ଉଦଘାଟିତ ହୋଇଯାଇଛି । କ୍ରୀଡ଼ା ପରିଷଦର ସମ୍ପାଦକ ପ୍ରଫେସର ଗଣେଶ…
Read More...

ପାର୍ବଣରେ ରକ୍ତାକ୍ତ ସ୍ମାର୍ଟ ପାର୍କ ; ରିଲ୍‌ ସୁଟିଂରୁ ଖଣ୍ଡଯୁଦ୍ଧ, ୨ ଗୁରୁତର

ଉତ୍ତରଭୁବନେଶ୍ବର : ଅପରାଧପ୍ରବଣ ହେଉଛି ରାଜଧାନୀର ପାର୍କ। ଉଦ୍‌ଘାଟନ ପରେ ହାତ ଟେକି ଦେଉଛି ପ୍ରଶାସନ। ପାର୍କ ଉପରେ ରହୁନି କାହାର କଟକଣା। ସଞ୍ଜ ନଇଁଲେ ପାର୍କରେ ଅପରାଧୀଙ୍କ ଆଡ୍ଡା ଜମୁଛି। ଗୋଷ୍ଠୀ ସଂଘର୍ଷ ଘଟୁଛି।…
Read More...

କଖଡି ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ

ଗୁରୁଡିଝାଟିଆ :  ଉତ୍ତମ ଶିକ୍ଷା ବିଦ୍ୟାର୍ଥୀଙ୍କୁ ସ୍ୱତନ୍ତ୍ର ପରିଚୟ ଦିଏ । ଏଥିରେ ବିଦ୍ୟାର୍ଥୀଙ୍କ ଭୂମିକା ଯେପରି ଗୁରୁତ୍ୱପୂର୍ଣ୍ଣ ବିଦ୍ୟାର୍ଥୀମାନଙ୍କୁ ଠିକଣା ଢଙ୍ଗରେ ଗଢିବା କ୍ଷ୍ରେତ୍ରରେ ମାର୍ଗଦର୍ଶକଙ୍କ…
Read More...

ମାସେ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଅନ୍ଧାରରେ ସେମଲା ଗ୍ରାମବାସୀ

କଣ୍ଟାବାଞ୍ଜି : ତୁରେକେଲା ବ୍ଲକ ସେମଲା ଗାଁ ଛଛରାପଡାର ଟ୍ରାନ୍ସଫରମର ଏକମାସ ହେଲା ପୋଡ଼ି ଯାଇଛି। ଫଳରେ ଗ୍ରାମବାସୀ ବିଦ୍ୟୁତ ସେବାର ବଞ୍ଚିତ ହୋଇଛନ୍ତି। ବୁଧବାର ଗ୍ରାମବାସୀ କଣ୍ଟାବାଞ୍ଜି ବିଜେଡିର ବରିଷ୍ଠ ନେତା…
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ପୁଷ୍ଟିଶସ୍ୟ ପ୍ରତିଯୋଗିତା

କେନ୍ଦୁଝରଗଡ଼ : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୩ ଓ ଓଡିଶା ପୁଷ୍ଟିଶସ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଯାନ୍ତ୍ରୀକ ବିଦ୍ୟାଳୟ କେନ୍ଦୁଝରର…
Read More...

ଆଦିବାସୀ ବିକାଶ ସମିତିରେ ଦନ୍ତ ଚିକିତ୍ସା ଶିବିର

କେନ୍ଦୁଝରଗଡ଼ :  ଯୋଡା ବ୍ଲକ ସେରେଣ୍ଡାସ୍ଥିତ ଆଦିବାସୀ ବିକାଶ ସମିତି ଠାରେ ରୋଟାରୀ କ୍ଲବ ବଡବିଲ ଓ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌‌ ଡେଣ୍ଟାଲ ସାଇନ୍ସ ଭୁବନେଶ୍ୱର ମିଳିତ ସହଯୋଗରେ ୧୭ ଓ ୧୮ତାରିଖ ଦୁଇଦିନ ଧରି ଏକ ମାଗଣା…
Read More...

୫୦ବର୍ଷରେ ଭାଇଚାରାର ପର୍ବ ଝୁମ୍ପୁରା ଦଶହରା

କେନ୍ଦୁଝରଗଡ଼ : ଶାରଦୀୟ ପାର୍ବଣ ଦୁର୍ଗାପୂଜା ପାଇଁ ଝୁମ୍ପୁରା ବଜାର ବେଶ ଚଳଚଞ୍ଜଳ ହୋଇପଡିଛି । ଝୁମ୍ପୁରା ମୁଖ୍ୟ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିଲେ ହେଁ ହିନ୍ଦୁଧର୍ମର ଏହି ପବିତ୍ର ପୂଜାରେ…
Read More...

ରାସ୍ତା ନିର୍ମାଣ ଓ ପାଣି ସିଞ୍ଚନ ଦାବିରେ କଣ୍ଡରାପଶି ପଞ୍ଚାୟତବାସୀଙ୍କ ଆନ୍ଦୋଳନ

କେନ୍ଦୁଝରଗଡ : କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ରକୁ ସିଧାସଳଖ ସଂଯୋଗ କରୁଥିବା ପଳାଶପଙ୍ଗା-ବାମେବାରୀ ୨୭କି.ମି. ରାସ୍ତା ଦେଇ ଜିଲା ଓ ଜିଲା ବାହାରର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବନ୍ଦରକୁ ଖଣିଜସମ୍ପଦ ପରିବହନ ହୋଇ…
Read More...

କୁମାରୋତ୍ସବ ପାଇଁ ସମନ୍ୱୟ ବୈଠକ

ଚୌଦ୍ୱାର :ଐତିହାସିକ କୁମାରୋତ୍ସବ ଓ ରୂପଯାତ୍ରା ଆୟୋଜନ ପାଇଁ ପୌରପାଳିକା, ରୂପଯାତ୍ରା କମିଟି, କମିସନରେଟ ପୁଲିସ୍ ଓ ସେବା ଯୋଗାଉଥିବା ସମସ୍ତ ସରକାରୀ ବିଭାଗର ଏକ ମିଳିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।…
Read More...

ସ୍ୱାସ୍ଥ୍ୟ, ଶିକ୍ଷା,ମହିଳା ଓ ଶିଶୁ ବିକାଶ ଏବଂ ନିର୍ମାଣ ଯୋଜନା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି

ଯାଜପୁର : ଯାଜପୁର ଜିଲ୍ଲା ପରିଷଦ ସ୍ୱ ରୋଜଗାରୀ ପ୍ରଶିକ୍ଷଣ କେନ୍ଦ୍ର ଗୃହରେ ଜିଲ୍ଲା ପରିଷଦ ସଭାପତି ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଷଷ୍ଠ ଜିଲ୍ଲା ପରିଷଦର ତୃତୀୟ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ…
Read More...

ଉନ୍ନତ ଅନୁବଂଶୀୟ ଜୟନ୍ତୀ ରୋହି ଓ ଭାକୁର ମାଛ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର

ପିପିଲି : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ସଂସ୍ଥା (ସିଫା) ପକ୍ଷରୁ ଉନ୍ନତ ଅନୁବଂଶୀୟ ଜୟନ୍ତୀ ରୋହି ଓ ଭାକୁର ମାଛର ପ୍ରଜନନକୁ ବହୁଗୁଣିତ କରିବା ପାଇଁ…
Read More...

ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା

ଧର୍ମଶାଳା : କ୍ରିକେଟ୍‌‌ ବିଶ୍ୱକପ୍‌‌ରେ ମଙ୍ଗଳବାର ଦକ୍ଷିଣ ଆଫ୍ରିକା ଦଳର ମୁକାବିଲା ନେଦରଲ୍ୟାଣ୍ଡ୍‌‌ସ ସହ ହେବ। ଧର୍ମଶାଳାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ରେ ଦକ୍ଷିଣ ଆଫ୍ରିକା ଦଳ ବିଜୟୀ ହେବା ଲକ୍ଷ୍ୟ ନେଇ…
Read More...

ଦିନ ୧୨ଟା ସୁଦ୍ଧା ମିଳିବ ମହାପ୍ରସାଦ

ପୁରୀ : କାର୍ତ୍ତିକ ମାସରେ ଦିନ ୧୨ଟା ସୁଦ୍ଧା ମହାପ୍ରଭୁଙ୍କ ଭୋଗମଣ୍ଡପ ନୀତି ସମ୍ପନ୍ନ ହେବ। ହବିଷ୍ୟାଳିିଙ୍କ ସମେତ ଶ୍ରଦ୍ଧାଳୁମାନେ ଆନନ୍ଦ ବଜାରରେ ମହାପ୍ରସାଦ ପାଇ ପାରିବେ। ସୋମବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ…
Read More...

ବଡ଼ଦାଣ୍ଡରେ କଂଗ୍ରେସର ବିଶାଳ ଶୋଭାଯାତ୍ରା

ପୁରୀ : କାର୍ତ୍ତିକ ମାସ ପୂର୍ବରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି କରିଛି ପ୍ରଦେଶ କଂଗ୍ରେସ କମିଟି। ନଚେତ ରାଜ୍ୟବ୍ୟାପୀ କଂଗ୍ରେସ ଜୋରଦାର ଆନ୍ଦୋଳନ କରିବ ବୋଲି ପିସିସି ସଭାପତି ଶରତ…
Read More...

ବଦଳିଲେ ବେଗୁନିଆ ଥାନା ଅଧିକାରୀ

ବେଗୁନିଆ : ଥାନାରେ ଥିବା ଜବତ ବାଣ ଓ ମଦ ଚୋରା ଚାଲାଣ ଘଟଣା ପରେ ବେଗୁନିଆ ଥାନା ଅଧିକାରୀ ବିଶ୍ବଜିତ ରାଉତରାୟଙ୍କର ବଦଳି କରାଯାଇଛି। ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦେଶ ଅନୁଯାୟୀ ତାଙ୍କୁ ଜିଲା ପୁଲିସ…
Read More...

ମଙ୍ଗଳବାର ରାଶିଫଳ (୧୭.୧୦.୨୦୨୩)

ମେଷ :  ପ୍ରଭୂତ ବିଦ୍ୟା ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। ବିଳାସ ବ୍ୟସନ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ନିର୍ଭୟରେ ସମ୍ପାଦନ କରି ପ୍ରଶଂସାର ପାତ୍ର ହେବେ। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।…
Read More...

‘ଇସ୍ରାଏଲର ଗାଜା ଦଖଲ ଭୁଲ୍‌ ହେବ’

ଇସ୍ରାଏଲ ସମ୍ପ୍ରତି ଗାଜା ପଟିକୁ ସମ୍ପୂର୍ଣ୍ଣ ଦଖଲ କରିବା ଯୋଜନାରେ ଥିବାବେଳେ ଏହା ଭୁଲ୍‌ ପଦକ୍ଷେପ ହେବ ବୋଲି ସହଯୋଗୀ ଆମେରିକା ଚେତାଇ ଦେଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଖୁବ୍‌ ଶୀଘ୍ର ଇସ୍ରାଏଲ ଗସ୍ତରେ…
Read More...

ନିପାତ ହେଲେଣି ହମାସ୍‌ର ୬ କମାଣ୍ଡର

ତେଲ୍‌ ଆବିଭ୍‌ : ହମାସ୍‌ ବିରୋଧରେ ଇସ୍ରାଏଲର ଯୁଦ୍ଧ ଦଶମ ଦିନରେ ପହଞ୍ଚିଥିବା ବେଳେ ଏହା ଅଧିକ ଭୟଙ୍କର ରୂପ ନେଇଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ପକ୍ଷରୁ ଗାଜାକୁ ହମାସ୍‌ ଆତଙ୍କବାଦୀ ମୁକ୍ତ ଅଭିଯାନ…
Read More...

ଜେଲରୁ ମୁକୁଳିଲେ ଫିରିଙ୍ଗିଆର ପୂର୍ବତନ ସରପଞ୍ଚ ବିଶ୍ଵ ରଞ୍ଜନ କହଁର

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହରର ଜଣାଶୁଣା ସମାଜସେବୀ ଯୁବ ନେତା ତଥା ଫିରିଙ୍ଗିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଶ୍ୱ ରଞ୍ଜନ କହଁରଙ୍କୁ ଶେଷରେ ଜାମିନ ମିଳିଛି। ଦୀର୍ଘ ଦୁଇମାସରୁ ଅଧିକ ସମୟ ବିଚାର…
Read More...

ଅଭାବନୀୟ ଘଟଣା : ପୁଅର ଫାଉଡା ଚୋଟରେ ମାଆର ଜୀବନ ଗଲା

ରେଙ୍ଗାଲି : ବଂଶ ରକ୍ଷା କରିବା ପାଇଁ ମଲା ବେଳେ ମୁହଁରେ ପାଣି ମୁନ୍ଦେ ଦେଇ ମଶାଣିକୁ ନେଇ ମୁଖାଗ୍ନି ଦେବ। ଶୁଦ୍ଧ କ୍ରିୟା କରିବ । ଏହି ଆଶା ନେଇ ଲୋକେ ପୁତ୍ର ସନ୍ତାନ ଖୋଜନ୍ତି । ତେବେ ପୁଅ ଭଗାରୀ ସାଜି ମାଆକୁ…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ବିଜେଡି ପକ୍ଷରୁ ପୂଜାର୍ଚ୍ଚନା

ଆଠଗଡ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସରେ ତାଙ୍କର ସୁସ୍ଥ, ନିରାମୟ ଓ ଦୀର୍ଘ ଜୀବନ କାମନା କରି ବିଜୁ ଜନତା ଦଳର କର୍ମକର୍ତ୍ତା ଆଠଗଡର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥିବା ଜଣାପଡିଛି ।…
Read More...

ଆଠଗଡ : ୧୯ରେ ଆମ ଓଡିଶା ନବୀନ ଓଡିଶାର ଶୁଭାରମ୍ଭ

ଆଠଗଡ :  ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆମ ଓଡିଶା ନବୀନ ଓଡିଶା ଓ ଲକ୍ଷ୍ମୀ ଯୋଜନା ଆଠଗଡରେ ଆଗାମୀ ୧୯ତାରିଖରେ ଶୁଭାରମ୍ଭ ହେବ ବୋଲି ସୋମବାର ପଞ୍ଚାୟତ ସମିତିରେ ଏକ ସ୍ୱତନ୍ତ୍ର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।…
Read More...

ମୋ ମାଟି ମୋ ଦେଶ କାର୍ଯକ୍ରମ

ଫୁଲବାଣୀ :  ଫୁଲବାଣୀ ସହରର ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ବ୍ଲକ୍ ସ୍ତରୀୟ ମେରୀ ମାଟି ମେରା ଦେଶ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯକ୍ରମକୁ ମୂଖ୍ୟ ଅତିଥି ଭାବରେ ୧୨୭ ସି ଆରପିଏଫ …
Read More...

କ୍ରିକେଟ ଅଲିମ୍ପିକ ଆନ୍ଦୋଳନକୁ ଅଧିକ ଲୋକାଭିମୁଖୀ କରିବ : ନୀତା ଅମ୍ବାନି

ମୁମ୍ବାଇ : ଲସ୍ ଏଞ୍ଜେଲସ ୨୦୨୮ ଅଲିମ୍ପିକ୍ସ କ୍ରୀଡା ନିମନ୍ତେ କ୍ରୀଡା କାର୍ଯ୍ୟସୂଚୀରେ କ୍ରିକେଟକୁ ସାମିଲ କରାଯିବା ଏକ ସ୍ୱାଗତ ଯୋଗ୍ୟ ବିଷୟ ଯାହାର ବିଶ୍ୱର ନୂତନ ଭୌଗୋଳିକ ଅଞ୍ଚଳଗୁଡିକରେ ଅଲିମ୍ପିକ ଆନ୍ଦୋଳନ ପାଇଁ…
Read More...

ସିଜିମାଳି ଖଣି ଖନନ ନେଇ ଜନ ଶୁଣାଣି ; ସମର୍ଥନ କମ୍, ବିରୋଧ ଅଧିକ

ରାୟଗଡା/କାଶୀପୁର/ଟିକିରି :  ରାୟଗଡା ଜିଲା କାଶୀପୁର ଅଂଚଳରେ ଥିବା ସିଜିମାଳି ବକ୍ସାଇଟ୍ ଖଣି ଖନନ ନେଇ ସୋମବାର ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଗୋ ବ୍ୟାକ୍ ମୈତ୍ରୀ, ଗୋ ବ୍ୟାକ୍ ବେଦାନ୍ତ କମ୍ପାନୀ ନାରାରେ…
Read More...

ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ବିଭୂତି ସଂଗ୍ରହ

ସାକ୍ଷୀଗୋପାଳ : ଶ୍ରୀ  ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ପ୍ରଥମ ପର୍ବ ଏବଂ ବିଭୂତି ସଂଗ୍ରହ ନୀତି ପାରମ୍ପରିକ ରୀତିନୀତି ଅନୁଯାଇ ଅନୁଷ୍ଠିତ  ହୋଇଯାଇଛି ।  ଆଶ୍ୱିନ ମାସ ଶୁକ୍ଳ ପକ୍ଷ  ଦ୍ଵିତୀୟା  ତିଥିର…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର

ସିମୁଳିଆ : ସାରା ଭାରତରେ ଜନପ୍ରିୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ ତମ ଜନ୍ମ ଦିବସ ଅବସରରେ ସିମୁଳିଆ ବିଜୁ ଜନତାଦଳ ତରଫରୁ ଜୀବନ ବିନ୍ଦୁ ବ୍ଲକ ସଂଯୋଜକ ଜୟନ୍ତ କୁମାର ନାୟକଙ୍କ ପ୍ରତ୍ୟକ୍ଷ…
Read More...

ଶ୍ରୀଲଙ୍କାକୁ ହରାଇଲା ଅଷ୍ଟ୍ରେଲିଆ

ଲକ୍ଷ୍ନୌ : କ୍ରିକେଟ୍‌ ବିଶ୍ବକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୫ ୱିକେଟ୍‌ରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆ ତରଫରୁ ଓପନର୍‌ ମିଚେଲ ମାର୍ଶ ଓ ଜୋସ୍‌ ଇନ୍‌ଗ୍ଲିସ୍‌ ଅର୍ଦ୍ଧଶତକ…
Read More...

୫୦ ଫୁଟ୍ ତଳକୁ ଖସିଲା ମ୍ୟାକ୍ସ ପିକଅପ୍,  ଜଣେ ମୃତ ଜଣେ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜଗନ୍ନାଥ ସଡକ ଦେଇ ଏକ ଧାନ ବୋଝଇ ପିକଅପ  ଭ୍ୟାନ ମିଲକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ହାଟଗାଁ ସେତୁ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ଆଠମଲ୍ଲିକ ଥାନା ବଡ଼ବନ୍ଧ ଗ୍ରାମର…
Read More...

ଦିବ୍ୟାଙ୍ଗଜନଙ୍କୁ କୃତିମ ଉପକରଣ ବଣ୍ଟନ

ସିମୁଳିଆ :  ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ପରିସରରେ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ AIDP ଯୋଜନାରେ ଦିବ୍ୟାଙ୍ଗଜନ ମାନଙ୍କୁ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ସୁପାରିଶ କ୍ରମେ କେତେକ…
Read More...

ଗଣେଶ ଉସାଣୀ ବେଳେ ଉତ୍ତେଜନା, ୩ ଆହତ ୫ ଥାନାରେ ଅଟକ

କେଶପୁରାପାଳ : ଅନନ୍ଦପୁର ଗଣେଶ ପୂଜା ଉସାଣୀ ବେଳେ ଉତ୍ତେ‌ଜନା ଯୋଗୁଁ ୩ ଜଣ ଆହତ ହୋଇଥିବା ବେଳେ ୫ଜଣ ଥାନାରେ ଅଟକ ଥିବା ଜଣାଯାଇଛି । ଗୋଟିଏ ଦିନରେ ଆନନ୍ଦପୁରର ଫ୍ରେଣ୍ଡସ୍‌ କ୍ଳବ ଓ ସ୍ପାଇସ କ୍ଳବର ଭସାଣୀ ଉତ୍ସବ…
Read More...

ମହିଳା ଡିଗ୍ରୀ କଲେଜରେ ଶିକ୍ଷା ବିଭାଗ ପାଠଚକ୍ର

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଡିଗ୍ରୀ କଲେଜ ଶିକ୍ଷା ବିଭାଗ ଆନୁକୁଲ୍ୟରେ ସୋମବାର ‘ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା’ ଶୀର୍ଷକକୁ ନେଇ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ସଂଗୀତା…
Read More...

ଇନରହ୍ୱିଲ କ୍ଲବ ଅଧ୍ୟକ୍ଷାଙ୍କ ଆଠଗଡ କ୍ଲବ ପରିଦର୍ଶନ

ଆଠଗଡ :  ଇନରହ୍ୱିଲ କ୍ଲବ ୩୨୬ନଂ ଜିଲ୍ଲାର ଅଧ୍ୟକ୍ଷା ରସିକା ବାହାଦୂର ସୋମବାର ଆଠଗଡ ଇନରହ୍ୱିଲ କ୍ଲବ ପରିଦର୍ଶନ କରି ସେମାନଙ୍କର କାର୍ଯ୍ୟାବଳୀର ସମୀକ୍ଷା କରିବା ସହ ବହୁ ଉପାଦେୟ ପରାମର୍ଶ ଦେଇଛନ୍ତି । ସ୍ଥାନୀୟ…
Read More...

ବରିଷ୍ଠ ନାଗରିକଙ୍କ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଆଠଗଡ :  ରାଜ୍ୟରେ ବରିଷ୍ଠ ନାଗରିକମାନେ ବିଭିନ୍ନ କ୍ଷେତ୍ରରେ ଉପେକ୍ଷିତ ହେଉଥିବାରୁ ଓଡିଶା ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଅଞ୍ଚଳରେଏକ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ…
Read More...

କାର ଟ୍ରକ୍ ଧକ୍କା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଚୌଦ୍ୱାର : ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ କଜଳଖଣା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ଧକ୍କାରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ସହିତ ଭାଙ୍ଗିରୁଜି ଯାଇଥିବା ଜଣାପଡ଼ିଛି। କାରରେ ବସିଥିବା ଯାତ୍ରୀ…
Read More...

୭୮ ବର୍ଷରେ ନବୀନ : ଏବେ ବି ଅପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର : ଅପରାଜେୟ, ଅଦ୍ବିତୀୟ ଏବଂ ଅନନ୍ୟ ରାଜନେତା ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲୋକପ୍ରିୟତାର ଶୀର୍ଷରେ ରହିଥିବା ନବୀନ ସଫଳତାର ଗୋଟିକ ପରେ ଗୋଟିଏ ପାହାଚ…
Read More...

ବିସ୍ଫୋରକ ମୋଡ଼ରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ

ନିଜ ନାଗରିକଙ୍କୁ କହିଲା ଇସ୍ରାଏଲ ସୀମା ଖାଲି କର, ଗାଜା ଛାଡ଼ିବାକୁ ଅଧିକ ମହଲତ ଦେଲା ଇସ୍ରାଏଲ ୱାଶିଂଟନ/ତେଲ ଆବିଭ୍‌ : ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ରବିବାର ୯ମ ଦିନରେ ପହଞ୍ଚିଛି।…
Read More...

ଶକ୍ତିଶାଳୀ ବୋଲିଂ ଭାରତ ପାଇଁ ଫାଇଦା

ଦିଲ୍ଲୀ  : ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ମୁଖ୍ୟତଃ ବ୍ୟାଟିଂ ପାଇଁ ଖ୍ୟାତି ଅର୍ଜନ କରିଛିି। ବିଗତ ଦିନରେ ଅଧିକାଂଶ ମ୍ୟାଚରେ ଭାରତକୁ ବ୍ୟାଟ୍‌ସମ୍ୟାନ ମାନେ ହିଁ ଅଧିକ ବିଜୟ ଦେଇ ଆସିଛନ୍ତି। କିନ୍ତୁ ଚଳିତ…
Read More...

ଶ୍ରୀଲଙ୍କାକୁ ବୋଲିଂ ; ଅଷ୍ଟ୍ରେଲିଆକୁ ବ୍ୟାଟିଂ ଚିନ୍ତା

ଲକ୍ଷ୍ନୌ : ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ତ୍ରୟୋଦଶତମ ସଂସ୍କରଣର ସୋମବାର ୧୪ତମ ମ୍ୟାଚରେ ଅଷ୍ଟ୍ରେଲିଆ -ଶ୍ରୀଲଙ୍କାକୁ ଭେଟିବ। ଉକ୍ତ ମ୍ୟାଚ ଲକ୍ଷ୍ନୌର ଏକ୍‌ନା ଷ୍ଟାଡ଼ିୟମରେ ଖେଳାଯିବ। ଦୁଇ ଦଳ ପ୍ରଥମ ଦୁଇ…
Read More...

ସୋମବାର ରାଶିଫଳ (୧୬.୧୦.୨୦୨୩)

ମେଷ : ସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ଅଣ ଆନୁଷ୍ଠାନିକ ତଥା ଗୁପ୍ତ ବ୍ୟବସାୟ ଲାଭପ୍ରଦ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ସୁଖ ମିଳିବ। ମନରେ ଭୟ ଉପୁଜିପାରେ। ବୃଷ :  ଭ୍ରାତୃତ୍ବ…
Read More...

ଖୁଚୁରା ବ୍ୟବସାୟୀଙ୍କୁ ମିଳିବ ସୁପର ପାୱାର ରିଟେଲର୍ ମାନ୍ୟତା

ଏନ୍‌ଏସ୍‌ଡିସି ଓ କୋକାକୋଲା ଇଣ୍ଡିଆ ମଧ୍ୟରେ ବୁଝାମଣା, ଟ୍ରେନିଂ ମଡ୍ୟୁଲକୁ ଓଡ଼ିଆ ସମେତ ସବୁ ଭାରତୀୟ ଭାଷାରେ ଉପଲବ୍ଧ କରାଇବାକୁ ପରାମର୍ଶ ଭୁବନେଶ୍ବର : କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମ…
Read More...

୪୦୦ ଟଙ୍କାରେ ରନ୍ଧନ ଗ୍ୟାସ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୫୦୦୦ ଟଙ୍କା

ହାଇଦରାବାଦ : ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ଇସ୍ତାହାର ଘୋଷଣା କରିଛନ୍ତି। ରବିବାର ଶାସକ ଦଳ ଭାରତୀୟ ରାଷ୍ଟ୍ର ସମିତି (ବିଆରଏସ୍‌) ପକ୍ଷରୁ…
Read More...

ବିଦ୍ୟାଳୟସ୍ତରୀୟ ବକ୍ସିଂରେ ଆଠଗଡ ଛାତ୍ର ସ୍ୱର୍ଣ୍ଣ ପଦକ ବିଜୟୀ

ଆଠଗଡ :  ସଂପ୍ରତି ପଶ୍ଚିମବଙ୍ଗର ଦୁର୍ଗାପୁରଠାରେ ଶୁକ୍ରବାର ଅନୁଷ୍ଠିତ ସିବିଏସଇ ବିଦ୍ୟାଳୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଆଠଗଡ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ଅମର ଧଳ କୃତିତ୍ୱ ଅର୍ଜନ କରି ସ୍ୱର୍ଣ୍ଣପଦକ…
Read More...

ଏମଏସଏସ ବିଦ୍ୟାପୀଠରେ ସ୍କାଉଟ ଅଭ୍ୟାସ ଶିବିର

ଆଠଗଡ :  ଆଠଗଡ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ରବିବାର ଏକ ଦିନିକିଆ ସ୍କାଉଟ ଅଭ୍ୟାସ ଶିବିର ଓ ହାତଧୁଆ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ମଧୁଲିତା ଦାଶଙ୍କ ପୌରୋହିତ୍ୟରେ…
Read More...

ପଞ୍ଚମ ଆଇଆରବି ପରିସରରେ ନୂଆଁଖାଇ ଭେଟଘାଟ

ବୌଦ୍ଧ :  ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ପରିସରରେ ରବିବାର ଦିନ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥିଭାବେ କମାଣ୍ଡାଣ୍ଟ ଦୁର୍ବାସା ନାଏକ ତାଙ୍କ ସହଧର୍ମଣୀ ସବିତା ନାଏକ ଯୋଗ ଦେଇ…
Read More...

ବୌଦ୍ଧରେ ମାଁ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ

ବୌଦ୍ଧ :  ବୌଦ୍ଧ ଜିଲ୍ଲାରେ ରବିବାରଠାରୁ ଆରମ୍ଭ ହୋଇଛି ଜଗତଜନନୀ ମା ଦୁର୍ଗାଙ୍କ ନବରାତ୍ର ପୂଜା। ସେଥିପାଇଁ ସମସ୍ତ ପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ବୌଦ୍ଧ ସହରର ମାଳୀସାହି ସ୍ଥିତ ଦୁର୍ଗାମଣ୍ଡପ ଠାରେ ମଧ୍ୟ ମାଁ…
Read More...

ଏକଲ ବିଦ୍ୟାଳୟର ବାର୍ଷିକ ଖେଳକୁଦ ପ୍ରତିଯୋଗିତା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଇପଶି ପଞ୍ଚାୟତ କେନ୍ଦୁଆପଡା ଏକଲ ବିଦ୍ୟାଳୟ ପଡିଆରେ ଅଭ୍ୟୁଦୟ ଯୁବକ ସଂଘ ଦ୍ବାରା ଆୟୋଜିତ ବାର୍ଷିକ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପାଟଣା ସଞ୍ଚର ୧୯ଟି…
Read More...

ସାହାରପଡା ଶିଶୁ ବିଦ୍ୟା ମନ୍ଦିରରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ମୁଖ୍ୟାଳୟରେ ଥିବା ଶିଶୁ ବିଦ୍ୟା ମନ୍ଦିରରେ ରବିବାର ପୂର୍ବାହ୍ନରେ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଶିଶୁ ବିଦ୍ୟା ମନ୍ଦିର ଓ ଭୂମିକା ଚକ୍ଷୁ…
Read More...

କୁରେଇଶୁଣିଙ୍କ ନବରାତ୍ରୀ ପୂଜା ଆରମ୍ଭ

ଗଞ୍ଜାମ : ନଦୀରୁ ବାଲି ସଂଗ୍ରହ ପରେ କୁରେଇଶୁଣିଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଛି। ପ୍ରାକୃତିକ  ପରିବେଶ ଜଙ୍ଗଲ ଘେରା ମଧ୍ୟରେ ରହିଥିବା ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ  କୁରେଇଶୁଣି ଦେବୀ ପୀଠରେ ରବିବାର…
Read More...

ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ସାଂସଦ ସୁରେଶ ପୂଜାରୀ

ସମ୍ବଲପୁର : ଅଇଁଠାପାଲି ଥାନା ଅର୍ନ୍ତଗତ କାମାକ୍ଷ୍ୟା ମନ୍ଦିର ନିକଟରେ ରାସ୍ତା ପାରି ସମୟରେ ଜଣେ ବରିଷ୍ଠ ନାଗରିକ ପ୍ରସନ୍ନ ମିଶ୍ରଙ୍କୁ ଏକ ଗାଡି ଧକ୍କା ଦେଇ ଫେରାର ମାରିଥିଲା । ସେହି ସମୟରେ ଏକ କାର୍ଯ୍ୟକ୍ରମରେ ଯୋଗ…
Read More...

ସମ୍ବଲପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ସମ୍ବଲପୁର : ସାରା ରାଜ୍ୟରେ ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ଆଗାମୀ ନିର୍ବାଚନର ପ୍ରାକ ପ୍ରସ୍ତୁତି କ୍ରମରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଉଛି । ଏହି କ୍ରମରେ…
Read More...

ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ : ଚମ୍ପିଆନ୍‌ ଇଂଲଣ୍ଡକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ : ଆଇସିସି ଦିନିକିଆ ବିଶ୍ବକପର ତ୍ରୟୋଦଶତମ ସଂସ୍କରଣରେ ଆଫଗାନିସ୍ତାନ ବଡ଼ ବିପର୍ଯ୍ୟୟ ଘଟାଇଛି । ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ପ୍ରତିଯୋଗିତାର ଅନ୍ୟତମ ଦୁର୍ବଳ ଦଳ ଭାବେ ବିବେଚିତ ଆଫଗାନିସ୍ତାନ ନିକଟରୁ…
Read More...

ସୋମବାରଠାରୁ ରଣ୍ଢା ପଶ୍ଚିମେଶ୍ବରୀ ଠାକୁରାଣୀ ଯାତ୍ରା 

ଗୋପାଳପୁର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରସିଦ୍ଧ ରଣ୍ଢା ପଶ୍ଚିମେଶ୍ଵରୀ ଠାକୁରାଣୀଙ୍କ  ପଞ୍ଚଦିବସୀୟ ଯାତ୍ରା ସୋମବାର ଠାରୁ ଅନୁଷ୍ଠିତ ହେବ।ଏହି ଯାତ୍ରା ପାଞ୍ଚଦିନ ଧରି ଚାଲିବାକୁ ଥିବା ବେଳେ ୨୦…
Read More...

୩ଦିନ ଧରି ପାଳନ କରାଯିବ ସନ୍ଥେଭଞ୍ଜ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ସମାରୋହ

କେନ୍ଦୁଝରଗଡ଼ :  ଆସନ୍ତା ଡିସେମ୍ବର ୧୫ରୁ ୧୭ ତାରିଖ ୩ଦିନଧରି ସନ୍ଥେଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ । ଏଥିନିମନ୍ତେ ରବିବାର ବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହ…
Read More...

ମେଧାବୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଶୋକ

ନର୍ଲା : ନର୍ଲା ବ୍ଲକ ବାଲିସିଙ୍ଗା ପଞ୍ଚାୟତର ଭିର୍କାପଡା ଗ୍ରାମର ୧୮ ବର୍ଷୀୟ ମେଧାବୀ ଛାତ୍ର ଇଶ୍ଵର ପଧାନଙ୍କ ବୁର୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ଘଟିଛି । ସେ ଯୁକ୍ତ ୩  ଦ୍ବିତୀୟ ବର୍ଷ ଛାତ୍ର ଭାବେ…
Read More...

ଶ୍ରୀ ସିମେଣ୍ଟ କାରଖାନାକୁ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଅଭିଯାନ

ଗୁରୁଡିଝାଟିଆ :  ଘଣ୍ଟିଖାଲ ଚନ୍ଦ୍ରାବଳି ଶ୍ୟାମପୁର ଠାରେ ଅବସ୍ଥିତ ଶ୍ରୀସିମେଣ୍ଟ କାରଖାନା କର୍ତ୍ତୃପକ୍ଷ ପରିସରକୁ ପ୍ଲାଷ୍ଟିକମୁକ୍ତ କରିବା ନିମନ୍ତେ ଏକ ପ୍ରୟାସ ଆରମ୍ଭ କରିଛନ୍ତି । ପରିସରରେ ଥିବା ସମସ୍ତ…
Read More...

ଭୋଗରାରେ ରକ୍ତଦାନ ଶିବିର ; ୧୪୨ ୟୁୁନିଟ ରକ୍ତ ସଂଗୃହୀତ

ଗୁରୁଡିଝାଟିଆ : ଭୋଗରା ପଞ୍ଚାୟତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା…
Read More...

ଗୁଣାତ୍ମକ ସ୍ୱାସ୍ଥ୍ୟସେବା, ଗବେଷଣା, ମେଡିକାଲ୍‌ ଶିକ୍ଷା ନିମନ୍ତେ ଏମ୍ସକୁ ଉଚ୍ଚ ପ୍ରଶଂସା 

ଗୌରବମୟ ଦଶନ୍ଧି ଯାତ୍ରାରେ ଜନସାଧାରଣଙ୍କ ଆସ୍ଥା ଜିଣିପାରିଛି ଏମ୍‌ସ : କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଭୁବନେଶ୍ୱର :  ଓଡ଼ିଶା ସମେତ ସମଗ୍ର ପୂର୍ବଭାରତରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ…
Read More...

ଶିତଳାପଲ୍ଲୀ ଟାଟା ସୁପର ସ୍ପେସିଆଲିଟି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ କେବେ ?

ଗୋପାଳପୁର : ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା  ଶିତଳାପଲ୍ଲୀ ଠାରେ ଟାଟା ପକ୍ଷରୁ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯିବା ସହ ଗତ ୨୦୧୮ ଏହାର ନିର୍ମାଣ କାମ…
Read More...

ଲକ୍ଷ୍ମୀନାରାୟଣ ନଦିଆ ଗୋଷ୍ଠୀର ବାର୍ଷିକ ଉତ୍ସବ

ଗୁରୁଡିଝାଟିଆ : ଆଠଗଡ ନିର୍ବାଚନ ମଣ୍ଡଳୀ କଖଡିର ଲକ୍ଷ୍ମୀନାରାୟଣ ନଦିଆ ଗୋଷ୍ଠୀର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ବିଷ୍ଣୁଚରଣ ମହାରଣା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆଧ୍ୟାତ୍ମିକ ଭାବ ସମସ୍ତଙ୍କ ଭିତରେ…
Read More...

ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଗୁରୁଡିଝାଟିଆ :  ଖୁଣ୍ଟୁଣୀ ଓ ଗୁରୁଡିଝାଟିଆ ଥାନା ଅଞ୍ଚଳର ଦୁର୍ଗାପୂଜା ଶାନ୍ତିଶୃଙ୍ଖଳାର ସହିତ ସମାପନ ପାଇଁ ଶନିବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଖୁଣ୍ଟୁଣୀ ଟ୍ରକ ମାଲିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
Read More...

ବିଶ୍ୱ ଗଣ୍ଠିବାତ ଦିବସରେ ସଚେତନତା

ଆଠଗଡ :  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ଯୋରନ୍ଦା ସେକ୍ଟରର ଗାଁ କଲ୍ୟାଣ ସମିତି ସମୂହ ଆନୁକୁଲ୍ୟରେ ରାଧାଗୋବିନ୍ଦପୁରଠାରେ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ ହୋଇଯାଇଛି । ଏଥିରେ ସଂଯୋଜନା କରି ବରିଷ୍ଠ…
Read More...