ପାରାଦୀପରେ ୭୮ ବାଂଲାଦେଶୀ ଅଟକ

ପାରାଦୀପ: ଭାରତୀୟ ଜଳ ସୀମାରେ ପ୍ରବେଶ କରିଥିବା ୭୮ଜଣ ବାଂଲାଦେଶୀ ନାଗରିକଙ୍କୁ ପାରାଦୀପରେ ଅଟକ ରଖାଯାଇଛି। ଦୁଇଟି ବୋଟ୍‌ରେ‌ ୭୮ ଜଣ ବାଂଲାଦେଶୀ ଥିବା ଜଣାପଡ଼ିଛି। ତଟରକ୍ଷୀ ବାହିନୀ ସମସ୍ତ ବାଂଲାଦେଶୀଙ୍କୁ ଅଟକ…
Read More...

ପୁଅ ମାଡ଼ରେ ବାପା ମୃତ

ବାସୁଦେବପୁର: ବାସୁଦେବପୁର ଥାନା ବେଲ ସାଉଁଳିଆ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ରଡ୍ ମାଡ଼ରେ ୫୫ ବର୍ଷୀୟ ବାପାର ଜୀବନ ଯାଇଛି। ମୃତକଙ୍କ ନାମ ବସନ୍ତ ମିଳିକ। ମାଡ଼ ମାରିଥିବା ପୁଅ ରଡ୍‌ ଧରି ଗାଁରେ…
Read More...

ଗଭୀର ଖାତକୁ ଖସିଲା ବସ୍‌: ଚାଳକ ସମେତ ୨ ମୃତ, ଅନେକ ଆହତ

ଶିମଳା: ହିମାଚଳପ୍ରଦେଶ କୁଲ୍ଲୁ ଜିଲାର ଆନୀ ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ଯାତ୍ରୀବାହୀ ବସ୍‌ ଗଭୀର ଖାତକୁ ଖସିପଡ଼ିଛି। ଦୁର୍ଘଟଣାରେ ବର୍ତ୍ତମାନସୁଦ୍ଧା ଚାଳକ ସମେତ ଦୁଇ…
Read More...

ସିଏମସି ମଶା ଦମନ ପ୍ରକ୍ରିୟା ବିଫଳ ଅଭିଯୋଗ: କଂଗ୍ରେସର ନିଆରା ପ୍ରତିବାଦ, ଥାନାରେ ଏତଲା

ସମାଜ ଡିଜିଟାଲ ଡେସ୍କ: କଟକରେ ସିଏମସି ମଶା ଦମନ ପ୍ରକ୍ରିୟା ବିଫଳ ହୋଇଥିବା ଅଭିଯୋଗ କରି ନିଆରା ଢଙ୍ଗରେ ପ୍ରତିବାଦ କରିଛି କଟକ ଜିଲା କଂଗ୍ରେସ। ବାଦାମବାଡ଼ି ଥାନା ସମ୍ନାରେ ମଶାରୀ ଟାଣି ଦଳର କର୍ମୀମାନେ ପ୍ରତିବାଦ…
Read More...

ଲଣ୍ଠନ ଧରି ଭୂତ ବଙ୍ଗଳା ଆଗରେ ଅକ୍ଷୟ, ମୁକ୍ତିଲାଭ ତାରିଖ ଘୋଷଣା

ସମାଜ ଡିଜିଟାଲ ଡେସ୍କ: ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ହରର-କମେଡି ଚଳଚ୍ଚିତ୍ରର ଏକ ନୂଆ ପୋଷ୍ଟର ସାମ୍ନାକୁ ଆସିଛି। ସାମାଜିକ ଗଣମାଧ୍ୟମରେ ଅଭିନେତା ଏହି ପୋଷ୍ଟର ଶେୟାର କରି ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା…
Read More...

ଭୋଟର ତାଲିକାରେ ସାମିଲ ଦାବିରେ ସମବାୟ ସମିତି ନିବନ୍ଧକଙ୍କ ଦ୍ୱାରସ୍ଥ

କେନ୍ଦୁଝରଗଡ଼: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟି ଲିମିଟେଡ୍‌‌ ଶୁଆକାଟିର ପରିଚାଳନା ସମିତି ନିର୍ବାଚନ ନିମନ୍ତେ ଚଳିତମାସ ୬ ତାରିଖ ବିଜ୍ଞପ୍ତି ପ୍ରକାଶ ସହ ନିର୍ବାଚନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସଞ୍ଜୟ ମାଲହୋତ୍ରା ନୂଆ ଆରବିଆଇ ଗଭର୍ଣ୍ଣର ନିଯୁକ୍ତ.. ୩ ବର୍ଷ ପାଇଁ ମିଳିଲା ନିଯୁକ୍ତି.. ବର୍ତ୍ତମାନ ରାଜସ୍ଵ ମନ୍ତ୍ରଣାଳୟର ସଚିବ ଅଛନ୍ତି ସଞ୍ଜୟ ମାଲହୋତ୍ରା.. ରାଜ୍ୟର ସବୁ ଜିଲାରେ ଖୋଲିବ ମେଡିକାଲ କଲେଜ..…
Read More...

କଟକରେ ଡ୍ରେନ ନିର୍ମାଣବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ

ସମାଜ ଡିଜିଟାଲ ଡେସ୍କ: କଟକ ବିଡାନାସୀରେ ଡ୍ରେନ ନିର୍ମାଣବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ। ଦୋଷୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ। ସୋମବାର କିଛି ଏଭଳି ପ୍ରତିକ୍ରିୟା ଦେଇଛନ୍ତି…
Read More...

ଏସସିବିରେ ଚାକିରି କରାଇଦେବା ନାଁରେ ୧୦ ଲକ୍ଷ ଲୁଟ୍‌

ସମାଜ ଡିଜିଟାଲ ଡେସ୍କ: କଟକ ଏସସିବିରେ ବିଭିନ୍ନ ଏଜେନ୍ସିରେ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ୨୦ରୁ ୨୫ ଜଣ ଆଶାୟୀ ପ୍ରାର୍ଥୀଙ୍କଠାରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ନକଲି ନିଯୁକ୍ତି…
Read More...

ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ସୁଜିତ କୁମାର

ସମାଜ ଡିଜିଟାଲ ଡେସ୍କ: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସୁଜିତ କୁମାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ,…
Read More...

‘ଫତେହ’ ଟିଜର: ଉଦାରରୁ ନିଷ୍ଠୁର ହେଲେ ସୋନୁ ସୁଦ୍‌, ଭୟଙ୍କର ଅବତାରରେ ଆସିଲେ ନଜର

ସମାଜ ଡିଜିଟାଲ ଡେସ୍କ: ବଲିଉଡ଼ ଅଭିନେତା ସୋନୁ ସୁଦ୍ ତାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଫତେହ’କୁ ନେଇ ଏବେ ଚର୍ଚ୍ଚାରେ। ଚଳିତ ବର୍ଷ ଜୁଲାଇରେ ଅଭିନେତା ନିଜ ଜନ୍ମଦିନ ଅବସରରେ ‘ଫତେହ’ର ନୂଆ ପୋଷ୍ଟର ଜାରି କରି…
Read More...

ବର୍ଷାରେ ତିନ୍ତିଲା ଧାନ: ଚାଷୀ ହନ୍ତସନ୍ତ

ଭବାନୀପାଟଣା: ଜିଲ୍ଲାର ବିଭିନ୍ନ ସ୍ଥାନରେ ରବିବାର ବିକ୍ଷିପ୍ତ ବର୍ଷା ହୋଇଛି। ଫଳରେ ଜିଲ୍ଲାର ଅଧିକାଂଶ ବ୍ଲକରେ ଧାନ ତିନ୍ତିଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ପୂର୍ବ ସୂଚନା ଥିବାରୁ ଚାଷୀମାନେ ଜରି, ପାଲ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ଡିଏସ୍‌ କୁଟ୍ଟେ.. କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି.. କଟକ ବିଡ଼ାନାସୀ ଅଞ୍ଚଳରେ ଅଘଟଣ.. ଡ୍ରେନ୍ କାମ ଚାଲିଥିବାବେଳେ ପାଚେରୀ ଭୁଷୁଡ଼ି ଜଣେ…
Read More...

କଟକରେ ଡ୍ରେନ୍ ଟ୍ରାଜେଡ଼ି: ଜଣେ ମୃତ, ୪ ଆହତ

ସମାଜ ଡିଜିଟାଲ ଡେସ୍କ: କଟକ ମହାନଗର ନିଗମ ଦ୍ୱାରା ବିଡ଼ାନାସୀ ଅଞ୍ଚଳର ୧ ନମ୍ବର ଓ୍ବାର୍ଡରେ ଡ୍ରେନ୍ କାମ ଚାଲିଥିବାବେଳେ ରବିବାର ଘଟିଛି ଏକ ଅଘଟଣ। ଡ୍ରେନ୍ ପାଖ ପାଚେରୀ ଭୁଷୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟ ଘଟିଛି।…
Read More...

ପୁଣି ବିବାଦରେ ଓସିଏ

କଟକ: ପୁଣି ବିବାଦ ଘେରରେ ଛନ୍ଦିହୋଇଛି ଓଡ଼ିଶା କ୍ରିକେଟ ସଂଘ। ଓସିଏ ଚୟନ କମିଟି ନାଁରେ ପ୍ରିୟାପ୍ରୀତି ଅଭିଯୋଗ ହୋଇଛି। ଓଡ଼ିଶା ବରିଷ୍ଠ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ ଆଣିଲେ ସାଂଘାତିକ ଅଭିଯୋଗ। ସିନିୟର ଚୟନ…
Read More...

ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଆକ୍ରମଣ, ୧ ଗିରଫ

ସମାଜ ଡିଜିଟାଲ ଡେସ୍କ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ର ଆକ୍ରମଣ। ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଆକ୍ରମଣ ହୋଇଛି। ପ୍ରଭାସ ରଞ୍ଜନ ମହାନ୍ତିଙ୍କୁ ବିଜୁ ଛାତ୍ର ଜନତା ଦଳ ନେତା ରେଭେନ୍ସା କ୍ୟାମ୍ପସ ଭିତରେ…
Read More...

ଚାଷୀଙ୍କୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ ବିଶାଳ ଚାଷୀ ସମାବେଶରେ ଚାଷୀଙ୍କୁ ୮୦୦ ଟଙ୍କାର…
Read More...

୨ ଶିକାରୀ ଗିରଫ: ବନ୍ୟଜନ୍ତୁ ମାଂସ ସହ ଧନୁତୀର ଓ କୁରାଢୀ ଜବତ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ରାଣୀଭୋଳ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବାର୍‌ହା ଶିକାର କରି ଫେରୁଥିବା ସମୟରେ ଦୁଇ ଶିକାରୀକୁ ଗିରଫ କରିଛି ବନ ବିଭାଗ। ଏଥିସହ ଅନ୍ୟ କେତେଜଣ ସେଠାରୁ ଫେରାର…
Read More...

୧୦ ଫୁଟର ଅଜଗର ଉଦ୍ଧାର

ଫୁଲବାଣୀ: ଫୁଲବାଣୀ ଫିସିରି କଲୋନୀ ଅଞ୍ଚଳରୁ ଏକ ୧୦ ଫୁଟର ଅଜଗର ସାପ ଉଦ୍ଧାର ହୋଇଛି। ଶନିବାର ରାତି ପ୍ରାୟ ୯ଟା ସମୟରେ ସାପଟି ବୁଲୁଥିବା କନ୍ଧମାଳ ସ୍ନେକ ହେଲ୍ପଲାଇନକୁ ଖବର ଆସିଥିଲା ଖବର ପାଇବା ସଙ୍ଗେସଙ୍ଗେ ସ୍ନେକ…
Read More...

ଜାତୀୟ ରାଜପଥ ଉପରେ ହାତୀ 

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଜାମଟାଲ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ହାତୀ ବିଚରଣ କରୁଥିବାର ଦେଖାଯାଇଛି। ଶନିବାର ସକାଳ ସମୟରେ ଏକ ବଣୁଆ ହାତୀ ଅଚାନକ ଜାତୀୟ ରାଜପଥ ନିକଟରେ ଥିବା…
Read More...

ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲେ ରେଙ୍ଗାଲିର ଯୁବ ବୈଜ୍ଞାନିକ

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ନିକଟସ୍ଥ ରମ୍ପେଲାକେମ୍ପ ଗ୍ରାମର ଯୁବ ବୈଜ୍ଞାନିକ ଡକ୍ଟର ଆଶିଷ ମାହାଣା ନୂତନ ଉଦ୍ଭାବନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ…
Read More...

ସରିପାରୁନି କୁଇରିମାଣ୍ଡୁଠାରେ ନିର୍ମାଣାଧୀନ ଜିପିଏଲଏଫ ସଭାଗୃହ କାର୍ଯ୍ୟ

ଫୁଲବାଣୀ: ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ମାଧ୍ୟମରେ ବିଭିନ୍ନ ପଞ୍ଚାୟତ ମୁଖ୍ୟାଳୟମାନଙ୍କରେ ପକ୍କା ଘର ନିର୍ମାଣ କରୁଛନ୍ତି। କିନ୍ତୁ ସରକାରଙ୍କ ବେତନଭୋଗୀ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଆଡିଲେଡ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୧୮୦ ରନରେ ଅଲଆଉଟ୍.. ଅଷ୍ଟ୍ରେଲିଆ ୧ ଓ୍ବିକେଟ ବିନିମୟରେ ସଂଗ୍ରହ କରିଛି ୮୬ ରନ.. ରାଜ୍ୟସଭା ଉପନିର୍ବାଚନ: ୯ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ..…
Read More...

ଅଜଣା ଯୁବକଙ୍କ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଦିନ ରହିତ ଗନ୍ତାୟତ ନାମକ ବ୍ୟକ୍ତି ଜଣେ ଅଜଣା ଯୁବକ ଅସୁସ୍ଥ ହୋଇଥିବାରୁ ତାକୁ…
Read More...

ରାଜ୍ୟସଭାରେ କଂଗ୍ରେସ ସାଂସଦଙ୍କ ଆସନ ତଳୁ ମିଳିଲା ପୁଳା ପୁଳା ଟଙ୍କା, ଗୃହରେ ହଙ୍ଗାମା

ନୂଆଦିଲ୍ଲୀ: ସଂସଦରେ ଶୀତକାଳୀନ ଅଧିବେଶନ ସମୟରେ ଶୁକ୍ରବାର ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଛି। ରାଜ୍ୟସଭାରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭୀଙ୍କ ସିଟ୍‌ରୁ ପୁଳା ପୁଳା ଟଙ୍କା ମିଳିବା ଘଟଣା ସାମ୍ନାକୁ ଆସିବା…
Read More...

‘ଆରଆରଆର’ ରେକର୍ଡ଼ ଭାଙ୍ଗିଲା ‘ପୁଷ୍ପା ୨’: ଚମକାଇ ଦେବ ପ୍ରଥମ ଦିନ ଆୟ

ସମାଜ ଡିଜିଟାଲ ଡେସ୍କ: ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍‌’ ଡିସେମ୍ବର ୫ରେ ପରଦାକୁ ଆସିଛି। ସୁକୁମାର ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା ଓ ଫହାଦ ଫାସିଲ ମଧ୍ୟ ଗୁରୁତ୍ଵପୂର୍ଣ୍ଣ…
Read More...

ଅଧା କାମ ଛାଡ଼ି ଠିକା ସଂସ୍ଥା ଛୁ, ଗୋଦାମରେ ଖତ ଖାଉଛି ସ୍ମାର୍ଟ ବୋର୍ଡ ଓ ଟିଭି

ରେଙ୍ଗାଲି: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୪୭୩୧୭ ତା.୨୪।୧୧।୨୦୨୪ରେ ସମସ୍ତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ କ୍ଲାସ୍ ରୁମରେ ସ୍ମାର୍ଟ ବୋର୍ଡରେ ଶିକ୍ଷାଦାନ କରିବାକୁ କଡ଼ା…
Read More...

ଶ୍ରେୟା ଘୋଷାଲ କି ସୁନିଧି ଚୌହାନ ନୁହେଁ, ଏ ହେଉଛନ୍ତି ଭାରତର ସବୁଠୁ ଧନୀ ଗାୟିକା

ସମାଜ ଡିଜିଟାଲ ଡେସ୍କ: ହିନ୍ଦୀ ପପ୍ ମ୍ୟୁଜିକ୍ ସର୍ବଦା ସିନେମା ସହ ଜଡ଼ିତ। ଇଣ୍ଡଷ୍ଟ୍ରିରେ କଳାକାରମାନେ ନିଜ ଚମକ ବଜାୟ କରିଛନ୍ତି। ଭାରତର ଶ୍ରେଷ୍ଠ କଣ୍ଠଶିଳ୍ପୀମାନେ ସର୍ବଦା ଚଳଚ୍ଚିତ୍ର ପାଇଁ କାମ କରିଆସୁଛନ୍ତି।…
Read More...

ତୃତୀୟ ଭାରତୀୟ ଧାନ ସମ୍ମିଳନୀ ୨୦୨୪ ଅନୁଷ୍ଠିତ

କଟକ: ଜାତୀୟ ଧାନ ଗବେଷଣା ସମ୍ମିଳନୀ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଧାନ ଗବେଷଣା କାଉନସିଲର ମିଳିତ ଆନୁକୁଲ୍ୟରେ ଗୁରୁବାର ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପରିଷଦଠାରେ ଭାରତୀୟ ଧାନ ସମ୍ମିଳନୀର ତୃତୀୟ ଧାନ…
Read More...

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ବିରୋଧରେ ତୀବ୍ର ଆନ୍ଦୋଳନ

କଟକ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କଟକରେ ଜୋରଦାର ଆନ୍ଦୋଳନ କରାଯାଇଛି। କଟକ ଜିଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯାଇଛି। ଏନେଇ ଗୁରୁବାର କଟକର ବିଭିନ୍ନ…
Read More...

ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟରୁ ଲୁଟ୍ ଉଦ୍ୟମ, ଜଣେ ଅଟକ

ଫୁଲବାଣୀ: ସ୍ଥାନୀୟ ଫୁଲବାଣୀ ସାହିରେ ଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀ କାର୍ଯ୍ୟାଳୟରୁ ବୁଧବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ହୋଇଛି। ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତିବେଳେ ଦୁଇ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାରେ…
Read More...

‘ପୁଷ୍ପା ୨’: ମୁକ୍ତିଲାଭର କିଛି ଘଣ୍ଟାରେ ଅନଲାଇନ୍ ଲିକ୍

ସମାଜ ଡିଜିଟାଲ ଡେସ୍କ: ଶେଷରେ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ‘ପୁଷ୍ପା ୨: ଦି ରୁଲ୍‌’ ଡିସେମ୍ବର ୫ରେ ମୁକ୍ତିଲାଭ କରିଛି। ସୁକୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି…
Read More...

ସମ୍ବଲପୁର ଚିଡ଼ିଆଖାନା ‘ରାଣୀ’ର ମୃତ୍ୟୁ 

ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାରେ ଥିବା ୭ ବର୍ଷିୟ କଲରାପତରିଆ ବାଘୁଣୀ ରାଣୀର ବୁଧବାର ରାତିରେ ମୃତ୍ୟୁ ଘଟିଛି। ହୀରାକୁଦ ବନ୍ୟ ପ୍ରାଣୀ ବିଭାଗର ଅଧିକାରୀ ଅଂଶୁପ୍ରଜ୍ଞା ଦାସଙ୍କ ସୂଚନାନୁଯାୟୀ, ଗତକାଲି ରାଣୀ ଦିନ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଗିରଫ.. ୪ ଅଭିଯୁକ୍ତଙ୍କ ଗିରଫ ନେଇ ସୂଚନା ଦେଲେ କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା.. ଆକ୍ସନ ମୋଡ୍‌ରେ ସିଏମସି.. ଏସସିବି ମେଡିକାଲକୁ ଲାଗି ରହିଥିବା କାଠଗୋଲା ଅଞ୍ଚଳରୁ…
Read More...

ମଶା ଉପଦ୍ରବରେ ଅତିଷ୍ଠ କଟକବାସୀ; ସିଏମସି କମିଶନରଙ୍କୁ ଟାର୍ଗେଟ

ସମାଜ ଡିଜିଟାଲ ଡେସ୍କ: ମଶା ଉପଦ୍ରବକୁ ନେଇ ଅତିଷ୍ଠ ହେଲେଣି କଟକ ସହରବାସୀ। କି ଦିନ କି ରାତି, ମଶା ଦାଉରେ ଘରେ ବାହାରେ ସବୁଠି ରହିବା ମୁସ୍କିଲ ହେଲାଣି। ସନ୍ଧ୍ୟା ହେଉ ହେଉ କବାଟ ଝରକା କିଳୁଛନ୍ତି ଲୋକେ। ସହରରେ ମଶା…
Read More...

ଆକ୍ସନ ମୋଡ୍‌ରେ ସିଏମସି: ବେଆଇନ ଜବରଦଖଲ ଉଚ୍ଛେଦ

ସମାଜ ଡିଜିଟାଲ ଡେସ୍କ: ସରକାରୀ ଆକ୍ସନ ମୋଡ୍‌ରେ କଟକ ମହାନଗର ନିଗମ। ଏସସିବି ମେଡିକାଲକୁ ଲାଗି ରହିଥିବା କାଠଗୋଲା ଅଞ୍ଚଳରୁ ବୁଧବାର ବେଆଇନ ଜବର ଦଖଲ ଉଚ୍ଛେଦ କରିଛି ସିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ସରକାରୀ…
Read More...

ସ୍ଥାନୀୟ ଲୋକକଳା କଳାକାରଙ୍କୁ ଅଣଦେଖା ଅଭିଯୋଗ, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କଳା ସଂସ୍କୃତି ସଂଘ ପଞ୍ଜିକୃତ ଲୋକକଳା କଳାକାରମାନେ ରାୟଗଡ଼ା ଜିଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ବଛାଙ୍କ ନେତୃତ୍ୱରେ ବ୍ଲକ କାର୍ଯ୍ୟାଳୟକୁ…
Read More...

ସେନା ପୋଷ୍ଟ ଉପରେ ଗ୍ରେନେଡ ଆକ୍ରମଣ

ପୁଞ୍ଛ: ଜମ୍ମୁ-କାଶ୍ମୀର ପୁଞ୍ଛ ଜିଲାର ସୁରନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ସେନା ପୋଷ୍ଟ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ତେବେ ଏହି ଆକ୍ରମଣରେ ମୃତାହତ ନେଇ କୌଣସି ସୂଚନା ନାହିଁ। ଆତଙ୍କବାଦୀମାନେ ସେନା ପୋଷ୍ଟ…
Read More...

ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା: ରାଷ୍ଟ୍ରପତି

ସମାଜ ଡିଜିଟାଲ ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆୟୁର୍ବେଦ ଏକ ପ୍ରାଚୀନ, ବିଶ୍ୱସ୍ତ ଏବଂ…
Read More...

ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଆୟୁର୍ବେଦ ବିଷୟରେ ଜାଣିପାରିବା: ମୁଖ୍ୟମନ୍ତ୍ରୀ

ପୁରୀ: ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗିଭାବେ ଜଡ଼ିତ। ଏହା ଜାଣିବାକୁ ହେଲେ ଆମକୁ ବହୁତ ଦୂର ଯିବାକୁ ପଡ଼ିବ ନାହିଁ। ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଏହାକୁ…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ମହାରାଷ୍ଟ୍ର: ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ୪୦୦ ସାଧୁସନ୍ଥ.. ଭୁବନେଶ୍ୱର ନୀଳାଦ୍ରି ବିହାରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି.. ଗୃହରେ ବିଧାୟକଙ୍କର ଦରମା ଏବଂ…
Read More...

କଳାପଥର ଧଳାପଥର ଅଞ୍ଚଳରେ ସେକ୍ସ ରାକେଟ୍‌ ଠାବ: ଦଲାଲ ସମେତ ୪ ଗିରଫ

କଳାପଥର(ବାଙ୍କୀ): କଳାପଥର ଧଳାପଥର ଅଞ୍ଚଳରେ ଦେହ ବ୍ୟବସାୟୀ ସକ୍ରିୟ। ସୀମାନ୍ତବର୍ତ୍ତୀ ଧଳାପଥର ଫାଣ୍ଡି ଅନ୍ତର୍ଗତ ମିଛପଣ୍ଡା ସାହିର ଏକ ଘରେ ଏବଂ ବୈଦେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ଶ୍ମଶାନ ପଡ଼ିଆ…
Read More...

ରାସ୍ତା ଉପରେ ହୁତୁହୁତୁ ଜଳିଲା ହାଇଓ୍ବା

ବାଙ୍ଗିରିପୋଷି: ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ହାଇଓ୍ବା। ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି-କଳାବାଡ଼ିଆ ରାସ୍ତା ଧଡାଙ୍ଗୀର ଛକ ନିକଟରେ ମଙ୍ଗଳବାର ଏକ ହାଇଓ୍ବା ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଅଳ୍ପକେ…
Read More...

ବିଧାନସଭା ଗଲେ ଏକତା କପୁର, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକ ଜଗତର ଲୋକପ୍ରିୟ ପ୍ରଯୋଜିକା ତଥା ନିର୍ଦେଶିକା ଏକତା କପୁର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ମଙ୍ଗଳବାର ସେ ଓଡ଼ିଶା ଆସି ବିଧାନସଭା…
Read More...

ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲା ଆତଙ୍କୀ, ଗୁଳି ବିନିମୟ ଜାରି

ଜମ୍ମୁ: ଜମ୍ମୁ-କାଶ୍ମୀର ଶ୍ରୀନଗରସ୍ଥିତ ଦାଚିଗାମ ବନାଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି। ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଥିବା ଜଣାପଡ଼ିଛି।…
Read More...

ମଙ୍ଗଳବାର ମୋଟେର ଛକ ବନ୍ଦ

ଭବାନୀପାଟଣା: ଇନ୍ଦ୍ରାବତୀର ମେଗା ଲିଫ୍ଟ କେନାଲରେ ଜଳଯୋଗାଣ ବନ୍ଦ ପ୍ରତିବାଦରେ ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସକାଳେ ମୋଟେର ଛକରେ ରାସ୍ତାରୋକ କରାଯିବ। କୋକସରା କୃଷକ ସଚେତନ ମଞ୍ଚ ଦ୍ବାରା ଆହୂତ ଏହି ବନ୍ଦ ଡାକରା…
Read More...

ଆସିଲା ‘ବନବାସ’ ଟ୍ରେଲର, ଭାବପ୍ରବଣ କରିବ ନାନା ପାଟେକର-ଉତ୍କର୍ଷ ଶର୍ମା ଯୋଡ଼ି

ସମାଜ ଡିଜିଟାଲ ଡେସ୍କ: ନାନା ପାଟେକର ଓ ଉତ୍କର୍ଷ ଶର୍ମା ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଏଥି​‌ରେ ନାନା ପାଟେକରଙ୍କ ଚରିତ୍ର ତାଙ୍କ ପରିବାର ସହ ବନାରସ ଆସୁଛି। ତାଙ୍କ ପରିବାର…
Read More...

ଜଳିଗଲା ଗହଣା ଦୋକାନ, ୧୦ ଲକ୍ଷରୁ ଅଧିକ ଟଙ୍କାର କ୍ଷୟକ୍ଷତି

ରେଙ୍ଗାଲିକ୍ୟାମ୍ପ: ଅତାବିରା ସରକାରୀ ଡାକ୍ତରଖାନା ସମ୍ମୁଖରେ ଥିବା ସମଲେଶ୍ବରୀ ଜୁଏଲର୍ସରେ ଘଟିଛି ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଘଟି ଦୋକାନଟି ଜଳିଯାଇଛି। ସୂଚନା ଅନୁସାରେ, ସୋମବାର ଭୋର ପ୍ରାୟ ୪ଟା ସମୟରେ ସ୍ଥାନୀୟ…
Read More...

ସରଗଶଶୀ ସମ୍ପାଦକଙ୍କୁ ଉତ୍କଳିକା ସମ୍ମାନ

ପିପିଲି: ରାଜ୍ୟର ପରିଚିତ ଶିଶୁ ସାହିତ୍ୟିକ ତଥା ସରଗଶଶୀ ପତ୍ରିକାର ସଂପାଦକ ପ୍ରଶାନ୍ତ କୁମାର ଦାଶଙ୍କୁ ବ୍ରହ୍ମପୁରଠାରେ ସାରସ୍ୱତ ଅନୁଷ୍ଠାନ ଉତ୍କଳିକା ପକ୍ଷରୁ ରାଜ୍ୟସ୍ତରୀୟ ସାରସ୍ୱତ ଉତ୍କଳିକା ସମ୍ମାନ ପ୍ରଦାନ…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅଧିନସ୍ଥ ନୂତନ ସର୍ଭେ ସମ୍ପର୍କିତ ତାଲିମ ଶିବିର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଅଧିନସ୍ଥ ନୂତନ ସର୍ଭେ ସମ୍ପର୍କରେ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ପଞ୍ଚାୟତରେ କାର୍ଯ୍ୟ…
Read More...

୩୩ ସ୍ମାର୍ଟଫୋନ୍‌ରେ ବନ୍ଦ ହେବାକୁ ଯାଉଛି ହ୍ବାଟ୍ସଆପ୍‌, ତାଲିକାରେ ନାହିଁ ତ ଆପଣଙ୍କ ଫୋନ୍‌

ସମାଜ ଡିଜିଟାଲ ଡେସ୍କ: ଯଦି ଆପଣ ମଧ୍ୟ ହ୍ବାଟ୍ସଆପ୍ ବ୍ୟବହାର କରନ୍ତି ଏବଂ ଆପଣଙ୍କର ଏକ ପୁରୁଣା ଅଛି, ତେବେ ଆପଣଙ୍କ ପାଇଁ ଖରାପ ଖବର। ମେଟା ଦ୍ଵାରା ପରିଚାଳିତ ମେସେଜିଂ ଆପ୍ ହ୍ବାଟ୍ସଆପ୍‌ iOS 15.1ରୁ ପୁରୁଣା…
Read More...

ଏସିପି ପ୍ରଦ୍ୟୁମନ କହିଲେ- ‘କୁଛ୍ ତୋ ଗଡ଼ବଡ଼ ହୈ’, ଉତ୍ସାହ ବଢାଇଲା ‘ସିଆଇଡି ୨’ର ନୂଆ ପ୍ରୋମୋ

ସମାଜ ଡିଜିଟାଲ ଡେସ୍କ: ୨୦ ବର୍ଷ ଧରି ଛୋଟ ପରଦାରେ ଅଭୂତପୂର୍ବ ଲୋକପ୍ରିୟତା ହାସଲ କରିଥିବା ଶୋ’ ‘ସିଆଇଡି’ ପାଞ୍ଚ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଟିଭିକୁ ଫେରିବାକୁ ପ୍ରସ୍ତୁତ। ଚଳିତ ବର୍ଷ ଅକ୍ଟୋବର ମାସରେ ଶୋ’…
Read More...

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବରଗଡ଼ ଧନୁଯାତ୍ରା ପାଇଁ ବଛା ହେଲେ ନୂଆ କଂସ.. ଭୁବନେଶ୍ଵର ପ୍ରଧାନ ନୂଆ କଂସ ଭାବେ ମନୋନୀତ.. ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ ୪ ପ୍ରତିଯୋଗୀ.. ଦିବ୍ୟାଙ୍ଗ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ…
Read More...

ପର୍ଯ୍ୟଟନ ଋତୁରେ ଖାଁ ଖାଁ ଗୋପାଳପୁର ଇକୋ ରିଟ୍ରିଟ୍ ସେଣ୍ଟର

ଗୋପାଳପୁର: ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁଁ ରବିବାରଠାରୁ ଆସନ୍ତା ଫେବୃଆରୀ ୨୯ ପର୍ଯ୍ୟନ୍ତ ଇକୋ ରିଟ୍ରିଟ ଫେଷ୍ଟିଭାଲର ଆୟୋଜନ କରାଯାଉଛି। ଓଡ଼ିଶାର…
Read More...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ

ଫୁଲବାଣୀ: ଓଡ଼ିଶାର କାଶ୍ମୀର ନାଁରେ ପରିଚିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକରେ ରବିବାର ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଚତୁର୍ଥ ପର୍ଯ୍ୟାୟ ଇକୋ ରିଟ୍ରିଟ୍…
Read More...

AIର କମାଲ୍‌: ମୃତ୍ୟୁ ଦିନ କହିବ ‘ମୃତ୍ୟୁ ଘଣ୍ଟା’

ସମାଜ ଡିଜିଟାଲ ଡେସ୍କ: ସାଧାରଣତଃ ଏହା ଜାଣିବାକୁ ସମସ୍ତଙ୍କର ଆଗ୍ରହ ଥାଏ ଯେ, ସେ କେତେଦିନ ବଞ୍ଚିବେ ବା ତାଙ୍କ ଆୟୁଷ କେତେ। ବର୍ତ୍ତମାନ କୃତ୍ରିମ ବୁଦ୍ଧିମତା(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ-ଏଆଇ)ର ଯୁଗ। ଆଉ ଏହି…
Read More...

ସ୍ବାତୀ ଓ ଏଚଡିଏଫସି ବ୍ୟାଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର

ଜି ଉଦୟଗିରି: ବିଶ୍ବ ଏଡ୍‌ସ ଦିବସ ଅବସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ବାତୀ ଏବଂ ଏଚଡିଏଫସି ବ୍ୟାଙ୍କ ମିଳିତ ସହଯୋଗରେ ଗୁଟିଙ୍ଗିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।…
Read More...

ଏସସିବିରେ ଜଟିଳ ଅସ୍ତ୍ରୋପଚାର ସଫଳ, ମୁଣ୍ଡରୁ ବାହାରିଲା ଟାଙ୍ଗିଆ

ସମାଜ ଡିଜିଟାଲ ଡେସ୍କ: କଟକ ବଡ଼ ମେଡିକାଲର ସ୍ନାୟୁ ଶଲ୍ୟ ଚିକିତ୍ସା(ନ୍ୟୁରୋସର୍ଜରୀ) ବିଭାଗରେ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି କନ୍ଧମାଳ ଅଞ୍ଚଳର ବିବେକ କଅଁର। ମୁଣ୍ଡରେ ଧାରୁଆ ଟାଙ୍ଗିଆ ଭିତରକୁ…
Read More...

ଭାରତୀୟ ବଂଶୋଦ୍ଭବ କାଶ୍‌ ପଟେଲଙ୍କୁ ଏଫବିଆଇର ନୂଆ ନିର୍ଦ୍ଦେଶକ ବାଛିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ଡୋନାଲ୍ଡ ଟ୍ରମ୍ପ ଭାରତୀୟ ବଂଶୋଦ୍ଭବ କାଶ୍‌ ପଟେଲଙ୍କୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ହସ୍ତାନ୍ତର କରିଛନ୍ତି। ୪୪ ବର୍ଷୀୟ ଟ୍ରମ୍ପ କାଶ୍‌ ପଟେଲଙ୍କୁ…
Read More...

ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସଙ୍କଟ, ହେଉନାହିଁ ସ୍ଥାୟୀ ସମାଧାନ

କଲମପୁର/ମୁଖିଗୁଡା: ଉପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରି ରାଜ୍ୟର ବିଦ୍ୟୁତ ଆବଶ୍ୟକତାକୁ ପୂରଣ କରିବା ସହ ଜିଲ୍ଲାର ୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷ ଜମିରେ ଜଳ ସେଚନ କରି କଳାହାଣ୍ଡିର…
Read More...

ଭୁବନେଶ୍ଵରରେ ଅଜିତ ଡୋଭାଲ୍‌

ଭୁବନେଶ୍ଵର: ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଅଜିତ ଡୋଭାଲ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଓଡ଼ିଶାରେ ଆୟୋଜିତ ଡିଜିପି-ଆଇଜିପ ସମ୍ମିଳନୀରେ ଯୋଗ ଦେବାକୁ ଶୁକ୍ରବାର ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ପୁଲିସ ଡିଜି…
Read More...

ଇଡି ପଞ୍ଝାରେ ରାଜ କୁନ୍ଦ୍ରା, ଘର ଓ କାର୍ଯ୍ୟାଳୟରେ ଚଢାଉ

ସମାଜ ଡିଜିଟାଲ ଡେସ୍କ: ମୋବାଇଲ୍‌ ଆପ୍‌ ଜରିଆରେ ଅଶ୍ଳୀଳ କଣ୍ଟେଣ୍ଟ୍ ପ୍ରସ୍ତୁତି ଏବଂ ପ୍ରସାରଣ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ…
Read More...

ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ବାଙ୍କୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

କଳାପଥର(ବାଙ୍କୀ): ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଆହ୍ୱାନକ୍ରମେ ବାଙ୍କୀ ଓ ଡମପଡ଼ା ବ୍ଲକ ଶାଖାର ଏକ ବୈଠକ ସ୍ଥାନୀୟ ଶିକ୍ଷକ ଭବନଠାରେ କୌଶିକ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଆକାଶଙ୍କୁ ଏମସିଏଲ ସ୍ପନସରଶିପ

ଭବାନୀପାଟଣା: କଳାହାଣ୍ଡିର ଖ୍ୟାତିସଂପନ୍ନ ଯୁବ ପାରାବ୍ୟାଡ଼ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ମହାନଦୀ କୋଲଫିଲ୍ଡ ଲିମିଟେଡ ସ୍ପନସରଶିପ୍ ପ୍ରଦାନ କରିଛି। ଆସନ୍ତା ଏସିଆନ ୟୁଥ୍ ପାରାଗେମ୍ ପାଇଁ ଆକାଶଙ୍କୁ…
Read More...

ଶପଥ ନେଲେ ହେମନ୍ତ ସୋରେନ

ରାଞ୍ଚି: ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତା ହେମନ୍ତ ସୋରେନ। ଗୁରୁବାର ସେ ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଞ୍ଚିର…
Read More...

୩୦ ଚୋରି ମୋବାଇଲ ଫୋନ ଉଦ୍ଧାର, ମାଲିକଙ୍କୁ ହସ୍ତାନ୍ତର

କେନ୍ଦୁଝରଗଡ଼: ବିଭିନ୍ନ ସମୟରେ ଚୋରି ଓ ହଜି ଯାଇଥିବା ୩୦ଟି ମୂଲ୍ୟବାନ ମୋବାଇଲକୁ କେନ୍ଦୁଝର ସାଇବର ପୁଲିସ ପକ୍ଷରୁ ଉଦ୍ଧାର ପରେ ଗୁରୁବାର ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। କେନ୍ଦୁଝର ସାଇବର ସେଲ୍ ଓ ସାଇବର ଥାନା…
Read More...

ବନ୍ଧାହେଲେ ଖଣି ଅଧିକାରୀ

କେନ୍ଦୁଝରଗଡ଼: କେନ୍ଦୁଝର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ ଖଣି ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ। ଗିରଫ ହେଲେ ଖଣି ଅଧିକାରୀ ପଦ୍ମନାଭ ହୋତା। ଭିଜିଲାନ୍ସ ପକ୍ଷରୁ ବୁଧବାର…
Read More...

କ୍ୟାଡର ମାଓବାଦୀର ଆତ୍ମସମର୍ପଣ

ଫୁଲବାଣୀ: ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି। ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁବାର ଜଣେ…
Read More...

ବିବାହ ପ୍ରତିଶ୍ରୁତି ଦେଇ ବାର୍ ଡାନ୍ସରଙ୍କୁ ଦୁଷ୍କର୍ମ ସହ ଭିଡିଓ ପ୍ରଘଟ ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: ବିବାହ ପ୍ରତିଶ୍ରୁତି ଦେଇ ବାର୍ ଡାନ୍ସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଡିଜେ ପ୍ଲେୟାରଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବାର ଡାନ୍ସର। କେବଳ ସେତିକି ନୁହେଁ, ପ୍ରେମିକ ଜଣକ…
Read More...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦୌଡ଼ରେ ସବୁଠୁ ଆଗରେ ଫଡନାଭିସ, ୨୯ରେ ଘୋଷଣା !

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇପାରିନାହିଁ। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାୟୁତି ମେଣ୍ଟରେ ଅନେକ ବୈଠକ ପରେ…
Read More...

ଧରାପଡ଼ିଲେ ୧୦ ଧାନ ଚୋର, ଦୁଇ ଚମ୍ପଟ୍

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ସିଲେଟ ପଞ୍ଚାୟତ ଗଉରଟିକ୍ରା ଗ୍ରାମର ଲିଭି ବନ୍ଧ ନିକଟରେ ରହିଥିବା ଏକ ପଡ଼ିଆରେ ଗ୍ରାମର ଭାଗଚାଷୀ ଅନନ୍ତ ରାମଜାଲଙ୍କ ଧାନ ପ୍ୟାକେଟ ଗଦାରୁ ଧାନ ଚୋରି କରି…
Read More...

୩୦ରେ ପ୍ରାଦେଶିକ ୨୭ତମ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: କ୍ରୀଡ଼ା କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟ ଆଣିବେ ଗୌରବ। ରାଜ୍ୟ ଓ ଜାତୀୟସ୍ତରରେ ଓଡ଼ିଶା ପାଇଁ ସୁନାମ ମଧ୍ୟ ଆଣିବେ। ଚଳିତବର୍ଷ ବନବାସୀ କଲ୍ୟାଣ ଆସୋସିଏସନ ପକ୍ଷରୁ କଟକରେ ଦୁଇ ଦିନ ଧରି…
Read More...

ନୟନତାରା ଓ ବିଗ୍ନେଶଙ୍କ ବିରୋଧରେ ମାମଲା ଦାୟର କଲେ ଧନୁଷ, ଅଭିନେତ୍ରୀଙ୍କୁ ଜବାବ ତଲବ

ସମାଜ ଡିଜିଟାଲ ଡେସ୍କ: ନୟନତାରା ଓ ଧନୁଷଙ୍କ ମଧ୍ୟରେ କପିରାଇଟ୍‌ ଉଲ୍ଲଂଘନ ମାମଲା ଥମିବାର ନାଁ ନେଉନାହିଁ। ଜୋରଦାର ବାକ୍‌ ଯୁଦ୍ଧ ମଧ୍ୟରେ ଧନୁଷଙ୍କ ଟିମ୍‌ ଏବେ ମାଡ୍ରାସ ହାଇକୋର୍ଟରେ ଅଭିନେତ୍ରୀ ଏବଂ ତାଙ୍କ…
Read More...

ଓଡ଼ିଶା ବାଳକ ହକି ଦଳ ଚମ୍ପିଆନ୍

ରାଉରକେଲା : ହରିୟାଣାର ରୋହତକ ରାଜୀବ ଗାନ୍ଧୀ ଷ୍ଟାଡିୟମ୍ ପରିସରରେ ୧୭ ବର୍ଷରୁ କମ ବାଳକ ହକି ବର୍ଗରେ ବାଜି ମାରିଛି ଓଡ଼ିଶା ଦଳ। ବୁଧବାର ଓଡ଼ିଶା ଏବଂ ହରିୟାଣା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ…
Read More...

ଗିରଫଦାରୀ ଭୟରେ ଘରୁ ଫେରାର ରାମ ଗୋପାଳ ବର୍ମା, ଜାରି କଲେ ଭିଡିଓ ବାର୍ତ୍ତା

ସମାଜ ଡିଜିଟାଲ ଡେସ୍କ: ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏବେ ଗିରଫଦାରୀ ଏଡ଼ାଇବାକୁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ ଏବଂ ଅନ୍ୟ ରାଜନୈତିକ ନେତାଙ୍କ ବିଷୟରେ…
Read More...

ଶୁଣିଲାନି ପ୍ରଶାସନ, ନିଜ ଖର୍ଚ୍ଚରେ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ

ଫୁଲବାଣୀ: କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ଆଜି ପର୍ଯ୍ୟନ୍ତ ଉପାନ୍ତ ଅଞ୍ଚଳବାସୀ ଆନକ ସମସ୍ୟା ଦେଇ ଜୀବନ ଅତିବାହିତ କରୁଛନ୍ତି। କେଉଁଠି ରାସ୍ତା ଘାଟ ନାହିଁ ତ କେଉଁଠି ପାନୀୟ ଜଳ, ଆଉ କେଉଁଠି ଶିକ୍ଷା ବ୍ୟବସ୍ଥା ଆଜି…
Read More...

ଧାନ କ୍ଷେତକୁ ଯାତାୟତ ପାଇଁ କଲଭର୍ଟ ନିର୍ମାଣ ପାଇଁ ମହିଳା ମହାସଂଘର ଧାରଣା ଚେତାବନୀ

ଧାମରା: ଧାମରା ନିକଟସ୍ଥ ଜାଗୁଳା ପଂଚାୟତ ପାଇକ ସାହିଠାରେ ଏକ କଲଭର୍ଟ ନିର୍ମାଣ ନ ହେବାରୁ ଶହ ଶହ ଏକର ଚାଷ ଜମିରେ ଏପର୍ଯ୍ୟନ୍ତ ଧାନ କଟାଯାଇ ପାରୁନାହିଁ। ଏମିତି ଏକ ଅଭିଯୋଗ ଆସିଛି ଜାଗୁଳା ପଂଚାୟତ ସାଗରବେଳା ମହିଳା…
Read More...

ଟ୍ରାକ୍ଟର ଧକ୍କାରେ ମୋପେଡ଼୍‌ ଆରୋହୀ ମୃତ

ପାତ୍ରପୁର: ଜରଡ଼ା ଥାନା ଖାରିଆଗୁଡା ଫାଣ୍ଡିଠାରୁ ବାଘଲଟି ଡ୍ୟାମ୍ ଯିବା ରାସ୍ତାରେ ମଙ୍ଗଳବାର ଟ୍ରାକ୍ଟର ଧକ୍କାରେ ଜଣେ ମୋପେଡ଼୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ମନ୍ଦରଡ଼ା ପଞ୍ଚାୟତ ତିନି ଘରିଆ…
Read More...

ଆଉ ନାହାନ୍ତି ପରିବା ବାବା

ଧାମରା: ଭଦ୍ରକ ନୁହେଁ ସାରା ଓଡ଼ିଶାରେ ପରିବା ବାବା ନାମରେ ଖ୍ୟାତ ପ୍ରେମାନନ୍ଦ ଦାସ ମହାରାଜଙ୍କର ମଙ୍ଗଳବାର ଦେହାନ୍ତ ଘଟିଛି। ସେ ଜଣେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଏବଂ ଜଣେ ମହାନ ସନ୍ଥ ଭାବେ ପରିଚିତ। ପୁରୀ…
Read More...

ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣା: ସୁସ୍ଥ ହୋଇ ଏସସିବିରୁ ଡିସଚାର୍ଜ ହେଲେ ଟୁନି ମାଝୀ

ସମାଜ ଡିଜିଟାଲ ଡେସ୍କ: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ଘଟଣାରେ ମଙ୍ଗଳବାର ଏସସିବିରୁ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି…
Read More...

ସ୍ମୃତିରେ ଏବେବି ସତେଜ ୨୬/୧୧ ମୁମ୍ବାଇ ଆକ୍ରମଣ, ଦେଖନ୍ତୁ କିଛି ଲୋମଟାଙ୍କୁରା ଦୃଶ୍ୟ

ମୁମ୍ବାଇ: ୨୦୦୮ ମସିହା ନଭେମ୍ବର ୨୬ ତାରିଖ.. ଏହା ହେଉଛି ସେହି କଳାଦିନ, ଯେଉଁଦିନ ଥରି ଉଠିଥିଲା ମାୟା ନଗରୀ। ପାକିସ୍ତାନର ଲଶ୍କର-ଏ-ତୈବାର ୧୦ ଆତଙ୍କବାଦୀ ମୁମ୍ବାଇ ଉପରେ କରିଥିଲେ ଆକ୍ରମଣ ଏବଂ ୪ ଦିନ ଧରି…
Read More...

ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

ସମାଜ ଡିଜିଟାଲ ଡେସ୍କ: ଦେଶର ଏକାଧିକ ରାଜ୍ୟରେ ରାଜ୍ୟସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ତାରିଖ ଘୋଷଣା ହୋଇଛି। ଏନେଇ ଭାରତର ନିର୍ବାଚନ ଆୟୋଗ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି। ଡିସେମ୍ବର ୨୦ ତାରିଖରେ ରାଜ୍ୟସଭା…
Read More...

ସମ୍ବିଧାନ ଦିବସ ପାଳିତ

ଭବାନୀପାଟଣା: କଳାହାଣ୍ଡିର ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ସଂଘ ତରଫରୁ ମଙ୍ଗଳବାର ୭୫ତମ ସମ୍ବିଧାନ ଦିବସ ବିଶ୍ବବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ ପରିସରରେ ଥିବା ଭାରତ ରତ୍ନ…
Read More...

ବାଇକ୍‌କୁ ଧକ୍କା ଦେଇ କାର୍‌ ଫେରାର, ଜଣେ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ କଟକ-ଭୁବନେଶ୍ଵର ରାସ୍ତାର ଫୁଲନଖରା ଓଭରବ୍ରିଜ ଉପରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଗୋଟିଏ ବାଇକ୍‌କୁ ଧକ୍କା ଦେଇ…
Read More...

ବିଜେପି କାର୍ଯ୍ୟକର୍ତ୍ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝରଗଡ଼: ବିଜେପି କେନ୍ଦୁଝର ନଗରମଣ୍ଡଳର ବରିଷ୍ଠ କାର୍ଯ୍ୟକର୍ତ୍ତା ନିରଞ୍ଜନ ଶତପଥୀ(ନିରୁ)ଙ୍କର ରବିବାର ବିଳମ୍ବିତ ରାତିରେ ହୃଦଘାତ କାରଣରୁ ଅକାଳ ବିୟୋଗ ଘଟିଛି। ନିରଞ୍ଜନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ…
Read More...

ନାବାଳିକା ଅସଦାଚରଣ ମାମଲା: ଦୋଷୀକୁ ୫ବର୍ଷ ଜେଲ୍‌‌

କେନ୍ଦୁଝରଗଡ଼: ଜଣେ ୬ବର୍ଷର ନାବାଳିକାକୁ ଅସଦାଚରଣ କରିବା ମାମଲାରେ ଦୋଷୀକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲାଜଜ୍‌‌ ତଥା ସ୍ପେଶାଲ ଜଜ୍‌‌ ପକ୍ସୋ କେନ୍ଦୁଝର। ଅଭିଯୁକ୍ତ ବ୍ରଜ କିଶୋର ସୁଆର(୫୨)କୁ…
Read More...

୧୭୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ

ସମାଜ ଡିଜିଟାଲ ଡେସ୍କ: ୧୭୭ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ସୋମବାର ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାରଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ…
Read More...

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ଵରରେ ହେବାକୁ ଥିବା ଡିଜିପି କନଫରେନ୍ସକୁ ଆସି ଓଡ଼ିଶାରେ ୩ ଦିନ ରହିବେ ପ୍ରଧାନମନ୍ତ୍ରୀ ମୋଦୀ। ଏନେଇ ସୋମବାର…
Read More...

ବାଲିଗୁଡ଼ା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ ଜେଲ୍

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ବାଲିଗୁଡ଼ା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ଗଞ୍ଜାମ ଜିଲା ଓ ଦୌରାଜଜ୍ ରୂପଶ୍ରୀ ଚୌଧୁରୀ। ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ…
Read More...

ଶୀତ ଅଧିବେଶନର ପ୍ରଥମ ଦିନରେ ଅଚଳାବସ୍ଥା: ଉଭୟ ଗୃହ ବୁଧବାର ଯାଏ ମୁଲତବୀ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଚାଲିପାରିଲା ନାହିଁ ଗୃହ। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ସୋମବାର…
Read More...

ଆସୁଛି ‘୧୨୦ ବାହାଦୂର’: ପ୍ରଥମ ଲୁକ୍ ବଢାଇଲା ଉତ୍ସାହ

ମୁମ୍ବଇ: ବଲିଉଡ଼ ଅଭିନେତା ଫରହାନ ଅଖ୍‌ତରଙ୍କ ଆଗାମୀ ଚଳଚ୍ଚିତ୍ର ‘୧୨୦ ବାହାଦୂର’ର ପୋଷ୍ଟର ରିଲିଜ୍‌ ହୋଇଛି। ରେଜାଙ୍ଗ ଲା’ ଯୁଦ୍ଧର ୬୨ବର୍ଷ ପୂର୍ତ୍ତି ଅବସରରେ ଅଭିନେତା ପୋଷ୍ଟର ଶେୟାର କରି ୧୨୦ ବୀର ସୈନିକଙ୍କୁ…
Read More...